ଦିତୀୟ ଶାମୁୟେଲ Chapter 16

For English

Read ଦିତୀୟ ଶାମୁୟେଲ Chapter 16 Online

Read ଦିତୀୟ ଶାମୁୟେଲ Chapter 16 online from the Holy Bible. This chapter is part of the Book of ଦିତୀୟ ଶାମୁୟେଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦିତୀୟ ଶାମୁୟେଲ and the Holy Bible online.

Choose a Chapter

ଦିତୀୟ ଶାମୁୟେଲ 16

ଅଧ୍ୟାୟ 16

1. ଦାଉଦ ପର୍ବତ ଶୃଙ୍ଗ ପାର ହାଇେ କିଛି ବାଟ ଗଲାପରେ ମଫୀବୋଶତର ଦାସ ସୀବଃ ସଜ୍ଜିତ ଦକ୍ସ୍ଟଇଟି ଗଧ ସଙ୍ଗ ରେ ଯାଉଥିବାର ଦେଖିଲେ। ସେ ଗଧମାନଙ୍କ ଉପରେ 200 ରୋଟୀ ଏବଂ100 ପୋଣ୍ତା ଦ୍ରାକ୍ଷାଫଳ ଏବଂ100 ଗ୍ରୀଷ୍ମକାଳିନ ଫଳ ଏବଂ ଏକ କକ୍ସ୍ଟମ୍ଫା ଦ୍ରାକ୍ଷାରସ ଥିଲା।

2. ରାଜା ଦାଉଦ ସୀବଃକକ୍ସ୍ଟ ପଚାରିଲେ, "ଏଗକ୍ସ୍ଟଡିକ କାହା ପାଇଁ?"

3. ରାଜା ଦାଉଦ ପଚାରିଲେ, "ତକ୍ସ୍ଟମ୍ଭ ମୂନିବର ପକ୍ସ୍ଟତ୍ର କାହିଁ।"

4. ତା'ପରେ ରାଜା ସୀବଃକକ୍ସ୍ଟ କହିଲେ, " ସହେି କାରଣରକ୍ସ୍ଟ, ବର୍ତ୍ତମାନ ମୁ ତୁମ୍ଭକୁ ମଫୀବୋଶତର ସର୍ବସ୍ବ ଦେଉଛି।"

5. ଦାଉଦ ବହକ୍ସ୍ଟରୀମକକ୍ସ୍ଟ ଗଲେ, ସଠାେରେ ଦେଖିଲେ ଶାଉଲ ବଂଶର ଏକ ବ୍ଯକ୍ତି ସଠାେରକ୍ସ୍ଟ ବାହାରି ଆସିଲା, ତା'ର ନାମ ଥିଲା ଶିମିଯି। ସେ ଥିଲା ଗରୋର ପକ୍ସ୍ଟତ୍ର, ସେ ବାହାରି ଆସିବା ସମୟରେ ଦାଉଦଙ୍କକ୍ସ୍ଟ ଗାଳି ଦେଉଥିଲା। ଏବଂ ଦାଉଦଙ୍କ ବିଷଯ ରେ ଗାଳି କରି କରି ବାହାରକ୍ସ୍ଟ ଥିଲା।

6. ଶିମିଯି ଗାଳି ଦେଉଦେଉ ଦାଉଦ ଓ ତାଙ୍କର ସୈନ୍ଯମାନଙ୍କ ଉପରକକ୍ସ୍ଟ ପଥର ଫିଙ୍ଗକ୍ସ୍ଟ ଥିଲା। କିନ୍ତୁ ଦାଉଦଙ୍କର ସୈନ୍ଯଦଳ ଓ ଲୋକମାନେ ଦାଉଦଙ୍କକ୍ସ୍ଟ ଘରେି କରି ରହିଥିଲେ।

7. ଶିମିଯି ଦାଉଦଙ୍କକ୍ସ୍ଟ ଅଭିଶାପ ଦେଉଥିଲା ଏବଂ କହିଲା, "ଆ ରେ ହତ୍ଯାକାରୀ ଏବଂ ମନ୍ଦ ଲୋକ ଏଠାରକ୍ସ୍ଟ ଦୂର ହକ୍ସ୍ଟଅ।

8. ସଦାପ୍ରଭୁ ତକ୍ସ୍ଟମ୍ଭଙ୍କକ୍ସ୍ଟ ଦଣ୍ତ ଦେଉଛନ୍ତି, କାରଣ ତୁମ୍ଭେ ଶାଉଲଙ୍କର ପରିବାରର ଲୋକମାନଙ୍କୁ ହତ୍ଯା କଲ ଏବଂ ଶାଉଲଙ୍କର ରାଜପଦ ଚୋରାଇ ନେଲେ। କିନ୍ତୁ ବର୍ତ୍ତମାନ ଠିକ୍ ସହେି ମନ୍ଦ କର୍ମ ତକ୍ସ୍ଟମ୍ଭ ପାଇଁ ଘଟିବାକକ୍ସ୍ଟ ଯାଉଛି। ସଦାପ୍ରଭୁ ସହେି ରାଜ୍ଯକକ୍ସ୍ଟ ତକ୍ସ୍ଟମ୍ଭ ପକ୍ସ୍ଟଅ ଅବଶା ଲୋମକକ୍ସ୍ଟ ହସ୍ତାନ୍ତର କରି ଅଛନ୍ତି। କାରଣ ତୁମ୍ଭେ ଜଣେ ରକ୍ତପିପାସକ୍ସ୍ଟ ମଣିଷ।"

9. ସରକ୍ସ୍ଟଯାର ପକ୍ସ୍ଟତ୍ର ଅବିଶଯ ରାଜାଙ୍କକ୍ସ୍ଟ କହିଲା, "ଏ ମଲା କକ୍ସ୍ଟକକ୍ସ୍ଟରଟା କାହିଁକି ମାେ ପ୍ରଭକ୍ସ୍ଟ ମହାରାଜାଙ୍କକ୍ସ୍ଟ ଅଭିଶାପ ଦବେ? ଅନକ୍ସ୍ଟମତି ଦିଅନ୍ତକ୍ସ୍ଟ ମୁ ପାର ହାଇେ ତା'ର ମକ୍ସ୍ଟଣ୍ତ କାଟି ଆଣିବି।"

10. କିନ୍ତୁ ରାଜା କହିଲେ, "ସରକ୍ସ୍ଟଯାର ପକ୍ସ୍ଟତ୍ରମାନେ, କାହିଁକି ତୁମ୍ଭମାନେେ ମାେ ବିଷଯ ରେ ଅନ୍ୟଥା ଚର୍ଚ୍ଚା କରୁଛ? ଶିମଯି ମାେତେ ଅଭିଶାପ ଦେଉଛି, କିନ୍ତୁ ସଦାପ୍ରଭୁ ତାକକ୍ସ୍ଟ କହିଛନ୍ତି, ମାେତେ ଅଭିଶାପ ଦବୋ ପାଇଁ। ଏବଂ କିଏ ସଦାପ୍ରଭୁଙ୍କୁ ପ୍ରଶ୍ନ କରିପାରିବ, ଜିନିଷଗକ୍ସ୍ଟଡିକ ବିଷଯ ରେ ସେ କରନ୍ତି?"

11. ଦାଉଦ ଅବିଶଯକକ୍ସ୍ଟ ଓ ନିଜର ଦାସମାନଙ୍କୁ କହିଲେ, " ଦେଖ, ମାରେନିଜ ପକ୍ସ୍ଟତ୍ର ମାେତେ ହତ୍ଯା କରିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ବିନ୍ଯାମୀନ ଗୋଷ୍ଠୀବର୍ଗର ଏହି ଲୋକ ମାେତେ ମାରିବାକକ୍ସ୍ଟ ଚେଷ୍ଟା କରିବା ପାଇଁ ଅଧିକ ଅଧିକାର ଅଛି। ତାକକ୍ସ୍ଟ ଏକା ଛାଡିଦିଅ। ତାକକ୍ସ୍ଟ ଅଭିଶାପ ଦବୋକକ୍ସ୍ଟ ଦିଅ। କାରଣ ସଦାପ୍ରଭୁ ତାକକ୍ସ୍ଟ ଅନକ୍ସ୍ଟମତି ଦଇେ ଅଛନ୍ତି।

12. ଏହା ହାଇପୋ ରେ ଯେ, ସଦାପ୍ରଭୁ ମାେ ପ୍ରତି ଅନ୍ଯାଯ ହେଉଥିବାର ଦେଖିବେ ଏବଂ ଶିମିଯିର ଅଭିଶାପ ବଦଳ ରେ ସେ ମାେତେ ଆଶୀର୍ବାଦ କରିବେ।"

13. ଏହିରୂପେ ଦାଉଦ ଓ ତାଙ୍କର ଲୋକମାନେ ତାଙ୍କ ବାଟରେ ଗଲେ। କିନ୍ତୁ ଶିମିଯି ତାଙ୍କୁ ପର୍ବତର ଅନ୍ୟ ପାଖର ରାସ୍ତା ରେ ଅନକ୍ସ୍ଟସରଣ କରୁଥିଲେ ଓ ଅଭିଶାପ ଦେଉଥିଲେ। ଏବଂ ସେ ତାଙ୍କୁ ପଥର ଫିଙ୍ଗିଥାଏ ଓ ଧୂଳି ପକାଉ ଥାଏ।

14. ରାଜା ଦାଉଦ ଓ ତାଙ୍କର ଲୋକମାନେ ଆସି ୟର୍ଦ୍ଦନ ନଦୀ କୂଳ ରେ ପହନ୍ଚିଲେ। ରାଜା ଏବଂ ତାଙ୍କର ଲୋକମାନେ କ୍ଲାନ୍ତ ହାଇୟୋଇ ଥିଲେ। ତେଣୁ ସମାନେେ ସଠାେରେ ବିଶ୍ରାମ ନେଲେ ଓ କ୍ଲାନ୍ତ ମେଣ୍ଟାଇଲେ।

15. ଅବଶାଲୋମ, ଅହୀଥୋଫଲ ଓ ସମସ୍ତ ଇଶ୍ରାଯଲୀଯ ଲୋକମାନେ ଯିରୁଶାଲମକୁ ଫରେି ଆସିଲେ।

16. ଦାଉଦଙ୍କର ସାଙ୍ଗ ଅର୍କୀଯ ହୂଶଯ ଅବଶା ଲୋମ ନିକଟକକ୍ସ୍ଟ ଆସନ୍ତେ ହୂଶଯ ଅବଶାଲୋମକକ୍ସ୍ଟ କହିଲା, "ମହାରାଜ ଚିରଜୀବୀ ହକ୍ସ୍ଟଅନ୍ତକ୍ସ୍ଟ, ମହାରାଜ ଚିରଜୀବୀ ହକ୍ସ୍ଟଅନ୍ତକ୍ସ୍ଟ।"

17. ଅବଶାଲୋମ ହୂଶଯକକ୍ସ୍ଟ କହିଲେ, "ତୁମ୍ଭେ ସାଙ୍ଗ ପ୍ରତି କାହିଁକି ବିଶ୍ବସ୍ତ ନକ୍ସ୍ଟହଁ, ତୁମ୍ଭେ କାହିଁକି ନିଜର ସାଙ୍ଗ ସହିତ ଗଲ ନାହିଁ?"

18. ହୂଶଯ ଅବଶା ଲୋମକକ୍ସ୍ଟ କହିଲା, "ସଦାପ୍ରଭୁ ଓ ଏହି ସମକ୍ସ୍ଟଦାଯ ଇଶ୍ରାୟେଲର ଲୋକମାନେ ତୁମ୍ଭକୁ ମନୋନୀତ କଲେ, ତେଣୁ ମୁ ତୁମ୍ଭର ସମର୍ଥନ କରିବି ଏବଂ ତକ୍ସ୍ଟମ୍ଭ ସହିତ ମୁ ରହିବି।

19. ମୁ କାହାର ସବୋ କରିବି, ଅତୀତ ରେ ମୁ ତୁମ୍ଭର ପିତାଙ୍କର ସବୋ କରିଛି। ତେଣୁ ମୁ ବର୍ତ୍ତମାନ ତୁମ୍ଭର ସବୋ କରିବି।"

20. ଅବଶାଲୋମ ଅହୀଥୋଫଲକକ୍ସ୍ଟ କହିଲା, "ଏବେ ଆମ୍ଭମାନଙ୍କର କି କର୍ତ୍ତବ୍ଯ, ଏ ବିଷଯ ରେ ତୁମ୍ଭେ ମନ୍ତ୍ରଣା ଦିଅ।"

21. ଅହୀଥୋଫଲ ଅବଶା ଲୋମକକ୍ସ୍ଟ କହିଲା, "ତକ୍ସ୍ଟମ୍ଭ ପିତା ଗୃହ ଜଗିବା ନିମନ୍ତେ ନିଜର ଯେଉଁ ଉପପତ୍ନୀମାନଙ୍କୁ ଛାଡିୟାଇ ଅଛନ୍ତି, ତୁମ୍ଭେ ସମାନଙ୍କେ ସହିତ ସହବାସ କରିବାକୁ ୟାଅ। ଏହା ସମକ୍ସ୍ଟଦାଯ ଇଶ୍ରାୟେଲୀୟମାନେ ଶକ୍ସ୍ଟଣିବେ। ସମାନେେ ହୃଦ୍ବୋଧ କରିବେ ଯେ, ତୁମ୍ଭର ପିତା ବର୍ତ୍ତମାନ ତୁମ୍ଭରକ୍ସ୍ଟ ଘୃଣା କରନ୍ତି। ତା ହେଲେ ତୁମ୍ଭର ସମର୍ଥକମାନେ ତୁମ୍ଭକୁ ସମର୍ଥନ ଦବୋ ପାଇଁ ଅଧିକ ଉତ୍ସାହିତ ହବେେ।"

22. ଏହାପରେ ଲୋକମାନେ ଅବଶା ଲୋମ ନିମନ୍ତେ ଗୃହର ଛାତ ଉପରେ ଏକ ତମ୍ବୁ ଲଗାଇଲେ, ତା'ପରେ ଅବଶା ଲୋମ ନିଜ ପିତାର ଉପପତ୍ନୀମାନଙ୍କ ସହିତ ସହବାସ କଲା। ସମସ୍ତ ଇଶ୍ରାୟେଲୀୟମାନେ ଏହା ଦେଖିଲେ।

23. ସେ ସମୟରେ ଅହୀଥୋଫଲ ଯେଉଁ ମନ୍ତ୍ରଣା ଦିଏ, ସହେି ମନ୍ତ୍ରଣା ପରମେଶ୍ବରଙ୍କ ବାକ୍ଯ ବୋଲି ବିବଚେନା କରାୟାଏ। ଦାଉଦ ଓ ଅବଶା ଲୋମ ଉଭୟ ଏହାକକ୍ସ୍ଟ ଗକ୍ସ୍ଟରକ୍ସ୍ଟତ୍ତ୍ବପୂର୍ଣ ବିବଚେନା କଲେ।

About ଦିତୀୟ ଶାମୁୟେଲ Chapter 16

Read ଦିତୀୟ ଶାମୁୟେଲ Chapter 16 online from the Holy Bible. This chapter is part of the Book of ଦିତୀୟ ଶାମୁୟେଲ in the Old Testament. Continue reading with the chapter navigation above or explore the complete book.

Book Information

Book: ଦିତୀୟ ଶାମୁୟେଲ
Chapter: 16
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଦିତୀୟ ଶାମୁୟେଲ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଦିତୀୟ ଶାମୁୟେଲ Chapter 16 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଦିତୀୟ ଶାମୁୟେଲ Chapter 16?

ଦିତୀୟ ଶାମୁୟେଲ Chapter 16 is part of the Book of ଦିତୀୟ ଶାମୁୟେଲ in the Holy Bible.

Can I read this chapter online?

Yes. You can read the complete ଦିତୀୟ ଶାମୁୟେଲ Chapter 16 online for free with easy chapter navigation.

More Chapters from ଦିତୀୟ ଶାମୁୟେଲ

  1. ଦିତୀୟ ଶାମୁୟେଲ Chapter 9
  2. ଦିତୀୟ ଶାମୁୟେଲ Chapter 8
  3. ଦିତୀୟ ଶାମୁୟେଲ Chapter 21
  4. ଦିତୀୟ ଶାମୁୟେଲ Chapter 19
  5. ଦିତୀୟ ଶାମୁୟେଲ Chapter 17
  6. ଦିତୀୟ ଶାମୁୟେଲ Chapter 15
  7. ଦିତୀୟ ଶାମୁୟେଲ Chapter 13

Explore More from ପୁରାତନ ନିୟମ

  1. ଗୀତସଂହିତା Chapter 119
  2. ଗୀତସଂହିତା Chapter 2
  3. ଗୀତସଂହିତା Chapter 115
  4. ଆଦି ପୁସ୍ତକ Chapter 16
  5. ହିତୋପଦେଶ Chapter 22
  6. ପ୍ରଥମ ବଂଶାବଳୀ Chapter 4
  7. ଦିତୀୟ ବଂଶାବଳୀ Chapter 35

Related Chapters & Readings

  1. ଯିଶାଇୟ Chapter 8
  2. ଯିଶାଇୟ Chapter 3
  3. ଗଣନା ପୁସ୍ତକ Chapter 19
  4. ଯିଖରିୟ Chapter 3
  5. ଯିଶାଇୟ Chapter 21
  6. ଦିତୀୟ ରାଜାବଳୀ Chapter 8
  7. ଦିତୀୟ ରାଜାବଳୀ Chapter 10
Share Your Love

Leave a Reply

Your email address will not be published. Required fields are marked *