ଆୟୁବ Chapter 27

For English

Read ଆୟୁବ Chapter 27 Online

Read ଆୟୁବ Chapter 27 online from the Holy Bible. This chapter is part of the Book of ଆୟୁବ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଆୟୁବ and the Holy Bible online.

Choose a Chapter

ଆୟୁବ 27

ଅଧ୍ୟାୟ 27

1. ତା'ପରେ ଆୟୁବ ତା'ର କାହାଣୀ ବର୍ଣ୍ଣନା କରି କହିଲା,

2. "ପ୍ରକୃତ ରେ ପରମେଶ୍ବର ଜୀବିତ ଏବଂ ଯେତେ ସତ୍ଯ ଭାବରେ ସେ ଅଛନ୍ତି, ସେ ସତ ରେ ମାେ ପ୍ରତି ଅନ୍ଯାଯ କରିଛନ୍ତି। ପରମେଶ୍ବର, ସର୍ବଶକ୍ତିମାନ ମାେ ଜୀବନ ତିକ୍ତ କରିଛନ୍ତି।

3. ଯେ ପର୍ୟ୍ଯନ୍ତ ମାେ ଶରୀର ରେ ପ୍ରାଣ ଅଛି ଏବଂ ଯେ ପର୍ୟ୍ଯନ୍ତ ପରମେଶ୍ବର ପ୍ରଦତ୍ତ ନିଶ୍ବାସ ବାଯୁ ମାେ ନାକରୁ ନିର୍ଗତ ହେଉଛି।

4. ଏହାପରେ ମାେ ଓଠରୁ ଖରାପ ବିଷଯ ବାହାରିବ ନାହିଁ। ମାରେ ଜିହ୍ବା ମିଥ୍ଯାକଥା କହିବ ନାହିଁ।

5. ମୁଁ କବେେ ମାନିବି ନାହିଁ ତୁମ୍ଭେ ସତ୍ଯ। ମୁଁ ମଲା ପର୍ୟ୍ଯନ୍ତ କହିୟିବି ଯେ, ମୁଁ ନିରପରାଧ ଅଟେ।

6. ମୁଁ ମାରେ ଧାର୍ମିକତାକୁ ଦୃଢ଼ ଭାବରେ ଧରିବି। ମୁଁ କବେେ ଠିକ୍ ବାଟକୁ ପରିତ୍ଯାଗ କରିବି ନାହିଁ। ମୁଁ ବଞ୍ଚିଥିବା ପର୍ୟ୍ଯନ୍ତ ମାରେବିବକେ ମାେତେ ନିନ୍ଦା କରିବ ନାହିଁ।

7. ଲୋକେ ମାେ ବିରୁଦ୍ଧ ରେ ଛିଡ଼ା ହବେେ। ମୁଁ ଆଶା କରୁଛି ମାରେ ଶତ୍ରୁମାନେ ଦଣ୍ଡ ପାଇଥିବେ ଦୁଷ୍ଟ ଲୋକଙ୍କ ଭଳି।

8. ପରମେଶ୍ବରଙ୍କଠା ରେ ଆସ୍ଥା ବିହୀନ ବ୍ଯକ୍ତି ମୃତ୍ଯୁ ସମୟରେ କ'ଣ ଆଶା କରିବ ? ଯେତବେେଳେ ପରମେଶ୍ବର ତା'ର ପ୍ରାଣ ନିଅନ୍ତି, ସହେି ଲୋକର କୌଣସି ଆଶା ନ ଥାଏ।

9. ପରମେଶ୍ବର କ'ଣ ତା'ର ସାହାୟ୍ଯର ଡ଼ାକ ଶୁଣିବେ, ଯେତବେେଳେ ତା' ପ୍ରତି ଅସୁବିଧା ଆସିବ ?

10. ସହେି ଲୋକ କ'ଣ ସର୍ବଶକ୍ତିମାନଙ୍କୁ ଗୁହାରି କରି ଆନନ୍ଦ ଅନୁଭବ କରିବ। ସେ ସବୁ ସମୟରେ ପରମେଶ୍ବରଙ୍କୁ ଡ଼ାକିବା ଉଚିତ ଥିଲା।

11. ମୁଁ ତୁମ୍ଭକୁ ପରମେଶ୍ବରଙ୍କ ଶକ୍ତି ସମ୍ପର୍କ ରେ ଶିକ୍ଷା ଦବେି। ମୁଁ ପରମେଶ୍ବରଙ୍କ କୌଣସି ଯୋଜନା ତୁମ୍ଭଠା ରେ ଲୁଚାଇବି ନାହିଁ।

12. ତୁମ୍ଭେ ନିଜ ଆଖି ରେ ପରମେଶ୍ବରଙ୍କ ଶକ୍ତି ଦେଖିଛ। ତେଣୁ କାହିଁକି ତୁମ୍ଭେ ସହେି ବାଜେ କଥା କହୁଛ ?

13. ତେଣୁ ଏହା ହିଁ ପରମେଶ୍ବରଙ୍କ ଇଚ୍ଛା ଦୁଷ୍ଟଲୋକଙ୍କ ପାଇଁ, ଏହା ହିଁ ସର୍ବଶକ୍ତିମାନ ପରମେଶ୍ବରଙ୍କ ଇଚ୍ଛା ନିଷ୍ଠୁର ଲୋକମାନଙ୍କ ପ୍ରତି।

14. ଜଣେ ଦୁଷ୍ଟ ଲୋକର ବହୁତ ସନ୍ତାନ ଥାଇ ପାରନ୍ତି। ତା'ର ସମସ୍ତ ସନ୍ତାନ ୟୁଦ୍ଧ ରେ ମୃତ୍ଯୁବରଣ କରିବେ। ଦୁଷ୍ଟ ଲୋକର ପିଲାମାନେ ଖାଇବାକୁ ୟଥେଷ୍ଟ ପାଇବେ ନାହିଁ।

15. ତା'ର ସମସ୍ତ ପିଲାମାନେ ମରିବେ ଏବଂ ତା'ର ବିଧବାମାନେ ଦୁଃଖ କରିବେ ନାହିଁ।

16. ଜଣେ ଦୁଷ୍ଟ ଲୋକ ହୁଏତ ବହୁତ ରୂପା ପାଇବ, ତାହା ତା' ପ୍ରତି ମଇଳା ପରି। ତା'ର ହୁଏତ ଏତେ ଲୁଗା ଥିବ, ଯାହା ତା' ପ୍ରତି ମାଟିଗଦା ପରି।

17. କିନ୍ତୁ ଜଣେ ଧାର୍ମିକ ଲୋକ ତା'ର ପୋଷାକ ପିନ୍ଧିବାକୁ ପାଇବ। ନିରୀହ ଲୋକ ତା'ର ରୂପାସବୁ ପାଇବ।

18. ଜଣେ ଦୁଷ୍ଟ ଲୋକର ଗୃହ ତିଆରି କଲେ ବି ଏହା ବେଶୀଦିନ ତିଷ୍ଠିବ ନାହିଁ। ଏହା ବୁଢ଼ିଆଣୀ ଜାଲଭଳି ହବେ କିମ୍ବା ପ୍ରହରୀର ତମ୍ବୁଭଳି ହବେ।

19. ଦୁଷ୍ଟ ବ୍ଯକ୍ତି ଶାଇେବାକୁ ଗଲା ବେଳେ ତା' ପାଖ ରେ ଅମାପ ଧନ ଥିବ କିନ୍ତୁ ସକାଳୁ ସେ ଆଖି ଖାଲିବୋ ମାତ୍ ରେ ତା'ର ଧନ ଆଉ ନ ଥିବ।

20. ଆତଙ୍କ ତା' ବିରୁଦ୍ଧ ରେ ହଠାତ୍ ବନ୍ଯା ପରି ଆସିବ। ଏବଂ ବାତ୍ଯା ରାତି ରେ ଆସି ତାକୁ ଉଡ଼ାଇ ନଇୟିବେ।

21. ପୂର୍ବ ଦିଗର ପବନ ତାକୁ ଉଡ଼ାଇ ନବେ। ସେ ଚିରଦିନ ପାଇଁ ବିଦାଯ ନବେ, ଝଡ଼ ତାକୁ ତା'ର ଘରୁ ଉଡ଼ାଇ ନବେ।

22. ଦୁଷ୍ଟ ବ୍ଯକ୍ତି ସହେି ଝଡ଼ରୁ ରକ୍ଷା ପାଇବାକୁ ସକଳ ପ୍ରକାର ଚେଷ୍ଟା କରିବ। କିନ୍ତୁ ସହେି ଝଡ଼ ତାକୁ ନିର୍ଦ୍ଦଯ ଭାବର ଆଘାତ କରିବ।

23. ଲୋକେ ତାକୁ ଦେଖି ତାଳି ମାରିବେ। ଯେତବେେଳେ ସେ ନିଜ ଘରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବ, ଲୋକେ ହୁଇସିଲ ମାରି ଦେଖୁଥିବେ।

About ଆୟୁବ Chapter 27

Read ଆୟୁବ Chapter 27 online from the Holy Bible. This chapter is part of the Book of ଆୟୁବ in the Old Testament. Continue reading with the chapter navigation above or explore the complete book.

Book Information

Book: ଆୟୁବ
Chapter: 27
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଆୟୁବ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଆୟୁବ Chapter 27 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଆୟୁବ Chapter 27?

ଆୟୁବ Chapter 27 is part of the Book of ଆୟୁବ in the Holy Bible.

Can I read this chapter online?

Yes. You can read the complete ଆୟୁବ Chapter 27 online for free with easy chapter navigation.

More Chapters from ଆୟୁବ

  1. ଆୟୁବ Chapter 23
  2. ଆୟୁବ Chapter 21
  3. ଆୟୁବ Chapter 6
  4. ଆୟୁବ Chapter 2
  5. ଆୟୁବ Chapter 35
  6. ଆୟୁବ Chapter 33
  7. ଆୟୁବ Chapter 20

Explore More from ପୁରାତନ ନିୟମ

  1. ଦ୍ୱିତୀୟ ବିବରଣ Chapter 1
  2. ଏଜ୍ରା Chapter 2
  3. ଦିତୀୟ ରାଜାବଳୀ Chapter 4
  4. ଗୀତସଂହିତା Chapter 21
  5. ଯିଶାଇୟ Chapter 57
  6. ଆଦି ପୁସ୍ତକ Chapter 14
  7. ଲେବୀୟ ପୁସ୍ତକ Chapter 17

Related Chapters & Readings

  1. ହିତୋପଦେଶ Chapter 28
  2. ଦିତୀୟ ରାଜାବଳୀ Chapter 7
  3. ଯିଶାଇୟ Chapter 26
  4. ଯିଶାଇୟ Chapter 47
  5. ଯିହିଜିକଲ Chapter 38
  6. ପ୍ରଥମ ରାଜାବଳୀ Chapter 7
  7. ଗୀତସଂହିତା Chapter 132
Share Your Love

Leave a Reply

Your email address will not be published. Required fields are marked *