Read ଆଦି ପୁସ୍ତକ Chapter 27 Online
Read ଆଦି ପୁସ୍ତକ Chapter 27 online from the Holy Bible. This chapter is part of the Book of ଆଦି ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଆଦି ପୁସ୍ତକ and the Holy Bible online.
Choose a Chapter
ଆଦି ପୁସ୍ତକ 27
ଅଧ୍ୟାୟ 27
1. ଇସ୍ହାକ ବୃଦ୍ଧ ହେଲାପରେ ତାଙ୍କ ଆଖିକୁ ଭଲ ଦଖାେ ଗଲା ନାହିଁ। ଦିନେ ସେ ତାଙ୍କର ବଡ଼ପୁତ୍ର ଏଷୌକୁ ପାଖକୁ ଡ଼ାକି ଇସ୍ହାକ କହିଲେ, " ହେ ପୁତ୍ର" ଏଷୌ! ସେ ଉତ୍ତର ଦେଲେ, "ମୁଁ ଏହିଠା ରେ,"
2. ଇସ୍ହାକ କହିଲେ, "ମୁଁ ବୃଦ୍ଧ। ମୁଁ ଜାଣିନି, କବେେ ମୁଁ ମରିବିା
3. ତେଣୁ ତମ୍ଭେ ତୁମ୍ଭର ଧନୁ ଏବଂ ଶର ନଇେ ଶିକାର କରିବାକୁ ୟାଅ। ମାେ ଖାଦ୍ୟ ପାଇଁ ଏକ ମୃଗ ଶିକାର କର।
4. ମୁଁ ଯେଉଁ ପିର ଖାଦ୍ୟକୁ ଭଲପାଏ ସହେିପରି ଖାଦ୍ୟ ପ୍ରସ୍ତୁତ କରି ଭୋଜନ ନିମନ୍ତେ ମାେ ପାଇଁ ଆଣ। ତହିଁରେ ମାରେ ମୃତ୍ଯୁ ପୂର୍ବରୁ ତୁମ୍ଭକୁ ଆଶିର୍ବାଦ କରିବି।"
5. ତେଣୁ ଏଷୌ ଶିକାରକୁ ଗଲା।
6. ରିବିକା ତା'ର ପୁତ୍ର ଯାକୁବକୁ କହିଲେ, "ଶୁଣ, ତୁମ୍ଭର ପିତା ଏଷୌକୁ କହିବାର କଥା ମୁଁ ଶୁଣିଛି।
7. ତୁମ୍ଭର ପିତା କହିଲେ, 'ମାେ ପାଇଁ ମୃଗଯା ମାଂସ ରାନ୍ଧି କରି ମାଦେେ ଖୁଆଅ। ମାେ ପାଇଁ ଖାଦ୍ୟ ପ୍ରସ୍ତୁତ କରିଆଣ ମୁଁ ତାହା ଖାଇ ମରିବା ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ କରିବି।'
8. ତେଣୁ ପୁତ୍ର, ମାରେ କଥା ଶୁଣ। ମୁଁ ଯେପରି କହୁଛି ସହେିପରି କର।
9. ଆମ୍ଭର ଗୋଠରୁ ଦୁଇଟି ୟୁବା ଛଳେି ଆଣ। ତୁମ୍ଭର ପିତାଙ୍କର ରୁଚି ମୁତାବକ ଖାଦ୍ୟ ମୁଁ ପ୍ରସ୍ତୁତ କରି ଦବେି।
10. ଏହାପରେ ତୁମ୍ଭେ ତୁମ୍ଭ ପିତାଙ୍କ ନିକଟକୁ ଖାଦ୍ୟ ନଇେ ୟିବ। ଏବଂ ସେ ମରିବା ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ ଦବେେ।"
11. କିନ୍ତୁ ଯାକୁବ ତା'ର ମାତା ରିବିକାକୁ କହିଲେ, " ମାରେ ଭାଇ ଏଷୌ ଲୋମଶ ଶରୀର। ମୁଁ ତାଙ୍କ ପରି ଲୋମଶ ନୁହେଁ।
12. ଯଦି ମାରେ ପିତା ମାେତେ ସ୍ପର୍ଶ କରନ୍ତି। ସେ ଜାଣିପାରିବେ ଯେ ମୁଁ ଏଷୌ ନୁହେଁ। ତା'ପରେ ସେ ମାେତେ ଆଶୀର୍ବାଦ କରିବା ପରିବର୍ତେ ଅଭିଶାପ ଦବେେ। କାରଣ ମୁଁ ତାଙ୍କୁ ପ୍ରବଞ୍ଚନା କରିବାକୁ ଚେଷ୍ଟା କରୁଛି।"
13. ତେଣୁ ରିବିକା ତାଙ୍କୁ କହିଲେ, "ଯଦି କିଛି ସମସ୍ଯା ଆ ସେ ତବେେ ମୁଁ ସହିନବେି। ମୁଁ ଯାହା କହୁଛି ତୁମ୍ଭେ ସହେିପରି କର। ୟାଅ ମାେ ପାଇଁ ଛଳେି ଧରି ଆସ।"
14. ତେଣୁ ଯାକୁବ ୟାଇ ଦୁଇଟି ଛଳେି ଆଣି ତା'ର ମା'କୁ ଦଲୋ। ଏହାପରେ ତାଙ୍କର ମା' ତାଙ୍କ ପିତାଙ୍କର ରୁଚି ଅନୁସାରେ ଖାଦ୍ୟ ପ୍ରସ୍ତୁତ କଲେ।
15. ରିବିକା ତା'ର ବଡ଼ପୁଅର ପୋଷାକ, ଯାହା ଘ ରେ ତାଙ୍କ ନିକଟରେ ଥିଲା, ନଇେ ଆଣି ତା'ର ସାନ ପୁଅ ଯାକୁବକୁ ସହେି ବସ୍ତ୍ର ପିନ୍ଧାଇ ଦଲୋ।
16. ରିବିକା ଛଳେି ଚମଡ଼ା ଆଣି ଯାକୁବର ହାତ ରେ ଏବଂ ତାଙ୍କ ଗଳାଦେଶ ରେ ଗୁଡ଼ାଇ ଦଲୋ।
17. ଏହାପରେ ରିବିକା ପ୍ରସ୍ତୁତ ଖାଦ୍ୟକୁ ଆଣି ଯାକୁବକୁ ଦଲୋ।
18. ଯାକୁବ ତାଙ୍କର ପିତାଙ୍କ ନିକଟକୁ ୟାଇ କହିଲା, "ପିତା"।
19. ଯାକୁବ ତାଙ୍କର ପିତାଙ୍କୁ କହିଲା, "ମୁଁ ଏଷୌ ତୁମ୍ଭର ପ୍ରଥମ ସନ୍ତାନ ଅଟେ। ତୁମ୍ଭର ବାକ୍ଯ ଅନୁସାରେ ମୁଁ କରିଛି। ଏବଂ ବର୍ତ୍ତମାନ ବସି ଶିକାର ମାଂସ ଭୋଜନ କରି ମାେତେ ଆଶୀର୍ବାଦ କର।"
20. କିନ୍ତୁ ଇସ୍ହାକ ତାଙ୍କ ପୁତ୍ରଙ୍କୁ କହିଲେ, "ତୁମ୍ଭେ ଏତେ ଶିଘ୍ର ଶିକାରରୁ କିପରି ଫରେିଲ?"
21. ଏହାପରେ ଇସ୍ହାକ ଯାକୁବକୁ କହିଲେ, "ପୁତ୍ର ମାରେ ପାଖକୁ ଆସ ଦବେେ ମୁଁ ଜାଣି ପାରିବି। ଯଦି ମୁଁ ତୁମ୍ଭକୁ ସ୍ପର୍ଶ କରେ ତବେେ ମୁଁ ଜାଣି ପାରିବି ଯେ ତୁମ୍ଭେ ମାରେ ପୁତ୍ର ଏଷୌ କି ନୁହେଁ।"
22. ତେଣୁ ଯାକୁବ ତାଙ୍କର ପିତାଙ୍କ ନିକଟକୁ ଗଲା। ଇସ୍ହାକ ସ୍ପର୍ଶ କରି କହିଲା, "ତୁମ୍ଭର ସ୍ବର ଯାକୁବର ସ୍ବର ପରି କିନ୍ତୁ ତୁମ୍ଭର ହାତ ଲୋମଶ ଠିକ୍ ଏଷୌର ହାତପରି।"
23. ଇସ୍ହାକ ତାଙ୍କୁ ଚିହ୍ନିପାରିଲେ ନାହିଁ, କାରଣ ତା'ର ହାତଗୁଡ଼ିକ ଏଷୌର ଲୋମଶ ହାତ ପରି। ତେଣୁ ସେ ତାଙ୍କୁ ଆଶୀର୍ବାଦ କଲେ।
24. ଇସ୍ହାକ କହିଲେ, "ତୁମ୍ଭେ କ'ଣ ମାରେ ପୁତ୍ର ଏଷୌ?"
25. ଏହାପରେ ଇସ୍ହାକ କହିଲେ, " ସହେି ଖାଦ୍ୟ ମାେ ପାଇଁ ଆଣ। ମୁଁ ତାହାକୁ ଖାଇ ତୁମ୍ଭକୁ ଆଶୀର୍ବାଦ ଦବେି।" ତେଣୁ ଯାକୁବ ତାଙ୍କୁ ଖାଦ୍ୟ ଦେଲେ ଏବଂ ସେ ତାକୁ ଖାଇଲେ। ଏବଂ ଯାକୁବ ତାଙ୍କୁ ଦ୍ରାକ୍ଷାରସ ଦେଲେ। ସେ ତାକୁ ପିଇଲେ।
26. ଏହାପରେ ଇସ୍ହାକ ତାଙ୍କୁ କହିଲେ, "ମାରେ ପୁତ୍ର ମାେ ପାଖକୁ ଆସ ମାେତେ ଚୁମ୍ବନ ଦିଅ।"
27. ଯାକୁବ ତାଙ୍କର ପିତାଙ୍କ ନିକଟକୁ ଗଲା ଓ ତାଙ୍କୁ ନୁମ୍ବନ ଦଲୋ। ଇସ୍ହାକ ତାଙ୍କର ଗନ୍ଧ ବାରି ପାରିଲେ। ତାହା ଏଷୌର ପୋଷାକର ଗନ୍ଧ ଥିଲା। ଏବଂ ଇସ୍ହାକ ତାଙ୍କୁ ଆଶୀର୍ବାଦ ଦେଲେ।
28. ସଦାପ୍ରଭୁ ତୁମ୍ଭକୁ ୟଥେଷ୍ଟ ବର୍ଷା ଦିଅନ୍ତୁ। ତେଣୁ ତୁମ୍ଭେ ବହୁତ ଫସଲ ଓ ଦ୍ରାକ୍ଷାରସ ପାଇବ।
29. ସବୁ ଲୋକ ତୁମ୍ଭର ସବୋ କରନ୍ତୁ। ସବୁ ଜାତି ତୁମ୍ଭ ନିକଟରେ ମସ୍ତକ ଅବନତ କରନ୍ତୁ। ତୁମ୍ଭର ଭାଇ ଉପରେ ତୁମ୍ଭେ ଶାସନ କର। ତୁମ୍ଭର ମା'ର ସନ୍ତାନ ତୁମ୍ଭକୁ ମାନୁ।
30. ଇସ୍ହାକ ଯାକୁବକୁ ଆଶୀର୍ବାଦ ଦଇେ ସାରିଲେ। ଏହାପରେ ସେ ସହେି ସ୍ଥାନ ପରିତ୍ଯାଗ କଲେ। ଏହି ସମୟରେ ଏଷେ ଶିକାରରୁ ଫରେିଲେ।
31. ତାଙ୍କର ପିତାଙ୍କ ରୁଚି ଅନୁସାରେ ସେ ଖାଦ୍ୟ ପ୍ରସ୍ତୁତ କଲେ। ଏବଂ ତାହା ତାଙ୍କ ପିତାଙ୍କ ନିକଟକୁ ଆଣିଲେ। ସେ ତାଙ୍କ ପିତାଙ୍କୁ କହିଲେ, "ପିତା, ମୁଁ ତୁମ୍ଭର ପୁତ୍ର, ଉଠ ଏବଂ ମାଂସ ଖାଅ, ମୁଁ ତାହା ତୁମ୍ଭ ପାଇଁ ରାନ୍ଧି ଆଣିଛି। ତା'ପରେ ତୁମ୍ଭେ ମାେତେ ଆଶୀର୍ବାଦ କରିବ।"
32. କିନ୍ତୁ ଇସ୍ହାକ ତାଙ୍କୁ କହିଲେ, "ତୁମ୍ଭେ କିଏ?"
33. ଏହାପରେ ଇସ୍ହାକ ବହୁତ ବ୍ଯସ୍ତ ହେଲେ ଏବଂ କହିଲେ, " ତବେେ ସିଏ କିଏ ଥିଲା। ଯେ ପ୍ରଥମେ ତୁମ୍ଭ ପୂର୍ବରୁ ରନ୍ଧାମାଂସ ଧରି ଆସିଥିଲା? ମୁଁ ତାହା ଖାଇ ତାଙ୍କୁ ଆଶିର୍ବାଦ କଲି। ବର୍ତ୍ତମାନ ମାରେଆଶୀର୍ବାଦ ଫରୋଇବା ପାଇଁ ଡ଼ରେି ହାଇେଛି।"
34. ଏଷୌ ପିତାଙ୍କର କଥା ଶୁଣିଲା! ସେ ବହୁତ ରାଗିଗଲା ଏବଂ ଚିତ୍କାର କଲା। ସେ ତାଙ୍କ ପିତାଙ୍କୁ କହିଲା, " ତବେେ ମାେତେ ଆଶୀର୍ବାଦ କରନ୍ତୁ ପିତା"
35. ଇସ୍ହାକ କହିଲେ, "ତୁମ୍ଭର ଭାଇ ମାେତେ ପ୍ରବଞ୍ଚନା କଲା। ସେ ଆସି ତୁମ୍ଭର ଆଶୀର୍ବାଦ ନଇଗେଲା।"
36. ଏଷୌ କହିଲା, "ତା'ର ନାମ ହେଲା ଯାକୁବ ତାହା କ'ଣ ଯଥାର୍ଥ ନୁହେଁ। ସେ ମାେତେ ଦୁଇଥର ପ୍ରବଞ୍ଚନା କଲା। ସେ ମାରେ ଜେଷ୍ଠ ଅଧିକାର ଛଡ଼ାଇ ନଲୋ। ଏବଂ ମାରେଆଶୀର୍ବାଦ ନଇଗେଲା।" ଏହାପରେ ଏଷୌ କହିଲା, "ମାେ ପାଇଁ କିଛି ଆଶୀର୍ବାଦ ରଖିଛନ୍ତି କି?"
37. ଇସ୍ହାକ ଉତ୍ତର ଦେଲେ, " ହାଇଗେଲା, ତୁମ୍ଭକୁ ଶାସନ କରିବା ପାଇଁ, ମୁଁ ଯାକୁବକୁ କ୍ଷମତା ଦଲେି। ଏବଂ ମୁଁ ତାଙ୍କୁ କହିଲି ତୁମ୍ଭର ସମସ୍ତ ଭାଇ ତୁମ୍ଭର ସବୋ କରିବେ। ଏବଂ ମୁଁ ତାଙ୍କୁ ପ୍ରବଳ ଫସଲ ଓ ପ୍ରଚୁର ଦ୍ରାକ୍ଷାରସ ଜାତ ହବୋ ପାଇଁ ଆଶୀର୍ବାଦ କରିସାରିଛି। କଣ ମୁଁ କରିପାରିବି, ମାେ ପୁତ୍ର।"
38. କିନ୍ତୁ ଏଷୌ କହିଲା, "ମାେ ପିତା, ତୁମ୍ଭର କଣ ଗୋଟିଏ ଆଶୀର୍ବାଦ ଅଛି? ଆଶୀର୍ବାଦ କର ମାେତେ ମଧ୍ଯ, ପିତା।" ଏବଂ ଏହା କରି ଏଷୌ ଜାରେ ରେ କାନ୍ଦିଲା।
39. ତା'ପରେ ଇସ୍ହାକ ତାଙ୍କୁ କହିଲେ, "ତୁମ୍ଭେ ବାହା ରେ ବର୍ଷା ରେ ରହିବ ଏବଂ ଯାହା ଭୂମି ଉତ୍ପାଦନ କରିବ ଛାଡ଼ି ଦବେ।
40. ତୁମ୍ଭେ ଖଡ୍ଗଜୀବି ଓ ଆପଣା ଭ୍ରାତାର ଦାସ ହବେ। କିନ୍ତୁ ତୁମ୍ଭେ ଯେତବେେଳେ ପ୍ରସ୍ତୁତ, ତୁମ୍ଭ କାନ୍ଧରୁ ଜୁଆଳି କାଢ଼ି ଦବେ, ତବେେ ତୁମ୍ଭେ ମୁକ୍ତି ପାଇବ।"
41. ଏହିପ୍ରକା ରେ ଯାକୁବ ଆପଣା ପିତାଠାରୁ ଆଶୀର୍ବାଦ ପାଇବା ହତେୁରୁ ଏଷୌ ତାହା ପ୍ରତି ଇର୍ଷାଭାବ ବହି ଏବଂ ସେ ସ୍ଥିର କଲା, "ମୁଁ ଅପେକ୍ଷା କରିବି ମାରେ ପିତାଙ୍କର ଶାେକର ସମୟ ବିତିବା ୟାଏ। ଏହାପରେ ମୁଁ ଆପଣା ଭ୍ରାତା ଯାକୁବକୁ ବଦ୍ଧ କରିବି।"
42. କିନ୍ତୁ ସହେି ବାକ୍ଯଗୁଡ଼ିକ ରିବିକାକୁ ଶୁଣା ୟାଇଥିଲା। ଏଷୌ ଯାକୁବକୁ ହତ୍ଯା କରିବାର ଯୋଜନା କରିଅଛି। ସେ ଯାକୁବକୁ ଡ଼ାକି କହିଲା, "ଶୁଣ ତୁମ୍ଭର ଭାଇ ଏଷୌ ତୁମ୍ଭକୁ ମାରିବା ପାଇଁ ଯୋଜନା କରିଛି।
43. ତେଣୁ ହେ ମାରେ ପୁତ୍ର ମୁଁ ଯମେନ୍ତ କହୁଛି, ସହେିପରି କର। ମାରେଭ୍ରାତା ଲାବନ ହାରଣ ରେ ବାସ କରୁଛି। ତୁମ୍ଭେ ତା' ପାଖ ରେ ୟାଇ ଲୁଚ।
44. ତାଙ୍କ ପାଖ ରେ ଅଳ୍ପ ସମୟ ପାଇଁ ରୁହ। ତୁମ୍ଭ ଭାଇର ରାଗ ଶାନ୍ତ ହବୋ ପର୍ୟ୍ଯନ୍ତ ତୁମ୍ଭେ ସଠାେରେ ରୁହ।
45. କିଛି ସମୟପରେ ତୁମ୍ଭ ଭାଇ ଭୁଲିଯିବେ ତୁମ୍ଭେ ତାଙ୍କ ପ୍ରତି କ'ଣ କରିଥିଲ। ତା'ପରେ ମୁଁ ଚାକର ପଠାଇ ତୁମ୍ଭକୁ ନଇେ ଆସିବି। ମୁଁ ଏକାଦିନେ ଦୁଇ ଜଣକୁ ହରାଇବାକୁ ଚାହୁଁ ନାହିଁ।"
46. ଏହାପରେ ରିବିକା ଇସ୍ହାକକୁ କହିଲେ, "ତୁମ୍ଭର ପୁତ୍ର ଏଷୌ ହିତ୍ତୀଯ କନ୍ଯାକୁ ବିବାହ କଲା, ଏହା ମାରେ ପ୍ରାଣକୁ କଷ୍ଟ ଦେଉଅଛି। କାହିଁକି? କାରଣ ସମାନେେ ଆମ୍ଭର ଲୋକ ନୁହଁନ୍ତି। ଯଦି ଯାକୁବ ଏହି ଦେଶର କନ୍ଯାକୁ ବିବାହ କରେ ତବେେ ମୁଁ ମରିୟିବି।"
About ଆଦି ପୁସ୍ତକ Chapter 27
Read ଆଦି ପୁସ୍ତକ Chapter 27 online from the Holy Bible. This chapter is part of the Book of ଆଦି ପୁସ୍ତକ in the Old Testament. Continue reading with the chapter navigation above or explore the complete book.
Book Information
Book: ଆଦି ପୁସ୍ତକ
Chapter: 27
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଆଦି ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଆଦି ପୁସ୍ତକ Chapter 27 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଆଦି ପୁସ୍ତକ Chapter 27?
ଆଦି ପୁସ୍ତକ Chapter 27 is part of the Book of ଆଦି ପୁସ୍ତକ in the Holy Bible.
Can I read this chapter online?
Yes. You can read the complete ଆଦି ପୁସ୍ତକ Chapter 27 online for free with easy chapter navigation.
More Chapters from ଆଦି ପୁସ୍ତକ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 38
- ଆଦି ପୁସ୍ତକ Chapter 30
- ଆଦି ପୁସ୍ତକ Chapter 26
Explore More from ପୁରାତନ ନିୟମ
- ଯିହିଜିକଲ Chapter 44
- ଗୀତସଂହିତା Chapter 137
- ଯିରିମିୟଙ୍କ ବିଳାପ Chapter 3
- ଗୀତସଂହିତା Chapter 27
- ଦାନିଏଲ Chapter 8
- ଦିତୀୟ ରାଜାବଳୀ Chapter 10
- ଦିତୀୟ ବଂଶାବଳୀ Chapter 1