Read ଆଦି ପୁସ୍ତକ Chapter 16 Online
Read ଆଦି ପୁସ୍ତକ Chapter 16 online from the Holy Bible. This chapter is part of the Book of ଆଦି ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଆଦି ପୁସ୍ତକ and the Holy Bible online.
Choose a Chapter
ଆଦି ପୁସ୍ତକ 16
ଅଧ୍ୟାୟ 16
1. ଅବ୍ରାମଙ୍କର ସ୍ତ୍ରୀ ସାରୀ ନିଃସନ୍ତାନ ଥିଲେ। ତାଙ୍କର ଗୋଟିଏ ହାଗାର ନାମ୍ନୀ ମିଶର ଦେଶୀଯ ଦାସୀ ଥିଲା।
2. ସାରୀ ଅବ୍ରାମକୁ କହିଲା, "ସଦାପ୍ରଭୁ ମାେତେ ସନ୍ତାନ ସନ୍ତତିରୁ ବଞ୍ଚିତ କରିଅଛନ୍ତି। ତେଣୁ ହାଗାର ସହିତ ସହବାସ କର। ପ୍ରାଯ ତା' ମାଧ୍ଯମ ରେ ମୁଁ ଏକ ପୁତ୍ର ପାଇ ପାରିବି।"
3. ଅବ୍ରାମ କିଣାନ ଦେଶ ରେ ଦଶ ବର୍ଷ କଟାଇଲାପରେ ଏହିପରି ହାଇେଥିଲା ଯେ, ତାଙ୍କର ସ୍ତ୍ରୀ ସାରୀ ତାହାଙ୍କ ମିଶରୀଯ ଦାସୀ ହାଗାରକୁ ତାଙ୍କ ସ୍ବାମୀ ଅବ୍ରାମଙ୍କ ସହିତ ବିବାହ ଦେଲେ, ଯାହାଫଳ ରେ ସେ ତା' ସହିତ ସହବାସ କରିପାରିବ।
4. ହାଗାର ଅବ୍ରାମଙ୍କ ଦ୍ବାରା ଗର୍ଭବତୀ ହେଲା। ଯେତବେେଳେ ହାଗାର ଏପରି ଜାଣିଲା ତା'ର ମାଲିକାଣୀଙ୍କୁ ସେ ବେଶି ସମ୍ମାନ ଦଲୋ ନାହିଁ।
5. କିନ୍ତୁ ସାରା ଅବ୍ରାମଙ୍କୁ କହିଲା "ଏହା ତୁମ୍ଭର ଭୁଲ ଯେ ମାରେ ଦାସୀ ମାେତେ ଖରାପ ବ୍ଯବହାର କରୁଛି। ମୁଁ ତାକୁ ତୁମ୍ଭକୁ ଦଇେଥିଲି, ତା'ପରେ ସେ ଗର୍ଭବତୀ ହେଲା ଏବଂ ଏହାପରେ ସେ ମାେତେ ଯେତିକି ସମ୍ମାନ ଦବୋ ଉଚିତ୍ ସତେିକି ସମ୍ମାନ ଦେଉ ନାହିଁ। ମୁଁ ଚାହୁଁଛି ସଦାପ୍ରଭୁ ତୁମ୍ଭ ଓ ମାରେବିଚାର କରନ୍ତୁ।"
6. କିନ୍ତୁ ଅବ୍ରାମ ସାରୀକୁ କହିଲେ, "ହାଗାର ତୁମ୍ଭର ଦାସୀ। ତୁମ୍ଭେ ତା'ପ୍ରତି ଯାହା ଚାହଁ ତାହା କରିପାର।" ତେଣୁ ସାରୀ ତା' ପ୍ରତି କଠିନ ବ୍ଯବହାର କରନ୍ତେ, ହାଗାର ଛାଡ଼ି ପଳାଇଲା।
7. ସଦାପ୍ରଭୁଙ୍କର ଦୂତ ତାହାଙ୍କୁ ଏକ ମରୁଭୂମିର ଝରଣା ନିକଟରେ ଦେଖିଲେ। ସହେି ଝରଣାଟି, ଶୂରକୁ ଯାଉଥିବା ରାସ୍ତାର ପାଖ ରେ ଥିଲା।
8. ସଦାପ୍ରଭୁଙ୍କର ଦୂତ କହିଲେ, "ହାଗାର, ସାରୀର ଦାସୀ, ତୁମ୍ଭେ କେଉଁଠାରୁ ଆସିଛ ଓ ତୁମ୍ଭେ କେଉଁଠାକୁ ଯାଉଛ?"
9. ସଦାପ୍ରଭୁଙ୍କର ଦୂତ ହାଗାରକୁ କହିଲେ, "ତୁମ୍ଭର ମାଲିକାଣୀ ପାଖକୁ ଫରେିୟାଅ ଓ ନିଜକୁ ତା'ର ପାଖ ରେ ସମର୍ପଣ କର।"
10. ସଦାପ୍ରଭୁଙ୍କର ଦୂତ ହାଗାରକୁ ମଧ୍ଯ କହିଲେ, "ତୁମ୍ଭର ଅନକେ ବଂଶଧର ଜନ୍ମ ହବେେ। ସମାନଙ୍କେୁ ଗଣି ହବେ ନାହିଁ।"
11. ସଦାପ୍ରଭୁଙ୍କର ଦୂତ ମଧ୍ଯ ଏପରି କହିଲେ, "ହାଗାର ତୁମ୍ଭେ ବର୍ତ୍ତମାନ ଗର୍ଭବତୀ। ତୁମ୍ଭଠାରୁ ଏକ ପୁତ୍ର ସନ୍ତାନ ଜନ୍ମିବ। ତୁମ୍ଭେ ତା'ର ନାମ ଇଶ୍ମାଯଲେ ଦବେ। କାରଣ ସଦାପ୍ରଭୁ ଶୁଣିଛନ୍ତି, ତୁମ୍ଭେ ଯେତବେେଳେ ଦୁଃଖ ପାଉଥିଲ।
12. ତୁମ୍ଭର ପୁତ୍ର ବନ୍ଯ ଗଦ୍ଧର୍ଭ ଭଳି ଜୀବନୟାପନ କରିବ। ତା'ର ହସ୍ତ ସମସ୍ତଙ୍କ ବିରୁଦ୍ଧ ରେ ଓ ସମସ୍ତଙ୍କର ହସ୍ତ ତା'ର ବିରୁଦ୍ଧ ରେ ଥିବ। ଏବଂ ସେ ତା'ର ଭାଇମାନଙ୍କ ସମ୍ମୁଖ ରେ ବାସ କରିବ।"
13. ଏହାପରେ ହାଗାର ସଦାପ୍ରଭୁଙ୍କର ଏହି ନାମ ରଖିଲା ଯଥା, " ଯେଉଁ ପରମେଶ୍ବର ମାେତେ ଦେଖନ୍ତି " ସେ (ସ୍ତ୍ରୀ) ଏହା କହିଲା, "କାରଣ ସେ ଚିନ୍ତା କଲା, "ମୁଁ କଣ ପ୍ରକୃତ ରେ ତାଙ୍କୁ ଏଠା ରେ ଦେଖିଲି ୟିଏ ମତେ ଦେଖନ୍ତି?"
14. ତେଣୁ ସହେି କୂପର ନାମ ବରେଲହଯ-ରୋଯୀ ରଖିଲା। ସହେି କୂପ କାଦେଶ ଓ ବରଦେ ମଧିଅରେ ଅଛି।
15. ହାଗାର ଅବ୍ରାମର ପୁତ୍ରକୁ ଜନ୍ମ ଦଲୋ ଏବଂ ଅବ୍ରାମ ତା'ର ନାମ ଇଶ୍ମାଯଲେ ଦେଲେ।
16. ଅବ୍ରାମ ଛଯାଅଶି ବର୍ଷ ହାଇେଥିଲେ, ଯେତବେେଳେ ଇଶ୍ମାଯଲେ ହାଗାର ଠାରୁ ଜନ୍ମ ଲାଭ କଲା।
About ଆଦି ପୁସ୍ତକ Chapter 16
Read ଆଦି ପୁସ୍ତକ Chapter 16 online from the Holy Bible. This chapter is part of the Book of ଆଦି ପୁସ୍ତକ in the Old Testament. Continue reading with the chapter navigation above or explore the complete book.
Book Information
Book: ଆଦି ପୁସ୍ତକ
Chapter: 16
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଆଦି ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଆଦି ପୁସ୍ତକ Chapter 16 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଆଦି ପୁସ୍ତକ Chapter 16?
ଆଦି ପୁସ୍ତକ Chapter 16 is part of the Book of ଆଦି ପୁସ୍ତକ in the Holy Bible.
Can I read this chapter online?
Yes. You can read the complete ଆଦି ପୁସ୍ତକ Chapter 16 online for free with easy chapter navigation.
More Chapters from ଆଦି ପୁସ୍ତକ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 3
- ଆଦି ପୁସ୍ତକ Chapter 38
- ଆଦି ପୁସ୍ତକ Chapter 30
Explore More from ପୁରାତନ ନିୟମ
- ଆୟୁବ Chapter 15
- ରୂତର ବିବରଣ Chapter 1
- ମୀଖା Chapter 1
- ଗୀତସଂହିତା Chapter 40
- ଯିଶାଇୟ Chapter 43
- ଦିତୀୟ ଶାମୁୟେଲ Chapter 16
- ହୋଶେୟ Chapter 2