ଗୀତସଂହିତା Chapter 26

For English

Read ଗୀତସଂହିତା Chapter 26 Online

Read ଗୀତସଂହିତା Chapter 26 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.

Choose a Chapter

ଗୀତସଂହିତା 26

ଅଧ୍ୟାୟ 26

1. ହେ ସଦାପ୍ରଭୁ, ମାରେ ବିଚାର କର। ପ୍ରମାଣ କର ୟେ, ମୁଁ ଶୁଦ୍ଧ ଜୀବନୟାପନ କରିଛି। ମୁଁ କବେେ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରି ନାହିଁ।

2. ହେ ସଦାପ୍ରଭୁ, ମାେତେ ପରୀକ୍ଷା କର, ପ୍ରମାଣ ନିଅ ଓ ମାରେ ହୃଦଯ ଓ ମନକୁ ପରିଷ୍କର କର।

3. ମୁଁ ସବୁବେଳେ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଦୃଷ୍ଟି ଦେଖି ପାରୁଛି। ତୁମ୍ଭ ଉପରେ ଭରସା କରି ମୁଁ ସବୁକିଛି କରେ।

4. ମୁଁ ନିଷ୍ଠୁର ଲୋକଙ୍କ ସହ ବସେ ନାହିଁ। କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରେ ନାହିଁ।

5. ମୁଁ ସହେି କୁକର୍ମୀମାନଙ୍କୁ ଘୃଣା କରେ। ମୁଁ ସହେି ଦୁଷ୍ଟମାନଙ୍କ ସଙ୍ଗରେ କବେେ ହେଲେ ହାତ ମିଳାଏ ନାହିଁ।

6. ହେ ସଦାପ୍ରଭୁ, ମୁଁ ତୁମ୍ଭର ଧନ୍ଯବାଦ ସ୍ବର ଶୁଣାଇବି। ମୁଁ ତୁମ୍ଭର ଆଶ୍ଚର୍ୟ୍ଯଜନକ କାର୍ୟ୍ଯ, ୟାହା ତୁମ୍ଭେ କରିଛ, ତାହା ଗାଇ ବୁଲିବି।

7. ହେ ସଦାପ୍ରଭୁ, ମୁଁ ମାରେ ନିର୍ଦ୍ ଦୋଷତା ପ୍ରମାଣ ପାଇଁ ମାରେ ହାତ ପ୍ରକ୍ଷାଳନ କରେ, ତଣେୁ ତୁମ୍ଭର ୟଜ୍ଞବଦେୀ ନିକଟକୁ ଆସିପାରେ।

8. ହେ ସଦାପ୍ରଭୁ, ମୁଁ ତୁମ୍ଭର ଉପାସନା ମନ୍ଦିରକୁ ଭଲପାଏ ଓ ତୁମ୍ଭର ଗୌରବର ତମ୍ବୁକୁ ଭଲପାଏ।

9. ହେ ସଦାପ୍ରଭୁ, ମାେତେ ସହେି ପାପୀମାନଙ୍କ ସଙ୍ଗେ ତୁଳନା କର ନାହିଁ। ମାେତେ ସହେି ହତ୍ଯାକାରୀମାନଙ୍କ ସହିତ ମାର ନାହିଁ।

10. ସହେି ଲୋକମାନେ ହୁଏତ ଅନ୍ୟକୁ ଠକି ଥାଇ ପାରନ୍ତି। ସମାନେେ ଲାଞ୍ଚ ନଇେ ଖରାପ କାର୍ୟ୍ଯ କରିଥାଇ ପାରନ୍ତି।

11. କିନ୍ତୁ ମୁଁ ନିର୍ଦ୍ ଦୋଷ ଅଟେ। ତଣେୁ ହେ ପରମେଶ୍ବର ମାେ ପ୍ରତି ସଦଯ ହାଇେ ମାେତେ ଉଦ୍ଧାର କର।

12. ମୁଁ ସମସ୍ତ ବିପଦରୁ ରକ୍ଷା ପାଇଅଛି। ମୁଁ ସହେି ସଭାକକ୍ଷର ଲୋକମାନଙ୍କ ସହିତ ସ୍ବର ମିଳାଇ ତୁମ୍ଭର ପ୍ରଶଂସା କରିବି।

About ଗୀତସଂହିତା Chapter 26

Read ଗୀତସଂହିତା Chapter 26 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.

Book Information

Book: ଗୀତସଂହିତା
Chapter: 26
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଗୀତସଂହିତା Chapter 26 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଗୀତସଂହିତା Chapter 26?

ଗୀତସଂହିତା Chapter 26 is part of the Book of ଗୀତସଂହିତା in the Holy Bible.

Can I read this chapter online?

Yes. You can read the complete ଗୀତସଂହିତା Chapter 26 online for free with easy chapter navigation.

More Chapters from ଗୀତସଂହିତା

  1. ଗୀତସଂହିତା Chapter 98
  2. ଗୀତସଂହିତା Chapter 91
  3. ଗୀତସଂହିତା Chapter 68
  4. ଗୀତସଂହିତା Chapter 13
  5. ଗୀତସଂହିତା Chapter 106
  6. ଗୀତସଂହିତା Chapter 92
  7. ଗୀତସଂହିତା Chapter 129

Explore More from ପୁରାତନ ନିୟମ

  1. ଦ୍ୱିତୀୟ ବିବରଣ Chapter 24
  2. ଯିହିଜିକଲ Chapter 43
  3. ହୋଶେୟ Chapter 2
  4. ଦିତୀୟ ଶାମୁୟେଲ Chapter 20
  5. ଗୀତସଂହିତା Chapter 49
  6. ପ୍ରଥମ ଶାମୁୟେଲ Chapter 18
  7. ଗୀତସଂହିତା Chapter 108

Related Chapters & Readings

  1. ପ୍ରଥମ ଶାମୁୟେଲ Chapter 24
  2. କଲସୀୟ Chapter 3
  3. ମଲାଖି Chapter 2
  4. ଆୟୁବ Chapter 4
  5. ଆୟୁବ Chapter 12
  6. ଏଷ୍ଟର Chapter 4
  7. ହୋଶେୟ Chapter 12
Share Your Love

Leave a Reply

Your email address will not be published. Required fields are marked *