Read ଆଦି ପୁସ୍ତକ Chapter 32 Online
Read ଆଦି ପୁସ୍ତକ Chapter 32 online from the Holy Bible. This chapter is part of the Book of ଆଦି ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଆଦି ପୁସ୍ତକ and the Holy Bible online.
Choose a Chapter
ଆଦି ପୁସ୍ତକ 32
ଅଧ୍ୟାୟ 32
1. ଏଣୁ ଯାକୁବ ସହେିସ୍ଥାନ ଛାଡ଼ିଲେ। ସେ ୟିବା ବାଟରେ ପରମେଶ୍ବରଙ୍କ ଦୂତମାନେ ତାଙ୍କୁ ଭଟେିଲେ।
2. ଯେତବେେଳେ ଯାକୁବ ସମାନଙ୍କେୁ ଦେଖିଲେ, ସେ କହିଲେ, "ଏହା ହେଉଛି ପରମେଶ୍ବରଙ୍କର ଛାଉଣୀ" ତେଣୁ ଯାକୁବ ସହେି ସ୍ଥାନର ନାମ ମହନଯୀମ୍ ରଖିଲେ।
3. ଯାକୁବ ଭାଇ ଏଷୌ ସଯେୀର ଅଞ୍ଚଳ ରେ ବାସ କରୁଥିଲେ। ସେ ଅଞ୍ଚଳ ଥିଲା ଇଦୋମର ପର୍ବତମଯ ଦେଶ। ଯାକୁବ ଏଷୌ ନିକଟକୁ ଦୂତ ପଠାଇଲେ।
4. ଯାକୁବ ଦୂତମାନଙ୍କୁ କହିଲେ, "ଏହି କଥା ମାରେ ଜେଷ୍ଠ ଭ୍ରାତା ଏଷୌଙ୍କୁ କୁହ, 'ତୁମ୍ଭର ଦାସ ଯାକୁବ କହିଲା, ଏହି ଦିନଗୁଡ଼ିକ ମୁଁ ଲାବନ ସହିତ ବାସ କରିଛି।
5. ମାରେ ଗାଈଗୁଡ଼ିକ, ଗର୍ଦ୍ଧଭଗୁଡ଼ିକ, ପଶୁଗଣ, ମନୁଷ୍ଯଗଣ, ସବେକ ଓ ସବେୀକାଗଣ ଅଛନ୍ତି। ମୁନିବ ମୁଁ ଅନୁଗ୍ରହ ପାଇବା ନିମନ୍ତେ ଏହି ଦୂତଗଣଙ୍କୁ ପଠାଉଛି। ଦୟାକରି ସମାନଙ୍କେୁ ଗ୍ରହଣ କର।"'
6. ଦୂତଗଣ ଯାକୁବ ପାଖକୁ ୟାଇ କହିଲେ, "ଆମ୍ଭେ ତୁମ୍ଭର ଭାଇ ଏଷୌ ନିକଟକୁ ଗଲୁ। ସେ ତୁମ୍ଭକୁ ଭଟେିବାକୁ ଆସୁଛନ୍ତି ଓ ତାଙ୍କ ସହିତ 400 ଲୋକ ଅଛନ୍ତି।"
7. ସହେି ବାର୍ତ୍ତା ଯାକୁବକୁ ଭୟଭିତ କଲା। ସେ ତାଙ୍କ ସହିତ ଥିବା ଲୋକମାନଙ୍କୁ ଦୁଇ ଦଳ ରେ ବିଭକ୍ତ କଲେ। ଗୋମଷୋଦି ଆଦି ସମସ୍ତ ପଲ ଓ ଓଟମାନଙ୍କୁ ଭିନ୍ନ ଭିନ୍ନ ଦୁଇ ଦଳ କଲା।
8. ଯାକୁବ ଚିନ୍ତା କଲା, "ଯଦି ଏଷୌ ଆସି ଗୋଟିଏ ଦଳକୁ ବିନାଶ କରେ, ତବେେ ଅନ୍ୟ ଦଳ ଦୌଡିୟାଇ ଜୀବନ ରକ୍ଷା କରିବେ।"
9. ସେତବେେଳେ ଯାକୁବ କହିଲା, " ହେ ମାରେ ପିତା ଅବ୍ରହାମଙ୍କର ପରମେଶ୍ବର! ମାରେପିତା ଇସ୍ହାକର ପରମେଶ୍ବର! ହେ ସଦାପ୍ରଭୁ ତୁମ୍ଭେ ମାେତେ କହିଲ, ମାରେ ଜନ୍ମିତ ସ୍ଥାନକୁ ଫରେିୟିବା ପାଇଁ। ତୁମ୍ଭେ ମାରେ ସହାୟ ହବେ।
10. ତୁମ୍ଭେ ମାେତେ ଦୟା ଦଖାଇେ ଆସିଅଛ। ତୁମ୍ଭେ ମାରେ ବହୁତ ମଙ୍ଗଳ କରିଅଛ। ମୁଁ ସେ କୌଣସି ବିଷଯ ପାଇଁ ୟୋଗ୍ଯ ନୁହେଁ। ମୁଁ ଯେତବେେଳେ ପ୍ରଥମଥର ୟର୍ଦ୍ଦନ ନଦୀ ପାରି ହଲିେ, କବଳେ ଏ ବାଡ଼ି ଛଡ଼ା ମାରେ କିଛି ନଥିଲା। କିନ୍ତୁ ବର୍ତ୍ତମାନ ମାରେପରିବାର, ଜୀବଜନ୍ତୁ ଏତେ ବେଶୀ ଯେ ଦୁଇଟା ଶିବିର ହାଇପୋ ରେ।
11. ମୁଁ ବିନତି କରୁଅଛି କୃପାକରି ମାେତେ ମାରେ ଭାଇଠାରୁ ରକ୍ଷା କର। ମାେତେ ଏଷୌଠାରୁ ରକ୍ଷା କର। ମୁଁ ତାଙ୍କୁ ଭୟ କରୁଛି। ମୁଁ ଭୟ କରୁଛି ଯେ ସେ ଆମ୍ଭ ସମସ୍ତଙ୍କୁ ହତ୍ଯା କରିବ। ଏପରିକି ମା' ଓ ତାଙ୍କ ପିଲାମାନଙ୍କୁ ମଧ୍ଯ।
12. ହେ ସଦାପ୍ରଭୁ, ତୁମ୍ଭେ ମାେତେ କହିଲ, 'ମୁଁ ତୁମ୍ଭଙ୍କୁ ସାହାୟ୍ଯ କରିବି। ମୁଁ ତୁମ୍ଭର ପରିବାରକୁ ସମୁଦ୍ରର ବାଲି ପରି ବୃଦ୍ଧି କରିବି, ଯାହାକୁ କହେି ଗଣିପାରିବେ ନାହିଁ।"'
13. ଯାକୁବ ରାତି ରେ ସହେି ସ୍ଥାନ ରେ ରହିଲା, ତା'ର ଭାଇ ଏଷୌକୁ କିଛି ଉପହାର ଦବୋପାଇଁ ଯାକୁବ ପ୍ରସ୍ତୁତ ହେଲା।
14. ଯାକୁବ ଦୁଇଶହ ମାଈଛଳେି କୋଡ଼ିଏଟି ଛଳେି, ଦୁଇଶହ ମାଈମେଣ୍ଢା ଓ କୋଡ଼ିଏଟି ଅଣ୍ଡିରା ମେଣ୍ଢା ଦବୋକୁ ସ୍ଥିର କଲା।
15. ଯାକୁବ ସବତ୍ସା ଦୁଗ୍ଧବତୀ ତିରିଶ ମାଈଓଟ, ଚାଳିଶ ଗାଈ, ଦଶ ବୃଷ, କୋଡ଼ିଏ ଗଧ ଓ ଦଶଟି ବାଛୁରୀ ପ୍ରସ୍ତୁତ କଲା।
16. ଯାକୁବ ପଲସବୁ ପୃଥକ କରି ଆପଣା ଦାସମାନଙ୍କ ହସ୍ତ ରେ ଏକ ପଲ ସମର୍ପଣ କରି ସମାନଙ୍କେୁ ଆଜ୍ଞା ଦଲୋ, "ତୁମ୍ଭମାନେେ ମାରେ ଆଗେ ଆଗେ ୟାଅ। ପୁଣି ମଝି ରେ ମଝି ରେ ସ୍ଥାନ ରଖି ପ୍ରେତ୍ୟକକ ପଲକୁ ପୃଥକ କର।"
17. ଯାକୁବ ଏହି ଆଦେଶ ତାଙ୍କର ଦାସମାନଙ୍କୁ ଦେଲେ। ପ୍ରଥମ ଦଳର ଦାସକୁ ଯାକୁବ କହିଲେ, "ଯେତବେେଳେ ଏଷୌ ମାରେ ଭାଇ ତୁମ୍ଭ ପାଖକୁ ଆସି ପଚା ରେ, 'ତୁମ୍ଭେ କାହାର ଦାସ? ତୁମ୍ଭେ କେଉଁଠାକୁ ଯାଉଛ? ଏହି ପଶୁଗୁଡ଼ିକ କାହାର?'
18. ତା'ପରେ ତୁମ୍ଭେ ଉତ୍ତର ଦବେ,ଏହି ପଶୁଗୁଡ଼ିକ ତୁମ୍ଭ ଦାସ ଯାକୁବର, ମାରେମୂନିବ ଯାକୁବ ତୁମ୍ଭକୁ ଏହା ଉପହାର ଦଇେଛନ୍ତି। ଏବଂ ଯାକୁବ ମଧ୍ଯ ଆମ ପେଛ ପେଛ ଆସୁଛନ୍ତି।"'
19. ଯାକୁବ ଏହିପରି କହିବାକୁ ତାଙ୍କର ଦ୍ବିତୀୟ ଦଳର ଦାସ ଓ ତୃତୀୟ ଦଳର ଦାସ ଏବଂ ସମସ୍ତ ଦାସଙ୍କୁ ଏହିପରି କହିଲେ। ସେ କହିଲେ, "ତୁମ୍ଭେ ସମସ୍ତେ ଏହିପରି କହିବ ଯେତବେେଳେ ଏଷୌକୁ ତୁମ୍ଭମାନେେ ଭଟେିବ।
20. ତୁମ୍ଭମାନେେ କହିବ, 'ଏହିସବୁ ତୁମ୍ଭପାଇଁ ଉପହାର ଅଟେ। ଏବଂ ତୁମ୍ଭର ଦାସ ଯାକୁବ ତୁମ୍ଭ ପଛ ରେ ଆସୁଛି।"'
21. ତେଣୁ ଯାକୁବ ଉପହାରଗୁଡ଼ିକ ଏଷୌ ନିକଟକୁ ପଠାଇ ଦେଲେ। କିନ୍ତୁ ଯାକୁବ ରାତ୍ରି ରେ ସହେି ଛାଉଣୀ ରେ ରହିଲେ।
22. ସହେି ରାତ୍ରି ରେ ଯାକୁବ ଉଠି ସହେି ସ୍ଥାନ ଛାଡ଼ିଲା। ଯାକୁବ ତା'ର ଦୁଇ ସ୍ତ୍ରୀ, ଏଗାର ଜଣ ପିଲାମାନଙ୍କୁ ଏବଂ ତା'ର ଦାସୀକୁ ନଇେ ଗଲେ। ଯାକୁବ ୟଜ୍ବୋକ ପାର କରାଇବା ପାଇଁ ସଙ୍ଗ ରେ ନେଲେ।
23. ଯାକୁବ ତାଙ୍କର ପରିବାରକୁ ଏବଂ ତାଙ୍କର ସମସ୍ତ ଦ୍ରବ୍ଯକୁ ନଦୀ ପାର କରାଇଲେ।
24. ଯାକୁବ ଏକୁଟିଆ ରହିଗଲେ ଏବଂ ଜଣେ ମନୁଷ୍ଯ ତାଙ୍କ ସହିତ ସକାଳ ପର୍ୟ୍ଯନ୍ତ ମଲ୍ଲ ୟୁଦ୍ଧ କଲେ।
25. ସହେି ଲୋକଟି ଦେଖିଲା ସେ ଯାକୁବକୁ ପରାସ୍ତ କରିପାରିବ ନାହିଁ। ତେଣୁ ସେ ଯାକୁବର ଗୋଡ଼କୁ ଟାଣି ଦବୋରୁ ତା'ର ଗୋଡ଼ ଖଞ୍ଜାରୁ ଛାଡ଼ିଗଲା।
26. ଆଉ ସହେି ଲୋକଟି ଯାକୁବକୁ କହିଲା, " ମାେତେ ୟିବାକୁ ଦିଅ କାରଣ ପ୍ରଭାତ ହାଇଗେଲା।"
27. ଏବଂ ସହେି ଲୋକଟି ତାଙ୍କୁ କହିଲା, "ତୁମ୍ଭର ନାମ କ'ଣ?"
28. ଏହାପରେ ସହେି ମନୁଷ୍ଯଟି କହିଲା, "ଆଉ ତୁମ୍ଭର ନାମ ଯାକୁବ ହବେ ନାହିଁ। ତୁମ୍ଭର ନାମ ଇଶ୍ରାୟେଲ ହବେ ଏବଂ ତୁମ୍ଭେ ସହେି ନାମ ରେ ପରିଚିତ ହବେ କାରଣ ତୁମ୍ଭେ ପରମେଶ୍ବରଙ୍କ ସହିତ ଏବଂ ଲୋକମାନଙ୍କ ସହିତ ୟୁଦ୍ଧ କରି ଜଯଲାଭ କଲ।"
29. ଏହାପରେ ଯାକୁବ ତାଙ୍କୁ ପଚାରିଲା, "ଦୟାକରି ତୁମ୍ଭର ନାମ କୁହ।"
30. ତେଣୁ ଯାକୁବ ସହେି ସ୍ଥାନର ନାମ ପନୂଯଲେ ଦେଲେ। ତା'ପରେ ସେ କହିଲେ, "ମୁଁ ପରମେଶ୍ବରଙ୍କୁ ମୁହାଁମୁହିଁ ଦେଖିଲେ ବି ମାରେ ଜୀବନ ବଞ୍ଚି ରହିଲା।"
31. ଏହାପରେ ସୂର୍ େଯ୍ଯାଦଯ ବଳକେୁ ସେ ପନୂଯଲେ ପାର ହେଲେ।ମାତ୍ର ତା'ର ଗୋଡ଼ ୟୋଗୁ େଛାଟାଇ ଚାଲିଲା।
32. ତେଣୁ ଆଜି ପର୍ୟ୍ଯନ୍ତ ଇଶ୍ରାୟେଲର ସନ୍ତାନମାନେ ଉପରିସ୍ଥ ସନ୍ଧିଶିରା ବା ଏ ସନ୍ଧିଶିରାର ମାଂସ ଭୋଜନ କରନ୍ତି ନାହିଁ। କାରଣ ସନ୍ଧିଶିରା ରେ ଯାକୁବଙ୍କୁ ଆଘାତ ଲାଗିଥିଲା।
About ଆଦି ପୁସ୍ତକ Chapter 32
Read ଆଦି ପୁସ୍ତକ Chapter 32 online from the Holy Bible. This chapter is part of the Book of ଆଦି ପୁସ୍ତକ in the Old Testament. Continue reading with the chapter navigation above or explore the complete book.
Book Information
Book: ଆଦି ପୁସ୍ତକ
Chapter: 32
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଆଦି ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଆଦି ପୁସ୍ତକ Chapter 32 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଆଦି ପୁସ୍ତକ Chapter 32?
ଆଦି ପୁସ୍ତକ Chapter 32 is part of the Book of ଆଦି ପୁସ୍ତକ in the Holy Bible.
Can I read this chapter online?
Yes. You can read the complete ଆଦି ପୁସ୍ତକ Chapter 32 online for free with easy chapter navigation.
More Chapters from ଆଦି ପୁସ୍ତକ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 3
- ଆଦି ପୁସ୍ତକ Chapter 38
- ଆଦି ପୁସ୍ତକ Chapter 30
Explore More from ପୁରାତନ ନିୟମ
- ଯାତ୍ରା ପୁସ୍ତକ Chapter 22
- ଯିହୋଶୂୟ Chapter 16
- ଗୀତସଂହିତା Chapter 122
- ଯିରିମିୟ Chapter 26
- ପ୍ରଥମ ବଂଶାବଳୀ Chapter 19
- ପ୍ରଥମ ଶାମୁୟେଲ Chapter 31
- ଯିହୋଶୂୟ Chapter 12