ଗୀତସଂହିତା Chapter 54

For English

Read ଗୀତସଂହିତା Chapter 54 Online

Read ଗୀତସଂହିତା Chapter 54 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.

Choose a Chapter

ଗୀତସଂହିତା 54

ଅଧ୍ୟାୟ 54

1. ହେ ପରମେଶ୍ବର, ତୁମ୍ଭ ଶକ୍ତି ପ୍ରଦର୍ଶନ କରି, ମାେତେ ରକ୍ଷା କର। ତୁମ୍ଭ ମହାପରାକ୍ରମ ଶକ୍ତି, ବ୍ଯବହାର କରି ପ୍ରମାଣ କର ୟେ, ମୁଁ ନିରୀହ।

2. ହେ ପରମେଶ୍ବର, ମାରେ ପ୍ରାର୍ଥନା ଶୁଣ। ମାହେର ଗୁହାରି ଶୁଣ।

3. ଅପରିଚିତ ଲୋକମାନେ କହେି ପରମେଶ୍ବରଙ୍କୁ ଉପାସନା କରନ୍ତି ନାହିଁ। ପରାକ୍ରମଶାଳୀ ଲୋକମାନେ ମାେତେ ହତ୍ଯା କରିବା ପାଇଁ ଚେଷ୍ଟା କରୁଛନ୍ତି।

4. ଦେଖ, ପରମେଶ୍ବର ମାେତେ ସାହାୟ୍ଯ କରିବେ, ମାରେ ପ୍ରଭୁ ମାରେ ସମର୍ଥନ କରିବେ।

5. ପରମେଶ୍ବର ମାରେ ଶତ୍ରୁମାନଙ୍କୁ ସମାନଙ୍କେର କୁକର୍ମ ପାଇଁ ପ୍ରତି ରୋଧ କର। ପରମେଶ୍ବର, ଦଖାଇେ ଦିଅ ୟେ, ତୁମ୍ଭେ ମାେ ପାଇଁ ସତ୍ଯ ଅଟ ଏବଂ ସମାନଙ୍କେୁ ଧ୍ବଂସ କର।

6. ମୁଁ ସ୍ବଇଚ୍ଛାରେ ନବୈେଦ୍ଯ ନଇେ ତୁମ୍ଭ ଉଦ୍ଦେଶ୍ଯରେ ଦବେି। ସଦାପଭ୍ରୁ ମୁଁ ତୁମ୍ଭର ନାମର ଗୁଣଗାନ କରିବି, କାରଣ ତୁମ୍ଭେ ଉତ୍ତମ ଅଟ।

7. ତୁମ୍ଭେ ମାେତେ ମାରେ ସବୁ ବିପଦରୁ ରକ୍ଷା କଲ। ମାେ ଶତ୍ରୁଗଣ ପରାଜିତ ହବୋର ମୁଁ ଦେଖିଛି।

About ଗୀତସଂହିତା Chapter 54

Read ଗୀତସଂହିତା Chapter 54 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.

Book Information

Book: ଗୀତସଂହିତା
Chapter: 54
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଗୀତସଂହିତା Chapter 54 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଗୀତସଂହିତା Chapter 54?

ଗୀତସଂହିତା Chapter 54 is part of the Book of ଗୀତସଂହିତା in the Holy Bible.

Can I read this chapter online?

Yes. You can read the complete ଗୀତସଂହିତା Chapter 54 online for free with easy chapter navigation.

More Chapters from ଗୀତସଂହିତା

  1. ଗୀତସଂହିତା Chapter 91
  2. ଗୀତସଂହିତା Chapter 68
  3. ଗୀତସଂହିତା Chapter 13
  4. ଗୀତସଂହିତା Chapter 98
  5. ଗୀତସଂହିତା Chapter 129
  6. ଗୀତସଂହିତା Chapter 106
  7. ଗୀତସଂହିତା Chapter 92

Explore More from ପୁରାତନ ନିୟମ

  1. ଯିହୋଶୂୟ Chapter 4
  2. ଦ୍ୱିତୀୟ ବିବରଣ Chapter 19
  3. ଯିଶାଇୟ Chapter 12
  4. ଦାନିଏଲ Chapter 12
  5. ଗୀତସଂହିତା Chapter 12
  6. ଗୀତସଂହିତା Chapter 108
  7. ଗୀତସଂହିତା Chapter 146

Related Chapters & Readings

  1. ଗୀତସଂହିତା Chapter 7
  2. ଲୂକ Chapter 7
  3. ପ୍ରଥମ ବଂଶାବଳୀ Chapter 20
  4. 1 ଯୋହନ Chapter 1
  5. 1 ତୀମଥି Chapter 6
  6. ପ୍ରଥମ ଶାମୁୟେଲ Chapter 9
  7. ଆୟୁବ Chapter 21
Share Your Love

Leave a Reply

Your email address will not be published. Required fields are marked *