ଆୟୁବ Chapter 15

For English

Read ଆୟୁବ Chapter 15 Online

Read ଆୟୁବ Chapter 15 online from the Holy Bible. This chapter is part of the Book of ଆୟୁବ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଆୟୁବ and the Holy Bible online.

Choose a Chapter

ଆୟୁବ 15

ଅଧ୍ୟାୟ 15

1. ତା'ପରେ ତୈମନର ଇଲୀଫସ ଆୟୁବକୁ ଉତ୍ତର ଦଲୋ,

2. "ଆୟୁବ, ଯଦି ତୁମ୍ଭେ ପ୍ରକୃତ ରେ ଜ୍ଞାନୀ, ତବେେ ତୁମ୍ଭେ ବ୍ଯକ୍ତିଗତ ମୂଲ୍ଯହୀନ ମତ ରେ ଉତ୍ତର ଦିଅନ୍ତ ନାହିଁ। ଜଣେ ଜ୍ଞାନୀ ଲୋକ ଏତେ ଗରମ ପବନ ରେ ଭର୍ତ୍ତି ହାଇେ ରହିବ ନାହିଁ।

3. ତୁମ୍ଭେ କ'ଣ ଭାବୁଛ ଜ୍ଞାନୀ ଲୋକ ଏପରି ମୂଲ୍ଯହୀନ କଥାକୁ ନଇେ ୟୁକ୍ତି କରିବ, ଯେଉଁ କଥାଗୁଡ଼ିକର କୌଣସି ମୂଲ୍ଯ ନାହିଁ।

4. କିନ୍ତୁ ତୁମ୍ଭର ଭୟ ନାହିଁ, ତୁମ୍ଭେ ଏତେ କଥାବାର୍ତ୍ତା କର ଯେ, ପରମେଶ୍ବରଙ୍କ ସମ୍ମୁଖ ରେ ଭକ୍ତି କରିବା ପାଇଁ ସମୟ ପାଆନ୍ତି ନାହିଁ।

5. କାରଣ ତୁମ୍ଭର କଥା ତୁମ୍ଭର ପାପକୁ ହିଁ ସ୍ବୀକାର କରୁଛି। ଆୟୁବ ତୁମ୍ଭେ ତୁମ୍ଭର ପାପକୁ ଲୁଚାଇବାକୁ ଚେଷ୍ଟା କରୁଛ, ଚତୁରତା ପୂର୍ଣ୍ଣ ବାକ୍ଯ ମଧିଅରେ।

6. ଏହା ଦ୍ବାରା ମୁଁ ପ୍ରମାଣ କରିବାକୁ ଚେଷ୍ଟା କରୁନାହିଁ ଯେ ତୁମ୍ଭେ ଯାହା କରୁଛ ସବୁ ଅଧର୍ମ ବୋଲି। ଯେଉଁ ବିଷଯ ତୁମ୍ଭ ନିଜ ମୁଖ ଦ୍ବାରା କହୁଛ ତାହା ତୁମ୍ଭେ ଭୁଲ୍ ବୋଲି ଦଖାେଉଛ। ତୁମ୍ଭର ନିଜ ଓଠ ତୁମ୍ଭ୍ ବିରୁଦ୍ଧ ରେ ସାକ୍ଷ୍ଯ ଦେଉଛି।

7. ଆୟୁବ, ତୁମ୍ଭେ କ'ଣ ପ୍ରଥମ ବ୍ଯକ୍ତି ଜନ୍ମ ହାଇେଛ ? ଏହି ପର୍ବତସବୁ ପୂର୍ବରୁ ତୁମ୍ଭେ ଗର୍ଭ ରେ ଧାରଣ ହାଇେଥିଲ କି ?

8. ତୁମ୍ଭେ ପରମେଶ୍ବରଙ୍କ ଗୋପନ ଯୋଜନା ବିଷଯ ରେ କିଛି ଜାଣ କି ? ତୁମ୍ଭେ କ'ଣ ନିଜକୁ ଏକମାତ୍ର ଜ୍ଞାନୀ ବୋଲି ଭାବୁଛ ?

9. ଆୟୁବ, ତୁମ୍ଭେ ଯାହା କର ତାହାଠାରୁ ଆମ୍ଭେ ଅଧିକ ଜାଣୁ। ଆମ୍ଭେ ସେ କଥା ବୁଝିପାରୁ ଯାହା ତୁମ୍ଭେ ଜାଣ ନାହିଁ।

10. ସହେି ପାଚିଲାବାଳିଆ ଓ ବୃଦ୍ଧ ଲୋକଗୁଡ଼ିକ ଆମ୍ଭମାନଙ୍କ କଥା ରେ ଏକମନ ହବେେ, ଏପରିକି ତୁମ୍ଭର ପିତାଙ୍କଠାରୁ ଆହୁରି ବୃଦ୍ଧ ଲୋକମାନେ ମଧ୍ଯ ଆମ୍ଭ ସହିତ ଅଛନ୍ତି।

11. ପରମେଶ୍ବର ତୁମ୍ଭକୁ ସାନ୍ତ୍ବନା ଦବୋକୁ ଚେଷ୍ଟା କରନ୍ତି। ତାହା ତୁମ୍ଭ ପାଇଁ ୟଥେଷ୍ଟ ନୁହେଁ। ଆମ୍ଭମାନେେ ପରମେଶ୍ବରଙ୍କ ବାଣୀ ତୁମ୍ଭକୁ ଅତି ମୃଦୁ ବାକ୍ଯ ରେ ବୁଝାଇ କହିଲୁ।

12. ଆୟୁବ ତୁମ୍ଭେ କାହିଁକି ବୁଝିବାକୁ ଚେଷ୍ଟା କରୁ ନାହଁ ? ତୁମ୍ଭେ କାହିଁକି ସତ୍ଯକୁ ସ୍ବୀକାର କରୁ ନାହଁ ?

13. ତୁମ୍ଭେ ଏହା ଦ୍ବଷେପୂର୍ଣ୍ଣ କଥାଗୁଡ଼ାକ କହି ପରମେଶ୍ବରଙ୍କ ବିରୁଦ୍ଧାଚରଣ କରୁଛ।

14. ମନୁଷ୍ଯ କ'ଣ ସତ ରେ ଶୁଦ୍ଧ ହାଇପୋରିବ ? ଜଣେ ସ୍ତ୍ରୀ ଲୋକଠାରୁ ଜନ୍ମ ହାଇେଥିବା କହେି ଧାର୍ମିକ ହାଇପୋରିବ କି ?

15. ପରମେଶ୍ବର ଏମିତିକି ନିଜର ଦୂତମାନଙ୍କୁ ବିଶ୍ବାସ କରନ୍ତି ନାହିଁ। ପରମେଶ୍ବରଙ୍କ ଅନୁସାରେ ଆକାଶମଣ୍ଡଳ ମଧ୍ଯ ପବିତ୍ର ନୁହେଁ।

16. ମନୁଷ୍ଯମାନେ ଆହୁରି ତା'ଠାରୁ ଖରାପ। ମନୁଷ୍ଯ ଅତି ଅପରିଷ୍କାର ଓ ଭ୍ରଷ୍ଟ ମଧ୍ଯ। ସେ ଅଧର୍ମକୁ ଜଳପରି ପାନ କରେ।

17. ମାେ କଥା ଶୁଣ ଆୟୁବ, ମୁଁ ତୁମ୍ଭକୁ ବୁଝାଇ ଦେଉଛି। ମୁଁ ଯାହା ଜାଣିଛି ତୁମ୍ଭକୁ କହିବି।

18. ମୁଁ ତୁମ୍ଭକୁ ସହେି ଜ୍ଞାନୀ ଲୋକଙ୍କ କଥା କହିବି ଯାହା ସମାନେେ ମାେତେ କହିଥିଲେ। ଜ୍ଞାନୀ ଲୋକମାନଙ୍କର ପୂର୍ବପୁରୁଷମାନେ ସମାନଙ୍କେୁ ଏହିସବୁ କହିଥିଲେ। ସମାନେେ କୌଣସି କଥା ମାଠାେ ରେ ଗୋପନ କି ଗୁପ୍ତ ରଖି ନ ଥିଲେ।

19. କବଳେ ସମାନେେ ହିଁ ସମାନଙ୍କେ ଦେଶ ରେ ବାସ କରୁଥିଲେ। ସହେି ଦେଶ ରେ ବିଦେଶୀମାନଙ୍କର ଗତାଗତ ନ ଥିଲା। ତେଣୁ ସମାନଙ୍କେୁ କହେି ବିଚିତ୍ର ମତ ଦଇେ ନ ଥିଲେ।

20. ସହେି ଜ୍ଞାନୀ ଲୋକମାନେ କହିଥିଲେ, "ଦୁଷ୍ଟଲୋକ ଆପଣାର କୁକର୍ମକୁ ସାରାଜୀବନ ଭୋଗ କରେ। ଜଣେ ନିଷ୍ଠୁର ବ୍ଯକ୍ତି ତା'ର ପ୍ରେତ୍ୟକକ ଗଣିତ ବର୍ଷ ରେ କ୍ଲେଶ ଭୋଗ କରେ।

21. ପ୍ରେତ୍ୟକକ ଶବ୍ଦ ତା'ର ଭୟ ସଞ୍ଚାର କରେ। ତା'ର ଶତ୍ରୁ ତାକୁ ଆକ୍ରମଣ କରନ୍ତି, ଯେତବେେଳେ ସେ ନିଜକୁ ନିରାପଦ ମଣୁଥାଏ।

22. ଜଣେ ଦୁଷ୍ଟ ବ୍ଯକ୍ତି ବହୁତ ହତାଶ, ତା'ର ଅନ୍ଧକାରରୁ ମୁକ୍ତି ପାଇବାର କୌଣସି ଆଶା ନ ଥାଏ। ଗୋଟିଏ ଦୁଷ୍ଟ ମନୁଷ୍ଯ ପାଇଁ ଗୋଟିଏ ଖଡ୍ଗ କେଉଁଠା ରେ ହେଲେ ଅପେକ୍ଷା କରିଥାଏ।

23. ସେ ଏଣତେଣେେ ଘୁରିବୁଲେ। କିନ୍ତୁ ତା'ର ଶରୀର ଶଷେ ରେ ଶାଗୁଣାର ଖାଦ୍ୟ ହୁଏ। ସେ ଜାଣେ ତା'ର ମୃତ୍ଯୁ ନିକଟ ହାଇେ ଆସିଲାଣି।

24. ଚିନ୍ତା ଓ ଦୁଃଖ ୟନ୍ତ୍ରଣା ତାକୁ ଭୟଭୀତ କରାଏ। ଏସବୁ ରାଜାପରି ତାକୁ ଆକ୍ରମଣ କରି ତୁରନ୍ତ ଧ୍ବଂସ କରାନ୍ତି।

25. କାହିଁକି ? କାରଣ ଦୁଷ୍ଟ ବ୍ଯକ୍ତି ପରମେଶ୍ବରଙ୍କ ଆଦେଶକୁ ପ୍ରତ୍ଯାଖ୍ଯାନ କରେ। ସେ ପରମେଶ୍ବରଙ୍କ ବିରୁଦ୍ଧ ରେ ହସ୍ତ ଉଠାଏ ଏବଂ ସର୍ବଶକ୍ତିମାନ ପରମେଶ୍ବରଙ୍କୁ ପରାସ୍ତ କରିବାକୁ ପ୍ରଯାସ କରେ।

26. ସହେି ଦୁଷ୍ଟଲୋକ ଅତ୍ଯନ୍ତ ଶକ୍ତଗ୍ରୀବ। ସେ ଆପଣା କଠିନ ଢ଼ାଲ ଧରି ପରମେଶ୍ବରଙ୍କୁ ଆକ୍ରମଣ କରିବାକୁ ଆଗଇେ ଆ ସେ।

27. ଜଣେ ବ୍ଯକ୍ତି ଧନୀ ଓ ମଦେ ବହୁଳ ହାଇପୋ ରେ।

28. କିନ୍ତୁ ତା'ର ସହର ଧ୍ବଂସ ପାଇବ। ତା'ର ଗୃହ ଧ୍ବଂସ ହବେ। ତା'ର ଘର ଶୂନ୍ଯ ହବେ।

29. ଦୁଷ୍ଟ ଲୋକ ବେଶୀଦିନ ଧନୀ ହାଇପୋରନ୍ତି ନାହିଁ। ତା'ର ସମ୍ପତ୍ତି ବେଶୀଦିନ ତିଷ୍ଠିବ ନାହିଁ। ତା'ର ସମ୍ପତ୍ତି ସମଗ୍ର ଦେଶ ରେ ବ୍ଯାପ୍ତ ହବେ ନାହିଁ।

30. ଦୁଷ୍ଟଲୋକ ଅନ୍ଧକାରରୁ ରକ୍ଷାପାଇ ପାରିବ ନାହିଁ। ସେ ଏକ ବୃକ୍ଷ ସଦୃଶ, ଯାହାର ପତ୍ର ରୋଗିଣା ହାଇେ ଶୁଖିୟାଏ ଏବଂ ପବନ ତାକୁ ଉଡ଼ାଇ ନିଏ।

31. ଦୁଷ୍ଟଲୋକ ନିଜକୁ ଭ୍ରାନ୍ତ କରିବ ନାହିଁ ଯେତବେେଳେ ସେ ଅସାର ବିଷଯ ବିଶ୍ବାସ କରେ। କାହିଁକି ? ସେ କିଛି ପାଇବ ନାହିଁ।

32. ତା'ର ଜୀବନ ଶଷେ ହବୋ ପୂର୍ବରୁ ଦୁଷ୍ଟ ବ୍ଯକ୍ତି ବୁଢ଼ା ହାଇେ ଦୁର୍ବଳ ହାଇୟୋଇଥିବା ସେ ଗୋଟିଏ ଶୁଖିଲା ଡ଼ାଳ ସଦୃଶ, ପୁଣି ଯାହାକି ଆଉ କବେେ ସବୁଜ ହାଇପୋରିବ ନାହିଁ।

33. ଦୁଷ୍ଟଲୋକ ଜଣେ ଅପରିପକ୍ବ ଲୋକ ୟିଏ ଅଙ୍ଗୁରଲତା ସଦୃଶ ଫଳ ପାଚିଲା ପୂର୍ବରୁ ଝଡ଼ି ୟାଏ। ସହେି ବ୍ଯକ୍ତି ଜୀତବୃକ୍ଷଭଳି ନିଜର କଢ଼କୁ ମଧ୍ଯ ହରାଇ ବସିବ।

34. କାହିଁକି ? କାରଣ ମନୁଷ୍ଯଗଣ ପରମେଶ୍ବରଙ୍କ ବିନା କିଛି ନୁହଁନ୍ତି। ଯେଉଁ ଲୋକମାନଙ୍କ ପାଖ ରେ ପଇସା ଥାଏ ସମାନେେ ଲାଞ୍ଚ ନିଅନ୍ତି।

35. ଦୁଷ୍ଟ ବୁଦ୍ଧି ଲୋକମାନେ ସବୁବେଳେ ଅନ୍ୟର ମନ୍ଦ ବୁଦ୍ଧି ପାଞ୍ଚିଥାନ୍ତି, କିପରି ଅନ୍ୟର କ୍ଷତି କରି ତାକୁ ବିପଦ ରେ ପକାଇବେ। ସମାନେେ ସବୁବେଳେ ଯୋଜନା କରୁଥାନ୍ତି କିପରି ଲୋକମାନଙ୍କୁ ଠକି ହବେ।"

About ଆୟୁବ Chapter 15

Read ଆୟୁବ Chapter 15 online from the Holy Bible. This chapter is part of the Book of ଆୟୁବ in the Old Testament. Continue reading with the chapter navigation above or explore the complete book.

Book Information

Book: ଆୟୁବ
Chapter: 15
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଆୟୁବ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଆୟୁବ Chapter 15 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଆୟୁବ Chapter 15?

ଆୟୁବ Chapter 15 is part of the Book of ଆୟୁବ in the Holy Bible.

Can I read this chapter online?

Yes. You can read the complete ଆୟୁବ Chapter 15 online for free with easy chapter navigation.

More Chapters from ଆୟୁବ

  1. ଆୟୁବ Chapter 23
  2. ଆୟୁବ Chapter 21
  3. ଆୟୁବ Chapter 6
  4. ଆୟୁବ Chapter 2
  5. ଆୟୁବ Chapter 35
  6. ଆୟୁବ Chapter 33
  7. ଆୟୁବ Chapter 20

Explore More from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 26
  2. ଗୀତସଂହିତା Chapter 98
  3. ଯିଶାଇୟ Chapter 66
  4. ଗୀତସଂହିତା Chapter 111
  5. ଯିହୋଶୂୟ Chapter 3
  6. ଏଜ୍ରା Chapter 1
  7. ଯାତ୍ରା ପୁସ୍ତକ Chapter 40

Related Chapters & Readings

  1. ଏଷ୍ଟର Chapter 8
  2. ପ୍ରଥମ ବଂଶାବଳୀ Chapter 4
  3. ଦିତୀୟ ଶାମୁୟେଲ Chapter 15
  4. ଗୀତସଂହିତା Chapter 150
  5. ଯିରିମିୟ Chapter 39
  6. ଯୋୟେଲ Chapter 2
  7. ଆଦି ପୁସ୍ତକ Chapter 21
Share Your Love

Leave a Reply

Your email address will not be published. Required fields are marked *