ଯାତ୍ରା ପୁସ୍ତକ Chapter 5

For English

Read ଯାତ୍ରା ପୁସ୍ତକ Chapter 5 Online

Read ଯାତ୍ରା ପୁସ୍ତକ Chapter 5 online from the Holy Bible. This chapter is part of the Book of ଯାତ୍ରା ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯାତ୍ରା ପୁସ୍ତକ and the Holy Bible online.

Choose a Chapter

ଯାତ୍ରା ପୁସ୍ତକ 5

ଅଧ୍ୟାୟ 5

1. ମାଶାେ ଏବଂ ହାରୋଣ ଏପରି କହି ସାରିବା ପରେ ଫାରୋଙ୍କ ନିକଟକୁ ଗଲେ। ସମାନେେ କହିଲେ, "ସଦାପ୍ରଭୁ, ଇଶ୍ରାୟେଲର ପରମେଶ୍ବର କହିଛନ୍ତି, ' ମାରେ ଲୋମନଙ୍କୁ ୟିବାକୁ ଦିଅ। ସମାନେେ ମାେ ସମ୍ମାନାର୍ଥେ ମରୁଭୂମିରେ ଏକ ଉତ୍ସବ ପାଳନ କରିବେ।"'

2. କିନ୍ତୁ ଫାରୋ କହିଲେ, "ସଦାପ୍ରଭୁ କିଏ? ମୁଁ କାହିଁକି ତାଙ୍କୁ ମାନିବି? ମୁଁ କାହିଁକି ଇଶ୍ରାୟେଲୀୟମାନଙ୍କୁ ୟିବାକୁ ଦବେି? ସଦାପ୍ରଭୁ କିଏ ମୁଁ ତାହା ଜାଣେ ନାହିଁ। ତେଣୁ ମୁଁ ଇଶ୍ରାୟେଲୀୟମାନଙ୍କୁ ୟିବାକୁ ଦବେି ନାହିଁ।"

3. ଏହାପରେ ହାରୋଣ ଏବଂ ମାଶାେ କହିଲେ, "ଏବ୍ରୀଯମାନଙ୍କର ପରମେଶ୍ବର ଆମ୍ଭମାନଙ୍କୁ ଏହା କହିଛନ୍ତି। ତେଣୁ ଆମ୍ଭେ ତୁମ୍ଭର ଅନୁମତି ଲୋଡୁଛୁ। ଆମ୍ଭମାନଙ୍କୁ ମରୁଭୂମିକୁ ୟିବାକୁ ଦିଅନ୍ତୁ। ଆମ୍ଭମାନେେ ସଠାେରେ ତାଙ୍କ ସମ୍ମାନାର୍ଥେ ବଳିଦାନ ଉତ୍ସର୍ଗ କରିବୁ। ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର। ଯଦି ଆମ୍ଭେ ତାହା ନକରୁ ସେ ହୁଏତ୍ କୋରଧ କରି ପାରନ୍ତି ଏବଂ ଆମ୍ଭମାନଙ୍କୁ ଧ୍ବଂସ କରିପାରନ୍ତି। ସେ ଆମ୍ଭମାନଙ୍କୁ ୟୁଦ୍ଧ କିମ୍ବା ଅସୁସ୍ଥତା ମାଧ୍ଯମ ରେ ମୃତ୍ଯୁ ଦଇେ ପାରନ୍ତି।"

4. କିନ୍ତୁ ଫାରୋ ସମାନଙ୍କେୁ କହିଲେ, " ମାଶାେ ଏବଂ ହାରୋଣ, ତୁମ୍ଭମାନେେ ମାରେ କର୍ମୀମାନଙ୍କୁ କାର୍ୟ୍ଯରୁ ନିବୃତ୍ତ କରୁଅଛ। ସମାନଙ୍କେୁ ସମାନଙ୍କେର କାର୍ୟ୍ଯ କରିବାକୁ ଦିଅ!

5. ଏଠା ରେ ଅନକେ ଲୋକ ଅଛନ୍ତି। ତୁମ୍ଭମାନେେ ସମାନଙ୍କେୁ ସମାନଙ୍କେର କର୍ମରୁ ନିବୃତ୍ତ କରୁଅଛ।"

6. ସହେିଦିନ, ଫାରୋ କ୍ରୀତଦାସମାନଙ୍କର ମୁନିବମାନଙ୍କୁ ଓ ସମାନଙ୍କେର ନିରୀକ୍ଷକମାନଙ୍କୁ ଆଜ୍ଞା ଦେଲେ,

7. "ତୁମ୍ଭମାନେେ ସମାନଙ୍କେୁ ଇଟା ପାଇଁ ନଡା ଦେଉଥିଲ। ସମାନଙ୍କେୁ ଆଉ ପାଳ ଦିଅ ନାହିଁ। ସମାନେେ ନିଜପାଳ ନିଜେ ସଂଗ୍ରହ କରନ୍ତୁ।

8. କିନ୍ତୁ ସମାନେେ ପୂର୍ବପରି ଯେତେ ସଂଖ୍ଯକ ଇଟା ତିଆରି କରୁଥିଲେ, ସମାନଙ୍କେୁ ସତେିକ ଇଟା ତିଆରି କରାଅ। ସମାନେେ ଅଳସୁଆ ହାଇେଛନ୍ତି। ଯେଉଁଥିପାଇଁ ସମାନେେ ୟିବାପାଇଁ ମାେତେ ଅନୁମତି ମାଗୁଛନ୍ତି। ତାଙ୍କର କିଛି କାର୍ୟ୍ଯ କରିବାକୁ ଇଚ୍ଛା ନାହିଁ। ଯେଣୁ ସମାନେେ ସମାନଙ୍କେର ପରମେଶ୍ବରଙ୍କ ପାଇଁ ବଳିଦାନ ଉତ୍ସର୍ଗ କରିବାକୁ ଚାହୁଛନ୍ତି।

9. ତେଣୁ ଏହି ଲୋକମାନଙ୍କୁ କଠିନ ପରିଶ୍ରମ କରାଇ ସମାନଙ୍କେୁ ସର୍ବଦା ବ୍ଯସ୍ତ ରଖ। ଯେଉଁଥି ରେ ସମାନେେ ମିଥ୍ଯା କଥା ଶୁଣିବାକୁ ସମୟ ପାଇବେ ନାହିଁ।"

10. ତେଣୁ ଇଶ୍ରାୟେଲୀୟ କ୍ରୀତଦାସମାନଙ୍କର ମୁନିବ ଓ ତଦାରଖକାରୀଗଣ ଇଶ୍ରାୟେଲୀୟ ଲୋକମାନଙ୍କୁ କହିଲେ, "ତୁମ୍ଭମାନଙ୍କୁ ଆଉ ପାଳ ନଦବୋ ପାଇଁ ଫାରୋ ନିଷ୍ପତ୍ତି କରିଛନ୍ତି।

11. ତୁମ୍ଭେ ଆପଣା ପାଇଁ ନିଜେ ପାଳ ସଂଗ୍ରହ କର। କିନ୍ତୁ ମନରେଖ ପୂର୍ବପରି ତୁମ୍ଭମାନେେ ଯେତେ ସଂଖ୍ଯକ ଇଟା ନିର୍ମାଣ କରୁଥିଲ ସତେିକି ସଂଖ୍ଯକ ଇଟା ତିଆରି କରିବ।"

12. ତେଣୁ ଲୋକମାନେ ମିଶରର ଚାରିଆଡେ ବୁଲି ପାଳ ସଂଗ୍ରହ କଲେ।

13. କ୍ରୀତଦାସମାନଙ୍କର ମୁନିବମାନେ ସମାନଙ୍କେର କାର୍ୟ୍ଯକୁ କଠିନ କରାଇଲେ ଏବଂ ସମାନଙ୍କେୁ ବାଧ୍ଯ କରାଇଲେ କଠିନ ପରିଶ୍ରମ କରିବା ପାଇଁ ଏବଂ ପୂର୍ବପରି ଇଟା ନିର୍ମାଣ କରିବା ପାଇଁ।

14. ଫାରୋଙ୍କର ମୁନିବମାନେ, ତଦାରଖକାରୀମାନଙ୍କୁ ଲୋକମାନଙ୍କ ଉପରେ ନିୟୁକ୍ତ କଲେ। ସମାନେେ କ୍ରୀତଦାସମାନଙ୍କୁ ଚାବୁକ ମାରି କହିଲେ, "କାହିଁକି ତୁମ୍ଭମାନେେ ଯେତେ ଇଟା ନିର୍ମାଣ କରୁଥିଲ, ସତେିକି ଇଟା ନିର୍ମାଣ କରୁନାହଁ? ପୂର୍ବରୁ ତୁମ୍ଭମାନେେ ଇଟା ତିଆରି କରିପାରୁଥିଲ, ଏବଂ କାହିଁକି କରି ପାରିବ ନାହିଁ।"

15. ଏହାପରେ ଇଶ୍ରାୟେଲୀୟ କାର୍ୟ୍ଯଦକ୍ଷମାନେ ଫାରୋଙ୍କ ନିକଟକୁ ଗଲେ। ସମାନେେ ଅଭିଯୋଗ କରି କହିଲେ "ଆମ୍ଭମାନେେ ତୁମ୍ଭର ଦାସ କାହିଁକି ତୁମ୍ଭେ ଆମ୍ଭମାନଙ୍କୁ ଏପରି ବ୍ଯବହାର କରୁଛ?

16. ତୁମ୍ଭେ ଆମ୍ଭକୁ କୌଣସି ନଡ଼ା ପାଳ ଦେଉ ନାହଁ କିନ୍ତୁ ପୂର୍ବପରି ଇଟା ନିର୍ମାଣ ପାଇଁ କହୁଛ। ତେଣୁ ଆମ୍ଭର ମୁନିବମାନେ ଆମ୍ଭମାନଙ୍କୁ ପ୍ରହାର କରୁଛନ୍ତି। ତୁମ୍ଭେ ଲୋକମାନେ ଏପରି କରି ଆମ୍ଭମାନଙ୍କ ପ୍ରତି ଅନ୍ଯାଯ କରୁଛନ୍ତି।"

17. ଫାରୋ ଉତ୍ତର ଦେଲେ, "ତୁମ୍ଭମାନେେ ଅଳସୁଆ। ତୁମ୍ଭମାନେେ କାର୍ୟ୍ଯ କରୁନାହଁ, ଯେଉଁଥିପାଇଁ ତୁମ୍ଭମାନେେ ୟିବାପାଇଁ ମାେତେ ଅନୁମତି ମାଗୁଥିଲ। ଏବଂ ସେଥିପାଇଁ ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳି ଉତ୍ସର୍ଗ ଦବୋକୁ ଚାହିଁଲ।

18. ବର୍ତ୍ତମାନ ତୁମ୍ଭମାନଙ୍କର କାର୍ୟ୍ଯକୁ ଫରେିୟାଅ। ମୁଁ ତୁମ୍ଭମାନଙ୍କୁ କିଛି ପାଳ ବା ନଡା ଦବେି ନାହିଁଏବଂ ପୂର୍ବପରି ତୁମ୍ଭମାନଙ୍କୁ ସତେିକି ସଂଖ୍ଯକ ଇଟା ତିଆରି କରିବାକୁ ହିଁ ପଡ଼ିବ।"

19. ଇଶ୍ରାୟେଲୀୟ ବଂଶୀଯ କାର୍ୟ୍ଯଦକ୍ଷମାନେ ଜାଣିଲେ ଯେ ସମାନେେ ଅସୁବିଧା ରେ ପଡ଼ିଗଲେ ଏବଂ ସମାନେେ ଜାଣିଲେ ଯେ ସମାନେେ ପୂର୍ବପରି ସତେିକି ସଂଖ୍ଯକ ଇଟା ତିଆରି କରିପାରିବେ ନାହିଁ।

20. ସମାନେେ ଫାରୋଙ୍କଠାରୁ ଫରେିବା ବେଳେ ମାଶାେ ଓ ହାରୋଣଙ୍କର ସାକ୍ଷାତ ପାଇଲେ। ସମାନେେ ବାଟରେ ଅପେକ୍ଷା କରିଥିଲେ।

21. ତେଣୁ ସମାନେେ ମାଶାେ ଓ ହାରୋଣଙ୍କୁ କହିଲେ, "ତୁମ୍ଭମାନେେ ଯାହା କଲ, ସଦାପ୍ରଭୁ ଦେଖନ୍ତୁ ଓ ତୁମ୍ଭମାନଙ୍କୁ ଦଣ୍ଡ ଦିଅନ୍ତୁ। ଫାରୋ ଏବଂ ତାଙ୍କର ଲୋକମାନେ ଆମ୍ଭମାନଙ୍କୁ ଯେପରି ଘୃଣା କରନ୍ତି। ତୁମ୍ଭେ ସମାନଙ୍କେ ହସ୍ତ ରେ ଆମ୍ଭମାନଙ୍କୁ ହତ୍ଯା କରିବା ପାଇଁ ଅସ୍ତ୍ର ରେ ସଜ୍ଜିତ କରିଛ।"

22. ଏହାପରେ ମାଶାେ ସଦାପ୍ରଭୁଙ୍କ ପାଖକୁ ଫରେିଗଲେ ଓ କହିଲେ, " ହେ ପ୍ରଭୁ, କାହିଁକି ତୁମ୍ଭର ଲୋକମାନଙ୍କ ପାଇଁ ଏପରି ବିପଦମାନ ସୃଷ୍ଟି କଲ। ତୁମ୍ଭେ ମାେତେ କାହିଁକି ଏହି ସ୍ଥାନକୁ ପଠାଇଲ?

23. ମୁଁ ଫାରୋଙ୍କ ନିକଟକୁ ୟାଇ ତୁମ୍ଭେ ଯାହା କହିବାକୁ ମାେତେ କହିଥିଲ, ମୁଁ କହିଲି। କିନ୍ତୁ ସହେି ସମୟଠାରୁ ସେ ତୁମ୍ଭର ଲୋକମାନଙ୍କ ପାଇଁ ନିଷ୍ଠୁର ହେଲେ। କିନ୍ତୁ ତୁମ୍ଭେ ସମାନଙ୍କେୁ ସାହାୟ୍ଯ କରିବା ପାଇଁ କିଛି କଲ ନାହିଁ।"

About ଯାତ୍ରା ପୁସ୍ତକ Chapter 5

Read ଯାତ୍ରା ପୁସ୍ତକ Chapter 5 online from the Holy Bible. This chapter is part of the Book of ଯାତ୍ରା ପୁସ୍ତକ in the Old Testament. Continue reading with the chapter navigation above or explore the complete book.

Book Information

Book: ଯାତ୍ରା ପୁସ୍ତକ
Chapter: 5
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯାତ୍ରା ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯାତ୍ରା ପୁସ୍ତକ Chapter 5 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯାତ୍ରା ପୁସ୍ତକ Chapter 5?

ଯାତ୍ରା ପୁସ୍ତକ Chapter 5 is part of the Book of ଯାତ୍ରା ପୁସ୍ତକ in the Holy Bible.

Can I read this chapter online?

Yes. You can read the complete ଯାତ୍ରା ପୁସ୍ତକ Chapter 5 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 10
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 29
  5. ଆଦି ପୁସ୍ତକ Chapter 4
  6. ଆଦି ପୁସ୍ତକ Chapter 26
  7. ଆଦି ପୁସ୍ତକ Chapter 1

Explore More from ଯାତ୍ରା ପୁସ୍ତକ

  1. ଯାତ୍ରା ପୁସ୍ତକ Chapter 13
  2. ଯାତ୍ରା ପୁସ୍ତକ Chapter 21
  3. ଯାତ୍ରା ପୁସ୍ତକ Chapter 26
  4. ଯାତ୍ରା ପୁସ୍ତକ Chapter 2
  5. ଯାତ୍ରା ପୁସ୍ତକ Chapter 33
  6. ଯାତ୍ରା ପୁସ୍ତକ Chapter 27
  7. ଯାତ୍ରା ପୁସ୍ତକ Chapter 19

Related Chapters & Readings

  1. ଲୂକ Chapter 8
  2. ଯାତ୍ରା ପୁସ୍ତକ Chapter 10
  3. ଯାତ୍ରା ପୁସ୍ତକ Chapter 27
  4. ଯିରିମିୟ Chapter 12
  5. ନାହୂମ Chapter 2
  6. ପ୍ରଥମ ବଂଶାବଳୀ Chapter 3
  7. ଲେବୀୟ ପୁସ୍ତକ Chapter 17
Share Your Love

Leave a Reply

Your email address will not be published. Required fields are marked *