Read ଓବଦିୟ Chapter 1 Online
Read ଓବଦିୟ Chapter 1 online from the Holy Bible. This chapter is part of the Book of ଓବଦିୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଓବଦିୟ and the Holy Bible online.
Choose a Chapter
ଓବଦିୟ 1
ଅଧ୍ୟାୟ 1
1. ଏହା ଓବଦିଯଙ୍କର ଦର୍ଶନ ଅଟେ। ମାରେ ପ୍ରଭୁ ସଦାପ୍ରଭୁ ଇଦୋମଙ୍କ ବିଷଯ ରେ ଯାହା କହନ୍ତି।
2. "ଇଦୋମ, ଆମ୍ଭେ ତୁମ୍ଭକୁ ଏକ କ୍ଷୁଦ୍ରତମ ରାଜ୍ଯ କରିବି। ପ୍ରେତ୍ୟକକ ତୁମ୍ଭକୁ ଅତ୍ଯଧିକ ଘୃଣା କରିବେ।
3. ତୁମ୍ଭର ଗର୍ବ ତୁମ୍ଭକୁ ପ୍ରତାରଣା କରିଛି। ତୁମ୍ଭେ ପର୍ବତର ସହେି ଗୁମ୍ଫା ଗୁଡିକରେ ବାସ କର। ତୁମ୍ଭେ ସହେି ଉଚ୍ଚ ସ୍ଥାନ ରେ ରୁହ। ତେଣୁ ତୁମ୍ଭେ ନିଜକୁ କହିଥାଅ, ' ମାେତେ କହେି ଭୂମି ଉପରକୁ ଆଣି ପାରିବେ ନାହିଁ।"'
4. ସଦାପ୍ରଭୁ ଏହା କୁହନ୍ତି, "ଏପରିକି ତୁମ୍ଭେ ଯଦିଓ ଚିଲ ପକ୍ଷୀ ପରି ଉଚ୍ଚ ରେ ଉଡ ଏବଂ ତାରକା ଗହଳ ରେ ବସା ରଖ ତଥାପି ଆମ୍ଭେ ତୁମ୍ଭକୁ ସଠାରୁେ ନିମ୍ନକୁ ନଇେ ଆସିବା।
5. ତୁମ୍ଭେ ପ୍ରକୃତ ରେ ଧ୍ବଂସ ହବେ। ଗ୍ଭରମାନେେ ତୁମ୍ଭ ନିକଟକୁ ଆସିବେ, ଡକାଯତମାନେ ରାତ୍ରି ରେ ଆସିବେ ଏବଂ ସହେି ଗ୍ଭରମାନେେ ଯାହାସବୁ ଇଚ୍ଛା କରିବେ ତାହାସବୁ ନଇେଯିବେ। ଯେତବେେଳେ ଶ୍ରମିକମାନେ ତୁମ୍ଭ କ୍ଷତେ ରେ ଦ୍ରାକ୍ଷାଫଳ ସଂଗ୍ରହ କରନ୍ତି, ସମାନେେ ଅଳ୍ପ କିଛି ଅଙ୍ଗୁର ପଛ ରେ ଛାଡିଥାନ୍ତି।
6. କିନ୍ତୁ ଶତୃ ଏଷୌଙ୍କର ଗୁପ୍ତଭଣ୍ତାରକୁ ତନ୍ନ ତନ୍ନ କରି ଅନ୍ନଷେଣ କରିବେ ଏବଂ ସହେି ସମସ୍ତ ସମାନେେ ପାଇଯିବେ।
7. ସହେି ସମସ୍ତେ, ଯେଉଁମାନେ କି ତୁମ୍ଭର ପ୍ରକୃତ ବନ୍ଧୁ, ତୁମ୍ଭକୁ ବଳପୂର୍ବକ ତୁମ୍ଭର ଭୂମିରୁ ତଡି ଦବେେ। ତୁମ୍ଭର ବନ୍ଧୁ ତୁମ୍ଭକୁ ପ୍ରଲୋଭନ ଦଖାଇବେେ ଏବଂ ତୁମ୍ଭକୁ ଭୂଲ୍ କାର୍ୟ୍ଯ କରିବାକୁ ବାଧ୍ଯ କରିବେ। ତୁମ୍ଭର ବନ୍ଧୁ ଯେଉଁମାନଙ୍କ ସହିତ ମିଶି ସଂଗ୍ରାମ କରିଛ ଓ ଯେଉଁମାନଙ୍କ ସହିତ ମିଶି ଖାଅ, ସମାନେେ ତୁମ୍ଭ ପାଦତଳେ ଏକ ଫାଶ ବସାଇବା ପାଇଁ ଯୋଜନା କରନ୍ତି। ସମାନେେ କୁହା କୁହି ହୁଅନ୍ତି, ' ସେ କୌଣସି ବସ୍ତୁକୁ ସନ୍ଦହେ କରନ୍ତି ନାହିଁ।"'
8. ସଦାପ୍ରଭୁ କୁହନ୍ତି, " ସହେିଦିନ ଆମ୍ଭେ ଇଦୋମରୁ ଜ୍ଞାନୀ ଲୋକମାନଙ୍କୁ ଧ୍ବଂସ କରିବା। ଆମ୍ଭେ ଏଷୌ ପର୍ବତ ରେ ବୁଦ୍ଧିମାନ ଲୋକମାନଙ୍କୁ ଧ୍ବଂସ କରିବା।
9. ତୈମନ, ତୁମ୍ଭର ଶକ୍ତିଶାଳୀ ଲୋକମାନେ ଭୟଭୀତ ହବେେ। ଏଷୌ ପର୍ବତର ସମସ୍ତ ଲୋକ ଧ୍ବଂସ ପାଇବେ। ଅନକେ ଲୋକ ନିହତ ହବେେ।
10. ତୁମ୍ଭେ ଲଜ୍ଜିତ ହବେ ଓ ଚିରଦିନ ପାଇଁ ଧ୍ବଂସ ହବେ। କାରଣ, ତୁମ୍ଭେ ତୁମ୍ଭର ଭାଇ ଯାକୁବ ପ୍ରତି ଅତି ନିଷ୍ଠୁର ଥିଲ।
11. ତୁମ୍ଭେ ଇଶ୍ରାୟେଲର ଶତୃମାନଙ୍କ ସହିତ ମିଶିଲ। ଅଜଣା ଲୋକ ଇଶ୍ରାୟେଲ ଧନ ସମ୍ପତ୍ତି ଅଧିକାର କଲେ। ବିଦେଶୀ ମାନେ ୟିରୁଶାଲମ ନଗରଦ୍ବାର ଦଇେ ପ୍ରବେଶ କଲେ। ସହେି ବିଦେଶୀମାନେ ୟିରୁଶାଲମର କେଉଁ ଅଂଶ ପାଇବେ ବୋଲି ବହୁ ପଥର ଫିଙ୍ଗିଲେ ତୁମ୍ଭେ ସମାନଙ୍କେ ମଧ୍ଯରୁ ଜଣେ ହେଲ।
12. ତୁମ୍ଭେ ତୁମ୍ଭର ଭାଇର ଦୁଃଖ ରେ ହସିଥିଲ। ତୁମ୍ଭେ ତାହା କରିବା ଉଚିତ ନଥିଲା। ଯେତବେେଳେ ଯିହୁଦା ଧ୍ବଂସ ହେଲା, ତୁମ୍ଭେ ଖୁସି ହେଲ। ତାହା ମଧ୍ଯ ତୁମ୍ଭର କରିବା ଉଚିତ୍ ନଥିଲା। ତୁମ୍ଭେ ସମାନଙ୍କେ ଦୁଃଖ ରେ ଯେଉଁ ବଡିମା ଦଖାଇେଲ ତାହା ତୁମ୍ଭର କରିବା ଉଚିତ୍ ନଥିଲା।
13. ତୁମ୍ଭେ ଆମ୍ଭ ଲୋକମାନଙ୍କର ନଗରଦ୍ବାର ଦଇେ ପ୍ରବେଶ କଲ ଏବଂ ଆମ୍ଭ ଲୋକମାନଙ୍କର ସମସ୍ଯା ରେ ଉପହାସ କଲ, ଯାହାକି କରିବା ତୁମ୍ଭର ଅନୁଚିତ ଥିଲା। ସମାନଙ୍କେର ଦୁଃଖ ସମୟରେ ତୁମ୍ଭେ ସମାନଙ୍କେର ଧନସମ୍ପଦ ନଲେ, ଯାହାକି କରିବା ତୁମ୍ଭର ଅନୁଚିତ ଥିଲା।
14. ତୁମ୍ଭେ ରାସ୍ତାର ଛକମାନଙ୍କ ରେ ଦଣ୍ତାଯମାନ ହାଇେଥିଲ ଏବଂ ନିର୍ବାସିତମାନଙ୍କୁ ଧ୍ବଂସ କରୁଥିଲ। ଜୀବନ ରକ୍ଷା ପାଇଁ ପଳାଯନ କରୁଥିବା ନିର୍ବାସିତମାନଙ୍କୁ ତୁମ୍ଭେ ସମାନଙ୍କେର ଅନୁଧାବନକାରୀମାନଙ୍କୁ ହସ୍ତଗତ କରି ଦେଲେ। ଯାହାକି ତୁମ୍ଭ ପକ୍ଷେ ଠିକ୍ ନଥିଲା।
15. ସବୁଦେଶ ପ୍ରତି ସଦାପ୍ରଭୁଙ୍କ ଦିନ ଆସି ଯାଉଛି। ତୁମ୍ଭମାନେେ ଯେଉଁସବୁ ମନ୍ଦକାର୍ୟ୍ଯ କରିଥିଲ, ତାହା ତୁମ୍ଭମାନଙ୍କ ପକ୍ଷ ରେ ଘଟିବ। ସହେି ଏକା ପ୍ରକାର ମନ୍ଦ ଜିନିଷ ତୁମ୍ଭମାନଙ୍କ ମୁଣ୍ତ ଉପରକୁ ଫରେି ଆସିବ।
16. କାହିଁକି ତାହା ଘଟିବ? କାରଣ ତୁମ୍ଭେ ଆମ୍ଭ ପବିତ୍ର ପର୍ବତ ଉପ ରେ ରକ୍ତ ପାନ କରିଥିଲ। ତେଣୁ ସମସ୍ତ ଦେଶ ତୁମ୍ଭର ରକ୍ତ ପାନ କରିବ। ତୁମ୍ଭର ସମାପ୍ତି ଘଟିବ ଯେପରି ତୁମ୍ଭର କୌଣସି ସତ୍ତା ରହିବ ନାହିଁ।
17. କିନ୍ତୁ ଆମ୍ଭର ଲୋକମାନଙ୍କ ମଧ୍ଯରୁ ବଞ୍ଚିଥିବା ଲୋକମାନଙ୍କୁ ଏକତ୍ରୀତ କରିବା ଏବଂ ସିୟୋନ ପର୍ବତକୁ ଫରୋଇ ଆଣିବା। ସମାନେେ ସିୟୋନ ପର୍ବତ ରେ ଚିରଦିନ ବାସ କରିବେ। ଯାକୁବ ତାଙ୍କର ରାଜ୍ଯ ଫରେି ପାଇବେ।
18. ଯାକୁବଙ୍କ ପରିବାର ଅଗ୍ନି ସଦୃଶ ହବେ ଓ ଯୋଷଫଙ୍କେ ରାଜ୍ଯ ଅଗ୍ନି ଶିଖା ସଦୃଶ ହବେ। କିନ୍ତୁ ଏଷୌଙ୍କ ରାଜ୍ଯ ପାଉଁଶ ହାଇଯେିବ, ଯିହୁଦାର ଲୋକେ ଇଦୋମଙ୍କୁ ଜାଳି ଦବେେ। ଯିହୁଦା ଲୋକେ ଇଦୋମଙ୍କୁ ଧ୍ବଂସ କରି ଦବେେ। ତା'ପ ରେ ଏଷୌ ରାଜ୍ଯ ରେ କହେି ତିଷ୍ଠି ରହିବେ ନାହିଁ।" କାହିଁକି ରହିବେ ନାହିଁ? କାରଣ ସଦାପ୍ରଭୁ ପରମେଶ୍ବର ଏହା କହିଛନ୍ତି।
19. ଦକ୍ଷିଣର ଲୋକେ ଏଷୌର ପର୍ବତ ଉପ ରେ ବଞ୍ଚି ରହିବେ। ପାହାଡର ପାଦ ଦେଶ ରେ ଥିବା ଲୋକେ ପଲେଷ୍ଟୀୟ ରାଜ୍ଯ ଦଖଲ କରିବେ। ସହେି ଲୋକମାନେ ଇଫ୍ରଯିମ ଓ ଶମରିଯାର ରାଜ୍ଯ ରେ ବାସ କରିବେ। ବିନ୍ଯାମୀନ ଗିଲିଯଦ ଅଧିକାର କରିବେ।
20. ଇଶ୍ରାୟେଲର ଲୋକମାନେ ସମାନଙ୍କେର ଗୃହ ପରିତ୍ଯାଗ କରିବାକୁ ବାଧ୍ଯ ହାଇେଥିଲେ। କିନ୍ତୁ ସହେି ଲୋକମାନେ ସାରିଫତ୍ର ବାଟରେ ଥିବା କନାନୀଯ ରାଜ୍ଯକୁ ଅଧିକାର କରିବେ। ଯିହୁଦାର ଲୋକମାନେ ୟିରୁଶାଲମ ଛାଡିବାକୁ ବାଧ୍ଯ ହାଇେଥିଲେ ଏବଂ ସଫାରଦ ରେ ବାସ କଲେ। କିନ୍ତୁ ସମାନେେ ଦକ୍ଷିଣର ନଗରଗୁଡିକୁ ଅଧିକାର କରିବେ।
21. ବିଜତାକୋରୀମାନେ ସିୟୋନ ପର୍ବତ ଉପରକୁ ଯିବେ ଏବଂ ଏଷୌ ପର୍ବତ ବାସ କରୁଥିବା ଲୋକମାନଙ୍କୁ ଶାସନ କରିବେ ଏବଂ ରାଜ୍ଯ ସଦାପ୍ରଭୁଙ୍କର ଅଧିକୃତ ହବେ।
About ଓବଦିୟ Chapter 1
Read ଓବଦିୟ Chapter 1 online from the Holy Bible. This chapter is part of the Book of ଓବଦିୟ in the Old Testament. Continue reading with the chapter navigation above or explore the complete book.
Book Information
Book: ଓବଦିୟ
Chapter: 1
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଓବଦିୟ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଓବଦିୟ Chapter 1 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଓବଦିୟ Chapter 1?
ଓବଦିୟ Chapter 1 is part of the Book of ଓବଦିୟ in the Holy Bible.
Can I read this chapter online?
Yes. You can read the complete ଓବଦିୟ Chapter 1 online for free with easy chapter navigation.
More Chapters from ଓବଦିୟ
Explore More from ପୁରାତନ ନିୟମ
- ପ୍ରଥମ ଶାମୁୟେଲ Chapter 5
- ଆମୋଷ Chapter 2
- ବିଚାରକର୍ତ୍ତା Chapter 19
- ଗୀତସଂହିତା Chapter 144
- ଦିତୀୟ ରାଜାବଳୀ Chapter 15
- ହିତୋପଦେଶ Chapter 25
- ଯିହୋଶୂୟ Chapter 24