Read ଯିହୋଶୂୟ Chapter 11 Online
Read ଯିହୋଶୂୟ Chapter 11 online from the Holy Bible. This chapter is part of the Book of ଯିହୋଶୂୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିହୋଶୂୟ and the Holy Bible online.
Choose a Chapter
ଯିହୋଶୂୟ 11
ଅଧ୍ୟାୟ 11
1. ହାତସୋର ରାଜା ୟାବୀନ ଏହିକଥା ଶୁଣିଲେ। ତେଣୁ ସେ ମନସ୍ତ କଲେ, କେତକେ ରାଜାମାନଙ୍କର ସୈନ୍ଯବାହୀନିକକ୍ସ୍ଟ ଏକତ୍ର କରିବେ। ସେ ମାଦୋନର ରାଜା ୟୋବବ, ଶିମ୍ରୋଣର ରାଜା ଓ ଅକ୍ଷଫର ରାଜାଙ୍କକ୍ସ୍ଟ ବାର୍ତ୍ତା ପଠାଇଲେ।
2. ଏବଂ ପକ୍ସ୍ଟଣି ଉତ୍ତର ପାର୍ବତୀଯ ଦେଶର ରାଜାଗଣଙ୍କକ୍ସ୍ଟ ଆରବଙ୍କକ୍ସ୍ଟ, ଗାଲିଲି ହ୍ରଦର ଦକ୍ଷିଣକକ୍ସ୍ଟ, ପଶ୍ଚିମସ୍ଥ ପାର୍ବତୀଯ ମାଳଭୂମିକକ୍ସ୍ଟ ଓ ପଶ୍ଚିମ ରେ ଦଫୋନ ଦୋରଙ୍କକ୍ସ୍ଟ।
3. ୟାବୀନ୍ ପୂର୍ବ ଓ ପଶ୍ଚିମ ଦେଶୀଯ କିଣାନୀଯମାନଙ୍କ ଓ ଇମାରେୀୟମାନଙ୍କ ଓ ହିତ୍ତୀଯମାନଙ୍କ ଓ ପରିଷୀଯମାନଙ୍କ ଓ ପର୍ବତସ୍ଥ ୟିବୂଷୀଯମାନଙ୍କ ଓ ହର୍ମୋଣର ଅଧଃସ୍ଥିତ ମିସ୍ପି ଦେଶୀଯ ହିଦ୍ଦୀଯମାନଙ୍କ ନିକଟକକ୍ସ୍ଟ ବାର୍ତ୍ତା ପଠାଇଲେ।
4. ତହିଁରେ ସମାନେେ ନିଜର ସୈନ୍ଯମାନଙ୍କ ସହିତ ଅଶ୍ବାରୋହୀ, ରଥା ରୋହୀମାନଙ୍କ ସହିତ ଏକତ୍ରୀତ ହେଲେ। ଏହା ଥିଲା ଏକ ବିରାଟ ସୈନ୍ଯ ଛାଉଣୀ। ଏହା ଦଖାେ ଯାଉଥିଲା ସତେ ଯେପରି, ସମକ୍ସ୍ଟଦ୍ର ତୀରସ୍ଥ ବାଲକ୍ସ୍ଟକା ତକ୍ସ୍ଟଲ୍ଯ, ଶସ୍ଯ କ୍ଷେତ୍ର ପରି।
5. ସମସ୍ତ ରାଜାମାନେ ଏକ େଛାଟ ନଦୀ ମରେୋମ୍ କୂଳ ରେ ଏକତ୍ରୀତ ହେଲେ। ଏବଂ ଏହି ଛାଉଣୀ ରେ ସମସ୍ତ ସୈନ୍ଯମାନଙ୍କ ସହିତ ଏକତ୍ରିତ ହେଲେ। ଏବଂ ଏହିଠା ରେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ପ୍ରସ୍ତକ୍ସ୍ଟତ କଲେ।
6. ଏହାପରେ ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ, " ସେ ସମସ୍ତ ୈସନ୍ଯମାନଙ୍କୁ ଭୟ କରନାହିଁ। ସମାନଙ୍କେୁ ପରାସ୍ତ କରିବା ପାଇଁ ମୁ ତୁମ୍ଭକୁ ସହାୟ ହବେି। ଆସନ୍ତା କାଲି ଏହି ସମୟରେ ତୁମ୍ଭମାନେେ ସମାନଙ୍କେୁ ହତ୍ଯା କରିବ। ତୁମ୍ଭମାନେେ ସମାନଙ୍କେର ଘୋଡାମାନଙ୍କୁ େଛାଟା କରି ଦବେ ଓ ରଥଗୁଡିକୁ ପୋଡି଼ ଦବେ।"
7. ଏହାପରେ ୟିହୋଶୂଯ ଏବଂ ତାଙ୍କର ସମସ୍ତ ସୈନ୍ଯବାହିନୀ ସହିତ ଆସି ହଠାତ୍ ମରେୋମ୍ ନଦୀ କୂଳ ରେ ସମାନଙ୍କେୁ ଆକ୍ରମଣ କଲେ।
8. ସଦାପ୍ରଭୁ ଇଶ୍ରାୟେଲକକ୍ସ୍ଟ ସହାୟ ହେଲେ, ସମାନଙ୍କେୁ ପରାସ୍ତ କରିବା ପାଇଁ। ଇଶ୍ରାୟେଲୀୟମାନେ ସମାନଙ୍କେୁ ଆଘାତ କଲେ ଓ ମହାସୀଦୋନ ଓ ମିଷ୍ରଫୋତ୍ ମଯିମ୍ ପର୍ୟ୍ଯନ୍ତ ଆଉ ପୂର୍ବ ଦିଗ ରେ ମିସ୍ପିର ସମସ୍ଥଳି ପର୍ୟ୍ଯନ୍ତ ସମାନଙ୍କେୁ ଘଉଡାଇ ନେଲେ। ପକ୍ସ୍ଟଣି ସମାନଙ୍କେର କହେି ଅବଶିଷ୍ଟ ରହିଲେ ନାହିଁ। ସମାନେେ ସମସ୍ତଙ୍କକ୍ସ୍ଟ ସଂହାର କଲେ।
9. ଯିହାଶୂେୟ ଏହିପରି କଲେ, ସଦାପ୍ରଭୁ ତାଙ୍କୁ ଯେପରି କରିବାକୁ କହିଥିଲେ। ସେ ଘୋଡାମାନଙ୍କୁ େଛାଟାକରି ଦେଲେ ଓ ରଥଗକ୍ସ୍ଟଡିକ ପୋଡି଼ ଦେଲେ।
10. ଏହାପରେ ଯିହାଶୂେୟ ଫରେି ଆସିଲେ ଓ ହାତ୍ସୋର ସହରକକ୍ସ୍ଟ କରଗତ କଲେ ଓ ତା'ର ରାଜାକକ୍ସ୍ଟ ଖଣ୍ତା ରେ ଆଘାତ କଲେ। ପୂର୍ବରକ୍ସ୍ଟ ହାତ୍ସୋର ସହେି ସବୁ ରାଜ୍ଯର ମୂଖ୍ଯ ସହର ଥିଲା।
11. ଇଶ୍ରାୟେଲର ସୈନ୍ଯମାନେ ସେ ସହରର ସମସ୍ତ ଲୋକମାନଙ୍କୁ ହତ୍ଯା କଲେ। ସମାନେେ ସହରର ସମସ୍ତ ଲୋକକୁ ଧ୍ବଂସ କଲେ। ଜଣକକ୍ସ୍ଟ କାହାରିକକ୍ସ୍ଟ ଜୀବିତ ଛାଡିଲେ ନାହିଁ। ତା'ପରେ ସମାନେେ ହାତ୍ସୋର ସହରକକ୍ସ୍ଟ ଅଗ୍ନି ସଂୟୋଗ କଲେ।
12. ଯିହାଶୂେୟ ସେ ସମସ୍ତ ରାଜକୀଯ ସହରଗକ୍ସ୍ଟଡିକ ନିଜ ଅଧିନକକ୍ସ୍ଟ ଆଣିଲେ ଓ ସମାନଙ୍କେର ରାଜାମାନଙ୍କୁ ହତ୍ଯା କଲେ। ଯିହାଶୂେୟ ସଐୂର୍ଣ ଭାବେ ସମସ୍ତ ଲୋକମାନଙ୍କୁ ଓ ଏହି ସହର ରାଜାଗଣଙ୍କକ୍ସ୍ଟ ଧ୍ବଂସ କଲେ। ସଦାପ୍ରଭୁଙ୍କ ସବେକ ମାଶାେ ଏହିପରି ଭାବରେ ଆଜ୍ଞା କରିଥିଲେ।
13. ମାତ୍ର ନିଜ ନିଜ କକ୍ସ୍ଟଦ ଉପରେ ସ୍ଥାପିତ ନଗରମାନ ମଧ୍ଯରକ୍ସ୍ଟ କବଳେ ହାତ୍ସୋର ବିନା ଆଉ କୌଣସି ନଗର ଇଶ୍ରାୟେଲ ଦଗ୍ଧ କଲେ ନାହିଁ। ତାହା ଯିହାଶୂେୟ ଦଗ୍ଧ କଲେ।
14. ଆଉ ଇଶ୍ରାୟେଲର ସନ୍ତାନଗଣ ସହେି ସବୁ ନଗରର ଦ୍ରବ୍ଯାଦି ଓ ପଶକ୍ସ୍ଟଗଣଙ୍କକ୍ସ୍ଟ ନିଜ ନିଜ ପାଇଁ ଲକ୍ସ୍ଟଟ୍ କରି ନେଲେ। କିନ୍ତୁ ସମାନେେ ସମସ୍ତ ଲୋକମାନଙ୍କୁ ସମାନଙ୍କେ ଖଣ୍ତା ଦ୍ବାରା ହତ୍ଯା କଲେ। ସମାନେେ କୌଣସି ବ୍ଯକ୍ତିକକ୍ସ୍ଟ ଜୀବିତ ରହିବା ପାଇଁ ଦେଲେ ନାହିଁ।
15. ବହକ୍ସ୍ଟଦିନ ପୂର୍ବରକ୍ସ୍ଟ ସଦାପ୍ରଭୁ ନିଜର ସବେକ ମାଶାଙ୍କେକ୍ସ୍ଟ ଯେପରି ଆଜ୍ଞା ଦଇେଥିଲେ, ସହେିପରି ମାଶାେ ଯିହାଶୂେୟଙ୍କକ୍ସ୍ଟ ଆଜ୍ଞା ଦେଲେ। ଯିହାଶୂେୟ ମଧ୍ଯ ସହେିପରି କାର୍ୟ୍ଯ କରିଥିଲେ। ସଦାପ୍ରଭୁ ମାଶାଙ୍କେକ୍ସ୍ଟ ଯେପରି ଆଜ୍ଞାମାନ ଦଇେଥିଲେ, ସେ ସବୁ କଥାରକ୍ସ୍ଟ କୌଣସିଟିକକ୍ସ୍ଟ ଅନ୍ୟଥା କଲେ ନାହିଁ।
16. ଏହିପରି ଯିହାଶୂେୟ ସହେିସବୁ ପ୍ରବେଶ ଓ ସଠାେରେ ପର୍ବତମଯ ଦେଶ ଓ ସମସ୍ତ ନଗଭେ ଓ ଗୋଶନର ସମସ୍ତ ପ୍ରଦେଶ ଓ ପଶ୍ଚିମସ୍ଥ ତଳଭୂମି ଓ ଇଶ୍ରାୟେଲର ପର୍ବତମଯ ଦେଶ ଓ ତହିଁର ତଳ ଭୂମିକକ୍ସ୍ଟ ନିଜ ଅଧିନକକ୍ସ୍ଟ ଆଣିଲେ।
17. ସଯେୀରଗାମୀ ହାଲକ୍ ପର୍ବତଠାରକ୍ସ୍ଟ ହର୍ମୋଣ ପର୍ବତର ନୀଚସ୍ଥ ଲିବା ନୋନ୍ ସମସ୍ଥଳୀ ରେ ଥିବା ବାଲଗାଦ ପର୍ୟ୍ଯନ୍ତ ସମସ୍ତ ଦେଶ ହସ୍ତଗତ କଲେ। ପକ୍ସ୍ଟଣି ସମାନଙ୍କେର ସମସ୍ତ ରାଜାଙ୍କକ୍ସ୍ଟ ହତ୍ଯା କଲେ।
18. ଯିହାଶୂେୟ ଏହିସବୁ ରାଜାମାନଙ୍କ ସଙ୍ଗେ ବହକ୍ସ୍ଟ ସମୟ ଧରି ୟକ୍ସ୍ଟଦ୍ଧ କଲେ।
19. କବଳେ ଗୋଟିଏ ନଗର ଇଶ୍ରାୟେଲ ସହିତ ଶାନ୍ତି ଚକ୍ସ୍ଟକ୍ତି କଲେ। ତାହା ଥିଲା ଗିବିଯୋନ ନିବାସୀ ହିଦ୍ଦୀଯ। ଅନ୍ୟ ସମସ୍ତ ସହର ୟକ୍ସ୍ଟଦ୍ଧ ରେ ଧ୍ବଂସପ୍ରାଲ୍ଗ ହେଲା।
20. ସଦାପ୍ରଭୁ ସମାନଙ୍କେର ହୃଦଯ କଠିନ କଲେ। ଯେପରି ସମାନେେ ଇଶ୍ରାୟେଲ ବିପକ୍ଷ ରେ ୟକ୍ସ୍ଟଦ୍ଧ କରିବା ପାଇଁ ଆସିବେ ଓ ସଂପୂର୍ଣ୍ଣରୂପେ ବିନା କରୁଣା ରେ ଧ୍ବଂସ ହବେେ। ଏହା ମାଶାଙ୍କେକ୍ସ୍ଟ ସଦାପ୍ରଭୁଙ୍କର ଆଜ୍ଞାନକ୍ସ୍ଟସା ରେ ହେଲା।
21. ସହେି ସମୟରେ ୟିହୋଶୂଯ ଆସି ପର୍ବତମଯ ଦେଶରକ୍ସ୍ଟ, ହିବ୍ରୋଣରକ୍ସ୍ଟ, ଦବୀରରକ୍ସ୍ଟ, ଅନାବରକ୍ସ୍ଟ, ଓ ୟିହକ୍ସ୍ଟଦାର ସମସ୍ତ ପର୍ବତମଯ ଦେଶରକ୍ସ୍ଟ ଓ ଇଶ୍ରାୟେଲର ସମସ୍ତ ପର୍ବତମଯ ଦେଶରକ୍ସ୍ଟ ଅନାକୀଯମାନଙ୍କୁ ହତ୍ଯା କଲେ। ଯିହାଶୂେୟ ସମାନଙ୍କେ ନଗର ସମତେ ସମାନଙ୍କେୁ ବର୍ଜିତ ରୂପେ ନିବାସ କଲେ।
22. ଇଶ୍ରାୟେଲ ସନ୍ତାନଗଣର ଦେଶ ରେ ଅନାକୀଯମାନଙ୍କର କହେି ହେଲେ ଜୀବିତ ରହିଲେ ନାହିଁ। କବଳେ ଘାସ ରେ ଗାତ ଓ ଅସ୍ଦୋଦ ରେ କହେି କହେି ରହିଗଲେ।
23. ଏହିପରି ଭାବରେ ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନକ୍ସ୍ଟସା ରେ, ଯିହାଶୂେୟ ସେ ଇଶ୍ରାୟେଲର ସମସ୍ତ ଦେଶ ହସ୍ତଗତ କଲେ ଓ ଯିହାଶୂେୟ ପ୍ରେତ୍ୟକକ ବଂଶର ବିଭାଗନକ୍ସ୍ଟସା ରେ ଅଧିକାର କରିବାକୁ ଇଶ୍ରାୟେଲକକ୍ସ୍ଟ ତାହା ଦେଲେ। ତେଣୁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା।
About ଯିହୋଶୂୟ Chapter 11
Read ଯିହୋଶୂୟ Chapter 11 online from the Holy Bible. This chapter is part of the Book of ଯିହୋଶୂୟ in the Old Testament. Continue reading with the chapter navigation above or explore the complete book.
Book Information
Book: ଯିହୋଶୂୟ
Chapter: 11
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଯିହୋଶୂୟ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଯିହୋଶୂୟ Chapter 11 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଯିହୋଶୂୟ Chapter 11?
ଯିହୋଶୂୟ Chapter 11 is part of the Book of ଯିହୋଶୂୟ in the Holy Bible.
Can I read this chapter online?
Yes. You can read the complete ଯିହୋଶୂୟ Chapter 11 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 21
- ଆଦି ପୁସ୍ତକ Chapter 12
- ଆଦି ପୁସ୍ତକ Chapter 11
Explore More from ଯିହୋଶୂୟ
- ଯିହୋଶୂୟ Chapter 2
- ଯିହୋଶୂୟ Chapter 19
- ଯିହୋଶୂୟ Chapter 15
- ଯିହୋଶୂୟ Chapter 22
- ଯିହୋଶୂୟ Chapter 6
- ଯିହୋଶୂୟ Chapter 17
- ଯିହୋଶୂୟ Chapter 9