ମାଥିଉ Chapter 5

For English

Read ମାଥିଉ Chapter 5 Online

Read ମାଥିଉ Chapter 5 online from the Holy Bible. This chapter is part of the Book of ମାଥିଉ in the New Testament. Browse every verse with easy chapter navigation, continue to the next chapter, or explore the complete Book of ମାଥିଉ and the Holy Bible online.

Choose a Chapter

ମାଥିଉ 5

ଅଧ୍ୟାୟ 5

1. ଯୀଶୁଙ୍କୁ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ଯା କ୍ରମଶଃ ବଢିବାକୁ ଲାଗିଲା। ଏହା ଦେଖି ଯୀଶୁ ଗୋଟିଏ ପାହାଡ ଉପରକୁ ଗଲେ ଏବଂ ସଠାେରେ ବସିଲେ। ତାହାଙ୍କର ଶିଷ୍ଯମାନେ ତାହାଙ୍କ ପାଖକୁ ଆସିଲେ।

2. ଏଥର ଯୀଶୁ ସମାନଙ୍କେୁ ଉପଦେଶ ଦବୋ ଆରମ୍ଭ କଲେ,

3. "ଆତ୍ମି ରେ ଦିନହୀନ ଲୋକମାନେ ଧନ୍ଯ, କାରଣ ସ୍ବର୍ରାଜ୍ଯ ସହେିମାନଙ୍କର।

4. ବର୍ତ୍ତମାନ ଦୁଃଖିତ ଲୋକମାନେ ଧନ୍ଯ; କାରଣ ପରମେଶ୍ବର ସମାନଙ୍କେୁ ସାନ୍ତ୍ବନା ଦବେେ।

5. ନମ୍ର ଓ ସୁଶୀଳ ଲୋକମାନେ ଧନ୍ଯ; କାରଣ ଏ ପୃଥିବୀ ସହେିମାନଙ୍କର ହବେ।

6. ପରମେଶ୍ବରଙ୍କ ଇଚ୍ଛା ଅନୁସାରେ ସତ୍କର୍ମ କରିବାକୁ ଆଗ୍ରହୀ ଲୋକମାନେ ଧନ୍ଯ, କାରଣ ସମାନେେ ସଂମ୍ପୂର୍ଣ୍ଣ ତୃପ୍ତି ଲାଭ କରିବେ।

7. ଅନ୍ୟମାନଙ୍କୁ ଦୟା ଦଖାେଉଥିବା ଲୋକମାନେ ଧନ୍ଯ; କାରଣ ପରମେଶ୍ବର ସହେିମାନଙ୍କୁ ଦୟା କରିବେ।

8. ନିର୍ମଳ ହୃଦୟ ଥିବା ଲୋକମାନେ ଧନ୍ଯ; କାରଣ ସମାନେେ ପରମେଶ୍ବରଙ୍କୁ ଦେଖିବେ।

9. ଶାନ୍ତ ପାଇଁ କାମ କରୁଥିବା ଲୋକମାନେ ଧନ୍ଯ, କାରଣ ସମାନେେ ପରମେଶ୍ବରଙ୍କ ସନ୍ତାନ ଭାବେ ଡକାଯିବେ।

10. ପରମେଶ୍ବରଙ୍କ ଇଚ୍ଛା ଅନୁସାରେ ଧର୍ମକାର୍ୟ୍ଯ କରି କଷ୍ଟ ସହୁଥିବା ଲୋକମାନେ ଧନ୍ଯ; କାରଣ ସ୍ବର୍ଗରାଜ୍ଯ ସହେିମାନଙ୍କର।

11. "ତୁମ୍ଭମାନେେ ମାରେ ଅନୁଗାମୀ ହାଇେଥିବା ୟୋଗୁଁ ଲୋକେ ତୁମ୍ଭମାନଙ୍କୁ ଅପମାନ ଦବେେ, ତୁମ୍ଭମାନଙ୍କୁ ଯାତନା ଦବେେ ଓ ତୁମ୍ଭମାନଙ୍କ ବିରୁଦ୍ଧ ରେ ମିଛ ରେ ନାନା କଥା କହିବେ। କିନ୍ତୁ ତୁମ୍ଭମାନେେ ଧନ୍ଯ।

12. ତେଣୁ ଖୁସି ହାଇେ ଆନନ୍ଦ କର। କାରଣ ସ୍ବର୍ଗ ରେ ତୁମ୍ଭମାନେେ ଏକ ମହତ୍ ପୁରସ୍କାର ପାଇବ। ତାମ୍ଭର ପୂର୍ବବର୍ତ୍ତୀ ଭବିଷ୍ଯଦ୍ବକ୍ତାମାନଙ୍କୁ ମଧ୍ଯ ଲୋକମାନେ ଏହି ଭଳି ଯାତନା ଦଇେଥିଲେ।

13. "ତୁମ୍ଭମାନେେ ସମଗ୍ର ପୃଥିବୀ ପାଇଁ ଲୁଣ ସଦୃଶ। କିନ୍ତୁ ଲୁଣ ଯଦି ନିଦେ ସ୍ବାଦହୀନ ହାଇଯୋଏ, ତବେେ ତାକୁ ଆଉଥରେ ଲୁଣିଆ କରା ଯାଇ ନପା ରେ। ଲୁଣ ଆପଣା ଲୁଣିଆ ସ୍ବାଦ ହରାଇଲେ ଆଉ କୌଣସି କାମ ରେ ଲାଗିପାରିବ ନାହିଁ। ତାକୁ ବାହା ରେ ଫିଙ୍ଗି ଦିଆୟିବ। ଲୋକେ ତାକୁ ପାଦ ରେ ଚକଟି ଗ୍ଭଲିଯିବେ।

14. ତୁମ୍ଭେ ଜଗତର ଆଲୋକ। ପାହାଡ ଉପରେ ଅବସ୍ଥିତ କୌଣସି ନଗରକୁ କବେେ ହେଲେ ଲୁଚଇେ ରଖାଯାଇ ପାରିବ ନାହିଁ।

15. ଲୋକେ ଦୀପଟିଏ ଜଳଇେ ତାକୁ ହାଣ୍ଡି ରଖନ୍ତି ନାହିଁ। ଲୋକେ ତାକୁ ଦୀପରୂଖା ଉପରେ ରଖନ୍ତି। ତଦ୍ବାରା ଦୀପଟି ଘର ଭିତରର ସବୁ ଲୋକଙ୍କୁ ଆଲୋକ ଦିଏ।

16. ଲୋକଙ୍କ ଆଗ ରେ ତୁମ୍ଭମାନେେ ଆଲୋକ ଭଳି ପ୍ରକାଶିତ ହୁଅ। ସମାନେେ ତୁମ୍ଭର ଭଲ କାମଗୁଡିକ ଦେଖନ୍ତୁ ଓ ସ୍ବର୍ଗ ରେ ରହୁଥିବା ତୁମ୍ଭ ପରମ ପିତାଙ୍କ ପ୍ରଶଂସା ଗାନ କରନ୍ତୁ।

17. "ତୁମ୍ଭମାନେେ ଭାବନାହିଁ ଯେ ମୁଁ ମାଶାଙ୍କେ ବ୍ଯବସ୍ଥା କିଅବା ଭବିଷ୍ଯଦ୍ବକ୍ତାଙ୍କ ଶିକ୍ଷା ନଷ୍ଟ କରିବାକୁ ଆସିଛି। ମୁଁ ସମାନଙ୍କେ ଉପଦେଶ ନଷ୍ଟ କରିବାକୁ ଆସିନାହିଁ। ବରଂ ମୁଁ ସମାନଙ୍କେ ଉପଦେଶଗୁଡିକର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ କରିବାକୁ ଆସିଛି।

18. ମୁଁ ତୁମ୍ଭକୁ ସତ୍ଯ କହୁଛି, ଏ ପୃଥିବୀ ଓ ଆକାଶ ସମାପ୍ତ ନ ହବୋ ପର୍ୟ୍ଯନ୍ତ ଓ ସବୁ କଥା ନ ଘଟିବା ପର୍ୟ୍ଯନ୍ତ ଏହି ନିୟମରୁ ଅକ୍ଷରଟିଏ କି ବନ୍ଦୁଟିଏ ହେଲେ ମଧ୍ଯ ଲୋପ ପାଇବନାହିଁ।

19. ଏଣୁ ଲୋକେ ପ୍ରେତ୍ୟକକ ଆଦେଶ ମାନିବା ଉଚିତ, ଏପରିକି ମହତ୍ବପୂର୍ଣ୍ଣ ଦଖାେ ଯାଉ ନଥିବା େଛାଟ ଆଦେଶଟିଏ ମଧ୍ଯ ମାନିବା ଉଚିତ। ଯେଉଁ ଲୋକ ଆଦେଶ ପାଳିବାକୁ ମନାକରେ ଓ ଅନ୍ୟ ଲୋକଙ୍କୁ ଆଦେଶ ନ ପାଳିବାକୁ ମନ୍ତ୍ରଣା ଦିଏ, ସେ ସ୍ବର୍ଗ ରାଜ୍ଯ ରେ ଅତି ନ୍ଯୁନ ବୋଲି ଗଣିତ ହବୋ କିନ୍ତୁ ଯେଉଁଲୋକ ସେ ବ୍ଯବସ୍ଥା ମାନେ ଓ ଅନ୍ୟକୁ ମାନି ଚଳିବାକୁ ଶିଖାଏ, ସେ ସ୍ବର୍ଗ ରାଜ୍ଯ ରେ ମହାନ୍ ହବେ।

20. ମୁଁ ତୁମ୍ଭକୁ କହୁଛି ଯେ, ପରମେଶ୍ବରଙ୍କ ଇଚ୍ଛା ଅନୁସାରେ ଆଚରଣ କରି ତୁମ୍ଭମାନେେ ଧର୍ମ ଶାସ୍ତ୍ରୀ ଓ ଫାରୂଶୀ ମାନଙ୍କଠାରୁ ଆଗଇେ ଯାଅ। ତା ନ ହେଲେ ତୁମ୍ଭେ ସ୍ବର୍ଗ ରାଜ୍ଯ ରେ ପ୍ରବେଶ କରିପାପିବ ନାହିଁ।

21. "ତୁମ୍ଭମାନେେ ଶୁଣିଛ ଯେ, ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାୟାଇଥିଲା: 'ନରହତ୍ଯା କର ନାହିଁ। ଯେଉଁଲୋକ ନରହତ୍ଯା କରେ, ସେ ବିଗ୍ଭରସ୍ଥାନ ରେ ବିଗ୍ଭରିତ ହବେ।'

22. କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭମାନେେ ଅନ୍ୟ

23. "ଯେତବେେଳେ ତୁମ୍ଭମାନେେ ପରମେଶ୍ବରଙ୍କ ନିକଟକୁ ତୁମ୍ଭମାନଙ୍କର ନବୈେଦ୍ଯ ଦାନ ଆଣ, ସେତବେେଳେ ଅନ୍ୟ ଲୋକମାନଙ୍କ ବିଷୟ ଚିନ୍ତା କର। ଯଦି ବଦେୀ ଉପରେ ପରମେଶ୍ବରଙ୍କୁ ନବୈେଦ୍ଯ ଦାନ ଦବୋ ବେଳେ ତୁମ୍ଭର ମନେ ପଡିଯାଏ ଯେ, ତୁମ୍ଭ ବିରୁଦ୍ଧ ରେ କାହାର କିଛି କଥା ଅଛି,

24. ତବେେ ତୁମ୍ଭର ନବୈେଦ୍ଯ ଦାନ ସହେିଠା ରେ ଛାଡି ଦଇେ ସହେି ଲୋକଟି ପାଖକୁ ଯାଅ ଏବଂ ତା ସହିତ ଶାନ୍ତି ସ୍ଥାପନ କିର, ତା'ପରେ ଆସି ତୁମ୍ଭର ନବୈେଦ୍ଯ ଦାନ ଅର୍ପଣ କର।

25. "ଯଦି ତୁମ୍ଭର ଶତୃ ତୁମ୍ଭକୁ ବିଗ୍ଭରାଳୟକୁ ନଇେ ଯାଉଅଛି ତବେେ ବିଗ୍ଭରାଳୟ ୟିବା ପୂର୍ବରୁ ତା' ସହିତ ଶୀଘ୍ର ବନ୍ଧୁତା ସ୍ଥାପନ କର। ନଚତେ ତୁମ୍ଭର ଶତୃ ବିଗ୍ଭରପତିଙ୍କ ହାତ ରେ ଦଇଦେବ ଓ ଶଷେ ରେ ବିଗ୍ଭରପତି ତୁମ୍ଭକୁ ସିପାହୀ ହାତ ରେ ଦବେେ, ତା'ପରେ ତୁମ୍ଭେ କାରାଗାର ରେ ବନ୍ଦୀ ହାଇେ ୟିବ।

26. ମୁଁ ତୁମ୍ଭକୁ ସତ୍ଯ କହୁଛି, ଯେଉଁ ପର୍ୟ୍ଯନ୍ତ ତୁମ୍ଭେ ପାହୁଲା-ପାହୁଲା କରି ନ ଶୁଝିଛ, ସେ ପର୍ୟ୍ଯନ୍ତ କାରାଗାର ଭିତରୁ ବାହାରି ଆସି ପାରିବ ନାହିଁ ।

27. "ତୁମ୍ଭମାନେେ ଏ କଥା କୁହା ଯାଇଥିବାର ଶୁଣିଛ ଯେ, 'ବ୍ଯଭିଗ୍ଭର କରନାହିଁ।'

28. କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଯଦି କହେି ଲୋକ କୌଣସି ସ୍ତ୍ରୀକୁ ଦେଖେ ଓ ତା ସହିତ ବ୍ଯଭିଗ୍ଭର କରିବା ପାଇଁ ଗ୍ଭ ହେଁ, ତବେେ ସେ ନିଜ ମନ ଭତ ରେ ସହେି ସ୍ତ୍ରୀ ସହିତ ବ୍ଯଭିଗ୍ଭର କରି ସାରିଲାଣି।

29. ଯଦି ତୁମ୍ଭର ଡାହାଣ ଆଖି ତୁମ୍ଭର ପାପର

30. ଯଦି ତୁମ୍ଭର ଡାହାଣ ହାତଟି ତୁମ୍ଭ ପାପର କାରଣ ହୁଏ, ତାକୁ କାଟି ଫିଙ୍ଗି ଦିଅ। କାରଣ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ନର୍କ ରେ ପଡିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହାଇଯେିବା ଭଲ।

31. "ଏକଥା ମଧ୍ଯ କୁହାୟାଇଛି ଯେ, ' ଯେଉଁ ଲୋକ ତାର ପତ୍ନୀକୁ ଛାଡପତ୍ର ଦିଏ, ସେ ତା ପତ୍ନୀକୁ ଛାଡପତ୍ର ପାଇଁ ଲିଖିତ ରୁପରେ ଗୋଟିଏ ସୂଚନା ଦବେ।'

32. କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ଯଦି କହେି ନିଜର ପତ୍ନୀକୁ ଛାଡପତ୍ର ଦିଏ, ସେ ତାହାକୁ ବ୍ଯଭିଗ୍ଭର ଦୋଷ ରେ ଦୋଷୀ କରିଥାଏ। ଯଦି ତାହାର ପତ୍ନୀ ଅନ୍ୟ ବ୍ଯକ୍ତି ସହିତ ୟୌନ ସଂପର୍କ ରଖିଥାଏ, ତବେେ କବଳେ ସେ ତାହାକୁ ଛାଡପତ୍ର ଦଇେ ପାରିବ। ଯଦି କୌଣସି ଲୋକ ଛାଡପତ୍ର ପାଇଥିବା ସହେି ପତ୍ନୀକୁ ବିବାହ କରେ ତବେେ ସେ ମଧ୍ଯ ବ୍ଯଭିଗ୍ଭର ପାପରେ ଦୋଷୀ ହୁଏ।

33. "ଏକଥା ତୁମ୍ଭେ ଶୁଣିଛ ଯେ ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାୟାଇ ଥିଲା: 'ତୁମ୍ଭମାନେେ କରିଥିବା ପ୍ରତିଜ୍ଞା କବେେ ହେଲେ ଭାଙ୍ଗ ନାହିଁ ଓ ପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସହେି ସବୁ ପାଳନ କର।'

34. କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଆଦୌ ପ୍ରତିଜ୍ଞା କରନାହିଁ। ସ୍ବର୍ଗର ନାମ ରେ ପ୍ରତିଜ୍ଞା କର ନାହିଁ, କାରଣ ତାହା ପରମେଶ୍ବରଙ୍କ ସିଂହାସନ।

35. ପୃଥିବୀ ନାମ ରେ ପ୍ରତିଜ୍ଞା ନିଅନାହିଁ। କାରଣ ତାହା ପରମେଶ୍ବରଙ୍କର ପାଦ ପୀଠ। ୟିରୂଶାଲମ ନାମ ରେ ପ୍ରତିଜ୍ଞା ନିଅ ନାହିଁ। କାରଣ ତାହା ପରମେଶ୍ବରଙ୍କ ନଗରୀ।

36. ନିଜ ମୁଣ୍ଡ ଛୁଇଁ ପ୍ରତିଜ୍ଞା ନିଅ ନାହିଁ, କାରଣ ତା'ର ଗୋଟିଏ ବାଳକୁ ବି ତୁମ୍ଭେ କଳା ବା ଧଳା କରି ପାରିବନାହିଁ।

37. ଯଦି ତୁମ୍ଭେ ଠିକ୍ ମନେ କରୁଛ ତବେେ ହଁ କୁହ ଏବଂ ତୁମ୍ଭେ ଯଦି ଭୁଲ ବୋଲି ମନେ କରୁଛ ତବେେ ନା କୁହ। 'ହଁ' ବା 'ନାଁ' ଠାରୁ ଅଧିକା ବିଷୟ ପାପାତ୍ମା ଠାରୁ ଆସିଥାଏ।

38. "ତୁମ୍ଭେ ଶୁଣିଛ ଯେ ଏକଥା କୁହା ଯାଇଛି: 'ଆଖି ବଦଳ ରେ ଆଖି ଓ ଦାନ୍ତ ବଦଳ ରେ ଦାନ୍ତ।'

39. କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ କୌଣସି ମନ୍ଦ ଲୋକର ବିରୁଦ୍ଧ ରେ ଠିଆ ହୁଅନାହିଁ। ବରଂ ଯଦି କହେି ତୁମ୍ଭର ଡାହାଣ ଗାଲ ରେ ଗ୍ଭପୁଡାଟିଏ ମା ରେ ତବେେ ତୁମ୍ଭେ ତା ଆଡକୁ ଆର ଗାଲଟି ମଧ୍ଯ ଦେଖଇେ ଦିଅ।

40. ଯଦି କହେି ତୁମ୍ଭ ବିରୁଦ୍ଧ ରେ ବିଗ୍ଭରାଳୟ ରେ ମକଦ୍ଦମା କରି ତୁମ୍ଭର କୁର୍ତ୍ତାଟି ନବୋକୁ ଇଚ୍ଛା କରେ, ତବେେ ତୁମ୍ଭେ ତାକୁ ତୁମ୍ଭର ଗ୍ଭଦରଟି ମଧ୍ଯ ଦଇେ ଦିଅ।

41. ଯଦି କହେି ତୁମ୍ଭକୁ ତା ସହିତ ଗୋଟିଏ କୋଶ ଗ୍ଭଲିବାକୁ ବାଧ୍ଯ କରେ ତବେେ ତୁମ୍ଭେ ତା ସହିତ ଦୁଇ କୋଶ ଗ୍ଭଲି ଯାଅ।

42. ଯଦି କହେି ତୁମ୍ଭକୁ କିଛି ମାଗେ, ତବେେ ତାହା ତାହାକୁ ଦିଅ। କହେି ଯଦି ତୁମ୍ଭଠାରୁ ଧାର ନବୋକୁ ଇଚ୍ଛାକରେ, ତବେେ ତା ହକେୁ ମନା କରନାହିଁ।

43. "ତୁମ୍ଭେ ଶୁଣିଛ ଯେ ଏକଥା କୁହା ଯାଇଛି: 'ତୁମ୍ଭର ପଡ଼ୋଶୀଙ୍କୁ ପ୍ ରମେ କର ଓ ଶତୃମାନଙ୍କୁ ଘୃଣା କର।'

44. କିନ୍ତୁ ମୁଁ କହୁଛି: ତୁମ୍ଭେ ତୁମ୍ଭର ଶତୃକୁ ମଧ୍ଯ ପ୍ ରମେ କର। ତୁମ୍ଭକୁ ଯାତନା ଦେଉଥିବା ଲୋକମାନଙ୍କ ପାଇଁ ପାର୍ଥନା କର।

45. ତା ହେଲେ ତୁମ୍ଭେ ସ୍ବର୍ଗ ରେ ରହୁଥିବା ପରମପିତାଙ୍କ ଯଥାର୍ଥ ସନ୍ତାନ ହାଇେ ପାରିବ। ପରମପିତା, ଭଲ ଲୋକ ଓ ମନ୍ଦ ଲୋକ ଉଭୟଙ୍କ ଉପରେ ତାହାଙ୍କ ସୂର୍ୟ୍ଯଙ୍କୁ ଉଦିତ କରାନ୍ତି। ସେ ଭଲ କାମ କରୁଥିବା ଲୋକ ଓ ମନ୍ଦ କାମ କରୁଥିବା ଲୋକ, ଉଭୟଙ୍କ ଉପରେ ବର୍ଷା ବର୍ଷାନ୍ତି।

46. ଯେଉଁମାନେ ତୁମ୍ଭକୁ ପ୍ ରମେ କରୁଛନ୍ତି, ତୁମ୍ଭେ ଯଦି କବଳେ ସହେିମାନଙ୍କୁ ପ୍ ରମେ କରିବ ତବେେ ତୁମ୍ଭମାନେେ କୌଣସି ପୁରସ୍କାର ପାଇବନାହିଁ? ଏପରିକି କରଆଦାୟକାରୀ ମାନେ ମଧ୍ଯ ଏହା କରନ୍ତି?

47. ଯଦି ତୁମ୍ଭେ କବଳେ ନିଜ ଭାଇ- ବନ୍ଧୁମାନଙ୍କୁ ନମସ୍କାର କର ତବେେ ତୁମ୍ଭେ ଅନ୍ୟମାନଙ୍କଠାରୁ କ'ଣ ଅଧିକ କଲ? ବିଧର୍ମୀମାନେ କ'ଣ ଏଭଳି କରନ୍ତି ନାହିଁ କି?

48. ଏଣୁ ସ୍ବର୍ଗ ରେ ରହୁଥିବା ତୁମ୍ଭର ପରମପିତା ଯେପରି ସିଦ୍ଧ, ତୁମ୍ଭମାନେେ ମଧ୍ଯ ସହେିପରି ସିଦ୍ଧ ହୁଅ।

About ମାଥିଉ Chapter 5

Read ମାଥିଉ Chapter 5 online from the Holy Bible. This chapter is part of the Book of ମାଥିଉ in the New Testament. Continue reading with the chapter navigation above or explore the complete book.

Book Information

Book: ମାଥିଉ
Chapter: 5
Testament: New Testament

How to Read this Chapter

Use the Previous and Next Chapter buttons to continue reading ମାଥିଉ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ମାଥିଉ Chapter 5 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ମାଥିଉ Chapter 5?

ମାଥିଉ Chapter 5 is part of the Book of ମାଥିଉ in the Holy Bible.

Can I read this chapter online?

Yes. You can read the complete ମାଥିଉ Chapter 5 online for free with easy chapter navigation.

More Chapters from ନୂତନ ନିୟମ

  1. ମାର୍କ Chapter 13
  2. ମାର୍କ Chapter 12
  3. ମାର୍କ Chapter 4
  4. 1 ତୀମଥି Chapter 3
  5. 2 କରିନ୍ଥୀୟ Chapter 2
  6. ଲୂକ Chapter 12
  7. ମାର୍କ Chapter 7

Explore More from ମାଥିଉ

  1. ମାଥିଉ Chapter 26
  2. ମାଥିଉ Chapter 25
  3. ମାଥିଉ Chapter 22
  4. ମାଥିଉ Chapter 13
  5. ମାଥିଉ Chapter 10
  6. ମାଥିଉ Chapter 19
  7. ମାଥିଉ Chapter 12

Related Chapters & Readings

  1. ଗୀତସଂହିତା Chapter 23
  2. ଆଦି ପୁସ୍ତକ Chapter 21
  3. ଗୀତସଂହିତା Chapter 48
  4. ଯିହିଜିକଲ Chapter 18
  5. ଉପଦେଶକ Chapter 4
  6. ଯିହିଜିକଲ Chapter 33
  7. ଦିତୀୟ ବଂଶାବଳୀ Chapter 17
Share Your Love

Leave a Reply

Your email address will not be published. Required fields are marked *