Read ଦିତୀୟ ରାଜାବଳୀ Chapter 23 Online
Read ଦିତୀୟ ରାଜାବଳୀ Chapter 23 online from the Holy Bible. This chapter is part of the Book of ଦିତୀୟ ରାଜାବଳୀ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦିତୀୟ ରାଜାବଳୀ and the Holy Bible online.
Choose a Chapter
ଦିତୀୟ ରାଜାବଳୀ 23
ଅଧ୍ୟାୟ 23
1. ଯିହୁଦା ଓ ୟିରୁଶାଲମର ସମସ୍ତ ପ୍ରାଚୀନବର୍ଗଙ୍କୁ ଆସି ସାକ୍ଷାତ କରିବାକୁ ଯୋଶିୟଯ ରାଜା କହିଲେ।
2. ଏହାପରେ ରାଜା ସଦାପ୍ରଭୁଙ୍କ ମନ୍ଦିରକୁ ଗମନ କଲେ। ତାଙ୍କ ସହିତ ଯିହୁଦାର ସମସ୍ତ ଲୋକ, ୟିରୁଶାଲମର ସମସ୍ତ ବାସିନ୍ଦା, ଯାଜକମାନେ, ଭବିଷ୍ଯଦ୍ବକ୍ତାମାନେ ଓ ସମସ୍ତ ବଡରୁ େଛାଟ ଗମନ କଲେ। ତହୁଁ ସଦାପ୍ରଭୁ ମନ୍ଦିରରୁ ପ୍ରାପ୍ତ ବ୍ଯବସ୍ଥା ପୁସ୍ତକର ସମସ୍ତ ବାକ୍ଯ ସମାନଙ୍କେର କର୍ଣ୍ଣ ଗୋଚର ହବୋ ପାଇଁ ଯୋଶିୟଯ ରାଜା ପାଠ କଲେ।
3. ଏଥି ରେ ରାଜା ସ୍ତମ୍ଭ ସମ୍ମୁଖ ରେ ଠିଆ ହେଲେ। ସଦାପ୍ରଭୁଙ୍କ ସହିତ ଗୋଟିଏ ୟୁକ୍ତି କଲେ ଏବଂ ସଦାପ୍ରଭୁଙ୍କୁ ଅନୁକରଣ କରିବାକୁ ତାଙ୍କର ଆଜ୍ଞାମାନ, ସାକ୍ଷକଥା ଓ ନିଯମମାନ ତାଙ୍କ ସମସ୍ତ ହୃଦଯ ଓ ମନ ସହିତ ପ୍ରତିଜ୍ଞା କଲେ ଏବଂ ପ୍ରେତ୍ୟକକ ଲୋକ ଏହା କରିବାକୁ ରାଜି ହେଲେ।
4. ପୁଣି ରାଜା ସଦାପ୍ରଭୁଙ୍କ ମନ୍ଦିରରୁ ବାଲର, ଆଶରୋମୂର୍ତ୍ତୀର ଓ ସ୍ବର୍ଗସ୍ଥ ସମସ୍ତ ବାହିନୀ ଓ ମିଥ୍ଯା ଦବେତାମାନଙ୍କ ନିମନ୍ତେ ନିର୍ମିତ ସକଳ ସାମଗ୍ରୀ ବାହାର କରି ଆଣିବା ପାଇଁ ହିଲକିଯ ମହାୟାଜକକୁ, ଦ୍ବିତୀୟ ଶ୍ ରଣେୀର ଯାଜକମାନଙ୍କୁ ଓ ଦ୍ବାରପାଳ ମାନଙ୍କୁ ଆଦେଶ କଲେ। ତା'ପରେ ଯୋଶିୟଯ ରାଜା ସେ ସମସ୍ତ ଦ୍ରବ୍ଯକୁ ୟିରୁଶାଲମର ବାହା ରେ କିଦ୍ରୋଣ ଉପତ୍ୟକା ରେ ଦଗ୍ଧ କଲେ ଓ ତାହାର ଭସ୍ମ ବୈଥଲକେୁ ନଇଗେଲେ।
5. ରାଜା ସମସ୍ତ ସାଧାରଣ ଲୋକ ଯାଜକ ଭାବରେ ଯିହୁଦାର ରାଜାଙ୍କ ଦ୍ବାର ନିୟୁକ୍ତି ହାଇେଥିଲେ, ଯାଜକ ରୂପେ ସବୋ କରିବାକୁ ବରଖାସ୍ତ କଲେ। ଏହି ଭଣ୍ତ ଯାଜକଗଣ ଯିହୁଦାର ପ୍ରେତ୍ୟକକ ନଗରର ଉଚ୍ଚସ୍ଥାନ ରେ ସବୁବେଳେ ଧୂପ ଜାଳନ୍ତି ଓ ୟିରୁଶାଲମସ୍ଥିତ ଚତୁର୍ଦ୍ଦିଗସ୍ଥିତ ସମସ୍ତ ନଗର ରେ ବାଲ୍ଙ୍କ ସମ୍ମାନାର୍ଥେ ସୂର୍ୟ୍ଯ,ଚନ୍ଦ୍ର ଗ୍ରହ ଏବଂ ଆକାଶର ସମସ୍ତ ଶକ୍ତିଗୁଡିକରେ।
6. ଆଉ ଯୋଶିୟଯ ସଦାପ୍ରଭୁଙ୍କ ମନ୍ଦିରରୁ ଆଶରୋ ମୂର୍ତ୍ତୀ କାଢିନଇେ ୟିରୁଶାଲମର ବାହା ରେ କିଦ୍ରୋଣ ନଦୀ ଓ ନିକଟକୁ ଆଣିଲେ। ସଠାେରେ ସେ ଏହାକୁ ଦଗ୍ଧ କଲେ ଓ ତାକୁ ପଷେି ଧୂଳି କଲେ। ସହେି ଚୁର୍ଣ୍ଣକୁ ନଇେ ସାମାନ୍ଯ ଲୋକମାନଙ୍କ କବର ଉପରେ ନିକ୍ଷପେ କଲେ।
7. ତା'ପରେ ଯୋଶିୟଯ ରାଜା ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ସଦୋମୀମାନଙ୍କ ଗୃହ ସବୁ ଭାଙ୍ଗି ପକାଇଲେ। ସ୍ତ୍ରୀଲୋକମାନେ ଏହି ଗୃହଗୁଡିକ ବ୍ଯବହାର କଲେ ଓ ଆଶରରେ ସମ୍ମାନ ପାଇଁ େଛାଟ ଛାଉଣୀର ପରଦା ନିର୍ମାଣ କଲେ ଏବଂ ସଗେୁଡିକୁ ମଧ୍ଯ ଭାଙ୍ଗି ଦିଆଗଲା।
8. ସେ ସମୟରେ ଯାଜକମାନେ ବଳିଦାନ ୟିରୁଶାଲମସ୍ଥିତ ସଦାପ୍ରଭୁଙ୍କ ୟଜ୍ଞବଦେୀ ନିକଟକୁ ଆଣିଲେ ନାହିଁ। ସମାନେେ ଯିହୁଦା ନଗର ଚତୁର୍ଦ୍ଦିଗ ରେ ରହିଲେ ଓ ସହେି ନଗରଗୁଡିକର ଉଚ୍ଚ ସ୍ଥଳିମାନଙ୍କ ରେ ଦ୍ବୀପ ଓ ନବୈେଦ୍ଯ ଜଳାଇଲେ। ସହେି ଉଚ୍ଚସ୍ଥଳୀଗୁଡିକ ଗବୋଠାରୁ ବରେଶବୋ ପର୍ୟ୍ଯନ୍ତ ଲାଗି ଥିଲା। ସହେି ଯାଜକମାନେ ସାଧାରଣ ଲୋକଙ୍କ ସହିତ ତାଡିଶୂନ୍ଯ ରୋଟି ଭୋଜନ କଲେ। ରାଜା ଯୋଶିୟଯ ସହେି ଉଚ୍ଚସ୍ଥଳୀଗୁଡିକୁ ଭାଙ୍ଗି ପକାଇଲେ ଓ ସେ ଯାଜକମାନଙ୍କୁ ୟିରୁଶାଲମକୁ ନଇେ ଆସିଲେ। ସେ ମଧ୍ଯ ନଗର ଦ୍ବାର ରେ ପ୍ରବେଶକାରୀ ମନୁଷ୍ଯର ବାମ ଦିଗସ୍ଥିତ ନଗରାଧ୍ଯକ୍ଷ ଯିହାଶୂେୟର ନଗର ଦ୍ବାର ରେ ଉଚ୍ଚସ୍ଥଳୀ ଭାଙ୍ଗି ପକାଇଲେ। ଯିହାଶୂେୟ ନଗରର ଶାସକ ଥିଲେ।
10. ତୋଫତ ବନେ-ହିନ୍ନୋମ ଉପତ୍ୟକାର ଗୋଟିଏ ସ୍ଥାନ ଥିଲା, ଯେଉଁଠା ରେ ଲୋକମାନେ ସମାନଙ୍କେର ପୁତ୍ର ଓ କନ୍ଯାମାନଙ୍କୁ ମଲକେ ମିଥ୍ଯା ଦବେତା ସମ୍ମାନାର୍ଥେ ଅଗ୍ନି ରେ ହାମେ କଲେ। ଯେତବେେଳେ ଯୋଶିୟଯ ସହେି ସ୍ଥାନକୁ ଅପବିତ୍ର କଲେ। ଲୋକମାନେ ଯେପରି ହାମେ ସ୍ଥାନକୁ ଅଧିକ ସମୟ ବ୍ଯବହାର ପାଇଁ ବନ୍ଦ କଲେ।
11. ଆହୁରି ମନ୍ଦିରର ସୀମାନ୍ତବର୍ତ୍ତୀ ନଥନ-ମଲକେ ନାମକ ନଫୁସକର କଠାେରୀ ନିକଟସ୍ଥ ସଦାପ୍ରଭୁଙ୍କ ମନ୍ଦିରର ପ୍ରବେଶ ସ୍ଥାନ ସମୀପରେ ଯିହୁଦାର ରାଜାମାନେ ସୂର୍ୟ୍ଯ ଉଦ୍ଦେଶ୍ଯ ରେ ଯେଉଁ ଅଶ୍ବମାନଙ୍କୁ ଦଇେଥିଲେ, ସେ ସମାନଙ୍କେୁ ନଇେ ଗଲେ ଓ ସହେି ସୂର୍ୟ୍ଯ ଦବେତାର ରଥଗୁଡିକୁ ଅଗ୍ନି ରେ ଦଗ୍ଧ କରାଗଲା।
12. ଅତୀତ ରେ ଯିହୁଦାର ରାଜାମାନେ ଆହସର ଘରର କଠାେରୀର ଛାତ ଉପରେ ଯେଉଁ ୟଜ୍ଞବଦେୀ ନିର୍ମାଣ କରିଥିଲେ ଓ ମନଃଶି ସଦାପ୍ରଭୁଙ୍କ ମନ୍ଦିରର ଦୁଇ ସହର ରେ ଯେଉଁ ୟଜ୍ଞବଦେୀଗୁଡିକ ନିର୍ମାଣ କରିଥିଲେ ଯୋଶିୟଯ ସେ ସବୁକୁ ଭାଙ୍ଗି ଚୁର୍ଣ୍ଣ କଲେ ଓ ସେ ଧୂଳିକୁ ନଇେ କିଦ୍ରୋଣ ନଦୀ ରେ ନିକ୍ଷପେ କଲେ।
13. ରାଜା ଉଚ୍ଚ ସ୍ଥଳଗୁଡିକ ଅଶୁଚି କଲେ, ଯେଉଁସବୁ ୟିରୁଶାଲମର ପୂର୍ବ ରେ ବିନାଶ ପର୍ବତ ଉପରେ ଶଲୋମନଙ୍କ ଦ୍ବାରା ଗଢା ହାଇେଥିଲା। ଇଶ୍ରାୟେଲର ରାଜା ଅଷ୍ଟାରୋତ ସମ୍ମାନାର୍ଥେ ସୀଦୋନୀଯମାନଙ୍କର ଭଣ୍ତ ଦବେୀଗଣ, କମାେଣ ପାଇଁ ମାୟୋବର ଭଣ୍ତ ଦବେତା ଏବଂ ମିଲ୍କମ ପାଇଁ ଅମାନେୀଯମାନଙ୍କର ଭଣ୍ତ ଦବେତା ପାଇଁ ତିଆରି ହାଇେଥିଲା।
14. ଆଉ ମଧ୍ଯ ସେ ସମସ୍ତ ସ୍ତୃତିସ୍ତମ୍ଭ ଓ ଆଶରୋ ମୂର୍ତ୍ତୀ ଭାଙ୍ଗି ପକାଇଲେ ଓ ସହେି ସ୍ଥାନଗୁଡିକ ମନୁଷ୍ଯର ଅସ୍ଥି ରେ ପୂର୍ଣ୍ଣ କଲେ।
15. ନବାଟଙ୍କ ପୁତ୍ର ୟାରବିଯାମ ବୈଥଲେ ରେ ଯେଉଁ ୟଜ୍ଞବଦେୀ ନିର୍ମାଣ କରି ଇଶ୍ରାୟେଲ ଲୋକଙ୍କୁ ପାପ କରାଇଥିଲେ ଓ ସେ ଯେଉଁ ଉଚ୍ଚସ୍ଥଳୀ ନିର୍ମାଣ କରିଥିଲେ, ଯୋଶିୟଯ ସହେି ୟଜ୍ଞବଦେୀ ଓ ଉଚ୍ଚସ୍ଥଳୀ ଭାଙ୍ଗି ପକାଇଲେ। ଯୋଶିୟଯ ସହେି ପ୍ରସ୍ତରକୁ ପଷେି ଚୁର୍ଣ୍ଣ କଲେ ଓ ଆଶରୋ ମୂର୍ତ୍ତୀକୁ ଦଗ୍ଧ କଲେ।
16. ଏହାପରେ ଯୋଶିୟଯ ଚତୁର୍ଦ୍ଦିଗକୁ ଚାହିଁଲା ବେଳେ ସଠାେରେ ପର୍ବତ ଉପରେ କବରମାନ ଦେଖିଲେ। ତହୁଁ ସେ ଲୋକ ପଠାଇ ସହେି କବରମାନଙ୍କର ଅସ୍ଥି ଅଣାଇଲେ। ଆଉ ପରମେଶ୍ବରଙ୍କ ଲୋକ ପୂର୍ବେ ଯେପରି ପ୍ରଚାର କରିଥିଲେ। ତାଙ୍କ ପ୍ରଚାରିତ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ସହେି ୟଜ୍ଞବଦେୀ ଉପରେ ସହେି ଅସ୍ଥି ସବୁ ୟଜ୍ଞବଦେୀ ଉପରେ ରଖିଲେ ଓ ଦଗ୍ଧ କରି ଅଶୁଚି କଲେ। ଏହି ସମୟରେ ପରମେଶ୍ବର ଲୋକଙ୍କ ଦୃଷ୍ଟି ରେ ଦେଖିଲେ ଯେ, ୟୋରବିଯାମ ୟଜ୍ଞବଦେୀ ପାଖ ରେ ଛିଡା ହାଇେଛି।
17. ଯୋଶିୟଯ ପଚାରିଲେ, "ଏହି ସମାଧି ପଥର କ'ଣ, ମୁଁ ଯାହା ଦେଖୁଛି?"
18. ତେଣୁ ରାଜା କହିଲେ, "ପରମେଶ୍ବର ଲୋକଙ୍କୁ ଏକା ଛାଡିଦିଅ! ତାଙ୍କର ଅସ୍ଥିଗୁଡିକୁ ସ୍ଥାନାନ୍ତର କର ନାହିଁ।" ତେଣୁ ସମାନେେ ସଠାେରେ ଶମରିଯାରୁ ଆଗତ ଭବିଷ୍ଯଦବକ୍ତାର ଅସ୍ଥି ସହିତ ତାଙ୍କର ଅସ୍ଥି ଛାଡି ଦେଲେ।
19. ପୁଣି ଇଶ୍ରାୟେଲର ରାଜାମାନେ ସଦାପ୍ରଭୁଙ୍କୁ ବିରକ୍ତି କରିବା ପାଇଁ ଶମରିଯାର ନାନା ନଗର ରେ ଉଚ୍ଚସ୍ଥଳୀମାନଙ୍କ ରେ ମନ୍ଦିର ନିର୍ମାଣ କରିଥିଲେ ଯୋଶିୟଯ ସେ ସବୁ ଧ୍ବଂସ କଲେ। ବୈଥଲେ ରେ ଯେପରି କରିଥିଲେ ସଠାେରେ ମଧ୍ଯ ସହେିପରି କଲେ।
20. ଯୋଶିୟଯ ଶମରିଯାର ଉଚ୍ଚସ୍ଥଳୀର ଯାଜକମାନଙ୍କୁ ୟଜ୍ଞବଦେୀ ରେ ବଧ କଲେ ଓ ସେ ଉପରେ ମନୁଷ୍ଯମାନଙ୍କ ଅସ୍ଥି ୟଜ୍ଞବଦେୀ ଉପରେ ଦଗ୍ଧ କଲେ। ଏହି ରୂପେ ସେ ସମସ୍ତ ପୂଜା ସ୍ଥାନକୁ ଅଶୁଚି କରି ୟିରୁଶାଲମକୁ ଫରେିଗଲେ।
21. ତା'ପରେ ଯୋଶିୟ ରାଜା ସମସ୍ତ ଲୋକଙ୍କୁ ଆଦେଶ ଦେଲେ, "ଏହି ନିଯମ ପୁସ୍ତକର ୟୁକ୍ତିନୁସା ରେ ତୁମ୍ଭର ପରମେଶ୍ବର ସଦାପ୍ରଭୁଙ୍କର ସମ୍ମାନାର୍ଥେ ନିସ୍ତାର ପର୍ବ ପାଳନ କର।"
22. ପୂର୍ବଦିନଗୁଡିକରେ ଇଶ୍ରାୟେଲ ଓ ଯିହୁଦାର ରାଜାମାନଙ୍କର ଶାସନର ପୂର୍ବବର୍ତ୍ତୀ କାଳ ରେ ବିଗ୍ଭରକମାନେ ଇଶ୍ରାୟେଲ ରେ ଶାସନ କଲେ। ଏପରି ନିସ୍ତାର ପର୍ବ ପାଳନ କବେେ ହାଇେ ନଥିଲା।
23. ସମାନେେ ଯୋଶିୟଯ ରାଜାଙ୍କର ରାଜତ୍ବର ଆଷ୍ଟାଦଶ ବର୍ଷ ରେ ଏହି ନିସ୍ତାର ପର୍ବ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ୟିରୁଶାଲମ ରେ ପାଳନ କଲେ।
24. ଆହୁରି ଯୋଶିୟଯ ଯେପରି ସଦାପ୍ରଭୁଙ୍କ ମନ୍ଦିର ରେ ହିଲକିଯ ଯାଜକର ପ୍ରାପ୍ତ ପୁସ୍ତକରେ ଲିଖିତ ବ୍ଯବସ୍ଥାର ସମସ୍ତ ବାକ୍ଯ ସଫଳ କରି ପାରିବେ, ସେଥିପାଇଁ ଯିହୁଦାର ଓ ୟିରୁଶାଲମ ଦ୍ବାରା ଆରାଧନା କରୁଥିବ। ଯେଉଁ ସମସ୍ତ ମାଧ୍ଯମଗୁଡିକ ଗୁଣୀ, ଠାକୁର, ପୁତ୍ତଳିକା ଓ ଘୃଣା ଯୋଗ୍ଯ ବସ୍ତୁ ଦଖାଗେଲା ସେ ତାହା ସବୁ ଦୂର କଲେ।
25. ଯୋଶିୟଯ ଯେପରି ସର୍ବାନ୍ତଃକରଣ ରେ, ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ଦ୍ବାରା ସଦାପ୍ରଭୁଙ୍କ ପ୍ରତି ଅନୁରକ୍ତ ହେଲେ। ଯୋଶିୟଯଙ୍କ ପରି ମାଶାଙ୍କେ ବ୍ଯବସ୍ଥା ପାଳନ କରିବାର କୌଣସି ରାଜା ନଥିଲେ। ଏପରି କୌଣସି ରାଜା ତାଙ୍କ ପୂର୍ବରୁ ନଥିଲେ ଓ ତାଙ୍କ ପରେ କହେି ସପରେି ହେଲେ ନାହିଁ।
26. କିନ୍ତୁ ମନଃଶି ଯେଉଁ ସବୁ ବିରକ୍ତିଜନକ କ୍ରିଯାଦ୍ବାରା ସଦାପ୍ରଭୁଙ୍କୁ କୋର୍ଧାନ୍ବିତ କରିଥିଲେ, ସେଥି ସକାେଶ ଯିହୁଦା ପ୍ରତିକୂଳ ରେ ତାଙ୍କର ଯେଉଁ କ୍ ରଧେ ପ୍ରଜ୍ଜଳିତ ହାଇେଥିଲା, ସଦାପ୍ରଭୁ ସହେି ପ୍ରଚଣ୍ତ ମହା କୋପରୁ ବିରତ ହେଲେ ନାହିଁ।
27. ସଦାପ୍ରଭୁ କହିଲେ, "ମୁଁ ଯିହୁଦାକୁ ଅପସାରଣ କରିବି, ଯଭେଳି ମୁଁ ଇଶ୍ରାୟେଲକୁ ମାରଦେୃଷ୍ଟିରୁ ଅପସାରଣ କରିଛି। ମୁଁ ମାରେ ମନୋନୀତ ସହର ୟିରୁଶାଲମକୁ ପରିତ୍ଯାଗ କରିବି।" ମୁଁ ଯେଉଁ ମନ୍ଦିର ବିଷଯ ରେ କହିଥିଲି, ' ମାରେ ନାମ ସଠାେରେ ରହିବ।'
28. ଯୋଶିୟଯଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର କ୍ରିଯା ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
29. ଯୋଶିୟଯଙ୍କ ରାଜତ୍ବ କାଳ ରେ ମିଶରର ରାଜା ଫାରୋ-ନଖୋଶୂରୀଯ ରାଜା ବିପକ୍ଷ ରେ ୟୁଦ୍ଧ କରିବାକୁ ଫରତ ନଦୀ ଆଡକୁ ୟାତ୍ରା କଲେ। ଯୋଶିୟଯ ଫାରୋ ସହିତ ମାଗିଦ୍ଦୋ ନିକଟରେ ଭଟେିବାକୁ ଗଲେ। ସହେିଠା ରେ ଫାରୋ ଯୋଶିୟଙ୍କୁ ଦେଖି ବଧକଲେ।
30. ଏହାପରେ ଯୋଶିୟଯଙ୍କ ସବେକମାନେ ତାଙ୍କର ମୃତ ଶରୀରକୁ ଗୋଟିଏ ରଥରେ ମାଗିଦ୍ଦୋରୁ ୟିରୁଶାଲମକୁ ଆଣି ତାଙ୍କ ନିଜ କବରସ୍ଥାନ ରେ କବର ଦେଲେ।
31. ଯିହାୟୋଦାରହସ୍ ଯେତବେେଳେ ରାଜା ହେଲେ ସେତବେେଳେ ତାଙ୍କୁ ତଇେଶି ବର୍ଷ ହାଇେଥିଲା। ସେ ୟିରୁଶାଲମ ରେ ତିନିମାସ ରାଜତ୍ବ କଲେ। ତାଙ୍କର ମାତାଙ୍କ ନାମ ହମୁଟଲ୍, ସେ ଲିବ୍ନା ନିବାସୀ ୟିରମିଯର କନ୍ଯା ଥିଲେ।
32. ସେ ମଧ୍ଯ ତାଙ୍କ ପୂର୍ବପୁରୁଷମାନଙ୍କ ପରି କୁକର୍ମ କଲେ, ଯାହା ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦ ଥିଲା।
33. ଫାରୋ-ନଖୋ ଯିହାୟୋଦାରହସ୍ଙ୍କୁ ହମାତ୍ ଦେଶସ୍ଥ ରିବ୍ଲା ରେ ବନ୍ଦୀ କରି ରଖିଲେ। ତେଣୁ ସେ ଆଉ ୟିରୁଶାଲମ ରେ ଶାସନ କରି ପାରିଲେ ନାହିଁ। ପୁଣି ଫାରୋ-ନଖୋ ଯିହୁଦା ଦେଶ ଉପରେ 100 ତାଳନ୍ତ ରୂପା ଓ ଏକ ତାଳନ୍ତ ସୁନା କର ଧାର୍ୟ୍ଯ କଲେ।
34. ତହୁଁ ଫାରୋ-ନଖୋ ଯୋଶିୟଯଙ୍କର ପୁତ୍ର ଇଲିଯାକୀମ୍ ୟିଏ ଯୋଶିୟଯଙ୍କର ସ୍ଥାନ ରେ ନୂଆ ରାଜା ପଦ ରେ ଘୋଷଣା କଲେ, ସେ ତାଙ୍କର ନାମ ଯିହାୟୋଦାରକୀମ୍ ରଖିଲା। କିନ୍ତୁ ଯିହାୟୋଦାରହସ୍ଙ୍କୁ ସେ ମିଶରକୁ ନଇଗେଲେ ଓ ସହେିଠା ରେ ତାଙ୍କର ମୃତ୍ଯୁ ହେଲା।
35. ଯିହାୟୋକୀମ୍ ଫାରୋକୁ ସହେି ସବୁ ସୁନା ଓ ରୂପା ଦେଲେ ମାତ୍ର ଫାରୋ ଆଜ୍ଞାନୁସା ରେ ସହେି ରେ ୗପ୍ୟ ଓ ସୁବର୍ଣ୍ଣ ଦବୋ ନିମିତ୍ତ ସେ ଦସବୋସୀଙ୍କ ଉପରେ କର ବସାଇଲେ। ସେ ଫାରୋଙ୍କୁ ଦବୋ ପାଇଁ ନିରୁପିତ କର ଅନୁସାରେ ଦେଶବାସୀଙ୍କଠାରୁ ସହେି ରୂପା ଓ ସୁନା ଆଦାଯ କଲେ।
36. ଯିହାୟୋଦାରକୀମ୍ ଯେତବେେଳେ ରାଜା ହେଲ ଯେତବେେଳେ ତାଙ୍କୁ ପଚିଶ ବର୍ଷ ହାଇେଥିଲା। ସେ ୟିରୁଶାଲମ୍ ରେ ଏଗାର ବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କ ନାମ ସବୀଦା ଓ ସେ ରୂମା ନିବାସୀ ପଦାଯର କନ୍ଯା ଥିଲେ।
37. ଏହି ଯିହାୟୋଦାରକୀମ୍ ସମାନ ତାଙ୍କ ପୂର୍ବପୁରୁଷମାନଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ ରେ ଲିପ୍ତ ହେଲେ।
About ଦିତୀୟ ରାଜାବଳୀ Chapter 23
Read ଦିତୀୟ ରାଜାବଳୀ Chapter 23 online from the Holy Bible. This chapter is part of the Book of ଦିତୀୟ ରାଜାବଳୀ in the Old Testament. Continue reading with the chapter navigation above or explore the complete book.
Book Information
Book: ଦିତୀୟ ରାଜାବଳୀ
Chapter: 23
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଦିତୀୟ ରାଜାବଳୀ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଦିତୀୟ ରାଜାବଳୀ Chapter 23 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଦିତୀୟ ରାଜାବଳୀ Chapter 23?
ଦିତୀୟ ରାଜାବଳୀ Chapter 23 is part of the Book of ଦିତୀୟ ରାଜାବଳୀ in the Holy Bible.
Can I read this chapter online?
Yes. You can read the complete ଦିତୀୟ ରାଜାବଳୀ Chapter 23 online for free with easy chapter navigation.
More Chapters from ଦିତୀୟ ରାଜାବଳୀ
- ଦିତୀୟ ରାଜାବଳୀ Chapter 22
- ଦିତୀୟ ରାଜାବଳୀ Chapter 2
- ଦିତୀୟ ରାଜାବଳୀ Chapter 18
- ଦିତୀୟ ରାଜାବଳୀ Chapter 25
- ଦିତୀୟ ରାଜାବଳୀ Chapter 15
- ଦିତୀୟ ରାଜାବଳୀ Chapter 4
- ଦିତୀୟ ରାଜାବଳୀ Chapter 16
Explore More from ପୁରାତନ ନିୟମ
- ଦିତୀୟ ବଂଶାବଳୀ Chapter 13
- ପ୍ରଥମ ରାଜାବଳୀ Chapter 20
- ପ୍ରଥମ ବଂଶାବଳୀ Chapter 6
- ଯିହିଜିକଲ Chapter 34
- ବିଚାରକର୍ତ୍ତା Chapter 13
- ଆଦି ପୁସ୍ତକ Chapter 31
- ଗୀତସଂହିତା Chapter 7