ଗୀତସଂହିତା Chapter 57

For English

Read ଗୀତସଂହିତା Chapter 57 Online

Read ଗୀତସଂହିତା Chapter 57 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.

Choose a Chapter

ଗୀତସଂହିତା 57

ଅଧ୍ୟାୟ 57

1. ହେ ପରମେଶ୍ବର, ମାେ ଉପରେ ଦୟାକର। ମାେ ଉପରେ ଦୟାକର, କାରଣ ମୁଁ ସୁରକ୍ଷା ପାଇଁ ତୁମ୍ଭ ନିକଟକୁ ଆସେ। ବିପଦ ବହିୟିବା ପର୍ୟ୍ଯନ୍ତ ମୁଁ ତୁମ୍ଭ ପକ୍ଷର ଛାଯାରେ ଶରଣ ନବୋକୁ ଆସିଛି।

2. ମୁଁ ସର୍ବୋପରିସ୍ଥ ପରମେଶ୍ବରଙ୍କ ନିକଟରେ ସାହାୟ୍ଯ ପାଇଁ ପ୍ରାର୍ଥନା କରିବି। ଏବଂ ପରମେଶ୍ବର ମାରେ ସମ୍ପୂର୍ଣ୍ଣ ଭାବରେ ରକ୍ଷା କରିବେ !

3. ସେ ସ୍ବର୍ଗରୁ ମାେତେ ସାହାୟ୍ଯ କରନ୍ତି ଓ ରକ୍ଷା କରନ୍ତି। ଯେଉଁମାନେ ମାେତେ ଆକ୍ରମଣ କରନ୍ତି, ସେ ସମାନଙ୍କେୁ ଲଜ୍ଜିତ କରନ୍ତି। ପରମେଶ୍ବର ତାଙ୍କର ସ୍ବର୍ଗୀଯ ପ୍ରମେ ଓ ବିଶ୍ବସ୍ତ ମଙ୍ଗଳ ପ୍ରଦାନ କରନ୍ତି।

4. ମାରେ ଜୀବନ ସଙ୍କଟପୂର୍ଣ୍ଣ। ମାରେ ଶତ୍ରୁମାନେ ମାରେ ଚତୁଃପାଶର୍‌ବରେ ଘରେି ରହିଛନ୍ତି। ସମାନେେ ମଣିଷ ଖିଆ ସିଂହ ପରି। ସମାନଙ୍କେର ଦାନ୍ତ ବର୍ଚ୍ଛା ଓ ବାଣ ତୁଲ୍ଯ। ସମାନଙ୍କେର ଜିହ୍ବା ତୀକ୍ଷ୍ମ ଖଡ୍ଗ ତୁଲ୍ଯ।

5. ପରମେଶ୍ବର, ସ୍ବର୍ଗ ଉପରେ ଜାଗି ଉଠ। ସମୁଦାଯ ଭୂମଣ୍ଡଳ ଉପରେ ତୁମ୍ଭର ମହିମା ଆଚ୍ଛାଦିତ ହେଉ।

6. ମାରେ ଶତ୍ରୁମାନେ ମାେତେ ଫାନ୍ଦରେ ପକାଇବାକୁ ମାେ ପାଇଁ ଜାଲ ବିସ୍ତାର କରିଛନ୍ତି। ସମାନେେ ମାେ ପାଇଁ ଏକ ବଡ଼ ଗାତ ଖାେଳିଛନ୍ତି। କିନ୍ତୁ ସମାନେେ ନିଜେ ସେଥିରେ ପଡ଼ିଛନ୍ତି।

7. ମାରେ ହୃଦଯ ସ୍ଥିର ଅଟେ। ପରମେଶ୍ବର ମାରେ ହୃଦଯ ସ୍ଥିର ଅଟେ। ମୁଁ ତାଙ୍କର ପ୍ରଶଂସା ଓ ଗାନ କରିବି।

8. ଜାଗ୍ରତ ହୁଅ, ହେ ମାରେ ପ୍ରାଣ !ଜାଗ୍ରତ ହୁଅ ! ନବେଲ ଓ ବୀଣା, ଜାଗ୍ରତ ହୁଅ ଓ ମୁଁ ଅତି ପ୍ରଭାତରେ ଜାଗ୍ରତ ହବେି।

9. ହେ ପ୍ରଭୁ, ପ୍ରେତ୍ୟକକ ବ୍ଯକ୍ତି ସମ୍ମୁଖରେ ମୁଁ ତୁମ୍ଭର ଗୁଣଗାନ କରିବି। ମୁଁ ପ୍ରେତ୍ୟକକ ଜାତିଗଣ ମଧ୍ୟରେ ତୁମ୍ଭ ପ୍ରଶଂସାର ଗୀତ ଗାଇବି।

10. ତୁମ୍ଭର ପ୍ରମେ ଆକାଶ ପରି ଉଚ୍ଚ। ତୁମ୍ଭର ବିଶ୍ବସନୀଯତା ମେଘମାଳାକୁ ସ୍ପର୍ଶ କରୁଛି।

11. ପରମେଶ୍ବର, ସ୍ବର୍ଗ ଉପରେ ଉଠ। ତୁମ୍ଭର ମହିମା ସାରାପୃଥିବୀକୁ ଆଚ୍ଛାଦନ କରୁ।

About ଗୀତସଂହିତା Chapter 57

Read ଗୀତସଂହିତା Chapter 57 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.

Book Information

Book: ଗୀତସଂହିତା
Chapter: 57
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଗୀତସଂହିତା Chapter 57 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଗୀତସଂହିତା Chapter 57?

ଗୀତସଂହିତା Chapter 57 is part of the Book of ଗୀତସଂହିତା in the Holy Bible.

Can I read this chapter online?

Yes. You can read the complete ଗୀତସଂହିତା Chapter 57 online for free with easy chapter navigation.

More Chapters from ଗୀତସଂହିତା

  1. ଗୀତସଂହିତା Chapter 91
  2. ଗୀତସଂହିତା Chapter 13
  3. ଗୀତସଂହିତା Chapter 98
  4. ଗୀତସଂହିତା Chapter 68
  5. ଗୀତସଂହିତା Chapter 106
  6. ଗୀତସଂହିତା Chapter 129
  7. ଗୀତସଂହିତା Chapter 92

Explore More from ପୁରାତନ ନିୟମ

  1. ଏଷ୍ଟର Chapter 5
  2. ଲେବୀୟ ପୁସ୍ତକ Chapter 27
  3. ଦାନିଏଲ Chapter 11
  4. ଦ୍ୱିତୀୟ ବିବରଣ Chapter 20
  5. ଆୟୁବ Chapter 7
  6. ନିହିମିୟା Chapter 12
  7. ଆଦି ପୁସ୍ତକ Chapter 35

Related Chapters & Readings

  1. ଆଦି ପୁସ୍ତକ Chapter 27
  2. ପ୍ରକାଶିତ ବାକ୍ୟ Chapter 8
  3. ଯିହୋଶୂୟ Chapter 23
  4. ଗୀତସଂହିତା Chapter 92
  5. ନିହିମିୟା Chapter 5
  6. 1 କରିନ୍ଥୀୟ Chapter 9
  7. ଆଦି ପୁସ୍ତକ Chapter 38
Share Your Love

Leave a Reply

Your email address will not be published. Required fields are marked *