Read ଦ୍ୱିତୀୟ ବିବରଣ Chapter 6 Online
Read ଦ୍ୱିତୀୟ ବିବରଣ Chapter 6 online from the Holy Bible. This chapter is part of the Book of ଦ୍ୱିତୀୟ ବିବରଣ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦ୍ୱିତୀୟ ବିବରଣ and the Holy Bible online.
Choose a Chapter
ଦ୍ୱିତୀୟ ବିବରଣ 6
ଅଧ୍ୟାୟ 6
1. "ଏହିସବୁ ଆଜ୍ଞା, ବ୍ଯବସ୍ଥା ଓ ବିଧି ତୁମ୍ଭମାନଙ୍କୁ ଶିକ୍ଷା ଦବୋପାଇଁ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ମାେତେ କହିଲେ। ତୁମ୍ଭମାନେେ ଯେଉଁ ଦେଶ ଅଧିକାର କରିବାକୁ ପାର ହାଇେ ଯାଉଅଛ, ସଦେି ଦେଶ ରେ ତୁମ୍ଭମାନେେ ଏହି ବ୍ଯବସ୍ଥା ପାଳନ କରିବା ଉଚିତ୍।
2. ଏହା ଏପରି ଅଟେ ଯେ, ତୁମ୍ଭମାନେେ ତୁମ୍ଭମାନଙ୍କର ସନ୍ତାନଗଣ ଏବଂ ନାତିନାତକ୍ସ୍ଟଣୀଗଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ତୁମ୍ଭମାନେେ ବଞ୍ଚିଥିବା ପର୍ୟ୍ଯନ୍ତ ଭୟ କରିବା ପାଇଁ ଏବଂ ତାଙ୍କର ସମସ୍ତ ଆଜ୍ଞା ଓ ନିଯମ ପାଳନ କରିବା ପାଇଁ ମୁ ଯାହା ତୁମ୍ଭମାନଙ୍କୁ ଦେଉଛି, ସେଥିପାଇଁ ଦୀର୍ଘଜିବୀ ହବେ।
3. ତେଣୁ ହେ ଇଶ୍ରାୟେଲ, ଶକ୍ସ୍ଟଣ ଓ ତାହା ପାଳନ କରିବାକୁ ମନୋୟୋଗ କର, ତହିଁରେ ସଦାପ୍ରଭୁ ତକ୍ସ୍ଟମ୍ଭ ପୂର୍ବପୁରୁଷ ପରମେଶ୍ବର ତୁମ୍ଭକୁ ଯେଉଁପରି ପ୍ରତିଜ୍ଞା କରିଛନ୍ତି; ସହେିପରି ଦକ୍ସ୍ଟଗ୍ଧମଧକ୍ସ୍ଟ ପ୍ରବାହୀ ଦେଶ ରେ ତୁମ୍ଭର ମଙ୍ଗଳ ହବେ ଓ ତୁମ୍ଭମାନେେ ଅଧିକ ବିର୍ଦ୍ଦିଷ୍ତୁ ହବେ।
4. " ହେ, ଇଶ୍ରାୟେଲ ଶକ୍ସ୍ଟଣ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଏକମାତ୍ର ସଦାପ୍ରଭୁ ଅଟନ୍ତି।
5. ଏଣୁ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶଓରଙ୍କୁ ପ୍ ରମେ କରିବ।
6. ଏବଂ ମୁ ଆଜି ତୁମ୍ଭକୁ ଯେଉଁ ଆଜ୍ଞା କରୁଅଛି, ତୁମ୍ଭମାନେେ ତାହାକକ୍ସ୍ଟ ଆପଣା ହୃଦଯ ରେ ରଖିବ।
7. ଆଉ ତୁମ୍ଭେ ଆପଣା ସନ୍ତାନଗଣକକ୍ସ୍ଟ ଯତ୍ନପୂର୍ବକ ଏହିସବୁ ଶିକ୍ଷା ଦବେ। ତୁମ୍ଭେ ଆପଣା ଗୃହ ରେ ବସିବା ବେଳେ, ପଥରେ ଚାଲିବା ବେଳେ, ତୁମ୍ଭେ ଶଯନ କରିବା ବେଳେ ଓ ତୁମ୍ଭେ ଉଠିବା ବେଳେ, ସମାନଙ୍କେର ସଙ୍ଗେ ସେ ବିଷଯ ରେ କଥାବାର୍ତ୍ତା କରିବ।
8. ଆଉ ତୁମ୍ଭେ ସଗେୁଡିକୁ ଚିହ୍ନ ରୂପେ ନିଜ ହସ୍ତ ରେ ଓ ତକ୍ସ୍ଟମ୍ଭ କପାଳ ରେ ବାନ୍ଧିବା ଉଚିତ୍।
9. ଆହକ୍ସ୍ଟରି ତୁମ୍ଭେ ଆପଣା ଗୃହ ଦ୍ବାର ଚଉକାଠ ରେ ଓ ବାହାର ଦ୍ବାର ରେ ତାହା ଲେଖିବ।
10. "ତକ୍ସ୍ଟମ୍ଭ ପୂର୍ବପୁରୁଷ ଅବ୍ରହାମ, ଇସହାକ୍ ଓ ୟାକକ୍ସ୍ଟବ ନିକଟରେ ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦବୋପାଇଁ ପ୍ରତିଜ୍ଞା କରିଥିଲେ। ସଦାପ୍ରଭୁ ଏହି ଦେଶକକ୍ସ୍ଟ ତୁମ୍ଭମାନଙ୍କୁ ଆଣିବେ ଏବଂ ନଗରଗକ୍ସ୍ଟଡିକ ସହିତ ଏହା ତୁମ୍ଭମାନଙ୍କୁ ଦବେେ, ଯେଉଁଗକ୍ସ୍ଟଡିକ ତୁମ୍ଭମାନେେ ନିର୍ମାଣ କରିନାହିଁ ଏବଂ ଯେଉଁଗକ୍ସ୍ଟଡିକ ବୃହତ ଓ ସକ୍ସ୍ଟନ୍ଦର ଅଟେ।
11. ଉତ୍ତମ ସାମଗ୍ରି ରେ ପରିପୂର୍ଣ ଗୃହସବୁ ଯାହା ତୁମ୍ଭେ ପୂର୍ଣ କରିନାହିଁ, କୂଅସବୁ ଯାହା ତୁମ୍ଭେ ଖାେଳିଲ ନାହିଁ, ଦ୍ରାକ୍ଷାକ୍ଷେତ୍ର ଓ ଜିତବୃକ୍ଷ ଯାହାକକ୍ସ୍ଟ ତୁମ୍ଭମାନେେ ରୋପଣ କଲ ନାହିଁ, ସଗେକ୍ସ୍ଟଡିକ ତୁମ୍ଭମାନେେ ଭୋଗକରି ତୃଲ୍ଗ ହବେ।
12. " ସେତବେେଳେ ତୁମ୍ଭମାନେେ ନିଶ୍ଚିତ ସାବଧାନ ହବୋ ଉଚିତ୍ ଯେ, ୟିଏ ତୁମ୍ଭମାନଙ୍କୁ ଦାସ୍ଯଗୃହରୂପ ମିଶରରକ୍ସ୍ଟ ମକ୍ସ୍ଟକ୍ତ କରି ଆଣିଛନ୍ତି। ତୁମ୍ଭମାନେେ ସହେି ସଦାପ୍ରଭୁଙ୍କୁ ଭୂଲିୟାଅ ନାହିଁ।
13. ତୁମ୍ଭେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶଓରଙ୍କୁ ଭୟ କରିବ ଓ ତୁମ୍ଭେ ତାଙ୍କର ସବୋ କରିବ ଓ ତାହାଙ୍କ ନାମ ରେ ଶପଥ କରିବ।
14. ତୁମ୍ଭମାନେେ ଅନ୍ୟ ଦବଗେଣର, ତୁମ୍ଭମାନଙ୍କ ଚତକ୍ସ୍ଟର୍ଦ୍ଦିଗସ୍ଥ ଅନ୍ୟ ଦେଶୀଯ ଲୋକଙ୍କ ଦବଗେଣର ପଶ୍ଚାଦଗାମୀ ହବେ ନାହିଁ।
15. ତକ୍ସ୍ଟମ୍ଭମାନେ ଯଦି ଏପରି କର, ସଦାପ୍ରଭୁଙ୍କର କୋରଧ ତକ୍ସ୍ଟମ୍ଭ ପ୍ରତିକୂଳ ରେ ପ୍ରଜ୍ବଳିତ ହବେ ଓ ସେ ଦେଶରକ୍ସ୍ଟ ତୁମ୍ଭକୁ ବିନାଶ କରବେ। କାରଣ ତକ୍ସ୍ଟମ୍ଭ ମଧିଅରେ ଥିବା ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଆପଣାର ମହିମା ବଜାଯ ରଖିବା ପାଇଁ ଇର୍ଷାପରାଯଣ ଅଟନ୍ତି।
16. "ତୁମ୍ଭମାନେେ ମଃସା ରେ ଯମେନ୍ତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶଓରଙ୍କୁ ପରୀକ୍ଷା କଲା ପରି, ପକ୍ସ୍ଟଣି ଥରେ ତୁମ୍ଭମାନେେ ତାଙ୍କୁ ପରୀକ୍ଷା କରିବା ଉଚିତ୍ ନକ୍ସ୍ଟହଁ।
17. ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କର ତକ୍ସ୍ଟମ୍ଭପ୍ରତି ଆବିଷ୍ଟ ସମସ୍ତ ଆଜ୍ଞା ଓ ତାହାଙ୍କ ଶିକ୍ଷା ଓ ତାହାଙ୍କ ବିଧି ଯତ୍ନପୂର୍ବକ ପାଳନ କରିବ।
18. ଏହାପରେ ସଦାପ୍ରଭୁଙ୍କ ଦୃଷ୍ଟି ରେ ଯାହା ନ୍ଯାଯ ଓ ଉତ୍ତମ ତୁମ୍ଭେ ତାହା କରିବ, ତହିଁରେ ତୁମ୍ଭର ମଙ୍ଗଳ ହବେ ଓ ତୁମ୍ଭମାନେେ ଆସିବ ଓ ଉତ୍ତମ ଭୂମି ଅଧିକାର କରିବ ଯାହାକି ସଦାପ୍ରଭୁ ତୁମ୍ଭର ପୂର୍ବପୁରୁଷମାନଙ୍କଠା ରେ ପ୍ରତିଜ୍ଞା କରିଥିଲେ।
19. ଏବଂ ସଦାପ୍ରଭୁ ତୁମ୍ଭମାନଙ୍କର ସମସ୍ତ ଶତୃମାନଙ୍କୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ଦୂପ କରି ଦବେେ, ଯେ ରୂପେ ସେ କହିଛନ୍ତି।
20. "ଭବିଷ୍ଯତ ରେ ଯଦି ତୁମ୍ଭର ସନ୍ତାନମାନେ ତୁମ୍ଭକୁ ପଚାରିଲେ, 'ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଯେଉଁ ସବୁ ଆଜ୍ଞା, ବିଧି ଓ ଶାସନ ଦଇେଛନ୍ତି, ସେସବୁର ଅଭିପ୍ରାଯ କ'ଣ?'
21. ତୁମ୍ଭମାନେେ ଆପଣା ସନ୍ତାନମାନଙ୍କୁ କହିବ, 'ଆମ୍ଭମାନେେ ମିଶର ରେ ଫାରୋର ବନ୍ଧାଦାସ ଥିଲକ୍ସ୍ଟ, ପକ୍ସ୍ଟଣି ସଦାପ୍ରଭୁ ବଳବାନ୍ ହସ୍ତଦ୍ବାରା ଆମ୍ଭମାନଙ୍କୁ ମିଶରରକ୍ସ୍ଟ ବାହାରକରି ଆଣିଲେ।
22. ସଦାପ୍ରଭୁ ଆମ୍ଭମାନଙ୍କ ସାକ୍ଷାତ ରେ ମିଶର ପ୍ରତି, ଫାରୋଙ୍କ ପ୍ରତି ଓ ତାଙ୍କର ସମସ୍ତ ପରିବାର ପ୍ରତି, ମହତ୍ ଓ କ୍ଲେଶଦାୟକ ଚିହ୍ନ ଓ ଆଶ୍ଚର୍ୟ୍ଯକ୍ରିଯା ଦଖାଇେଲେ।
23. ପକ୍ସ୍ଟଣି ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷଯ ରେ ଶପଥ କରିଥିଲେ। ସେ ଦେଶ ରେ ପରମେଶ୍ବର ଆମ୍ଭମାନଙ୍କୁ ପହଞ୍ଚାଇ ତାହା ଦବୋ ନିମନ୍ତେ ମିଶରରକ୍ସ୍ଟ ବାହାର କରି ଆଣିଲେ।
24. ଏବଂ ସଦାପ୍ରଭୁ ଆଜିଦିନ ପରି ଯେପରି ଆମ୍ଭମାନଙ୍କୁ ସଜୀବ ରକ୍ଷା କରିପାରିବେ, ଏଥିପାଇଁ ଆମ୍ଭମାନଙ୍କ ନିତ୍ଯ ମଙ୍ଗଳ ନିମନ୍ତେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶଓରଙ୍କୁ ଭୟ କରିବା ପାଇଁ ସେ ଆମ୍ଭମାନଙ୍କ ପାଳନାର୍ଥେ ଏହି ସକଳ ବିଧି ଆମ୍ଭମାନଙ୍କୁ ଆଜ୍ଞା କଲେ।
25. ଆଉ ଯବେେ ଆମ୍ଭମାନେେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ତାହାଙ୍କ ଆଜ୍ଞା ଅନକ୍ସ୍ଟସା ରେ ଏହି ସମସ୍ତ ବ୍ଯବସ୍ଥା ପାଳନ କରିବାକୁ ମନୋୟୋଗ କରିବା, ତବେେ ତାହା ଆମ୍ଭମାନଙ୍କ ପ୍ରତି ଧାର୍ମୀକତା ହବେ।'
About ଦ୍ୱିତୀୟ ବିବରଣ Chapter 6
Read ଦ୍ୱିତୀୟ ବିବରଣ Chapter 6 online from the Holy Bible. This chapter is part of the Book of ଦ୍ୱିତୀୟ ବିବରଣ in the Old Testament. Continue reading with the chapter navigation above or explore the complete book.
Book Information
Book: ଦ୍ୱିତୀୟ ବିବରଣ
Chapter: 6
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଦ୍ୱିତୀୟ ବିବରଣ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଦ୍ୱିତୀୟ ବିବରଣ Chapter 6 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଦ୍ୱିତୀୟ ବିବରଣ Chapter 6?
ଦ୍ୱିତୀୟ ବିବରଣ Chapter 6 is part of the Book of ଦ୍ୱିତୀୟ ବିବରଣ in the Holy Bible.
Can I read this chapter online?
Yes. You can read the complete ଦ୍ୱିତୀୟ ବିବରଣ Chapter 6 online for free with easy chapter navigation.
More Chapters from ଦ୍ୱିତୀୟ ବିବରଣ
- ଦ୍ୱିତୀୟ ବିବରଣ Chapter 26
- ଦ୍ୱିତୀୟ ବିବରଣ Chapter 11
- ଦ୍ୱିତୀୟ ବିବରଣ Chapter 9
- ଦ୍ୱିତୀୟ ବିବରଣ Chapter 34
- ଦ୍ୱିତୀୟ ବିବରଣ Chapter 31
- ଦ୍ୱିତୀୟ ବିବରଣ Chapter 27
- ଦ୍ୱିତୀୟ ବିବରଣ Chapter 25
Explore More from ପୁରାତନ ନିୟମ
- ନିହିମିୟା Chapter 8
- ଦ୍ୱିତୀୟ ବିବରଣ Chapter 16
- ଗୀତସଂହିତା Chapter 108
- ଯାତ୍ରା ପୁସ୍ତକ Chapter 10
- ଦିତୀୟ ରାଜାବଳୀ Chapter 18
- ଦିତୀୟ ଶାମୁୟେଲ Chapter 13
- ଗଣନା ପୁସ୍ତକ Chapter 23