ଗୀତସଂହିତା Chapter 51

For English

Read ଗୀତସଂହିତା Chapter 51 Online

Read ଗୀତସଂହିତା Chapter 51 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.

Choose a Chapter

ଗୀତସଂହିତା 51

ଅଧ୍ୟାୟ 51

1. ହେ ପରମେଶ୍ବର, ଆପଣଙ୍କ ସ୍ନହପେୂର୍ଣ୍ଣ କରୁଣା ଅନୁସାରେ ମାେ ପ୍ରତି ଦୟାକର। ତୁମ୍ଭର ମହାନ କରୁଣା ଅନୁସାରେ, ମାରେ ସମସ୍ତ ପାପ କ୍ଷମା କରନ୍ତୁ।

2. ମାେ ସବୁ ପାପ ଧୋଇ ଦିଅ, ଏବଂ ପୁଣି ମାେତେ ପବିତ୍ର କର।

3. ମୁଁ ଜାଣେ ମୁଁ ପାପ କରିଛି। ମାରେ ପାପ ସବୁ ସର୍ବଦା ମାରେ ସମ୍ମୁଖରେ ଦଖାଯାେଉଛି।

4. ହେ ପରମେଶ୍ବର, ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଅଛି ଓ ତୁମ୍ଭେ ନିଜେ ମୁଁ ତାହାହିଁ କରିଛି ୟାହା ତୁମ୍ଭ ଦୃଷ୍ଟିରେ ଭୁଲ୍। ତୁମ୍ଭେ ଠିକ୍ କୁହ, ଯେତବେେଳେ ମାରେ ବିଚାର ଓ ନ୍ଯାଯ ସେତବେେଳେ ମାେତେ ଦୋଷୀ ବୋଲି କୁହ।

5. ମୁଁ ପାପପୂର୍ଣ୍ଣ ପୃଥିବୀରେ ଜନ୍ମ ହଲିେ ଓ ପାପରୁ ହିଁ ମାରେ ମା ମାେତେ ଗର୍ଭରେ ଧାରଣ କଲା।

6. ହେ ପରମେଶ୍ବର, ମୁଁ ବିଶ୍ବସ୍ତ ହୁଏ ବୋଲି ତୁମ୍ଭେ ଚାହଁ, ତଣେୁ ମାେ ଅନ୍ତରରେ ପ୍ରକୃତ ଜ୍ଞାନ ପ୍ରଦାନ କର।

7. ଔଷଧିଯ ବୃକ୍ଷର ପ୍ରଯୋଗ କରି ମାେତେ ବିଧି ସହକାରେ ଶୁଦ୍ଧ କର। ମୁଁ ବରଫରୁ ଅଧିକ ଶୁକ୍ଲ ହବୋ ପର୍ୟ୍ଯନ୍ତ ମାେତେ ପ୍ରକ୍ଷାଳନ କର।

8. ଆଉ ମାେତେ ଆନନ୍ଦ ପ୍ରଦାନ କରିବା ପରି ସମ୍ବାଦ ଦିଅ। ତୁମ୍ଭ ଦ୍ବାରା ଭଗ୍ନ ଅସ୍ଥି ସବୁ ଆନନ୍ଦରେ ପ୍ରଫୁଲ୍ଲିତ ହବେ।

9. ମାରେ ପାପଗୁଡ଼ିକ ପ୍ରତି ତୁମ୍ଭେ ମୁହଁ ବୁଲାଅ। ମାରେ ପାପ ସବୁ ପୋଛିଦିଅ।

10. ହେ ପରମେଶ୍ବର, ମାେ ଅନ୍ତରେ ଏକ ପବିତ୍ର ଆତ୍ମା ସୃଷ୍ଟି କର !ମାେତେ ଗୋଟିଏ ନୂଆ ଓ ବିଶ୍ବସ୍ତ ଆତ୍ମା ଦିଅ।

11. ତୁମ୍ଭଠାରୁ ମାେତେ ଦୂର କର ନାହିଁ ! ଏବଂ ତୁମ୍ଭର ପବିତ୍ର ଆତ୍ମା ମାଠାରୁେ ନିଅ ନାହିଁ।

12. ତୁମ୍ଭର ପରିତ୍ରାଣ ମାେତେ ଖୁସି କଲା ! ପୁନରାଯ ମାେତେ ସହେି ଆନନ୍ଦ ପ୍ରଦାନ କର। ମାରେ ଆତ୍ମାକୁ ସୁଦୃଢ଼ କର, ୟପରେିକି ମୁଁ ସର୍ବଦା ତୁମ୍ଭକୁ ମାନିବାକୁ ପ୍ରସ୍ତୁତ ହବେି।

13. ମୁଁ ଅପରାଧିମାନଙ୍କୁ ତୁମ୍ଭ କଥିତ ବଞ୍ଚିବାର ପଥ ଶିଖାଇବି ଏବଂ ସମାନେେ ତୁମ୍ଭ ପାଖକୁ ଫରେିବେ।

14. ହେ ପରମେଶ୍ବର, ମୃତ୍ଯୁ ଦଣ୍ଡରୁ ମାେତେ ରକ୍ଷା କର। ହେ ମାରେ ପରମେଶ୍ବର, ଆପଣ ହେଉଛନ୍ତି ଏକମାତ୍ର ୟେ କି ମାେତେ ରକ୍ଷା କରି ପାରିବେ !ତୁମ୍ଭେ ମାେ ପାଇଁ କରିଥିବା ଧର୍ମ ବିଷଯ କାର୍ୟ୍ଯସବୁ ମୁଁ ଗାନ କରିବି।

15. ମାରେ ପ୍ରଭୁ, ମାେତେ ପାଳନ କରିବାର କାରଣ ଦିଅ, ମାରେ ଓଠ ଖାେଲ ତହିଁରେ ମାରେ ମୁଖ ତୁମ୍ଭର ପ୍ରଶଂସା ଗାନ କରିବି।

16. ତୁମ୍ଭେ ପ୍ରକୃତରେ ବଳିଦାନ ଚାହିଁ ନାହଁ ଏବଂ ତୁମ୍ଭେ ହାମବେଳିରେ ସନ୍ତୁଷ୍ଟ ନୁହଁ। ତା' ହେଲେ ମୁଁ ସଗେୁଡ଼ିକ ଦଇେଥାନ୍ତି।

17. ନମ୍ର ଆତ୍ମା ପରମେଶ୍ବରଙ୍କର ଗ୍ରାହ୍ଯବଳି। ହେ ପରମେଶ୍ବର, ତୁମ୍ଭେ ନମ୍ର ହୃଦଯକୁ ଓ ପାପ ପାଇଁ ଅନୁତପ୍ତ ହୃଦଯକୁ ପ୍ରତ୍ଯାଖ୍ଯାନ କରିବ ନାହିଁ।

18. ହେ ପରମେଶ୍ବର ନିଜର ଅନୁଗ୍ରହରେ ସିୟୋନର ମଙ୍ଗଳ କର। ତୁମ୍ଭେ ୟିରୁଶାଲମର ପ୍ରାଚୀରସବୁ ପୁନଃନିର୍ମାଣ କର।

19. ଏହାପରେ ତୁମ୍ଭେ ବଳିଦାନ ଓ ପୂର୍ଣ୍ଣ ହାମବେଳି, ଉପ ଭୋଗ କରିବ। ଏବଂ ଲୋକମାନେ ପୁନର୍ବାର ତୁମ୍ଭ ୟଜ୍ଞବଦେୀରେ ବୃଷଭମାନ ଉତ୍ସର୍ଗ କରିବେ।

About ଗୀତସଂହିତା Chapter 51

Read ଗୀତସଂହିତା Chapter 51 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.

Book Information

Book: ଗୀତସଂହିତା
Chapter: 51
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଗୀତସଂହିତା Chapter 51 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଗୀତସଂହିତା Chapter 51?

ଗୀତସଂହିତା Chapter 51 is part of the Book of ଗୀତସଂହିତା in the Holy Bible.

Can I read this chapter online?

Yes. You can read the complete ଗୀତସଂହିତା Chapter 51 online for free with easy chapter navigation.

More Chapters from ଗୀତସଂହିତା

  1. ଗୀତସଂହିତା Chapter 91
  2. ଗୀତସଂହିତା Chapter 98
  3. ଗୀତସଂହିତା Chapter 13
  4. ଗୀତସଂହିତା Chapter 106
  5. ଗୀତସଂହିତା Chapter 92
  6. ଗୀତସଂହିତା Chapter 68
  7. ଗୀତସଂହିତା Chapter 129

Explore More from ପୁରାତନ ନିୟମ

  1. ଦ୍ୱିତୀୟ ବିବରଣ Chapter 19
  2. ଲେବୀୟ ପୁସ୍ତକ Chapter 19
  3. ଗଣନା ପୁସ୍ତକ Chapter 19
  4. ପ୍ରଥମ ଶାମୁୟେଲ Chapter 28
  5. ଗଣନା ପୁସ୍ତକ Chapter 30
  6. ଦ୍ୱିତୀୟ ବିବରଣ Chapter 20
  7. ଦିତୀୟ ବଂଶାବଳୀ Chapter 36

Related Chapters & Readings

  1. ରୂତର ବିବରଣ Chapter 2
  2. ପ୍ରଥମ ଶାମୁୟେଲ Chapter 16
  3. ଯିରିମିୟ Chapter 31
  4. ଗୀତସଂହିତା Chapter 124
  5. ଆଦି ପୁସ୍ତକ Chapter 32
  6. ଗୀତସଂହିତା Chapter 85
  7. ଯୋୟେଲ Chapter 2
Share Your Love

Leave a Reply

Your email address will not be published. Required fields are marked *