ପରମଗୀତ Chapter 8

For English

Read ପରମଗୀତ Chapter 8 Online

Read ପରମଗୀତ Chapter 8 online from the Holy Bible. This chapter is part of the Book of ପରମଗୀତ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ପରମଗୀତ and the Holy Bible online.

Choose a Chapter

ପରମଗୀତ 8

ଅଧ୍ୟାୟ 8

1. ଯଦି ତୁମ୍ଭେ ଏକ ପିଲା ହାଇେଥାନ୍ତ, ମାରେ େଛାଟ ଭାଇପରି ଯେ କି ମାେ ମା'ର କ୍ଷୀର ଖାଉଛି ଏବଂ ଯଦି ମୁଁ ତୁମ୍ଭକୁ ବାହା ରେ ଦେଖେ ଏବଂ ମୁଁ ତୁମ୍ଭକୁ ଚୁମ୍ବନ ଦିଏ କହେି ମାେତେ ଖରାପ ଭାବିବେ ନାହିଁ।

2. ମୁଁ ତୁମ୍ଭକୁ ପଥ କଢ଼ାଇ ଆପଣା ମାତାଙ୍କ ଗୃହକୁ ନଇୟୋନ୍ତି। ସେ ମାେତେ ଶିକ୍ଷା ଦିଅନ୍ତେ। ମୁଁ ତୁମ୍ଭକୁ ସୁଗନ୍ଧି ମିଶ୍ରିତ ଦ୍ରାକ୍ଷାରସ, ମାହେର ଡ଼ାଳିମ୍ବ ରସ ପାନ କରାନ୍ତି।

3. ତାହାଙ୍କ ବାମ ହସ୍ତ ମାେ ମସ୍ତକ ତଳେ ରହିବ ଓ ତାହାଙ୍କ ଦକ୍ଷିଣ ହସ୍ତ ମାେତେ ଆଲିଙ୍ଗନ କରିବ।

4. ହେ ୟିରୁଶାଲମର ଚତୁପାଶର୍‌ବର କ୍ଷେତ୍ରସବୁ, ମାେ ନିକଟରେ ଶପଥ କର ଯେ, ଉଚିତ୍ ସମୟ ନ ହବୋ ପର୍ୟ୍ଯନ୍ତ ତୁମ୍ଭମାନେେ ପ୍ ରମେକୁ ଜାଗ୍ରତ କର ନାହିଁ।

5. ଆପଣାର ପ୍ ରମେିକର ଉପ ରେ ଆଉଜି ପଡ଼ି ପ୍ରାନ୍ତରରୁ ୟିଏ ଆସୁଅଛି ସେ କିଏ ?

6. ତୁମ୍ଭେ ମାେତେ ମାହେର ତୁଲ୍ଯ ଆପଣା ହୃଦଯ ରେ, ବାହୁଟି ତୁଲ୍ଯ ଆପଣା ବାହୁ ରେ ଧାରଣ କର। କାରଣ ପ୍ ରମେ ମୃତ୍ଯୁ ପରି ଶକ୍ତିଶାଳୀ ଅଟେ। ହୃଦଯର ଦହନ କବର ପରି ଦୃଢ଼ ଅଟେ। ଏହାର ଶିଖା ଏକ ଜଳନ୍ତା ନିଆଁ ପରି ଏବଂ ଏହା ଏକ ବିରାଟ ନିଆଁ ରେ ପରିଣତ ହାଇପୋ ରେ।

7. ଅପାର ଜଳରାଶି ପ୍ ରମେକୁ ନିର୍ବାଣ କରି ନ ପା ରେ। କିଅବା ବନ୍ଯା ତାହା ବୁଡ଼ାଇ ନ ପା ରେ। ଯବେେ କହେି ଆପଣାର ସର୍ବସ୍ବ ବଦଳ ରେ ପ୍ ରମେ କିଣିବା ପାଇଁ ଚେଷ୍ଟା କରେ, ତବେେ ସେ ଲୋକ ସମସ୍ତଙ୍କ ଦ୍ବାରା ତୁଚ୍ଛୀକୃତ ହବେ।

8. ଆମ୍ଭମାନଙ୍କର ଗୋଟିଏ ସାନ ଭଉଣୀ ଅଛି। ଏପର୍ୟ୍ଯନ୍ତ ତା'ର ସ୍ତନ ବୃଦ୍ଧି ହାଇେ ନାହିଁ। ଯଦି ଜଣେ ଲୋକ ଆ ସେ ଏବଂ ତାକୁ ବିବାହ କରିବାକୁ ପଚା ରେ, ତବେେ ଆମ୍ଭମାନେେ କ'ଣ କରିବା ?

9. ଯବେେ ସେ ପ୍ରାଚୀର ସ୍ବରୂପା ହୁଏ। ତବେେ ଆମ୍ଭମାନେେ ତାକୁ ରୂପା ଗହଣା ରେ ଢ଼ାଙ୍କି ଦବେୁ। ଯଦି ସେ ଏକ ଦ୍ବାର ପରି ହୁଏ, ତବେେ ଆମ୍ଭମାନେେ ତାକୁ ଏରସ ପଟା ରେ ଆବରଣ କରିଦବେୁ।

10. ମୁଁ ପ୍ରାଚୀର ସ୍ବରୂପା ଓ ମାହେର ସ୍ତନ ତହିଁରେ ଦୁର୍ଗସ୍ବରୂପ। ସହେି ସମୟରେ ସେ ମାେତେ ଜଣକ ପରି ବିବଚେନା କଲା, ୟିଏ ତୃପ୍ତି ଆଣେ।

11. ବାଲ-ହାମାନେ ରେ ଶଲୋମନଙ୍କର ଏକ ଦ୍ରାକ୍ଷାକ୍ଷେତ୍ର ଥିଲା। ସେ ଦ୍ରାକ୍ଷାକ୍ଷେତ୍ରଟିକୁ ରକ୍ଷକମାନଙ୍କ ହାତ ରେ ନ୍ଯସ୍ତ କଲେ। ପ୍ରେତ୍ୟକକ ରକ୍ଷକକୁ ତହିଁର ଫଳ ପାଇଁ 1,000 ରୂପାମୁଦ୍ରା ଦବୋକୁ ପଡ଼ିଲା।

12. ମାହେର ଦ୍ରାକ୍ଷାକ୍ଷେତ୍ର ମାରେ ନିଜର। ହେ ଶ ଲୋମନ, ସହେି ସହସ୍ର ମୁଦ୍ରା ତୁମ୍ଭେ ପାଇବ ଓ ତହିଁର ଫଳ ରକ୍ଷକମାନେ ଦୁଇଶହ ରେ ୗପ୍ୟ ମୁଦ୍ରା ପାଇବେ।

13. ହେ ଉପବନ ବାସିନୀ, ମିତ୍ରଗଣ ତୁମ୍ଭର କଥା ଶୁଣନ୍ତି। ତୁମ୍ଭ ସ୍ବର ମାେତେ ମଧ୍ଯ ଶୁଣିବାକୁ ଦିଅ।

14. ହେ ମାରେ ପ୍ରିଯତମ, ଚଞ୍ଚଳ ହୁଅ। ସୁଗନ୍ଧିମଯ ପର୍ବତ ଶ୍ ରଣେୀ ଉପ ରେ ତୁମ୍ଭେ ମୃଗ ବା ହରିଣ ଶାବକ ତୁଲ୍ଯ ହୁଅ।

About ପରମଗୀତ Chapter 8

Read ପରମଗୀତ Chapter 8 online from the Holy Bible. This chapter is part of the Book of ପରମଗୀତ in the Old Testament. Continue reading with the chapter navigation above or explore the complete book.

Book Information

Book: ପରମଗୀତ
Chapter: 8
Testament: Old Testament

How to Read this Chapter

Use the Previous and Next Chapter buttons to continue reading ପରମଗୀତ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ପରମଗୀତ Chapter 8 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ପରମଗୀତ Chapter 8?

ପରମଗୀତ Chapter 8 is part of the Book of ପରମଗୀତ in the Holy Bible.

Can I read this chapter online?

Yes. You can read the complete ପରମଗୀତ Chapter 8 online for free with easy chapter navigation.

More Chapters from ପରମଗୀତ

  1. ପରମଗୀତ Chapter 5
  2. ପରମଗୀତ Chapter 4
  3. ପରମଗୀତ Chapter 6
  4. ପରମଗୀତ Chapter 3
  5. ପରମଗୀତ Chapter 2
  6. ପରମଗୀତ Chapter 1
  7. ପରମଗୀତ Chapter 7

Explore More from ପୁରାତନ ନିୟମ

  1. ଦିତୀୟ ବଂଶାବଳୀ Chapter 16
  2. ଆୟୁବ Chapter 35
  3. ହିତୋପଦେଶ Chapter 14
  4. ଆୟୁବ Chapter 8
  5. ଯିଶାଇୟ Chapter 19
  6. ଦିତୀୟ ଶାମୁୟେଲ Chapter 24
  7. ଦିତୀୟ ଶାମୁୟେଲ Chapter 2

Related Chapters & Readings

  1. ପ୍ରଥମ ରାଜାବଳୀ Chapter 10
  2. 2 ତୀମଥି Chapter 4
  3. ଦିତୀୟ ବଂଶାବଳୀ Chapter 32
  4. ପ୍ରଥମ ଶାମୁୟେଲ Chapter 23
  5. ଗୀତସଂହିତା Chapter 82
  6. ମଲାଖି Chapter 2
  7. ଆୟୁବ Chapter 3
Share Your Love

Leave a Reply

Your email address will not be published. Required fields are marked *