ପ୍ରଥମ ବଂଶାବଳୀ Chapter 6

For English

Read ପ୍ରଥମ ବଂଶାବଳୀ Chapter 6 Online

Read ପ୍ରଥମ ବଂଶାବଳୀ Chapter 6 online from the Holy Bible. This chapter is part of the Book of ପ୍ରଥମ ବଂଶାବଳୀ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ପ୍ରଥମ ବଂଶାବଳୀ and the Holy Bible online.

Choose a Chapter

ପ୍ରଥମ ବଂଶାବଳୀ 6

ଅଧ୍ୟାୟ 6

1. ଲବେୀଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ, କହାତ୍ ଓ ମରାରି।

2. କହାତଙ୍କର ପୁତ୍ରମାନେ ଥିଲେ ଅମା୍ରମ୍, ୟିଷହାର, ହିବ୍ରୋଣ୍ ଓ ଉଷିଯଲେ।

3. ଅମ୍ରାନ୍ଙ୍କର ସନ୍ତାନମାନେ ଥିଲେ ହାରୋଣ, ମାଶାେ ଓ ମରିଯମ୍।

4. ଇଲିଯାସର ପୀନ୍ହସଙ୍କ ପିତା ଥିଲେ। ପୀନ୍ହସ୍ ଅବିଶୂଯଙ୍କ ପିତା ଥିଲେ।

5. ଅବିଶୂଯ ବୁକ୍କିଙ୍କ ପିତା ଥିଲେ। ବୁକ୍କ ଉଷିଙ୍କ ପିତା ଥିଲେ।

6. ଉଷି ସରହିଯଙ୍କ ପିତା ଥିଲେ। ସରହିଯ ମରାଯୋତଙ୍କ ପିତା ଥିଲେ।

7. ମରାଯୋତ ଅମରିଯଙ୍କ ପିତା ଥିଲେ। ଅମରିଯ ଅହୀଟୂବ୍ଙ୍କ ପିତା ଥିଲେ।

8. ଅହୀଟୂବ୍ ସାଦୋକ୍ଙ୍କ ପିତା ଥିଲେ। ସାଦୋକ୍ ଅହୀମାସ୍ଙ୍କ ପିତା ଥିଲେ।

9. ଅହୀମାସ ଅସରିଯଙ୍କ ପିତା ଥିଲେ। ଅସରିଯ ୟୋହାନନ୍ଙ୍କ ପିତା ଥିଲେ।

10. ୟୋହାନନ୍ ଅସରିଯଙ୍କ ପିତା ଥିଲେ (ଶଲୋମନ୍ ୟିରୁଶାଲମ ରେ ଯେଉଁ ମନ୍ଦିର ନିର୍ମାଣ କରିଥିଲେ ସଠାେରେ ଏହି ଅସରିଯ ଯାଜକ ଭାବେ କାର୍ୟ୍ଯ କରୁଥିଲେ)।

11. ଅସରିଯ ଅମରିଯଙ୍କ ପିତା ଥିଲେ। ଅମରିଯ ଅହୀଟୂବ୍ଙ୍କ ପିତା ଥିଲେ।

12. ଅହୀଟୂବ୍ ସାଦୋକଙ୍କ ପିତା ଥିଲେ। ସାଦୋକ ଶଲ୍ଲୁମ୍ଙ୍କ ପିତା ଥିଲେ।

13. ଶକ୍ଲୁମ୍ ହିଲକିଯଙ୍କ ପିତା ଥିଲେ। ହିଲକିଯ ଅସରିଯଙ୍କ ପିତା ଥିଲେ।

14. ଅସରିଯ ସରାଯଙ୍କ ପିତା ଥିଲେ। ସରାଯ ୟିହୋସାଦକଙ୍କ ପିତା ଥିଲେ।

15. ସଦାପ୍ରଭୁ ଯେତବେେଳେ ଯିହୁଦା ଓ ୟିରୁଶାଲମକୁ ନିର୍ବାସିତ କଲେ, ୟିହୋସାଦକ ଲୋକମାନଙ୍କ ସହିତ ବନ୍ଦୀରୂପେ ନିଆଗେଲ। ସଦାପ୍ରଭୁ ନବୂଖଦନିତସରଙ୍କ ଦ୍ବାରା ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ନିର୍ବାସନ ରେ ପଠାଇଲେ।

16. ଲବେୀଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ, କହାତ୍ ଓ ମରାରି।

17. ଗେର୍ଶୋନଙ୍କ ପୁତ୍ରମାନେ ଥିଲେ ଲିବନି ଓ ଶମିଯି।

18. କହାତ୍ଙ୍କ ପୁତ୍ରମାନେ ଥିଲେ ଅମ୍ରାମ୍, ୟିଷହର, ହିବ୍ରୋଣ୍ ଓ ଉଷୀଯଲେ।

19. ମରାରିଙ୍କ ପୁତ୍ରମାନେ ଥିଲେ ମହଲି ଓ ମୂଶି।

20. ଏହିମାନେ ଗେର୍ଶୋନଙ୍କ ବଂଶଧର ଥିଲେ : ଲିବନି ଗେର୍ଶୋନଙ୍କ ପୁତ୍ର ଥିଲେ। ୟହତ୍, ଲିବନିଙ୍କ ପୁତ୍ର ଥିଲେ। ସିମ୍ମ ୟହତ୍ଙ୍କ ପୁତ୍ର ଥିଲେ।

21. ୟୋଯାଦ ସମ୍ମିଙ୍କ ପୁତ୍ର ଥିଲେ। ଇଦ୍ଦୋ ୟୋଯାହଙ୍କ ପୁତ୍ର ଥିଲେ। ସରହେ ଇଦ୍ଦୋଙ୍କ ପୁତ୍ର ଥିଲେ। ୟିଯତ୍ରଯ ସରହଙ୍କେର ପୁତ୍ର ଥିଲେ।

22. ଏହିମାନେ କହାତଙ୍କ ବଂଶଧର ଥିଲେ। ଅମ୍ମୀନାଦବ୍ କହାତ୍ଙ୍କ ପୁତ୍ର ଥିଲେ। କୋରହ ଅମ୍ମୀନାଦବଙ୍କ ପୁତ୍ର ଥିଲେ। ଅସୀର କୋରହଙ୍କ ପୁତ୍ର ଥିଲେ।

23. ଇଲକାନା ଅସୀରଙ୍କ ପୁତ୍ର ଥିଲେ, ଅବୀଯାସଫ୍ ଇଲକାନାଙ୍କ ପୁତ୍ର ଥିଲେ। ଅସୀର ଅବୀଯାସଫଙ୍କ ପୁତ୍ର ଥିଲେ।

24. ତହତ୍ ଅସୀରଙ୍କ ପୁତ୍ର ଥିଲେ। ଊରିଯଲେ ତହତ୍ଙ୍କ ପୁତ୍ର ଥିଲେ। ଊଷିଯ ଉରିଯଲଙ୍କେ ପୁତ୍ର ଥିଲେ। ଶୌଲ୍ ଉଷିୟଙ୍କ ପୁତ୍ର ଥିଲେ।

25. ଇଲକାନାଙ୍କ ପୁତ୍ରମାନେ ଥିଲେ ଅମାସଯ ଓ ଅହୀମାେତ୍।

26. ଇଲକାନା ଅହୀମାେତଙ୍କର ପୁତ୍ର ଥିଲେ। ସୋଫୀଯ ଇଲକାନାଙ୍କ ପୁତ୍ର ଥିଲେ। ନହାତ୍ ସୋଫୀଙ୍କ ପୁତ୍ର ଥିଲେ।

27. ଇଲୀଯାବ୍ ନହାତଙ୍କ ପୁତ୍ର ଥିଲେ। ୟିରୋହମ୍ ଇଲୀଯାବ୍ଙ୍କ ପୁତ୍ର ଥିଲେ। ଇଲକାନା ୟିରୋହମ୍ଙ୍କ ପୁତ୍ର ଥିଲେ। ଶାମୁଯଲେ ଇଲକାନାଙ୍କ ପୁତ୍ର ଥିଲେ।

28. ଶାମୁଯଲଙ୍କେ ପୁତ୍ରମାନେ ଥିଲେ : ଯାୟେଲ ଜେଷ୍ଠ ପୁତ୍ର ଓ ଅବୀଯ କନିଷ୍ଠ ପୁତ୍ର।

29. ଏହିମାନେ ମରାରିଙ୍କ ପୁତ୍ର ଥିଲେ : ମହଲି, ମରାରିଙ୍କ ପୁତ୍ର ଥିଲେ। ଲିବ୍ନି ମହଲିଙ୍କ ପୁତ୍ର ଥିଲେ।

30. ଶିମିଯି ଲିବନିଙ୍କ ପୁତ୍ର ଥିଲେ। ଉଷଃ ଶିମିଯିଙ୍କ ପୁତ୍ର ଥିଲେ। ଶିମିଯି ଉଷଃଙ୍କ ପୁତ୍ର ଥିଲେ। ହଗିଯ ଶିମିଯିଙ୍କ ପୁତ୍ର ଥିଲେ। ଅସାଯ ହଗିଯଙ୍କ ପୁତ୍ର ଥିଲେ।

31. ନିଯମ ସିନ୍ଦୁକ ସଦାପ୍ରଭୁଙ୍କ ଗୃହର ତମ୍ବୁ ମଧିଅରେ ରଖାୟିବା ପରେ ଦାଉଦ ଏହି ବ୍ଯକ୍ତିମାନଙ୍କୁ ବାଦ୍ଯକାରୀ ରୂପେ ମନୋନୀତ କଲେ।

32. ଏହି ବ୍ଯକ୍ତିମାନେ ପବିତ୍ର ତମ୍ବୁ ମଧିଅରେ ସଙ୍ଗୀତ ଗାନ କରି ସବୋକାର୍ୟ୍ଯ କଲେ। ଏହି ପବିତ୍ର ତମ୍ବୁକୁ ସମାଗମ ତମ୍ବୁ ବୋଲି ମଧ୍ଯ କୁହା ଯାଉଥିଲା। ଶଲୋମନ ୟିରୁଶାଲମ ରେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବା ପର୍ୟ୍ଯନ୍ତ ଏହି ବ୍ଯକ୍ତିମାନେ ସବୋକାର୍ୟ୍ଯ କଲେ। ସମାନଙ୍କେ କାର୍ୟ୍ଯ ନିମନ୍ତେ ସମାନଙ୍କେୁ ଦିଆୟାଇଥିବା ନିଯମାବଳୀକୁ ସୂଚାରୁରୂପେ ପାଳନ କରି ସମାନେେ ସବୋକାର୍ୟ୍ଯ କଲେ।

33. ସଙ୍ଗୀତ ଦ୍ବାରା ସବୋକାର୍ୟ୍ଯ କରୁଥିବା ବ୍ଯକ୍ତିଗଣ ଓ ସମାନଙ୍କେର ପୁତ୍ରଗଣ କହାତଙ୍କର ବଂଶଧର ଥିଲେ,

34. ଶାମୁଯଲେ ଇଲକାନାଙ୍କ ପୁତ୍ର ଥିଲେ। ଇଲ୍କାନା ୟିରୋହମ୍ଙ୍କ ପୁତ୍ର ଥିଲେ। ୟିରୋହମ୍ ଇଲୀଯେଲ୍ଙ୍କ ପୁତ୍ର ଥିଲେ। ଇଲୀଯେଲ୍ ତୋହଙ୍କ ପୁତ୍ର ଥିଲେ।

35. ତୋହ ସୂଫ୍ଙ୍କ ପୁତ୍ର ଥିଲେ। ସୂଫ୍ ଇଲ୍କାନାଙ୍କ ପୁତ୍ର ଥିଲେ। ଇଲ୍କାନା ମାହତ୍ଙ୍କ ପୁତ୍ର ଥିଲେ। ମାହତ୍ ଅମାସଯଙ୍କ ପୁତ୍ର ଥିଲେ।

36. ଅମାସଯ ଇଲ୍କାନାଙ୍କ ପୁତ୍ର ଥିଲେ। ଇଲ୍କାନା ଯାୟେଲଙ୍କ ପୁତ୍ର ଥିଲେ। ଯାୟେଲ୍ ଅସରିଯଙ୍କ ପୁତ୍ର ଥିଲେ। ଅସରିଯ ସଫନିଯରଙ୍କ ପୁତ୍ର ଥିଲେ।

37. ସଫନିଯର ତହତ୍ଙ୍କ ପୁତ୍ର ଥିଲେ। ଅବୀଯାସଫ୍ କୋରହଙ୍କ ପୁତ୍ର ଥିଲେ।

38. କୋରହ ୟିଷହରଙ୍କ ପୁତ୍ର ଥିଲେ। ୟିଷହର କହାତ୍ଙ୍କ ପୁତ୍ର ଥିଲେ। କହାତ୍ ଲବେୀଙ୍କ ପୁତ୍ର ଥିଲେ। ଲବେୀ ଇଶ୍ରାୟେଲଙ୍କ ପୁତ୍ର ଥିଲେ।

39. ହମେନ୍ଙ୍କ ଆତ୍ମୀଯ ଥିଲେ ଆସଫ୍। ଆସଫ୍ ହମେନ୍ଙ୍କ ଦକ୍ଷିଣ ପାଶର୍‌ବ ରେ ରହି ସବୋକାର୍ୟ୍ଯ କରୁଥିଲେ। ଆସଫ ବରେିଖିଯଙ୍କ ପୁତ୍ର ଥିଲେ। ବରେିଖିଯ ଶିମିଯଙ୍କ ପୁତ୍ର ଥିଲେ।

40. ଶିମିଯ ମୀଖାଯଲଙ୍କେ ପୁତ୍ର ଥିଲେ। ମୀଖାଯଲେ ବା ସଯଙ୍କେ ପୁତ୍ର ଥିଲେ। ବା ସଯେ ମଲ୍କିଯରଙ୍କ ପୁତ୍ର ଥିଲେ।

41. ମଲ୍କିଯର ଇତ୍ନିଙ୍କ ପୁତ୍ର ଥିଲେ। ଇତ୍ନି ସରହଙ୍କେ ପୁତ୍ର ଥିଲେ। ସରହେ ଅଦାଯାଙ୍କ ପୁତ୍ର ଥିଲେ।

42. ଅଦାଯା ଏଥନ୍ଙ୍କ ପୁତ୍ର ଥିଲେ। ଏଥନ୍ ସିମ୍ମଙ୍କ ପୁତ୍ର ଥିଲେ। ସିମ୍ମ ଶିମିଯଙ୍କ ପୁତ୍ର ଥିଲେ।

43. ଶିମିଯ ୟହତଙ୍କ ପୁତ୍ର ଥିଲେ। ୟହତ୍ ଗେର୍ଶୋନଙ୍କ ପୁତ୍ର ଥିଲେ। ଗେର୍ଶୋନ ଲବେୀଙ୍କ ପୁତ୍ର ଥିଲେ।

44. ମରାରିଙ୍କ ବଂଶଧରମାନେ ହମେନ୍ ଓ ଆସଫ୍ଙ୍କ ଆତ୍ମୀଯ ଥିଲେ। ସମାନେେ ହମେନ୍ଙ୍କ ବାମ ପାଶର୍‌ବସ୍ଥ ସଙ୍ଗୀତଦଳ ଥିଲେ। ଏଥନ କୀଶିଙ୍କ ପୁତ୍ର ଥିଲେ। କୀଶି ଅବଦିଙ୍କ ପୁତ୍ର ଥିଲେ। ଅବଦି ମାଲ୍ଲୁକଙ୍କ ପୁତ୍ର ଥିଲେ।

45. ମାଲ୍ଲୁକ ହଶବିଯଙ୍କ ପୁତ୍ର ଥିଲେ। ହଶବିଯ ଅମତ୍ସିଯଙ୍କ ପୁତ୍ର ଥିଲେ। ଅମତ୍ସିଯ ହିଲ୍କିଯଙ୍କ ପୁତ୍ର ଥିଲେ।

46. ହିଲ୍କିଯ ଅମ୍ସିଙ୍କ ପୁତ୍ର ଥିଲେ। ଅମ୍ସି ବାନିଙ୍କ ପୁତ୍ର ଥିଲେ। ବାନି ଶମରଙ୍କେ ପୁତ୍ର ଥିଲେ।

47. ଶମରେ ମହଲିଙ୍କ ପୁତ୍ର ଥିଲେ। ମହଲି ମୂଶିଙ୍କ ପୁତ୍ର ଥିଲେ। ମୂଶି ମରାରିଙ୍କ ପୁତ୍ର ଥିଲେ। ମରାରି ଲବେୀଙ୍କ ପୁତ୍ର ଥିଲେ।

48. ହମେନ୍ ଓ ଆସଫ୍ଙ୍କ ଭ୍ରାତାମାନେ ଲବେୀଙ୍କ ଗୋଷ୍ଠୀର ଥିଲେ। ଲବେୀଙ୍କ ଗୋଷ୍ଠୀମାନଙ୍କୁ ଲବେୀୟ ମଧ୍ଯ କୁହାଯାଉଥିଲା। ପବିତ୍ର ତମ୍ବୁ ରେ ସବୋକାର୍ୟ୍ଯ କରିବା ନିମନ୍ତେ ଏହି ଲବେୀୟମାନେ ମନୋନୀତ ହାଇେଥିଲେ। ପରମେଶ୍ବରଙ୍କ ଗୃହ ରେ ପବିତ୍ର ତମ୍ବୁ ରହିଥିଲା,

49. କିନ୍ତୁ କବଳେ ହାରୋଣ ଏବଂ ତାଙ୍କର ବଂଶଧରମାନଙ୍କୁ ହାମବେଳି, ୟଜ୍ଞବଦେୀ ସୁଗନ୍ଧିବଦେୀ ଉପରେ ସୁଗନ୍ଧି ଧୂପ ଜଳାଇବା ନିମନ୍ତେ ଅନୁମତି ଦିଆୟାଇ ଥିଲା। ପରମେଶ୍ବରଙ୍କ ଗୃହର ମହାପବିତ୍ରତମ ସ୍ଥାନର ସମସ୍ତ କାର୍ୟ୍ଯ ଏବଂ ଇଶ୍ରାୟେଲ ପାଇଁ ମଧ୍ଯ ପ୍ରାଯଶ୍ଚିତ କରନ୍ତି। ମାଶାେ ପରମେଶ୍ବରଙ୍କ ସବେକ, ଯେଉଁ ସମସ୍ତ ନୀତି ଓ ଆଇନ ଦଇେଥିଲେ ସହେିସବୁ ସମାନେେ ପାଳନ କଲେ।

50. ଏହିମାନେ ହାରୋଣଙ୍କ ପୁତ୍ରଗଣ ଥିଲେ : ଇଲିଯାସର ହାରୋଣଙ୍କ ପୁତ୍ର ଥିଲେ। ପୀନ୍ହସ୍ ଇଲିଯାସରଙ୍କ ପୁତ୍ର ଥିଲେ। ଅବୀଶୂଯ ପୀନ୍ହସ୍ଙ୍କ ପୁତ୍ର ଥିଲେ।

51. ବୁକ୍କି ଅବୀଶୂଯଙ୍କ ପୁତ୍ର ଥିଲେ। ଉଷି ସରହିଯଙ୍କ ପୁତ୍ର ଥିଲେ। ସରହିଯ ଯିଷିଙ୍କ ପୁତ୍ର ଥିଲେ।

52. ମରାଯୋତ୍ ସରହିଯଙ୍କ ପୁତ୍ର ଥିଲେ। ଅମରିଯ ମରାଯୋତ୍ଙ୍କ ପୁତ୍ର ଥିଲେ।

53. ସାଦୋକ ଅହୀଟୂବ୍ଙ୍କ ପୁତ୍ର ଥିଲେ। ଅହୀମାସ୍ ସାଦୋକ୍ଙ୍କ ପୁତ୍ର ଥିଲେ।

54. ଏହି ସମସ୍ତ ସ୍ଥାନ ରେ ହାରୋଣଙ୍କ ବଂଶଧରମାନେ ବାସ କଲେ। ସମାନଙ୍କେୁ ଦତ୍ତ ହାଇେଥିବା ଦେଶ ରେ ସମାନେେ ଛାଉଣୀ ମଧିଅରେ ବାସ କଲେ। ଲବେୀୟ ଲୋକମାନଙ୍କୁ ଦିଆୟାଇଥିବା ଦେଶ ରେ କହାତୀଯମାନେ ପ୍ରଥମ ଅଂଶ ପାଇଲେ।

55. ସମାନଙ୍କେୁ ହିବ୍ରୋଣ୍ ଓ ତାହାର ଚତୁର୍ଦ୍ଦିଗ ରେ ଥିବା କ୍ଷେତ୍ରମାନ ଦତ୍ତ ହେଲା।

56. କିନ୍ତୁ ସମାନେେ ସହରଠାରୁ ଦୂର ରେ ଥିବା କ୍ଷେତ୍ର ଓ ଗ୍ରାମସବୁ ୟୁଫୁନ୍ନିର ପୁତ୍ର କାଲବଙ୍କେୁ ଦେଲେ।

57. ହାରୋଣର ବଂଶଧରମାନଙ୍କୁ ଦିଆୟାଇଥିବା ଆଶ୍ରଯ ନଗର ସବୁ ହିବ୍ରୋଣ, ଲିବନା, ୟତ୍ତୀର, ଇଷ୍ଟିମାେଯ,

58. ହିଲନ୍େ, ଦବୀର ଏବଂ ସମାନଙ୍କେର କ୍ଷତେ।

59. ଆଶନ୍, ବୈଥ୍-ଶମେଶ ଏବଂ ସମାନଙ୍କେର କ୍ଷତେ।

60. ବିନ୍ଯାମୀନ ଗୋଷ୍ଠୀଠାରୁ ସମାନେେ ଗିବିଯୋନ, ଗବୋ ଆଲମେତ୍ ଓ ଅନାେଥାତ୍ ଏବଂ ସମାନଙ୍କେର କ୍ଷତେ ସହର ସହିତ ପ୍ରାପ୍ତ ହେଲା। କହାତୀଯମାନଙ୍କୁ ତରଟେି ନଗର ଦିଆଗଲା।

61. କହାତତୀଯମାନଙ୍କୁ ମନଃଶିଙ୍କ ଅର୍ଦ୍ଧକେ ଗୋଷ୍ଠୀଠାରୁ ୟର୍ଦ୍ଦନ ନଦୀର ପୂର୍ବ ରେ ଥିବା ଦଶଗୋଟି ସହର ଦିଆୟାଇଥିଲା।

62. ଗେର୍ଶୋନଙ୍କ ଗୋଷ୍ଠୀ ତରେ ଗୋଟି ନଗର ପ୍ରାପ୍ତ ହେଲା। ସମାନେେ ଇଷାଖର, ଆଶରେ, ନପ୍ତାଲି ଓ ବାଶନ ଅଞ୍ଚଳ ରେ ବାସ କରୁଥିବା ମନଃଶିର ଅବଶିଷ୍ଟ ବଂଶଠାରୁ ସହେି ନଗରଗୁଡ଼ିକ ପ୍ରାପ୍ତ ହେଲେ।

63. ମରାରି ବଂଶର ପରିବାରବର୍ଗକୁ ବାର ଗୋଟି ନଗର ପ୍ରାପ୍ତ ହେଲା। ସମାନେେ ରୂବନ୍େ, ଗାଦ୍, ସବୁଲୂନର ଗୋଷ୍ଠୀଠାରୁ ସହେି ସମସ୍ତ ନଗର ପ୍ରାପ୍ତ ହେଲେ। ସମାନେେ ଗୁଳାବାଣ୍ଟ ଦ୍ବାରା ସହେି ନଗରସବୁ ପ୍ରାପ୍ତ କଲେ।

64. ତେଣୁ ଇଶ୍ରାୟେଲୀୟ ଲୋକମାନେ ସହେିସବୁ ସହର ଓ କ୍ଷେତ୍ରଗୁଡ଼ିକୁ ଲବେୀୟମାନଙ୍କୁ ଦଇେ ଦେଲେ।

65. ସହେି ସମସ୍ତ ନଗରୀ ସମାନେେ ଯିହୁଦା,ଶିମିଯୋନ୍, ଓ ବିନ୍ଯାମୀନର ଗୋଷ୍ଠୀଙ୍କଠାରୁ ପ୍ରାପ୍ତ ହାଇେଥିଲେ। ଯେଉଁଗୁଡ଼ିକର ନାମ ଗୁଳାବାଣ୍ଟ ରେ ଉଲ୍ଲେଖ କରାୟାଇଛି।

66. ଇଫ୍ରଯିମ୍ ଗୋଷ୍ଠୀ କହାତ୍ର କେତକେ ପରିବାର କିଛି ନଗରୀଗୁଡ଼ିକ ଦେଲେ।

67. ଇଫ୍ରଯିମର ପାର୍ବତ୍ଯମଯ ଦେଶ ରେ, ସମାନଙ୍କେୁ ସୁରକ୍ଷାର ନଗରୀ ଶିଖିମ ଏବଂ ଗଷେର ଓ ସମାନଙ୍କେର କ୍ଷେତ୍ରଗୁଡ଼ିକ ଦିଆଗଲା।

68. ୟକମିଯାମ୍, ବୈଥ୍ହୋରଣ ସମାନଙ୍କେର କ୍ଷତେସବୁ।

69. ଅଯାଲୋନ୍ ଓ ଗାତ୍-ରିମ୍ମାେନ୍ ମଧ୍ଯ ସମାନଙ୍କେୁ ଦିଆୟାଇଥିଲା। ସମାନେେ ସହେି ନଗରୀଗୁଡ଼ିକ ସହିତ କ୍ଷେତ୍ରଗୁଡ଼ିକ ମଧ୍ଯ ପାଇଲେ।

70. ଇଶ୍ରାୟେଲର ମନଃଶିର ଗୋଷ୍ଠୀର ଅଧା ଲୋକ ଆନରେ ଓ ବିଲିଯମ ସହରଗୁଡ଼ିକ କହାତ୍ ଗୋଷ୍ଠୀଗୁଡ଼ିକୁ ଦେଲେ। ସହେି କହାତ୍ ଗୋଷ୍ଠୀ ସହରଗୁଡ଼ିକ ସହିତ କ୍ଷେତ୍ରଗୁଡ଼ିକ ମଧ୍ଯ ପାଇଲେ।

71. ଗେର୍ଶୋନଙ୍କ ଗୋଷ୍ଠୀ ମନଃଶିଙ୍କ ଅର୍ଦ୍ଧକେ ଗୋଷ୍ଠୀଠାରୁ ଭୂମି ପାଇଲେ, ସମାନେେ ଗୋଲନର ନଗରସବୁ ବାଶନର ଓ ଅଷ୍ଟାରୋତ ନଗରସବୁ ଚାରଣ ଭୂମି ସହ ପାଇଲେ।

72. ଗେର୍ଶୋନଙ୍କ ଗୋଷ୍ଠୀ ଆହୁରି ମଧ୍ଯ ଇଷାଖରର ଗୋଷ୍ଠୀଠାରୁ କାଦେଶ, ଦାବରତ, ରାମାେତ୍ ଓ ଆନେମ୍ ସହରଗୁଡ଼ିକ ପାଇଲେ। ଏହି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ର ସବୁ ମଧ୍ଯ ସମାନେେ ଲାଭ କଲେ।

74. ଗେର୍ଶୋନଙ୍କ ଗୋଷ୍ଠୀ ଆହୁରି ମଧ୍ଯ ଆଶରରେ ପରିବାରବର୍ଗଠାରୁ ମଶାଲ୍, ଅବଦୋନ, ହୁକ୍କୋକ୍ ଓ ରହୋବ ସହରଗୁଡ଼ିକ ପ୍ରାପ୍ତ ହେଲେ। ସହେି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ଯ ସମାନେେ ଲାଭ କଲେ।

76. ଗେର୍ଶୋନଙ୍କ ପରିବାର ଆହୁରି ମଧ୍ଯ ନପ୍ତାଲି ଗୋଷ୍ଠୀଙ୍କଠାରୁ ଗାଲୀଲର କଦେେଶ, ହମ୍ମୋନ୍ ଓ କିରିଯାଥଯିମ୍ ସହର ମଧ୍ଯ ପ୍ରାପ୍ତ ହେଲ। ସହେି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ଯ ସମାନେେ ଲାଭ କଲେ।

77. ଲବେୀୟ ଲୋକମାନଙ୍କ ମଧିଅରେ ଆଉ କବଳେ ମରାରି ପରିବାରଗୁଡ଼ିକ ଅବଶିଷ୍ଟ ରହିଲେ। ସମାନେେ ସବୂଲୂନ୍ ଗୋଷ୍ଠୀଠାରୁ ରିମ୍ମାନେ ଓ ତାବୋର୍ ସହରଗୁଡ଼ିକ ଚାରଣଭୂମି ସହିତ ପ୍ରାପ୍ତ ହେଲେ।

78. ମରାରି ବଂଶ ଆହୁରି ମଧ୍ଯ ରୁବନ୍େ ଗୋଷ୍ଠୀଠାରୁ ମରୁଭୂମିସ୍ଥ ବତେସର ସହର, ୟହସ, କଦମୋେତ୍ ଓ ମଫୋତ୍ ସହରଗୁଡ଼ିକ ପ୍ରାପ୍ତ ହେଲ। ରୁବନ୍େ ଗୋଷ୍ଠୀ ଯରେିଖୋ ନଗରର ପୂର୍ବ ପାଶର୍‌ବ ଓ ୟର୍ଦ୍ଦନ ନଦୀର ପୂର୍ବ ପାଶର୍‌ବ ରେ ବାସ କରୁଥିଲେ। ମରାରିର ଏହି ପରିବାରଗୁଡ଼ିକ ସହେି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ଯ ଲାଭ କଲେ।

80. ମରାରି ପରିବାରବର୍ଗ ଗାଦ ଗୋଷ୍ଠୀଠାରୁ ଗିଲିଯଦସ୍ଥ ରାମାେତ୍, ହିଷବୋନ୍ ଓ ୟା ସେର୍ ସହରଗୁଡ଼ିକ ପ୍ରାପ୍ତ ହେଲେ। ସହେି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ଯ ସମାନେେ ଲାଭ କଲେ।

About ପ୍ରଥମ ବଂଶାବଳୀ Chapter 6

Read ପ୍ରଥମ ବଂଶାବଳୀ Chapter 6 online from the Holy Bible. This chapter is part of the Book of ପ୍ରଥମ ବଂଶାବଳୀ in the Old Testament. Continue reading with the chapter navigation above or explore the complete book.

Book Information

Book: ପ୍ରଥମ ବଂଶାବଳୀ
Chapter: 6
Testament: Old Testament

How to Read this Chapter

Use the Previous and Next Chapter buttons to continue reading ପ୍ରଥମ ବଂଶାବଳୀ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ପ୍ରଥମ ବଂଶାବଳୀ Chapter 6 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ପ୍ରଥମ ବଂଶାବଳୀ Chapter 6?

ପ୍ରଥମ ବଂଶାବଳୀ Chapter 6 is part of the Book of ପ୍ରଥମ ବଂଶାବଳୀ in the Holy Bible.

Can I read this chapter online?

Yes. You can read the complete ପ୍ରଥମ ବଂଶାବଳୀ Chapter 6 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 1
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 38
  6. ଆଦି ପୁସ୍ତକ Chapter 30
  7. ଆଦି ପୁସ୍ତକ Chapter 21

Explore More from ପ୍ରଥମ ବଂଶାବଳୀ

  1. ପ୍ରଥମ ବଂଶାବଳୀ Chapter 15
  2. ପ୍ରଥମ ବଂଶାବଳୀ Chapter 17
  3. ପ୍ରଥମ ବଂଶାବଳୀ Chapter 28
  4. ପ୍ରଥମ ବଂଶାବଳୀ Chapter 12
  5. ପ୍ରଥମ ବଂଶାବଳୀ Chapter 23
  6. ପ୍ରଥମ ବଂଶାବଳୀ Chapter 25
  7. ପ୍ରଥମ ବଂଶାବଳୀ Chapter 22

Related Chapters & Readings

  1. ପ୍ରଥମ ରାଜାବଳୀ Chapter 17
  2. ଦିତୀୟ ଶାମୁୟେଲ Chapter 20
  3. ଏଜ୍ରା Chapter 4
  4. ବିଚାରକର୍ତ୍ତା Chapter 10
  5. ଗୀତସଂହିତା Chapter 7
  6. ଯିରିମିୟ Chapter 28
  7. ପରମଗୀତ Chapter 1
Share Your Love

Leave a Reply

Your email address will not be published. Required fields are marked *