ଗୀତସଂହିତା Chapter 40

For English

Read ଗୀତସଂହିତା Chapter 40 Online

Read ଗୀତସଂହିତା Chapter 40 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.

Choose a Chapter

ଗୀତସଂହିତା 40

ଅଧ୍ୟାୟ 40

1. ମୁଁ ସଦାପ୍ରଭୁଙ୍କୁ ଡ଼ାକିଲି, ସେ ମାରେ ଡ଼ାକ ଓ କ୍ରନ୍ଦନ ଧ୍ବନି ଶୁଣିଲେ।

2. ସଦାପ୍ରଭୁ ମାେତେ ମୃତ୍ଯୁ ଗୁମ୍ଫାରୁ ଉଠାଇଲେ। ସେ ମାେତେ ସହେି ମାଟିର କବର ମଧ୍ଯରୁ ଉଠାଇ ଆଣିଲେ। ସେ ମାେତେ ଟକେି ଧରିଲେ। ମାେତେ, ମାରେ ପାଦ ତଳକୁ ଖସିୟିବା ପୂର୍ବରୁ ଶକ୍ତ ଭୂମିରେ ସ୍ଥାପନ କଲେ।

3. ସଦାପ୍ରଭୁ ମାେ ମୁଖରେ ଏକ ନୂତନ ଗୀତ ଉଚ୍ଚାରଣ କଲେ। ସହେି ଗୀତଟି ପରମେଶ୍ବରଙ୍କ ପ୍ରଶଂସାରେ ପରିପୂର୍ଣ୍ଣ ଥିଲା। ଅନକେ ଲୋକ ଦେଖିବେ ମାେ ପ୍ରତି ୟାହା ସବୁ ଘଟିଗଲା, ୟାହାଫଳରେ ସମାନେେ ପରମେଶ୍ବରଙ୍କୁ ଉପାସନା କରିବେ। ସମାନେେ ସଦାପ୍ରଭୁଙ୍କୁ ବିଶ୍ବାସ କରିବେ।

4. ୟଦି ଜଣେ ସଦାପ୍ରଭୁଙ୍କୁ ବିଶ୍ବାସ କରେ, ସହେି ବ୍ଯକ୍ତିଟି ପ୍ରକୃତରେ ସୁଖୀ ହୁଏ। ଜଣେ ବ୍ଯକ୍ତି ପ୍ରକୃତରେ ଖୁସିରେ ରହେ, ୟଦି ସେ ପ୍ରତମାନଙ୍କେୁ କିଅବା ମିଥ୍ଯା ଦବେତାମାନଙ୍କୁ ଆଦର କରି ନ ଥାଏ।

5. ହେ ସଦାପ୍ରଭୁ, ଆମ୍ଭମାନଙ୍କର ପରମେଶ୍ବର, ତୁମ୍ଭେ ଅନକେ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରିଛ। ତୁମ୍ଭେ ଆମ୍ଭମାନଙ୍କ ପାଇଁ ଅନକେ ଆଶ୍ଚର୍ୟ୍ଯ ଯୋଜନାମାନ ରଖିଛ। କୌଣସି ବ୍ଯକ୍ତି ତାହା କବେେ ଗଣି ପାରିବ ନାହିଁ। ମୁଁ ବାରମ୍ବାର ସହେିସବୁ କଥା କହିବି ୟାହାକୁ ଗଣିବା ଅସମ୍ଭବ।

6. ହେ ସଦାପ୍ରଭୁ, ତୁମ୍ଭେ ମାେତେ ଏହାକୁ ବୁଝିବାକୁ ସକ୍ଷମ କରିଛ। ତୁମ୍ଭେ ବଳିଦାନ ଓ ଶସ୍ଯ ନବୈେଦ୍ଯରେ ସନ୍ତାଷେ ନାହିଁ, ତୁମ୍ଭେ ପ୍ରକୃତରେ ହାମବେଳି ଓ ପାପାର୍ଥକ ବଳି ଚାହଁ ନାହିଁ।

7. ତଣେୁ ମୁଁ କହିଲି, "ମୁଁ ଉପସ୍ଥିତ ଅଛି, ମାେତେ ତୁମ୍ଭେ ନିଅ। ଏହା ମାେ ବିଷଯରେ ପୁସ୍ତକରେ ଲଖାୟୋଇଛି।

8. ହେ ମାରେ ପରମେଶ୍ବର, ତୁମ୍ଭେ ୟାହା ଚାହୁଁଛ, ମୁଁ ତାହା କରିବାକୁ ଚାହୁଁଛି। ତୁମ୍ଭର ନୀତିଶିକ୍ଷା ମାେ' ହୃଦଯରେ ଅଛି।

9. ମୁଁ ମହାସଭାରେ ତୁମ୍ଭର ବିଜଯବାର୍ତ୍ତା ପ୍ରଚାର କରିଅଛି। ହେ ସଦାପ୍ରଭୁ, ତାହା ତୁମ୍ଭେ ଜାଣ, ମୁଁ ଏହି ଶୁଭ ଖବର ପ୍ରଚାରରୁ କବେେ ହେଲେ ବିରତ ରହିବ ନାହିଁ।

10. ହେ ସଦାପ୍ରଭୁ ତୁମ୍ଭେ ଯେଉଁସବୁ ମଙ୍ଗଳ କାର୍ୟ୍ଯ କରିଛ। ସେସବୁକୁ ମୁଁ ମାରେ ହୃଦଯରେ ଗୋପନ କରି ନାହିଁ। ହେ ସଦାପ୍ରଭୁ ମାେ ଲୋକମାନେ ତୁମ୍ଭ ଉପରେ ନିର୍ଭର କଲେ ତୁମ୍ଭେ ସମାନଙ୍କେୁ ଉଦ୍ଧାର କରିବ ବୋଲି ପ୍ରଚାର କରିଅଛି। ମୁଁ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଓ ସତ୍ଯତା ମହାସମାଜରୁ ଲୋକମାନଙ୍କଠାରୁ ଲୁଚାଇ ରଖି ନାହିଁ।

11. ତଣେୁ ହେ ସଦାପ୍ରଭୁ, ତୁମ୍ଭର ଦୟାକୁ ମାଠାେରେ ଲୁଚାଅ ନାହିଁ। ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଓ ସତ୍ଯତା ସର୍ବଦା ମାେତେ ରକ୍ଷା କରୁ।"

12. ଦୁଷ୍ଟ ଲୋକମାନେ ମାେ ଚାରିକଡ଼ରେ ଘରେି ରହିଛନ୍ତି। ସମାନେେ ଅନକେ ୟାହାକି ଗଣିବା କଷ୍ଟକର। ମାେ ପାପ ମାେତେ ଧରାଇ ଦଇେଛି, ତଣେୁ ମୁଁ ମାରେ ପାପରୁ ଉଦ୍ଧାର ପାଇପାରିବି ନାହିଁ। ମାରେ ପାପଗୁଡ଼ିକ ମସ୍ତକରେ ଥିବା କେଶ ସଂଖ୍ଯାଠାରୁ ଅଧିକ ଓ ମାରେ ହୃଦଯ ମାେତେ ପରିତ୍ଯାଗ କରିଅଛି।

13. ହେ ସଦାପ୍ରଭୁ, ଅନୁଗ୍ରହ କରି ମାେତେ ଉଦ୍ଧାର କର। ହେ ସଦାପ୍ରଭୁ ଶୀଘ୍ର ଆସ ଓ ମାେତେ ସାହାୟ୍ଯ କର।

14. ସହେି ଦୁଷ୍ଟ ଲୋକମାନେ ମାେ ପ୍ରାଣ ନାଶ ପାଇଁ ଉଦ୍ଯମ କରୁଛନ୍ତି। ହେ ସଦାପ୍ରଭୁ, ସହେି ଲୋକମାନଙ୍କୁ ଲଜ୍ଜିତ କରି ସମାନଙ୍କେୁ ନିରାଶ କର। ମାେ କ୍ଷତରେ ସନ୍ତୁଷ୍ଟ ଲଜ୍ଜିତ ହୁଅନ୍ତୁ।

15. ସହେି ଦୁଷ୍ଟ ଲୋକମନେ ମାେତେ ପରିହାସ କରିଛନ୍ତି। ସମାନେେ କଥାବାର୍ତ୍ତା କରିବାକୁ ବେଶି ଲଜ୍ଜିତ।

16. କିନ୍ତୁ ଯେଉଁ ଲୋକମାନେ ତୁମ୍ଭ ନିକଟକୁ ଆସନ୍ତି, ସମାନେେ ଖୁସି ଓ ଆନନ୍ଦିତ ହୁଅନ୍ତି। ସମାନଙ୍କେର ତୁମ୍ଭରି ସବୋରେ ହିଁ ଆନନ୍ଦ। ତଣେୁ ସମାନେେ ସର୍ବଦା ତୁମ୍ଭକୁ କୁହନ୍ତି, "ସଦାପ୍ରଭୁ ମହାନ୍।"

17. ହେ ସଦାପ୍ରଭୁ, ମୁଁ ଜଣେ ଗରିବ ଓ ଅସହାୟ ଲୋକ ଅଟେ। ହେ ମାରେ ପରମେଶ୍ବର ଆଉ ବିଳମ୍ବ କର ନାହିଁ। ମାେତେ ସାହାୟ୍ଯ କର ଓ ମାେତେ ଉଦ୍ଧାର କର।

About ଗୀତସଂହିତା Chapter 40

Read ଗୀତସଂହିତା Chapter 40 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.

Book Information

Book: ଗୀତସଂହିତା
Chapter: 40
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଗୀତସଂହିତା Chapter 40 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଗୀତସଂହିତା Chapter 40?

ଗୀତସଂହିତା Chapter 40 is part of the Book of ଗୀତସଂହିତା in the Holy Bible.

Can I read this chapter online?

Yes. You can read the complete ଗୀତସଂହିତା Chapter 40 online for free with easy chapter navigation.

More Chapters from ଗୀତସଂହିତା

  1. ଗୀତସଂହିତା Chapter 91
  2. ଗୀତସଂହିତା Chapter 98
  3. ଗୀତସଂହିତା Chapter 68
  4. ଗୀତସଂହିତା Chapter 13
  5. ଗୀତସଂହିତା Chapter 106
  6. ଗୀତସଂହିତା Chapter 92
  7. ଗୀତସଂହିତା Chapter 87

Explore More from ପୁରାତନ ନିୟମ

  1. ଦିତୀୟ ବଂଶାବଳୀ Chapter 7
  2. ଦ୍ୱିତୀୟ ବିବରଣ Chapter 30
  3. ଦ୍ୱିତୀୟ ବିବରଣ Chapter 12
  4. ଦିତୀୟ ରାଜାବଳୀ Chapter 11
  5. ଗୀତସଂହିତା Chapter 129
  6. ଆଦି ପୁସ୍ତକ Chapter 50
  7. ଯୋୟେଲ Chapter 2

Related Chapters & Readings

  1. ଗୀତସଂହିତା Chapter 20
  2. ଏଷ୍ଟର Chapter 4
  3. ହିତୋପଦେଶ Chapter 10
  4. ଗୀତସଂହିତା Chapter 89
  5. ଆୟୁବ Chapter 32
  6. ପ୍ରଥମ ବଂଶାବଳୀ Chapter 16
  7. ଉପଦେଶକ Chapter 1
Share Your Love

Leave a Reply

Your email address will not be published. Required fields are marked *