Read ଯିହିଜିକଲ Chapter 42 Online
Read ଯିହିଜିକଲ Chapter 42 online from the Holy Bible. This chapter is part of the Book of ଯିହିଜିକଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିହିଜିକଲ and the Holy Bible online.
Choose a Chapter
ଯିହିଜିକଲ 42
ଅଧ୍ୟାୟ 42
1. ତା'ପ ରେ ସେ ମାେତେ ଉତ୍ତର ଦିଗସ୍ଥ ଦ୍ବାର ଦଇେ ବାହାର ପ୍ରାଙ୍ଗଣକୁ ଆଣିଲେ। ଆଉ ନିଷିଦ୍ଧାଞ୍ଚଳ ରେ ଓ ପ୍ରାସାଦର ସମ୍ମୁଖବର୍ତ୍ତୀ ଉତ୍ତର ଦିଗସ୍ଥ କଠାେରୀ ରେ ଉପସ୍ଥିତ କରାଇଲେ।
2. ଏହି ମନ୍ଦିରର ର୍ଦୈଘ୍ଯ 100 ହାତ ଓ ପ୍ରସ୍ଥ ପଚାଶ ହାତ ଥିଲା। ଲୋକମାନେ ଅଗଣାରୁ ଉତ୍ତର ଦ୍ବାର ଦଇେ ପ୍ରବେଶ କରୁଥିଲେ।
3. ଭିତର ପ୍ରାଙ୍ଗଣ ରେ କୋଡ଼ିଏ ହାତ ସମ୍ମୁଖ ରେ ଓ ବାହାର ପ୍ରାଙ୍ଗଣର ମନ୍ଦିର ସମ୍ମୁଖ ରେ ତୃତୀୟ ମହଲା ରେ ଲଗାଲଗି ହାଇେ ଅପ୍ରଶସ୍ତ ବାରଣ୍ଡା ଥିଲା।
4. କଠାେରୀଗୁଡ଼ିକର ସମ୍ମୁଖ ରେ ଦଶହାତ ପ୍ରସ୍ଥର ଏକ ପଥ ଥିଲା ଓ ସମସ୍ତ ଦ୍ବାର ଉତ୍ତର ଆଡ଼େ ଥିଲା।
5. ଉପରିସ୍ଥ କଠାେରୀଗୁଡ଼ିକ େଛାଟ ଥିଲା। କାରଣ ପ୍ରାସାଦର ଅଧଃସ୍ଥିତ ଓ ମଧ୍ଯସ୍ଥିତ କଠାେରୀ ଅପେକ୍ଷା ଅପ୍ରଶସ୍ତ ବାରଣ୍ଡାସବୁ ତହିଁରୁ ଅଧିକ ସ୍ଥାନ ନଇେଥିଲା। କାରଣ ତାହା ତିନି ମହଲା ଥିଲା। ଆଉ ବାହାର ପ୍ରାଙ୍ଗଣର ସ୍ତମ୍ଭ ପରି ସେସବୁ ରେ ସ୍ତମ୍ଭ ନ ଥିଲା। ଏଥିପାଇଁ ଭୂମିଠାରୁ ଉଚ୍ଚତମ ଅଧଃସ୍ଥିତ ଓ ମଧ୍ଯସ୍ଥିତ ଅପେକ୍ଷା ଅପ୍ରଶସ୍ଥ ଥିଲା।
7. କୋଠରୀଗୁଡ଼ିକର ସମାନ୍ତରାଳ ଭାବରେ ଭିତର ପ୍ରାଙ୍ଗଣର ଚାରିପଟେ ବାହା ରେ କାନ୍ଥଗୁଡ଼ିକ ଥିଲା। ଏହାର ର୍ଦୈଘ୍ଯ ପଚାଶ ହାତ ଥିଲା।
8. ବାହାର ପ୍ରାଙ୍ଗଣସ୍ଥିତ କୋଠରୀଗୁଡ଼ିକର ର୍ଦୈଘ୍ଯ ପଚାଶ ହାତ ଥିଲା, ଯଦିଓ ମନ୍ଦିର ସମ୍ମୁଖ ରେ ସମୁଦାଯ ପ୍ରାସାଦର ର୍ଦୈଘ୍ଯ 100 ହାତ ଥିଲା।
9. ପୁଣି ବାହାର ପ୍ରାଙ୍ଗଣରୁ କଠାେରୀଗୁଡ଼ିକୁ ଗଲା ବେଳେ ପୂର୍ବ ଦିଗ ରେ ତହିଁର ତଳେ ପ୍ରବେଶ ସ୍ଥାନ ଥିଲା।
10. ପ୍ରବେଶ ପଥଟି ପ୍ରାଙ୍ଗଣ ପାଖ ରେ କାନ୍ଥର ଆରମ୍ଭ ବିନ୍ଦୁ ରେ ଥିଲା। ଦକ୍ଷିଣ ଦିଗ ରେ କଠାେରୀଗୁଡ଼ିକ ଥିଲା, ନିଷେଦ୍ଧାଞ୍ଚଳ ପାଖ ରେ ଏବଂ ଅନ୍ୟ ଗୃହର ଅନ୍ୟ ପାଖ ରେ ଥିଲା। ଏହି କଠାେରୀଗୁଡ଼ିକର ସମ୍ମୁଖ ରେ ଏଗାରଟି ପଥ ଥିଲା।
11. ସଗେୁଡ଼ିକ ଉତ୍ତର ଦିଗସ୍ଥ କଠାେରୀଗୁଡ଼ିକର ପରି ଥିଲା। ସଗେୁଡ଼ିକର ର୍ଦୈଘ୍ଯ ପ୍ରସ୍ଥ ସମାନ ଥିଲା। ଆଉ ଏକା ପ୍ରକାରର ଦ୍ବାର ଥିଲା।
12. ପୁଣି ଦକ୍ଷିଣ ଦିଗସ୍ଥିତ କଠାେରୀଗୁଡ଼ିକର ଦ୍ବାର ତୁଲ୍ଯ ପଥ ଶଷେ ରେ ଗୋଟିଏ ଦ୍ବାର ଥିଲା। ସହେି ପଥ କାନ୍ଥର ସମ୍ମୁଖ ରେ ଅର୍ଥାତ୍ ୟିବା ଲୋକର ପୂର୍ବ ଦିଗ ରେ ପଡ଼ିଲା।
13. ତହୁଁ ସେ ମାେତେ କହିଲେ, "ପୃଥକ ସ୍ଥାନର ଉତ୍ତର ଓ ଦକ୍ଷିଣ ଦିଗ ରେ ଯେଉଁ କଠାେରୀଗୁଡ଼ିକ ଅଛି ସେସବୁ ପବିତ୍ର କଠାେରୀ। ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ଅଟନ୍ତି ସମାନେେ ସଠାେ ରେ ମହାପବିତ୍ର ଦ୍ରବ୍ଯସବୁ ଭୋଜନ କରିବେ। ଆଉ ସହେି ସ୍ଥାନ ରେ ସମାନେେ ମହାପବିତ୍ର ଦ୍ରବ୍ଯସବୁ ଓ ଭକ୍ଷ୍ଯ ନବୈେଦ୍ଯ, ପାପାର୍ଥକ ବଳି ଓ ଦୋଷାର୍ଥକ ବଳିଦାନ ରଖିବେ। କାରଣ ସହେି ସ୍ଥାନ ଅତି ପବିତ୍ର ଅଟେ।
14. ଯେତବେେଳେ ଯାଜକମାନେ ପବିତ୍ର ଅଞ୍ଚଳ ରେ ପ୍ରବେଶ କରନ୍ତି, ସେ ସମୟରେ ସମାନେେ ସହେି ପବିତ୍ର ସ୍ଥାନରୁ ବାହାରି ବାହାର ପ୍ରାଙ୍ଗଣକୁ ଯିବେ ନାହିଁ। ଯେଉଁ ଯେଉଁ ବସ୍ତ୍ର ପିନ୍ଧି ସମାନେେ ପରିଚର୍ୟ୍ଯା କରନ୍ତି ତାହାସବୁ ସଠାେ ରେ ନ ରଖିବା ପର୍ୟ୍ଯନ୍ତ ସେସବୁ ପବିତ୍ର। ଆଉ ସମାନେେ ଅନ୍ୟ ବସ୍ତ୍ର ପିନ୍ଧି ଲୋକମାନଙ୍କ ନିକଟକୁ ଯିବେ।"
15. ମନ୍ଦିରର ଭିତର ପାଖଗୁଡ଼ିକ ମାପି ସାରିଲା ପ ରେ ସେ ପୂର୍ବାଭିମୁଖ ଦ୍ବାରର ପଥଦଇେ ମାେତେ ବାହାରକୁ ଆଣିଲେ ଓ ତାହାର ଚତୁର୍ଦ୍ଦିଗ ମାପିଲେ।
16. ସେ ପରିମାପକ ନଳଦ୍ବାରା ପୂର୍ବପାଶର୍ବ ମାପିଲେ। ଏହା ର୍ଦୈଘ୍ଯ 500 ହାତ ହେଲା।
17. ତା'ପ ରେ ସେ ଉତ୍ତର ପାଶର୍ବ ମାପିଲେ। ପରିମାପକ ଦଣ୍ଡ ରେ ତାହା 500 ହାତ ହେଲା।
18. ଆଉ ଦକ୍ଷିଣ ପାଶର୍ବ ମାପିଲେ, ତାହା ମଧ୍ଯ ପରିମାପକ ନଳ ରେ 500 ହାତ ର୍ଦୈଘ୍ଯ ଥିଲା।
19. ସେ ପଶ୍ଚିମ ପାଶର୍ବର ଚତୁର୍ଦ୍ଦିଗ ମାପିଲେ ଓ ତାହା ପରିମାପକ ନଗ ରେ 500 ହାତ ହେଲା।
20. ସେ ମନ୍ଦିରର ଚତୁର୍ଦ୍ଦିଗସ୍ଥିତ ପ୍ରାଚୀରଗୁଡ଼ିକୁ ମାପିଲେ। ତାହାର ର୍ଦୈଘ୍ଯ 500 ହାତ ଓ ପ୍ରସ୍ଥ 500 ହାତ ଥିଲା। ସଗେୁଡ଼ିକ ପବିତ୍ର ସ୍ଥାନ ଓ ସାଧାରଣ ସ୍ଥାନଗୁଡ଼ିକୁ ବିଚ୍ଛଦେ କରିବା ପାଇଁ ଥିଲା।
About ଯିହିଜିକଲ Chapter 42
Read ଯିହିଜିକଲ Chapter 42 online from the Holy Bible. This chapter is part of the Book of ଯିହିଜିକଲ in the Old Testament. Continue reading with the chapter navigation above or explore the complete book.
Book Information
Book: ଯିହିଜିକଲ
Chapter: 42
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଯିହିଜିକଲ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଯିହିଜିକଲ Chapter 42 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଯିହିଜିକଲ Chapter 42?
ଯିହିଜିକଲ Chapter 42 is part of the Book of ଯିହିଜିକଲ in the Holy Bible.
Can I read this chapter online?
Yes. You can read the complete ଯିହିଜିକଲ Chapter 42 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 26
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 3
- ଆଦି ପୁସ୍ତକ Chapter 38
Explore More from ଯିହିଜିକଲ
- ଯିହିଜିକଲ Chapter 48
- ଯିହିଜିକଲ Chapter 21
- ଯିହିଜିକଲ Chapter 32
- ଯିହିଜିକଲ Chapter 22
- ଯିହିଜିକଲ Chapter 31
- ଯିହିଜିକଲ Chapter 26
- ଯିହିଜିକଲ Chapter 5