ଗଣନା ପୁସ୍ତକ Chapter 32

For English

Read ଗଣନା ପୁସ୍ତକ Chapter 32 Online

Read ଗଣନା ପୁସ୍ତକ Chapter 32 online from the Holy Bible. This chapter is part of the Book of ଗଣନା ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗଣନା ପୁସ୍ତକ and the Holy Bible online.

Choose a Chapter

ଗଣନା ପୁସ୍ତକ 32

ଅଧ୍ୟାୟ 32

1. ରୁବନେ ସନ୍ତାନଗଣର ଓ ଗାଦ-ସନ୍ତାନଗଣର ଅନକେ ପଶୁ ପଲ ଥିଲା। ଏଣୁ ସମାନେେ ୟା ସରେ ଓ ଗିଲିଯଦ ଦେଶଗୁଡିକୁ ଦେଖିଲେ, ସେ ସ୍ଥାନଗୁଡିକ ପଶୁପଲ ପାଇଁ ଉପୟୁକ୍ତ।

2. ତେଣୁ ଗାଦର ସନ୍ତାନଗଣ ଓ ରୁବନରେ ସନ୍ତାନଗଣ ଆସି ମାଶାଙ୍କେୁ ଇଲିଯାସର ଯାଜକକୁ ଓ ମଣ୍ତଳୀର ଅଧ୍ଯକ୍ଷଗଣଙ୍କୁ କହିଲେ।

3. ସମାନେେ କହିଲେ, "ତୁମ୍ଭର ଏହି ସବେକମାନଙ୍କର ବହୁ ମଷେ ଓ ଗୋରୁଗାଈ ଅଛନ୍ତି। ଯେଉଁ ସବୁ ଦେଶକୁ ସଦାପ୍ରଭୁ ଇଶ୍ରାୟେଲର ପାଇଁ ପରାସ୍ତ କରିଅଛନ୍ତି, ତାହା ଆମ୍ଭର ମଷଗେୁଡିକ ନିମନ୍ତେ ଓ ଗୋରୁଗାଈ ନିମନ୍ତେ ଉତ୍ତମ ଅଟେ। ସେ ସବୁ ଦେଶଗୁଡିକ ହେଲେ, ଅଟାରୋତ୍, ଦୀବୋନ, ୟା ସରେ, ନିମ୍ରା ହିଷବୋନ, ଇଲିଯାଲୀ, ସିବମା, ନବୋ ଓ ବିଯୋନ।

5. ଯଦି ଏହା ତୁମ୍ଭକୁ ଆନନ୍ଦ ଦିଏ, ତୁମ୍ଭର ସବେକଗଣକୁ ଏହି ଦେଶ ଦିଆଯାଉ, ଆମ୍ଭମାନଙ୍କୁ ୟର୍ଦ୍ଦନ ସପୋରିକୁ ନିଆ ନଯାଉ।"

6. ମାଶାେ ଗାଦ ଓ ରୁବନରେ ପରିବାରବର୍ଗକୁ କହିଲେ, "ତୁମ୍ଭମାନଙ୍କର ଭାଇମାନେ ୟୁଦ୍ଧ କରିବାକୁ ଯାଉଛନ୍ତି, ତୁମ୍ଭମାନେେ କ'ଣ ଏଠା ରେ ରହିବା ଉଚିତ୍?

7. ସଦାପ୍ରଭୁ ଇଶ୍ରାୟେଲର ଲୋକମାନଙ୍କୁ ଯେଉଁ ଦେଶ ଦଇେଅଛନ୍ତି, ନଦୀ ପାର ହାଇେ ସେ ଦେଶକୁ ୟିବାପାଇଁ ତୁମ୍ଭମାନେେ କାହିଁକି ସମାନଙ୍କେୁ ନରୁତ୍ସାହିତ କରୁଛ?

8. ମୁଁ ତୁମ୍ଭର ପିତୃଲୋକମାନଙ୍କୁ କାଦେଶ ବର୍ଣଯଠାରୁେ ସହେି ଦେଶ ଦେଖିବାକୁ ପଠାଇବା ବେଳେ ସମାନେେ ଏହିରୂପେ କରିଥିଲେ।

9. କାରଣ ସମାନେେ ଇଷ୍କୋଲ ଉପତ୍ୟକା ପର୍ୟ୍ଯନ୍ତ ଗମନ କରି ଦେଶ ଦେଖିଲେ ଓ ସଦାପ୍ରଭୁଙ୍କ ଦତ୍ତ ଦେଶକୁ ୟିବା ପାଇଁ ଇଶ୍ରାୟେଲ ଲୋକମାନଙ୍କର ମନକୁ ନିରୁତ୍ସାହିତ କଲେ।

10. ଏଣୁ ସହେିଦିନ ସଦାପ୍ରଭୁଙ୍କର କୋରଧ ପ୍ରଜ୍ବଳିତ ହେଲା ଏବଂ ସେ ପ୍ରତିଜ୍ଞା କଲେ।

11. 'ମୁଁ ସଦାପ୍ରଭୁ ଅବ୍ରହାମକୁ ଓ ଇସ୍ହାକକୁ ଓ ଯାକୁବକୁ ଯେଉଁ ଦେଶ ଦବୋକୁ ପ୍ରତିଜ୍ଞା କରିଅଛି, ମିଶରରୁ ଆଗତ ଲୋକମାନଙ୍କ ମଧ୍ଯରୁ କୋଡିଏ ବର୍ଷ ଓ ତତ୍ତୋଧିକ ବର୍ଷ ବଯସ୍କ କହେି ସହେି ଦେଶ ଦେଖି ପାରିବେ ନାହିଁ, କାରଣ ସମାନେେ ମାେତେ ଅନୁସରଣ କଲେ ନାହିଁ।

12. କବଳେ କନିସୀଯ ୟିଫୁନ୍ନିର ପୁତ୍ର କାଲେବ୍ ଓ ନୂନର ପୁତ୍ର ଯିହାଶୂେୟ ସହେି ଭୂମି ଦେଖିବେ; କାରଣ ସମାନେେ ସଦାପ୍ରଭୁଙ୍କର ପ୍ରକୃତ ଅନୁସରଣକାରୀ ଅଟନ୍ତି!'

13. "ଏହିରୂପେ ଇଶ୍ରାୟେଲର ଲୋକମାନଙ୍କ ଉପରେ ସଦାପ୍ରଭୁଙ୍କର କୋରଧ କଲେ, ସେ ସମସ୍ତ ଦୁଷ୍ଟ ପୀଢି ନମଲା ପର୍ୟ୍ଯନ୍ତ, ସେ ସମସ୍ତଙ୍କୁ ଚାଳିଶ ବର୍ଷୟାଏ ମରୁଭୂମିରେ ଭ୍ରମଣ କରାଇଲେ।

14. ଏଠାକୁ ଦେଖ, ତୁମ୍ଭମାନେେ ତୁମ୍ଭ ପିତୃଗଣଙ୍କ ପରି କାର୍ୟ୍ଯ କଲ, ତୁମ୍ଭମାନେେ ପାପିଷ୍ଠ ଲୋକମାନଙ୍କର ନୂତନ ପିଢି ସଦାପ୍ରଭୁଙ୍କୁ ଇଶ୍ରାୟେଲର ଲୋକମାନଙ୍କ ପ୍ରତି କୋର୍ଧିତ କରାଉଛ।

15. ଯଦି ତୁମ୍ଭମାନେେ ସଦାପ୍ରଭୁଙ୍କୁ ଅନୁସରଣ ନକର, ସେ ଇଶ୍ରାୟେଲକୁ ମରୁଭୂମିରେ ଛାଡି ଦବେେ। ଏହିପରି ତୁମ୍ଭେ ସମସ୍ତଙ୍କୁ ବିନଷ୍ଟ କରିବ।"

16. ମାତ୍ର ରୁବନରେ ଗୋଷ୍ଠୀ ଓ ଗାଦ ଗୋଷ୍ଠୀର ଲୋକମାନେ ମାଶାଙ୍କେୁ ଆସି କହିଲେ, "ଆମ୍ଭମାନେେ ଏହି ସ୍ଥାନ ରେ ଆପଣା ଆପଣା ମଷେମାନଙ୍କ ନିମନ୍ତେ ମଷେଶାଳା ଓ ଆପଣା ଆପଣା ପାଲାମାନଙ୍କ ନିମନ୍ତେ ନଗର ନିର୍ମାଣ କରିବା।

17. ମାତ୍ର ଆମ୍ଭମାନଙ୍କର ବାଳକମାନେ ଦେଶବାସୀଙ୍କଠାରୁ ନିରାପଦ ରେ ରହିବା ପାଇଁ ପ୍ରାଚୀର ବେଷ୍ଟିତ ନଗର ରେ ବାସ କରିବେ, ଆଉ ଆମ୍ଭମାନେେ ଇଶ୍ରାୟେଲ ଲୋକମାନଙ୍କୁ ସମାନଙ୍କେ ସ୍ଥାନକୁ ନ ଆଣିବା ପର୍ୟ୍ଯନ୍ତ ସସଜ୍ଜ ହାଇେ ସମାନଙ୍କେ ଆଗେ ଆଗେ ଗମନ କରିବୁ।

18. ଇଶ୍ରାୟେଲର ଲୋକମାନେ ପ୍ରେତ୍ୟକକ ସମାନଙ୍କେର ଭୂମି ନ ପାଇବା ପର୍ୟ୍ଯନ୍ତ, ଆମ୍ଭମାନେେ ଆମ୍ଭେ ନିଜ ଘରକୁ ଫରେିଯାଉ ନାହିଁ।

19. ଆଉ ଆମ୍ଭମାନେେ ୟର୍ଦ୍ଦନର ଆର ପରି ରେ ଓ ତହିଁ ଆଗ ରେ ସମାନଙ୍କେ ସହିତ ଅଧିକାର ନବେୁ ନାହିଁ। କାରଣ ୟର୍ଦ୍ଧନ ଏହି ପାଶର୍‌ବ ରେ ଆମ୍ଭମାନଙ୍କ ଅଧିକାର ରହିଅଛି।"

20. ତେଣୁ ମାଶାେ ସମାନଙ୍କେୁ କହିଲେ, "ତୁମ୍ଭମାନେେ ଯବେେ ଏହିସବୁ କରିବ, ତବେେ ଏହି ଭୂମି ତୁମ୍ଭର ଅଧିକୃତ ହବେ। କିନ୍ତୁ ତୁମ୍ଭର ସୈନ୍ଯମାନେ ସସଜ୍ଜ ହାଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ୟୁଦ୍ଧ କରିବାକୁ ଆଗଇେ ଯିବେ।

21. ତୁମ୍ଭର ସୈନ୍ଯମାନେ ୟର୍ଦ୍ଦନ ଅତିକ୍ରମ କରି ଶତୃମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବେ, ଯେପର୍ୟ୍ଯନ୍ତ ସଦାପ୍ରଭୁ ତାଙ୍କର ଶତୃଗଣଙ୍କୁ ସହେି ଭୂମିରୁ ତଡି ଦଇେ ନାହାନ୍ତି।

22. ଯେତବେେଳେ ସହେି ଦେଶ ଅକ୍ତିଆର ହୁଏ, ତା'ହାଲେ ତୁମ୍ଭମାନେେ ଗୃହକୁ ଫରେି ପାରିବ। ତା ହେଲେ ତୁମ୍ଭମାନେେ ସଦାପ୍ରଭୁ ଓ ଇଶ୍ରାୟେଲଙ୍କଠା ରେ ନିରପରାଧି ହବେ। ଆଉ ସହେି ଦେଶକୁ ସଦାପ୍ରଭୁଙ୍କ ସମ୍ମୁଖ ରେ ତୁମ୍ଭମାନେେ ଅଧିକାର କରିବ।

23. ମାତ୍ର ତୁମ୍ଭମାନେେ ଯବେେ ତାହା ନକର, ତବେେ ତୁମ୍ଭମାନେେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରୁଥିବ। ଆଉ ଏହା ନିଶ୍ଚିତ ଯେ, ତୁମ୍ଭମାନଙ୍କର ପାପ ପାଇଁ ତୁମ୍ଭମାନେେ ଦଣ୍ତିତ ହବେ।

24. ତୁମ୍ଭମାନେେ ନିଜ ନିଜ ପିଲାମାନଙ୍କ ପାଇଁ ନଗର ଓ ମଷେମାନଙ୍କ ପାଇଁ ମଷେଶାଳା ନିର୍ମାଣ କର, ଆଉ ନିଜ ନିଜ ପ୍ରତିଜ୍ଞା ଅନୁସାରେ କର।"

25. ତା'ପରେ ଗାଦ ସନ୍ତାନଗଣ ଓ ରୁବନେ ସନ୍ତାନଗଣ ମାଶାଙ୍କେୁ କହିଲେ, "ଆମ୍ଭମାନେେ ତୁମ୍ଭର ଦାସ ଓ ତୁମ୍ଭେ ଆମ୍ଭର ମୂନିବ। ତୁମ୍ଭର ଆଜ୍ଞା ଅନୁସାରେ ଆମ୍ଭମାନେେ କର୍ମ କରିବୁ।

26. ଆମ୍ଭମାନଙ୍କର ସ୍ତ୍ରୀ, ପାଲାମାନେ ଓ ପଶୁସକଳ ଗିଲିଯଦର ନଗରମାନଙ୍କ ରେ ରହିବେ।

27. ମାତ୍ର ଆମ୍ଭମାନଙ୍କ ସୈନ୍ଯମାନେ ସଦାପ୍ରଭୁଙ୍କ ଆଗ ରେ ୟର୍ଦ୍ଦନ ନଦୀ ପାର ହାଇେ ୟୁଦ୍ଧ କରିବାକୁ ଯିବେ, ଠିକ୍ ଯେପରି ମୂନିବ କହନ୍ତି।"

28. ତହୁଁ ମାଶାେ ସମାନଙ୍କେ ବିଷଯ ରେ ଇଲିଯାସର ଯାଜକକୁ, ନୂନର ପୁତ୍ର ଯିହାଶୂେୟଙ୍କୁ ଓ ଇଶ୍ରାୟେଲ ସନ୍ତାନଗଣର ବଂଶୀଯ ପିତୃଗୃହର ପ୍ରଧାନମାନଙ୍କୁ ଆଜ୍ଞା ଦେଲେ।

29. ପୁଣି ମାଶାେ ସମାନଙ୍କେୁ କହିଲେ, "ଯଦି ଗାଦ ଗୋଷ୍ଠୀର ଓ ରୁବନେ ପରିବାରର ସୈନ୍ଯମାନେ ତୁମ୍ଭ ସହିତ ୟୁଦ୍ଧ କରିବା ପାଇଁ ଓ ଦେଶ ଅଧିକାର କରିବାକୁ ସଦାପ୍ରଭୁଙ୍କ ଆଗ ରେ ୟାଆନ୍ତି, ତବେେ ତୁମ୍ଭମାନେେ ଅଧିକାରାର୍ଥେ ସୁତ୍ର ରେ ସମାନଙ୍କେୁ ଗିଲିଯଦ ଦେଶ ଦବୋ ଉଚିତ୍।

30. ଯଦି ସମାନଙ୍କେର ସୈନ୍ଯମାନେ ତୁମ୍ଭମାନଙ୍କ ସହିତ ନଦୀ ପାର ନହୁଅନ୍ତି, ସମାନେେ ନିଶ୍ଚଯ ତୁମ୍ଭମାନଙ୍କ ସହିତ କିଣାନ ଦେଶ ରେ ଭୂମି ପାଇବେ।"

31. ତହୁଁ ଗାଦ ସନ୍ତାନଗଣ ଓ ରୁବନେ ସନ୍ତାନଗଣ ଉତ୍ତର ଦଇେ କହିଲେ, "ସଦାପ୍ରଭୁ ଆପଣା ଦାସମାନଙ୍କୁ ଯାହା ଆଜ୍ଞା ଦଇେଛନ୍ତି ତଦନୁସା ରେ ଆମ୍ଭମାନେେ କର୍ମ କରିବୁ।

32. ଆମ୍ଭମାନଙ୍କର ସୈନ୍ଯମାନେ ସଦାପ୍ରଭୁଙ୍କ ସମ୍ମୁଖ ରେ ୟର୍ଦ୍ଦନ ପାର ହାଇେ କିଣାନ ଦେଶକୁ ଯିବେ, କିନ୍ତୁ ଆମ୍ଭମାନେେ ୟର୍ଦ୍ଦନର ପୂର୍ବ ପାରିକୁ ଅଧିକାର ରୂପେ ପାଇବୁ।"

33. ତେଣୁ ମାଶାେ ଗାଦ ଗୋଷ୍ଠୀଗଣକୁ, ରୁବନେ ଗୋଷ୍ଠୀଗଣକୁ ଓ ଯୋଷଫେର ପୁତ୍ର ମନଃଶି ବଂଶର ଅର୍ଦ୍ଧକେକୁ ଇ ମାରେୀଯମାନଙ୍କ ରାଜା ସୀହାନରେ ରାଜ୍ଯ, ବାଶନର ରାଜା ଓଗର ରାଜ୍ଯ ଅର୍ଥାତ୍ ନିଜ ନିଜ ସୀମା ସହ ନାନା ନଗର ବିଶିଷ୍ଟ ଦେଶ, ଏହିରୂପେ ଚତୁର୍ଦ୍ଦିଗସ୍ଥ ଦେଶର ସମସ୍ତ ନଗର ଦେଲେ।

34. ଗାଦର ଲୋକମାନେ ଦୀବୋନ୍, ଅଟାରୋତ୍ ଓ ଅରୋଯରକେୁ ପୁନଃନିର୍ମାଣ କଲେ।

35. ଅଟରୋତ୍-ଶୋଫନ, ୟା ସରେ ଓ ଜଗବିହ,

36. ବୈତନିମ୍ରା ଓ ବୈଥାରନ୍ ନାମକ ପ୍ରାଚୀର ବେଷ୍ଟିତ ନଗର ଓ ମଷେଶାଳା ନିର୍ମାଣ କଲେ।

37. ରୁବନେ ଗୋଷ୍ଠୀଗଣ ହିଷ୍ ବୋନ୍, ଇଲିଯାଲୀ ଓ କିରିଯାଥଯିମ୍କୁ।

38. ପୁଣି ନାମାନ୍ତର ରେ ନବୋ, ବାଲମିଯୋଲ୍ ଓ ସିବମା, ଏହି ସମସ୍ତ ନଗର ନିର୍ମାଣ କଲେ। ସମାନେେ ଅନ୍ୟ ସହରମାନଙ୍କୁ ସମାନଙ୍କେର ମୂଳ ନାମ ରେ ଡାକିଲେ।

39. ମାଖୀରର ଗୋଷ୍ଠୀ ମନଃଶିର ପୁତ୍ରଗଣ ଗିଲିଯଦ୍କୁ ଆକ୍ରମଣ କଲେ ଓ ଇ ମାରେୀଯମାନଙ୍କୁ ପରାସ୍ତ କଲେ ଓ ସମାନଙ୍କେର ଭୁମି ନଇଗେଲେ।

40. ତହୁଁ ମାଶାେ ମନଃଶିର ପୁତ୍ର ମାଖୀରକୁ ଗିଲିଯଦ ଦେଲେ, ଆଉ ସେ ସଠାେରେ ବାସ କଲେ।

41. ପୁଣି ମନଃଶିର ପୁତ୍ର ୟାଯୀର ୟାଇ ସମାନଙ୍କେର ଗ୍ରାମ ସବୁ ହସ୍ତଗତ କରି ସମାନଙ୍କେ ନାମ ହବୋତ୍ ୟାଯୀର ରଖିଲା।

42. ଆଉ ନୋବହ ୟାଇ କାନାତ୍ ଓ ତାହାର ନଗର ହସ୍ତଗତ କରି ଆପଣା ନାମାନୁସା ରେ ତାହାର ନାମ ନୋବହ ରଖିଲା।

About ଗଣନା ପୁସ୍ତକ Chapter 32

Read ଗଣନା ପୁସ୍ତକ Chapter 32 online from the Holy Bible. This chapter is part of the Book of ଗଣନା ପୁସ୍ତକ in the Old Testament. Continue reading with the chapter navigation above or explore the complete book.

Book Information

Book: ଗଣନା ପୁସ୍ତକ
Chapter: 32
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଗଣନା ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଗଣନା ପୁସ୍ତକ Chapter 32 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଗଣନା ପୁସ୍ତକ Chapter 32?

ଗଣନା ପୁସ୍ତକ Chapter 32 is part of the Book of ଗଣନା ପୁସ୍ତକ in the Holy Bible.

Can I read this chapter online?

Yes. You can read the complete ଗଣନା ପୁସ୍ତକ Chapter 32 online for free with easy chapter navigation.

More Chapters from ଗଣନା ପୁସ୍ତକ

  1. ଗଣନା ପୁସ୍ତକ Chapter 5
  2. ଗଣନା ପୁସ୍ତକ Chapter 34
  3. ଗଣନା ପୁସ୍ତକ Chapter 31
  4. ଗଣନା ପୁସ୍ତକ Chapter 15
  5. ଗଣନା ପୁସ୍ତକ Chapter 19
  6. ଗଣନା ପୁସ୍ତକ Chapter 17
  7. ଗଣନା ପୁସ୍ତକ Chapter 12

Explore More from ପୁରାତନ ନିୟମ

  1. ବିଚାରକର୍ତ୍ତା Chapter 11
  2. ଯିଖରିୟ Chapter 3
  3. ବିଚାରକର୍ତ୍ତା Chapter 18
  4. ଯାତ୍ରା ପୁସ୍ତକ Chapter 7
  5. ଯିହୋଶୂୟ Chapter 3
  6. ଯିରିମିୟ Chapter 18
  7. ଯାତ୍ରା ପୁସ୍ତକ Chapter 13

Related Chapters & Readings

  1. ଯିଖରିୟ Chapter 2
  2. ଗୀତସଂହିତା Chapter 101
  3. ଯିରିମିୟ Chapter 27
  4. ପ୍ରଥମ ରାଜାବଳୀ Chapter 8
  5. ପ୍ରଥମ ରାଜାବଳୀ Chapter 13
  6. ଲୂକ Chapter 19
  7. ଲୂକ Chapter 13
Share Your Love

Leave a Reply

Your email address will not be published. Required fields are marked *