Read ଗୀତସଂହିତା Chapter 1 Online
Read ଗୀତସଂହିତା Chapter 1 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.
Choose a Chapter
ଗୀତସଂହିତା 1
ଅଧ୍ୟାୟ 1
1. ଜଣେ ବ୍ଯକ୍ତି ପ୍ରକୃତରେ ଆଶୀର୍ବାଦ ଗ୍ରହଣ କରିବ, ୟଦି ସେ ଦୁଷ୍ଟ ଲୋକଙ୍କ ଉପଦେଶ ଗ୍ରହଣ କରେ ନାହିଁ, ପାପୀମାନଙ୍କ ପରି ଜୀବନ ୟାପନ କରେ ନାହିଁ, ଯେଉଁମାନେ କି ପରମେଶ୍ବରଙ୍କୁ ସମ୍ମାନ ଦଖାେନ୍ତି ନାହିଁ, ସହେି ଲୋକମାନଙ୍କ ସହିତ ତା'ର ସମୟ କଟାଏ ନାହିଁ,
2. ଉତ୍ତମ ବ୍ଯକ୍ତି ସଦାପ୍ରଭୁଙ୍କ ପ୍ରେତ୍ୟକକ ବ୍ଯବସ୍ଥାକୁ ଶ୍ରଦ୍ଧାରେ ଗ୍ରହଣ କରେ ଓ ଦିନ ରାତି ସଦାପ୍ରଭୁଙ୍କ ବ୍ଯବସ୍ଥା ଧ୍ଯାନ କରୁଥାଏ।
3. ତଣେୁ ସହେି ବ୍ଯକ୍ତି ଅଧିକ ବଳଶାଳୀ ହୁଏ, ପ୍ରଚୁର ପାଣି ପାଉଥିବା ତୁଷର ସ୍ଥିତି ପରି। ସହେି ବ୍ଯକ୍ତି ଠିକ୍ ସମଯରେ ଫଳ ଦେଉଥିବା ଗୋଟିଏ ବୃକ୍ଷପରି ଅଟେ। ସହେି ବ୍ଯକ୍ତି ସହେି ବୃକ୍ଷ ପରି ଶକ୍ତିଶାଳୀ, ୟାହାର ପତ୍ର କବେେ ହେଲେ ଶୁଖିୟାଏ ନାହିଁ। ସେ ୟାହା କରେ, ତହିଁରେ କୃତକାର୍ୟ୍ଯ ହୁଏ।
4. ଦୁଷ୍ଟ ଲୋକମାନେ ସପରେି ନୁହଁନ୍ତି। ଦୁଷ୍ଟ ଲୋକମାନେ କବଳେ "ଚୋପା' ବା "ତୁଷ' ଭଳି ୟାହାକୁ କି ସହଜରେ ପବନ ଉଡ଼ାଇ ନଇେପାରେ।
5. ୟଦି ଧାର୍ମିକ ବ୍ଯକ୍ତିମାନେ ଏକତ୍ରୀତ ହାଇେ କୌଣସି ମକଦ୍ଦମା ଫଇସଲା କରିବାକୁ ଯିବେ, ତାହା ହେଲେ ଦୁଷ୍ଟ ଲୋକମାନେ ସହଜରେ ଦୋଷୀ ସାବ୍ଯସ୍ତ ହାଇଯେିବେ। ସହେି ପାପୀମାନେ କବେେ ହେଲେ ନିରପରାଧୀ ବୋଲି ପ୍ରମାଣିତ ହାଇପୋରିବେ ନାହିଁ।
6. କାରଣ ସଦାପ୍ରଭୁ କବଳେ ଧାର୍ମିକ ବ୍ଯକ୍ତିମାନଙ୍କୁ ରକ୍ଷା କରନ୍ତି ଦୁଷ୍ଟ ଲୋକମାନଙ୍କର କାର୍ୟ୍ଯ ବିନଷ୍ଟ କରନ୍ତି।
About ଗୀତସଂହିତା Chapter 1
Read ଗୀତସଂହିତା Chapter 1 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.
Book Information
Book: ଗୀତସଂହିତା
Chapter: 1
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଗୀତସଂହିତା Chapter 1 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଗୀତସଂହିତା Chapter 1?
ଗୀତସଂହିତା Chapter 1 is part of the Book of ଗୀତସଂହିତା in the Holy Bible.
Can I read this chapter online?
Yes. You can read the complete ଗୀତସଂହିତା Chapter 1 online for free with easy chapter navigation.
More Chapters from ଗୀତସଂହିତା
- ଗୀତସଂହିତା Chapter 91
- ଗୀତସଂହିତା Chapter 68
- ଗୀତସଂହିତା Chapter 13
- ଗୀତସଂହିତା Chapter 98
- ଗୀତସଂହିତା Chapter 106
- ଗୀତସଂହିତା Chapter 129
- ଗୀତସଂହିତା Chapter 92
Explore More from ପୁରାତନ ନିୟମ
- ଯିରିମିୟ Chapter 46
- ପ୍ରଥମ ଶାମୁୟେଲ Chapter 26
- ଦ୍ୱିତୀୟ ବିବରଣ Chapter 11
- ହବକକୂକ Chapter 3
- ଗୀତସଂହିତା Chapter 64
- ଗୀତସଂହିତା Chapter 62
- ପ୍ରଥମ ରାଜାବଳୀ Chapter 19