2 ଥେସଲନୀକୀୟ Chapter 2

For English

Read 2 ଥେସଲନୀକୀୟ Chapter 2 Online

Read 2 ଥେସଲନୀକୀୟ Chapter 2 online from the Holy Bible. This chapter is part of the Book of 2 ଥେସଲନୀକୀୟ in the New Testament. Browse every verse with easy chapter navigation, continue to the next chapter, or explore the complete Book of 2 ଥେସଲନୀକୀୟ and the Holy Bible online.

Choose a Chapter

2 ଥେସଲନୀକୀୟ 2

ଅଧ୍ୟାୟ 2

1. ଭାଇ ଓ ଭଉଣୀମାନେ ! ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆସିବା ବିଷୟ ରେ ଆମ୍ଭର କିଛି କହିବାକୁ ଅଛି। ଯେତବେେଳେ ଆମ୍ଭେ ସମସ୍ତେ ମିଶି ତାହାଙ୍କୁ ଭଟେିବା, ସହେି ସମୟ ବିଷୟ ରେ ଆମ୍ଭେ ତୁମ୍ଭକୁ କହିବାକୁ ଚାହୁଁ।

2. ଯଦି ତୁମ୍ଭମାନେେ ଶୁଣ ଯେ, ପ୍ରଭୁଙ୍କର ସହେି ଦିନଟି ଆସିଗଲାଣି, ତୁମ୍ଭମାନେେ ଚିନ୍ତା ରେ ସହଜ ରେ ବିବ୍ରତ ହାଇେ ଯାଅ ନାହିଁ କି ଭୟ କର ନାହିଁ। କେତଜେଣ ଏହାକୁ କୌଣସି ଭବିଷ୍ଯତ୍ ବାଣୀ ବା କୌଣସି ସମ୍ବାଦ ବୋଲି କହି ପାରନ୍ତି, କିମ୍ବା କେତକେ ଲୋକ ଏହାକୁ ଆମ୍ଭର ଏକ ଚିଠି ବୋଲି କହି ପାରନ୍ତି ଓ ଦାବି କରିପାରନ୍ତି ଯେ, ଆମ୍ଭମାନଙ୍କ ଦ୍ବାରା ଏହି ପତ୍ର ଲଖାଯାେଇଅଛି।

3. ଏପରି ଭାବରେ, କୌଣସି ଲୋକକୁ କୌଣସି ପ୍ରକା ରେ ତୁମ୍ଭମାନଙ୍କୁ ଠକିବାକୁ ଦିଅ ନାହିଁ। ପରମେଶ୍ବରଙ୍କ ବିରୁଦ୍ଧ ରେ ବିଦ୍ରୋହ ସଂଘଟିତ ନ ହେଲା ପର୍ୟ୍ଯନ୍ତ ପ୍ରଭୁଙ୍କର ସହେି ଦିନଟି ଆସିବ ନାହିଁ। ମନ୍ଦ ବ୍ଯକ୍ତିର ଦଖାେ ନ ଦବୋ ପର୍ୟ୍ଯନ୍ତ ସହେି ଦିନଟି ଆସିବ ନାହିଁ। ସହେି ମନ୍ଦ ବ୍ଯକ୍ତି ନରକର ଅଟେ।

4. ସହେି ମନ୍ଦ ବ୍ଯକ୍ତି, ପରମେଶ୍ବରଙ୍କ କିମ୍ବା ଏପରି କିଛି ଯାହା ଲୋକଙ୍କ ଦ୍ବାରା ଉପାସିତ, ଏହିପରି ପ୍ରେତ୍ୟକକ ବିଷୟର ବିରୋଧୀ କରେ। ସେ ନିଜକୁ ପ୍ରେତ୍ୟକକଠାରୁ ଉଚ୍ଚ ବୋଲି ଦଖାେଏ, ଈଶ୍ବରଙ୍କ ନାମ ରେ ଖ୍ଯାତ ଓ ପୂଜା ପାଉଥିବା ସମସ୍ତଙ୍କର ସେ ବି ରୋଧ କରେ। ସେ ଲୋକ ପରମେଶ୍ବରଙ୍କ ମନ୍ଦିରକୁ ଯାଇ, ସିଂହାସନ ରେ ବସି ନିଜକୁ ପରମେଶ୍ବର ବୋଲି ଘାଷେଣା କରେ।

5. ମୁଁ ପୂର୍ବରୁ କହିଥିଲି ଯେ ଏହି ଘଟଣାଗୁଡ଼ିକ ଘଟିବ।

6. ମନେ ଅଛି କି ? ଏବେ ମନ୍ଦବ୍ଯକ୍ତିକୁ କିଏ ଅଟକାଇ ରଖିଛି, ଏହା ତୁମ୍ଭମାନେେ ଜାଣିଛ। ଯେତବେେଳେ ଉଚିତ ସମୟ ଆସିବ, ସେ ନିଜକୁ ପ୍ରକାଶ କରିବ ବୋଲି ତାହାକୁ ବର୍ତ୍ତମାନ ଅଟକାଇ ରଖାଯାଇଛି।

7. ସଂସାର ରେ ଏବେ ମନ୍ଦ ବ୍ଯକ୍ତିର ଗୁପ୍ତ ଶକ୍ତି କାମ କରୁଛି। କିନ୍ତୁ ଜଣେ ମାତ୍ର ଅଛନ୍ତି ୟିଏ, ମନ୍ଦ ବ୍ଯକ୍ତିର ଗୁପ୍ତ ଶକ୍ତିକୁ ଅଟକାଉଛନ୍ତି। ସେ ଦୃଶ୍ଯପଟରୁ ଦୂ ରଇେ ନ ୟିବା ପର୍ୟ୍ଯନ୍ତ ସହେି ଶକ୍ତିକୁ ପ୍ରତିରୋଧ କରୁଥିବେ,

8. ତା'ପରେ ଯାଇ ମନ୍ଦ ବ୍ଯକ୍ତି ପ୍ରକାଶିତ ହବେ। ପ୍ରଭୁଯୀଶୁ ସହେି ମନ୍ଦ ବ୍ଯକ୍ତିକୁ, ତାହାଙ୍କର ମୁହଁରୁ ନିର୍ଗତ ହେଉଥିବା ନିଶ୍ବାସ ଦ୍ବାରା ନଷ୍ଟ କରି ଦବେେ। ପ୍ରଭୁ ଯୀଶୁ ନିଜର ମହିମାମୟ ଆଗମନ ଦ୍ବାରା ତାହାକୁ ବିନଷ୍ଟ କରି ଦବେେ। ମନ୍ଦ ବ୍ଯକ୍ତି ଶୟତାନର ଶକ୍ତି ନଇେ ଆସିବ।

9. ତା'ର ମହାନ ଶକ୍ତି ଥିବ ଓ ସେ ଅସତ୍ଯ ଆଧାରିତ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ, ଚିହ୍ନ ଓ ଅଦ୍ଭୁତ କାର୍ୟ୍ଯମାନ ଘଟାଇବ।

10. ଯେଉଁ ଲୋକମାନେ ହଜିଯାଇଛନ୍ତି, ସମାନଙ୍କେୁ ଠକିବାକୁ ଏହି ମନ୍ଦବ୍ଯକ୍ତି ପ୍ରେତ୍ୟକକ ପ୍ରକାରର ମନ୍ଦ ଫାନ୍ଦ ସୃଷ୍ଟି କରିବ। କାରଣ ସମାନେେ ସତ୍ଯକୁ ଭଲ ପାଇବା ପାଇଁ ଅସ୍ବୀକାର କଲେ, ଯାହା ଦ୍ବାର ସମାନେେ ଉଦ୍ଧାର ପାଇଥାନ୍ତେ।

11. ସତ୍ଯକୁ ଭଲ ପାଇବା ପାଇଁ ସମାନେେ ମନା କରିବାରୁ, ପରମେଶ୍ବର ମଧ୍ଯ ସମାନଙ୍କେ ପାଖକୁ ସତ୍ଯ ଠାରୁ ଦୂ ରଇେ ନଇେ ୟିବା ଭଳି ଏକ ଶକ୍ତିକୁ ପଠାନ୍ତି। ଅସତ୍ଯକୁ ବିଶ୍ବାସ କରିବା ଲାଗି ପରମେଶ୍ବର ସମାନଙ୍କେ ପାଖକୁ ସହେି ଶକ୍ତି ପଠାନ୍ତି।

12. ଅତଏବ ଯେଉଁମାନେ ସତ୍ଯକୁ ବିଶ୍ବାସ କରୁ ନାହାଁନ୍ତି, ସମାନେେ ଦୋଷୀ ବୋଲି ବିଚାରିତ ହବେେ। ସମାନେେ ସତ୍ଯକୁ ମାନି ନାହାଁନ୍ତି ଓ ମନ୍ଦ କର୍ମ କରିବା ରେ ଆନନ୍ଦ ପାଇଛନ୍ତି।

13. ଭାଇ ଓ ଭଉଣୀମାନେ ! ପ୍ରଭୁ ତୁମ୍ଭମାନଙ୍କୁ ପ୍ ରମେ କରନ୍ତି। ସେ ତୁମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଥମରୁ ବାଛିଛନ୍ତି। ଅତଏବ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସର୍ବଦା ପରମେଶ୍ବରଙ୍କୁ ଧନ୍ଯବାଦ ଦବୋ ଉଚିତ। ଆତ୍ମା ତୁମ୍ଭକୁ ପବିତ୍ର କରିବା ଯୋଗୁଁ ଓ ସତ୍ଯ ରେ ତୁମ୍ଭମାନଙ୍କର ବିଶ୍ବାସ ଥିବା ଯୋଗୁଁ ତୁମ୍ଭମାନେେ ଉଦ୍ଧାର ପାଇଛ।

14. ପରମେଶ୍ବର ସହେି ମୁକ୍ତି ଦବୋ ଲାଗି ତୁମ୍ଭମାନଙ୍କୁ ଡାକିଲେ। ଆମ୍ଭ ଦ୍ବାରା ପ୍ରଚାରିତ ସୁସମାଚାର ମାଧ୍ଯମ ରେ ସେ ତୁମ୍ଭମାନଙ୍କୁ ଡାକିଲେ। ଆମ୍ଭମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମହିମା ରେ ଅଂଶ ଗ୍ରହଣ କରିବା ପାଇଁ ସେ ତୁମ୍ଭମାନଙ୍କୁ ଡାକିଲେ।

15. ଅତଏବ, ଭାଇ ଓ ଭଉଣୀମାନେ ଦୃଢ଼ ଭାବରେ ଠିଆ ହୁଅ ଓ ଆମ୍ଭ ଦ୍ବାରା ଦିଆ ଯାଇଥିବା ଶିକ୍ଷାଗୁଡ଼ିକୁ ଅବିରତ ବିଶ୍ବାସ କର। ଆମ୍ଭେ ଏହି ଶିକ୍ଷାଗୁଡ଼ିକୁ କହି ଓ ଚିଠି ମାଧ୍ଯମ ରେ ଲେଖି, ତୁମ୍ଭମାନଙ୍କୁ ଶିଖାଇଛୁ।

16. ତୁମ୍ଭମାନଙ୍କ ପାଇଁ ପ୍ରେତ୍ୟକକ ଉତ୍ତମ କାର୍ୟ୍ଯ କରିବାକୁ ଓ ପ୍ରେତ୍ୟକକ ଉତ୍ତମ କଥା କହିବା ପାଇଁ ସକ୍ଷମ ହବେ। ସେଥିପାଇଁ ଆମ୍ଭର ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ ଓ ଆମ୍ଭର ପରମପିତା ଓ ପରମେଶ୍ବର ତୁମ୍ଭମାନଙ୍କୁ ଉତ୍ସାହ ଓ ଶକ୍ତି ପ୍ରଦାନ କରନ୍ତୁ ଓ ସାନ୍ତ୍ବନା ଦିଅନ୍ତୁ, ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ। ପରମେଶ୍ବର ଆମ୍ଭକୁ ପ୍ ରମେ କରନ୍ତି। ନିଜ ଅନୁଗ୍ରହ ମାଧ୍ଯମ ରେ ସେ ଆମ୍ଭକୁ ଅନନ୍ତକାଳସ୍ଥାଯୀ ଉତ୍ସାହ ଓ ଉତ୍ତମ ଭରସା ଦଇେଛନ୍ତି।

About 2 ଥେସଲନୀକୀୟ Chapter 2

Read 2 ଥେସଲନୀକୀୟ Chapter 2 online from the Holy Bible. This chapter is part of the Book of 2 ଥେସଲନୀକୀୟ in the New Testament. Continue reading with the chapter navigation above or explore the complete book.

Book Information

Book: 2 ଥେସଲନୀକୀୟ
Chapter: 2
Testament: New Testament

How to Read this Chapter

Use the Previous and Next Chapter buttons to continue reading 2 ଥେସଲନୀକୀୟ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading 2 ଥେସଲନୀକୀୟ Chapter 2 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is 2 ଥେସଲନୀକୀୟ Chapter 2?

2 ଥେସଲନୀକୀୟ Chapter 2 is part of the Book of 2 ଥେସଲନୀକୀୟ in the Holy Bible.

Can I read this chapter online?

Yes. You can read the complete 2 ଥେସଲନୀକୀୟ Chapter 2 online for free with easy chapter navigation.

More Chapters from 2 ଥେସଲନୀକୀୟ

  1. 2 ଥେସଲନୀକୀୟ Chapter 1
  2. 2 ଥେସଲନୀକୀୟ Chapter 3

Explore More from ନୂତନ ନିୟମ

  1. ପ୍ରେରିତ Chapter 7
  2. ଗାଲାତୀୟ Chapter 5
  3. ମାଥିଉ Chapter 28
  4. ପ୍ରକାଶିତ ବାକ୍ୟ Chapter 12
  5. ଏଫିସୀୟ Chapter 2
  6. ଲୂକ Chapter 24
  7. ହିବ୍ରୁ Chapter 1

Related Chapters & Readings

  1. ଯିରିମିୟ Chapter 32
  2. 1 କରିନ୍ଥୀୟ Chapter 15
  3. ପ୍ରଥମ ଶାମୁୟେଲ Chapter 23
  4. ଗୀତସଂହିତା Chapter 57
  5. ହୋଶେୟ Chapter 4
  6. ଯିରିମିୟ Chapter 22
  7. ଆୟୁବ Chapter 14
Share Your Love

Leave a Reply

Your email address will not be published. Required fields are marked *