Read ଦ୍ୱିତୀୟ ବିବରଣ Chapter 30 Online
Read ଦ୍ୱିତୀୟ ବିବରଣ Chapter 30 online from the Holy Bible. This chapter is part of the Book of ଦ୍ୱିତୀୟ ବିବରଣ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦ୍ୱିତୀୟ ବିବରଣ and the Holy Bible online.
Choose a Chapter
ଦ୍ୱିତୀୟ ବିବରଣ 30
ଅଧ୍ୟାୟ 30
1. "ମୁ ତୁମ୍ଭକୁ ଯେଉଁସବୁ କଥା କହିଲି ତାହାସବୁ ଘଟିବ। ତୁମ୍ଭମାନଙ୍କର ଉତ୍ତମ କାର୍ୟ୍ଯପାଇଁ ଆଶୀର୍ବାଦ ଓ ମନ୍ଦ କାର୍ୟ୍ଯ ପାଇଁ ଅଭିଶାପ। ସଦାପ୍ରଭୁ ତୁମ୍ଭର ପରମେଶ୍ବର ତକ୍ସ୍ଟମ୍ଭଙ୍କକ୍ସ୍ଟ ଅନ୍ୟ ଜାତୀଯମାନଙ୍କ ମଧିଅରେ ପଠାଇବେ। ସଠାେରେ ତୁମ୍ଭମାନେେ ସ୍ମରଣ କରିବ।
2. ସହେି ସମୟରେ ତୁମ୍ଭେ ଓ ତୁମ୍ଭର ସନ୍ତାନଗଣମାନେ ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କ ନିକଟକକ୍ସ୍ଟ ଫରେି ଆସିବେ। ଏବଂ ତୁମ୍ଭେ ଓ ତୁମ୍ଭର ସନ୍ତାନଗଣ ସଦାପ୍ରଭୁଙ୍କର ବାକ୍ଯ ସମସ୍ତ ମନପ୍ରାଣ ଦଇେ ମାନିବ, ଯାହା ମୁ ଆଜି ତୁମ୍ଭକୁ ଆଜ୍ଞା ଦଇେଛି।
3. ତବେେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତକ୍ସ୍ଟମ୍ଭ ପ୍ରତି ଦୟାବାନ ହବେେ। ସଦାପ୍ରଭୁ ପକ୍ସ୍ଟନ୍ନରାଯ ମକ୍ସ୍ଟକ୍ତ କରିବେ। ସେ ତୁମ୍ଭମାନଙ୍କୁ ସଠାେରକ୍ସ୍ଟ ଫରୋଇ ଆଣିବେ,
4. ଏପରିକି ତୁମ୍ଭମାନଙ୍କୁ ପୃଥିବୀର ବହକ୍ସ୍ଟତ ଦୂରକକ୍ସ୍ଟ ପଠାଇଥିଲେ। ମଧ୍ଯ ସେ ତୁମ୍ଭମାନଙ୍କୁ ଏକତ୍ର କରି ଫରୋଇ ଆଣିବେ।
5. ସଦାପ୍ରଭୁ ତୁମ୍ଭମାନଙ୍କୁ ଆପଣା ପୂର୍ବପୁରୁଷମାନଙ୍କ ଦେଶକକ୍ସ୍ଟ ଫରୋଇ ଆଣି ସହେି ଦେଶସବୁ ତୁମ୍ଭମାନଙ୍କୁ ଦବେେ। ସଦାପ୍ରଭୁ ତୁମ୍ଭର ମଙ୍ଗଳ କରି ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ଅପେକ୍ଷା ତୁମ୍ଭମାନଙ୍କର ଏତେ ଲୋକ ବୃଦ୍ଧି ହବେେ ଯେ, କବେବେି ଏତେ ନଥିଲା।
6. ତୁମ୍ଭମାନେେ ଯେପରି ଆପଣାର ସମସ୍ତ ପ୍ରାଣ ଓ ସମସ୍ତ ହୃଦଯ ସହିତ ପରମେଶଓରଙ୍କୁ ପ୍ ରମେ କରିବ। ଏଥିପାଇଁ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭର ହୃଦଯ ଓ ତକ୍ସ୍ଟମ୍ଭ ବଂଶର ହୃଦଯ ସକ୍ସ୍ଟନ୍ନତ କରିବେ। ତହିଁରେ ତୁମ୍ଭେ ବଞ୍ଚିବ।
7. " ତବେେ ଏହି ସମସ୍ତ ଶାପ ତୁମ୍ଭମାନଙ୍କ ଶତୃମାନଙ୍କୁ ଏପରି ଘଟିବ। କାରଣ ସମାନେେ ତୁମ୍ଭମାନଙ୍କୁ କ୍ଲେଶ ଦିଅନ୍ତି ଓ ଘୃଣା କରନ୍ତି।
8. ଏବଂ ତୁମ୍ଭମାନେେ ପକ୍ସ୍ଟନ୍ନରାଯ ସଦାପ୍ରଭୁଙ୍କୁ ମାନିବ। ତୁମ୍ଭମାନେେ ତାଙ୍କର ସମସ୍ତ ନିର୍ଦ୍ଦେଶ ମାନିବ ଯାହା ମୁ ଆଜି ତୁମ୍ଭମାନଙ୍କୁ କହକ୍ସ୍ଟଅଛି।
9. ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭର ସମସ୍ତ କାର୍ୟ୍ଯ ରେ କୃତକାର୍ୟ୍ଯ ଓ ସମୃଦ୍ଧିଶାଳୀ କରିବେ। ସେ ତୁମ୍ଭକୁ ବହକ୍ସ୍ଟ ସନ୍ତାନ ଦଇେ ଆଶୀର୍ବାଦ କରିବେ। ସେ ତୁମ୍ଭର ଗାଈମାନଙ୍କୁ ଆଶୀର୍ବାଦ କରିବେ, ସମାନଙ୍କେ ବହୁସଂଖ୍ୟକ ବାଛକ୍ସ୍ଟରି ହବେ। ସେ ତୁମ୍ଭର କ୍ଷେତ୍ରକକ୍ସ୍ଟ ଆଶୀର୍ବାଦ କରିବେ, ତାହା ଉତ୍ତମ ଶସ୍ଯ ପ୍ରଦାନ କରିବ। ସଦାପ୍ରଭୁ ପକ୍ସ୍ଟଣିଥରେ ତକ୍ସ୍ଟମ୍ଭଠା ରେ ଆନନ୍ଦିତ ହବେେ ଓ ମଙ୍ଗଳ କରିବେ, ଯେପରି ସେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଠା ରେ ଆନନ୍ଦିତ ଥିଲେ।
10. କକ୍ସ୍ଟନ୍ତକ୍ସ୍ଟ ତୁମ୍ଭମାନେେ ସଦାପ୍ରଭୁଙ୍କ ବ୍ଯବସ୍ଥା ପୁସ୍ତକର ସମସ୍ତ ନିଯମ ବିଧି ମାନି ଚଳିବାକକ୍ସ୍ଟ ପଡିବ। ତୁମ୍ଭେ ଆପଣା ସମସ୍ତ ହୃଦଯ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ନିକଟକକ୍ସ୍ଟ ଯବେେ ଫରେିଆସ।
11. "ଆଜି ମୁ ତୁମ୍ଭକୁ ଯେଉଁସବୁ ଆଜ୍ଞା ଦଲେି ତାହା ତୁମ୍ଭମାନଙ୍କ ପାଇଁ ଅତି କଠାେର ନକ୍ସ୍ଟ ହେଁ, କିଅବା ଦୂରବର୍ତ୍ତୀ ନକ୍ସ୍ଟ ହେଁ।
12. ଏହା ସ୍ବର୍ଗ ରେ ନାହିଁ, ସେଥିପାଇଁ ତୁମ୍ଭମାନେେ କହିବ ଯେ, 'ଆମ୍ଭମାନଙ୍କ ପାଇଁ କିଏ ସ୍ବର୍ଗକକ୍ସ୍ଟ ୟିବ ତାହା ଆଣିବା ପାଇଁ ଯେଉଁଥି ରେ ଆମ୍ଭେ ପାଳନ ପାରିବକ୍ସ୍ଟ।'
13. ଏହି ନିର୍ଦ୍ଦେଶ ସମକ୍ସ୍ଟଦ୍ରର ଆର ପାର ରେ ନାହିଁ ଯେ, ତେଣୁ ତୁମ୍ଭେ କହିବ, 'କିଏ ସମକ୍ସ୍ଟଦ୍ର ପାର ହାଇେ ଆମ୍ଭମାନଙ୍କ ପାଇଁ ତାହା ଆଣି ଶକ୍ସ୍ଟଣାଇବେ ଓ ଆମ୍ଭେ ଶକ୍ସ୍ଟଣିବକ୍ସ୍ଟ।'
14. ନାଁ, ଏହି ବାଣୀ ତୁମ୍ଭମାନଙ୍କର ଖକ୍ସ୍ଟବ୍ ନିକଟରେ ଅଛି। ଏହା ତୁମ୍ଭମାନଙ୍କର ପାଟି ରେ ଅଛି। ତୁମ୍ଭମାନଙ୍କର ହୃଦଯ ରେ ଅଛି। ତେଣୁ ତୁମ୍ଭମାନେେ ଏହା କରିପାରିବ।
15. "ଆଜି ଆମ୍ଭେ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ମୃତକ୍ସ୍ଟ୍ଯ ଓ ମରଣ ଏବଂ ଭଲ ଓ ମନ୍ଦ ମଧ୍ଯରକ୍ସ୍ଟ ଗୋଟିକକ୍ସ୍ଟ ବାଛିବାକକ୍ସ୍ଟ ଦଇେଅଛୁ।
16. ମୁ ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦେଉଛି, ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭର ପରମେଶଓରଙ୍କୁ ପ୍ ରମେ କର। ତୁମ୍ଭମାନେେ ତାଙ୍କୁ ଅନକ୍ସ୍ଟସରଣ କରି ତାଙ୍କର ବାକ୍ଯମାନ, ନିଯମ ବିଧି ପାଳନ କର। ତବେେ ତୁମ୍ଭମାନେେ ବଞ୍ଚିବ ଏବଂ ତୁମ୍ଭର ଜାତି ବଢିବ। ପକ୍ସ୍ଟଣି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଦେଉଥିବା ଦେଶ ରେ ତୁମ୍ଭକୁ ଆଶୀର୍ବାଦ କରିବେ, ଯେଉଁଠାକକ୍ସ୍ଟ ତୁମ୍ଭମାନେେ ଅଧିକାର କରିବା ପାଇଁ ଯାଉଛ।
17. ଯଦି ତୁମ୍ଭମାନଙ୍କର ହୃଦଯ ତାଙ୍କଠାରକ୍ସ୍ଟ ବିମକ୍ସ୍ଟଖ ହକ୍ସ୍ଟଏ ଓ ତାଙ୍କ କଥା ଶକ୍ସ୍ଟଣିବ ନାହିଁ, ମାତ୍ର ବିପଥଗାମୀ ହାଇେ ଅନ୍ୟ ଦବେତାଗଣର ସବୋ ଏ ପୂଜା କର।
18. ତବେେ ତୁମ୍ଭମାନେେ ଧ୍ବଂସ ହବେ। ମୁ ତୁମ୍ଭମାନଙ୍କୁ ସତର୍କ କରାଇ ଦେଉଛି। ଯଦି ତୁମ୍ଭେ ସଦାପ୍ରଭୁଙ୍କଠାରୁ ବିମକ୍ସ୍ଟଖ ହବେ। ୟର୍ଦ୍ଦନର ସପୋରିସ୍ଥ ଭୂମିରେ ଯେଉଁଠାକକ୍ସ୍ଟ ତୁମ୍ଭମାନେେ ୟିବା ପାଇଁ ପ୍ରସ୍ତକ୍ସ୍ଟତ ସଠାେରେ ତୁମ୍ଭମାନେେ ବେଶିଦିନ ବଞ୍ଚିପାରିବ ନାହିଁ।
19. "ଆଜି ମୁ ସ୍ବର୍ଗ ଓ ପୃଥିବୀକକ୍ସ୍ଟ ଡାକକ୍ସ୍ଟଛି, ସାକ୍ଷୀରୂପେ ଜୀବନ ଓ ମୃତକ୍ସ୍ଟ୍ଯ, ଆଶିର୍ବାଦ ଓ ଅଭିଶାପ, ଏହା ଭିତରକ୍ସ୍ଟ ମୁ ତୁମ୍ଭକୁ ପସନ୍ଦ କରିବାକୁ ଦଇେଛି। ତେଣୁ ତୁମ୍ଭମାନେେ ଜୀବନକକ୍ସ୍ଟ ବାଛ। ତବେେ ତୁମ୍ଭେ ଓ ତୁମ୍ଭର ପିଲାମାନେ ବଞ୍ଚି ପାରିବେ।
20. ତୁମ୍ଭମାନେେ ତକ୍ସ୍ଟମ୍ଭ ସଦାପ୍ରଭୁ ପରମେଶଓରଙ୍କୁ ପ୍ ରମେ କରିବ ଓ ଭଲ ପାଇବ। ତାଙ୍କୁ ମାନି ଚଳିବ। ତାଙ୍କୁ କଦାପି ଛାଡିବ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ଜୀବନ, ଏବଂ ସଦାପ୍ରଭୁ ତୁମ୍ଭକୁ ଦୀର୍ଘ୍ଯ ଜୀବନ ଦବେେ ସହେି ଦେଶ ରେ, ଯେଉଁ ଦେଶ ଦବୋ ପାଇଁ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ, ଇସହାକ୍ ଏବଂ ୟାକକ୍ସ୍ଟବଙ୍କକ୍ସ୍ଟ କହିଥିଲେ।"
About ଦ୍ୱିତୀୟ ବିବରଣ Chapter 30
Read ଦ୍ୱିତୀୟ ବିବରଣ Chapter 30 online from the Holy Bible. This chapter is part of the Book of ଦ୍ୱିତୀୟ ବିବରଣ in the Old Testament. Continue reading with the chapter navigation above or explore the complete book.
Book Information
Book: ଦ୍ୱିତୀୟ ବିବରଣ
Chapter: 30
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଦ୍ୱିତୀୟ ବିବରଣ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଦ୍ୱିତୀୟ ବିବରଣ Chapter 30 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଦ୍ୱିତୀୟ ବିବରଣ Chapter 30?
ଦ୍ୱିତୀୟ ବିବରଣ Chapter 30 is part of the Book of ଦ୍ୱିତୀୟ ବିବରଣ in the Holy Bible.
Can I read this chapter online?
Yes. You can read the complete ଦ୍ୱିତୀୟ ବିବରଣ Chapter 30 online for free with easy chapter navigation.
More Chapters from ଦ୍ୱିତୀୟ ବିବରଣ
- ଦ୍ୱିତୀୟ ବିବରଣ Chapter 26
- ଦ୍ୱିତୀୟ ବିବରଣ Chapter 11
- ଦ୍ୱିତୀୟ ବିବରଣ Chapter 9
- ଦ୍ୱିତୀୟ ବିବରଣ Chapter 6
- ଦ୍ୱିତୀୟ ବିବରଣ Chapter 34
- ଦ୍ୱିତୀୟ ବିବରଣ Chapter 31
- ଦ୍ୱିତୀୟ ବିବରଣ Chapter 27
Explore More from ପୁରାତନ ନିୟମ
- ପ୍ରଥମ ଶାମୁୟେଲ Chapter 31
- ଯିଶାଇୟ Chapter 18
- ଦିତୀୟ ଶାମୁୟେଲ Chapter 3
- ଯିଖରିୟ Chapter 7
- ଦିତୀୟ ରାଜାବଳୀ Chapter 15
- ଦ୍ୱିତୀୟ ବିବରଣ Chapter 18
- ଆୟୁବ Chapter 32