ଏଜ୍ରା Chapter 6

For English

Read ଏଜ୍ରା Chapter 6 Online

Read ଏଜ୍ରା Chapter 6 online from the Holy Bible. This chapter is part of the Book of ଏଜ୍ରା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଏଜ୍ରା and the Holy Bible online.

Choose a Chapter

ଏଜ୍ରା 6

ଅଧ୍ୟାୟ 6

1. ସେତବେେଳେ ଦାରିଯାବସ୍ ରାଜା ଆଜ୍ଞା କରିବାରୁ ବାବିଲସ୍ଥ ଯେଉଁ ପୁସ୍ତକାଳଯ ରେ ଧନ ସଞ୍ଚିତ ଥିଲା, ତାହା ଅନୁସନ୍ଧାନ କରାଗଲା।

2. ଏବଂ ମାଦୀଯ ପ୍ରଦେଶସ୍ଥ ଅକ୍ଷ୍ମଥା ଦୁର୍ଗ ରେ ଏକ ପୁସ୍ତକ ମିଳିଲା। ଏକ ଇତିହାସ ଏଥି ରେ ଲଖାେ ୟାଇଥିଲା।

3. କୋରସ ରାଜାଙ୍କ ଅଧିକାରର ପ୍ରଥମ ବର୍ଷ ରେ କୋରସ ରାଜା ୟିରୁଶାଲମସ୍ଥିତ ପରମେଶ୍ବରଙ୍କ ମନ୍ଦିର ବିଷଯ ରେ ଆଜ୍ଞା କଲେ।

4. ତହିଁରେ ତିନିଧାନି ବଡ ଼ବଡ଼ ପ୍ରସ୍ତର ରେ ଓ ଏକଧାଡି ନୂତନ କଡିକାଠ ରେ ଗୁନ୍ଥା ଯାଉ। ଆଉ ରାଜଗୃହରୁ ତାର ବ୍ଯଯଭାର ଭରଣ କରାଯାଉ।

5. ପରମେଶ୍ବରଙ୍କ ମନ୍ଦିରର ଯେଉଁ ସବୁ ସୁନା ଓ ରୂପାପାତ୍ର ନବୂଖଦ୍ନିତ୍ସର ୟିରୁଶାଲମସ୍ଥ ମନ୍ଦିରରୁ ନଇେ ବାବିଲକୁ ଆଣିଥିଲା, ତାହାସବୁ ଫରୋଇ ଦିଆଯାଉ। ଏବଂ ପ୍ରେତ୍ୟକକ ପାତ୍ର ପୁନର୍ବାର ୟିରୁଶାଲମସ୍ଥ ମନ୍ଦିରର ନିଜ ନିଜ ସ୍ଥାନକୁ ଅଣାଯାଉ। ଆଉ ତୁମ୍ଭେ ପରମେଶ୍ବରଙ୍କ ମନ୍ଦିର ରେ ତାହା ସବୁ ରଖ।

6. ଏଣୁ ହେ ତତ୍ତନଯ, ନଦୀ ସେ ପାରିସ୍ଥ ଦଶାେଧ୍ଯକ୍ଷ ଏବଂ ଶଥର ବୋଷଣଯ, ତୁମ୍ଭମାନେେ ଓ ତୁମ୍ଭମାନଙ୍କ ସାଥି ଅଧିକାରୀଗଣ ନଦୀ ସପୋରିସ୍ଥ ତାଠାରୁ ଦୂର ରେ ରୁହ।

7. ପରମେଶ୍ବରଙ୍କ ଏହି ମନ୍ଦିରର କାର୍ୟ୍ଯ ରେ ହସ୍ତ ଦିଅ ନାହିଁ। ୟିହୁଦୀଯମାନଙ୍କର ଅଧ୍ଯକ୍ଷ ୟିହୁଦୀଯମାନଙ୍କର ପ୍ରାଚୀନବର୍ଗ ପରମେଶ୍ବରଙ୍କ ଏହି ମନ୍ଦିର ସ୍ବସ୍ଥାନ ରେ ନିର୍ମାଣ କରନ୍ତୁ।

8. ପରମେଶ୍ବରଙ୍କ ଏହି ମନ୍ଦିର ନିର୍ମାଣ କରିବା ନିମନ୍ତେ ତୁମ୍ଭମାନଙ୍କର ଏହି ୟିହୁଦୀଯ ପ୍ରାଚୀନବର୍ଗ ପ୍ରତି ଯାହା କର୍ତ୍ତବ୍ଯ, ତାହା ଆମ୍ଭେ ଆଜ୍ଞା କରୁଅଛୁ। ସମାନଙ୍କେର ବାଧା ଯେପରି ସୃଷ୍ଟି ନ ହୁଏ, ଏଥିପାଇଁ ସହେି ଲୋକମାନଙ୍କୁ ରାଜସମ୍ପତ୍ତିରୁ ଅର୍ଥାତ୍ ନଦୀ ସପୋରିସ୍ଥ ରାଜକରରୁ ଅତି ଯତ୍ନପୂର୍ବକ ବ୍ଯଯ ଦିଆଯାଉ।

9. ସ୍ବର୍ଗସ୍ଥ ପରମେଶ୍ବରଙ୍କ ହାମବେଳି ନିମନ୍ତେ ୟିରୁଶାଲମସ୍ଥ ଯାଜକମାନଙ୍କ ବାକ୍ଯ ଅନୁୟାଯୀ ୟୁବାବୃଷ, ମଷେ, ମଷେଶାବକ, ଗହମ, ଲବଣ, ଦ୍ରାକ୍ଷାରସ ଓ ତୈଳ, ଯାହାସବୁ ସମାନଙ୍କେ ପ୍ରୟୋଜନ, ତାହାସବୁ ଦିନକୁ ଦିନ ବିନା ବାଧା ରେ ସମାନଙ୍କେୁ ଦିଆଯାଉ।

10. ତହିଁରେ ସମାନେେ ସ୍ବର୍ଗସ୍ଥ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ସୌରଭାର୍ଥକ ବଳି ଉତ୍ସର୍ଗ କରିବେ, ଆଉ ରାଜାର ଓ ତାହାର ପୁତ୍ରମାନଙ୍କର ଜୀବନ ପ୍ରାର୍ଥନା କରିବେ।

11. ମୁଁ ଆହୁରି ଆଜ୍ଞା କରୁଅଛି କି ଯେ କହେି ସହେି ବାକ୍ଯ ଅନ୍ୟଥା କରିବ ତାହାର ଗୃହରୁ ଏକ କଡି ବାହାର କରାୟାଇ ସହେି କାଠ ରେ ସେ ବନ୍ଧା ହାଇେ ଟଙ୍ଗାୟିବ। ପୁଣି ତା ଲାଗି ତାର ଗୃହ ଖତରାଶି କରାଯାଉ।

12. ଆଉ ଯେଉଁ ରାଜାମାନେ ଓ ଗୋଷ୍ଠୀଯମାନେ ପରମେଶ୍ବରଙ୍କ ୟିରୁଶାଲମସ୍ଥ ଏହି ମନ୍ଦିର ବିନାଶ କରିବା ଅଭିପ୍ରାଯ ରେ ଉକ୍ତ ବାକ୍ଯକୁ ଅନ୍ୟଥା କରିବାକୁ ହସ୍ତକ୍ଷପେ କରିବେ, ସେ ସମସ୍ତଙ୍କୁ ୟିରୁଶାଲମ ରେ ସୁନାମ ସ୍ଥାପନକାରୀ ପରମେଶ୍ବର ଉଚ୍ଛିନ୍ନ କରିବେ।

13. ତହିଁରେ ଦାରିଯାବସ୍ ରାଜା ଏହି ଆଜ୍ଞା ପଠାଇବାରୁ ତତ୍ତନଯ, ନଦୀ ସେ ପାରିସ୍ଥ ଦଶାେଧ୍ଯକ୍ଷ ଓ ଶଥର ବୋଷଣଯ ଓ ସମାନଙ୍କେ ସଙ୍ଗୀଗଣ ଅତି ଯତ୍ନପୂର୍ବକ କର୍ମମାନ କଲେ।

14. ଏଥି ରେ ହାଗଯ ଭବିଷ୍ଯଦ୍ବକ୍ତାର ଓ ଇଦ୍ଦୋର ପୁତ୍ର ଜିଖରିଯର ଭବିଷ୍ଯଦ୍ବାକ୍ଯ ସହକା ରେ ୟିହୁଦୀଯ ପ୍ରାଚୀନବର୍ଗ ମନ୍ଦିର ନିର୍ମାଣ କଲେ ଓ କୃତକାର୍ୟ୍ଯ ହେଲେ। ଆଉ ସମାନେେ ଇଶ୍ରାୟେଲର ପରମେଶ୍ବରଙ୍କ ଆଜ୍ଞା ଅନୁସାରେ ଓ ପାରସ୍ଯ ରାଜା କୋରସ ଓ ଦାରିଯାବସ ଓ ଅର୍ତ୍ତକ୍ଷସ୍ତର ଆଜ୍ଞା ଅନୁସାରେ ନିର୍ମାଣ କରି ସମାପ୍ତ କଲେ।

15. ଦାରିଯାବସ ରାଜାର ଅଧିକାରର ଷଷ୍ଠବର୍ଷ ରେ ଅଦର ନାମକ ମାସର ତୃତୀୟ ଦିନ ରେ ଏହି ମନ୍ଦିର ସମାପ୍ତ ହେଲା।

16. ଏହାପରେ ଇଶ୍ରାୟେଲର ଲୋକମାନେ, ଯାଜକମାନେ, ଲବେୀୟମାନେ ଓ ନିର୍ବାସୀତର ଅବଶିଷ୍ଟ ଲୋକମାନେ ଆନନ୍ଦ ରେ ପରମେଶ୍ବରଙ୍କ ଏହି ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆନନ୍ଦର ସହିତ ପାଳନ କଲେ।

17. ପୁଣି ପରମେଶ୍ବରଙ୍କ ଏହି ମନ୍ଦିରର ପ୍ରତିଷ୍ଠା ସମୟରେ ସମାନେେ 100 ବୃଷ, 200 ଅଣ୍ତିରା ମଷେ, 400 ମଷେଶାବକ ଉତ୍ସର୍ଗ କଲେ। ଏବଂ ସମଗ୍ର ଇଶ୍ରାୟେଲର ପାପାର୍ଥକ ବଳିଦାନ ନିମନ୍ତେ ଇଶ୍ରାୟେଲୀୟ ଗୋଷ୍ଠୀର ସଂଖ୍ଯା ଅନୁସାରେ ବାର ଗୋଟି ଛାଗ ଉତ୍ସର୍ଗ କଲେ।

18. ସମାନେେ ମାଶାେ ପୁସ୍ତକର ଲିଖନ ପ୍ରମାଣେ ୟିରୁଶାଲମ ରେ ପରମେଶ୍ବରଙ୍କ ମନ୍ଦିରର ସବୋପାଇଁ ଯାଜକମାନଙ୍କୁ ସମାନଙ୍କେର ଦଳ ଅନୁସାରେ ଓ ଲବେୀୟମାନଙ୍କୁ ସମାନଙ୍କେ ଦଳ ଅନୁସାରେ ନିୟୁକ୍ତି କଲେ।

19. ଏହାପରେ ପ୍ରଥମ ମାସର ଚତୁର୍ଦ୍ଦଶ ଦିନ ରେ ବନ୍ଦୀତ୍ବର ସନ୍ତାନଗଣ ନିସ୍ତାରପର୍ବ ପାଳନ କଲେ।

20. କାରଣ ଯାଜକମାନେ ଓ ଲବେୀୟମାନେ ଏକତ୍ର ଆପଣାମାନଙ୍କୁ ଶୁଚି କଲେ। ସେ ସମସ୍ତେ ଶୁଚି ହାଇେଥିଲେ। ଏଣୁ ସମାନେେ ବନ୍ଦୀତ୍ବର ସମଗ୍ର ସନ୍ତାନ ନିମନ୍ତେ ଆପଣା ଯାଜକ ଭାତୃଗଣ ନିମନ୍ତେ ଓ ଆପଣାମାନଙ୍କ ନିମନ୍ତେ ନିସ୍ତାରପର୍ବ ରେ ମଷେ ବଳି ବଧ କଲେ।

21. ବଳିତ୍ବରୁ ପୁନରାଗତ ଇଶ୍ରାୟେଲ ସନ୍ତାନଗଣ ଓ ଯେଉଁମାନେ ସମାନଙ୍କେର ପକ୍ଷ ହାଇେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କର ଅନ୍ବଷେଣ କରିବା ପାଇଁ ଦେଶନିବାସୀ ଅନ୍ୟ ଦେଶୀଯମାନଙ୍କର ଅଶୁଚିତାରୁ ଆପଣାମାନଙ୍କୁ ପୃଥକ୍ କରିଥିଲେ। ସମାନେେ ସମସ୍ତେ ନିସ୍ତାର ପର୍ବ ରେ ଭୋଜନ କଲେ।

22. ଏବଂ ସାତଦିନ ଆନନ୍ଦ ରେ ତାଡୀଶୂନ୍ଯ ରୋଟୀର ପର୍ବ ପାଳନ କଲେ। କାରଣ ସଦାପ୍ରଭୁ ସମାନଙ୍କେୁ ଅନନ୍ଦିତ କରିଥିଲେ ଓ ପରମେଶ୍ବରଙ୍କ ମନ୍ଦିର କାର୍ୟ୍ଯ ରେ ସମାନଙ୍କେ ହସ୍ତ ସବଳ କରିବା ନିମନ୍ତେ ସମାନଙ୍କେ ପ୍ରତି ଅଶୂରୀଯ ରାଜାର ଅନ୍ତଃକରଣ ଫରୋଇ ଥିଲେ।

About ଏଜ୍ରା Chapter 6

Read ଏଜ୍ରା Chapter 6 online from the Holy Bible. This chapter is part of the Book of ଏଜ୍ରା in the Old Testament. Continue reading with the chapter navigation above or explore the complete book.

Book Information

Book: ଏଜ୍ରା
Chapter: 6
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଏଜ୍ରା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଏଜ୍ରା Chapter 6 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଏଜ୍ରା Chapter 6?

ଏଜ୍ରା Chapter 6 is part of the Book of ଏଜ୍ରା in the Holy Bible.

Can I read this chapter online?

Yes. You can read the complete ଏଜ୍ରା Chapter 6 online for free with easy chapter navigation.

More Chapters from ଏଜ୍ରା

  1. ଏଜ୍ରା Chapter 8
  2. ଏଜ୍ରା Chapter 3
  3. ଏଜ୍ରା Chapter 4
  4. ଏଜ୍ରା Chapter 1
  5. ଏଜ୍ରା Chapter 7
  6. ଏଜ୍ରା Chapter 10
  7. ଏଜ୍ରା Chapter 9

Explore More from ପୁରାତନ ନିୟମ

  1. ନିହିମିୟା Chapter 1
  2. ପ୍ରଥମ ବଂଶାବଳୀ Chapter 27
  3. ପ୍ରଥମ ବଂଶାବଳୀ Chapter 15
  4. ଯିଶାଇୟ Chapter 44
  5. ଯିରିମିୟ Chapter 27
  6. ପ୍ରଥମ ଶାମୁୟେଲ Chapter 17
  7. ମୀଖା Chapter 7

Related Chapters & Readings

  1. ଯିଶାଇୟ Chapter 60
  2. ଦିତୀୟ ରାଜାବଳୀ Chapter 1
  3. ଗୀତସଂହିତା Chapter 51
  4. ଆଦି ପୁସ୍ତକ Chapter 14
  5. ବିଚାରକର୍ତ୍ତା Chapter 4
  6. ପ୍ରେରିତ Chapter 9
  7. ଯିଶାଇୟ Chapter 57
Share Your Love

Leave a Reply

Your email address will not be published. Required fields are marked *