Read ଯାତ୍ରା ପୁସ୍ତକ Chapter 21 Online
Read ଯାତ୍ରା ପୁସ୍ତକ Chapter 21 online from the Holy Bible. This chapter is part of the Book of ଯାତ୍ରା ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯାତ୍ରା ପୁସ୍ତକ and the Holy Bible online.
Choose a Chapter
ଯାତ୍ରା ପୁସ୍ତକ 21
ଅଧ୍ୟାୟ 21
1. ଏହାପରେ ପରମେଶ୍ବର ମାଶାଙ୍କେୁ କହିଲେ, "ଏଗୁଡିକ ହେଉଛି ଅନ୍ଯାନ୍ଯ ବ୍ଯବସ୍ଥା ତୁମ୍ଭେ ଲୋକମାନଙ୍କୁ ଜଣାଇବ।
2. "ଯଦି ତୁମ୍ଭେ ଜଣେ ଏବ୍ରୀଯ କ୍ରୀତଦାସ ନିଅ, ତବେେ ସେ ଛଅ ବର୍ଷ ତୁମ୍ଭର ସବୋ କରିବ। ସପ୍ତମ ବର୍ଷ ରେ ସେ ମୁକ୍ତ ହାଇଯେିବ। ତାକୁ ଆଉ କିଛି ମୂଲ୍ଯ ଦବୋକୁ ପଡିବ ନାହିଁ।
3. ଯଦି ସହେି ଲୋକ ଜଣଙ୍କ ବିବାହିତ ନ ହାଇେଥାଏ, ତବେେ ସେ ଏକାକୀ ୟିବ ଓ ଯଦି ସେ ବିବାହିତ ହାଇେଥାଏ ତବେେ ସେ ମୁକ୍ତ ହବୋ ସମୟରେ ତା'ର ସ୍ତ୍ରୀକୁ ସାଙ୍ଗ ରେ ନଇୟିବେ।
4. ଯଦି ତା'ର ମୁନିବ ତାକୁ ବିବାହ କରି ଦଇେଥାଏ, ଯଦି ସହେି ସ୍ତ୍ରୀଠାରୁ ପୁତ୍ରକନ୍ଯା ଜନ୍ମ ହାଇେଥାଏ, ତବେେ ତା'ର ସ୍ତ୍ରୀ ଓ ପୁତ୍ର କନ୍ଯା ଉପରେ ଅଧିକାର ରହିବ। ଏବଂ ଛଅ ବର୍ଷପରେ ତାକୁ ମୁକ୍ତ କରାୟିବ।
5. "ମାତ୍ର ଏପରି ହାଇପୋ ରେ ଯେ ସେ ଦାସ କହିପା ରେ ମୁଁ ମାରେ ମୁନିବ ନିକଟରେ ରହିବି। ଯଦି ସେ କ ହେ, 'ମୁଁ ମାରେମୁନିବକୁ ଭଲ ପାଏ, ମୁଁ ମାରେ ସ୍ତ୍ର, ପୁତ୍ରକନ୍ଯାକୁ ପ୍ ରମେ କରେ, ମୁଁ ମୁକ୍ତ ହବୋକୁ ଚାହୁଁ ନାହିଁ, ମୁଁ ଏଠା ରେ ରହିବି।'
6. ଯଦି ଏପରି ଘଟେ, ତବେେ ତା'ର ମୁନିବ ତାଙ୍କୁ ପରମେଶ୍ବରଙ୍କ ସମ୍ମୁଖକୁ ଆଣିବ, ତା'ର ମୁନିବ ତାକୁ କବାଟ ବା ବାଜୁବନ୍ଧ ନିକଟକୁ ଆଣି ବିନ୍ଧାଣୀ ରେ ତା'ର କାନ ବିନ୍ଧିବ, ତହିଁରେ ସେ ସଦାକାଳ ତା'ର ସବୋ କରିବ।
7. "ଜଣେ ଲୋକ ତା'ର କନ୍ଯାକୁ ଦାସୀଭାବେ ବିକ୍ରଯ କରିପାରିବ, ଯଦି ଏପରି ହୁଏ, ଅନ୍ୟ ଦାସମାନେ ମୁକ୍ତ ହେଲା ପରି ସେ ମୁକ୍ତ ହାଇେ ପାରିବ ନାହିଁ।
8. ଯଦି ତା'ର ମୁନିବ ତା' ଉପରେ ସନ୍ତୁଷ୍ଟ ନୁହେଁ, ତବେେ ତା'ର ବିବାହ ଠିକ୍ କରି ନପା ରେ, ତବେେ ତାକୁ ପୁନ୍ନରାଯ ତା'ର ପିତାକୁ ବିକ୍ରଯ କରିଦଇେ ପା ରେ ତାକୁ କୌଣସି ବିଦେଶୀକୁ ସେ ବିକ୍ରଯ କରିପାରିବ ନାହିଁ, କାରଣ ସେ ତାକୁ ଅବିଶ୍ବସ୍ତ ଭାବରେ ବ୍ଯବହାର କରିଛି।
9. ଯଦି ତା'ର ମୁନିବ ତାକୁ ତା'ର ପୁତ୍ରବଧୁ କରିବାକୁ କହିଥାଏ, ତବେେ ତାକୁ ଦାସୀ ଭାପରେ ବିବଚେନା କରାୟାଇ ପାରିବ ନାହିଁ। ତାକୁ ତାଙ୍କର କନ୍ଯାପରି ବ୍ଯବହାର କରାୟିବ।
10. "ଯଦି ମୁନିବ ଅନ୍ୟ ଜଣେ ସ୍ତ୍ରୀକୁ ବିବାହ କରେ, ତବେେ ସେ ପ୍ରଥମ ସ୍ତ୍ରୀକୁ କବେେ ଅସୁବିଧ ରେ ପକାଇବ ନାହିଁ। ତା'ର ବିବାହୋଚିତ କର୍ତ୍ତବ୍ଯ ଯଥା: ଖାଦ୍ୟ, ବସ୍ତ୍ ରେ ଓ ଶାରିରୀକ ସମ୍ପର୍କରୁ ବଞ୍ଚିତ କରିବ ନାହିଁ।
11. ସହେି ଲୋକ ଏହିସବୁ କର୍ତ୍ତବ୍ଯ ସମ୍ପାଦନ କରିବା ଉଚିତ୍। ଯଦି ଏଥି ରେ ସେ ତୃଟି କରେ ତବେେ ସହେି ସ୍ତ୍ରୀ ଜଣଙ୍କ ନିଜେ ବିନାମୂଲ୍ଯ ରେ ମୁକ୍ତ ହାଇଯେିବ।
12. "ଯଦି ଜଣେ ବ୍ଯକ୍ତି ଅନ୍ୟ ଜଣେ ବ୍ଯକ୍ତିକୁ ଆଘାତ କରେ ଓ ହତ୍ଯାକରେ, ତବେେ ଆଘାତ କରିଥିବା ବ୍ଯକ୍ତିକୁ ମୃତ୍ଯୁଦଣ୍ଡ ଦିଆୟିବା ଉଚିତ୍।
13. ଯଦି ସେ ତାକୁ ହତ୍ଯା କରିବାକୁ ଚାହୁଁ ନଥିଲା କିନ୍ତୁ ପରମେଶ୍ବର ତାକୁ ସମର୍ପଣ କଲେ, ସେ ଯେଉଁଠାକୁ ଗଲେ ସମାନେେ ତାକୁ ଉପୟୁକ୍ତ ଜାଗା ଦବେେ।
14. କିନ୍ତୁ ଯଦି ଜଣେ ବ୍ଯକ୍ତି ଇଚ୍ଛା କରି କିମ୍ବା ରାଗ ରେ ଅନ୍ୟଜଣକୁ ହତ୍ଯା କରେ, ତବେେ ହତ୍ଯାକାରୀ ନିଶ୍ଚିତ ମୃତ୍ଯୁଦଣ୍ଡ ପାଇବ। ତାକୁ ମାରେ ୟଜ୍ଞବଦେୀ ପାଖରୁ ନଇୟୋଅ ଓ ହତ୍ଯା କର।
15. "ଯଦି କୌଣସି ଲୋକ ତା'ର ପିତା କିମ୍ବା ମାତାକୁ ଆଘାତ କରେ ତବେେ ତାକୁ ମୃତ୍ଯୁଦଣ୍ଡ ଦିଆୟିବ।
16. "ଯଦି ଜଣେ ବ୍ଯକ୍ତି ଅନ୍ୟ ଜଣେ ବ୍ଯକ୍ତିକୁ ଅପହରଣ କରି ବିକ୍ରଯ କରେ କିମ୍ବା ଦାସ ଭାବରେ ରେଖ, ତବେେ ତାକୁ ମୃତ୍ଯୁଦଣ୍ଡ ଦିଆୟିବା ଉଚିତ୍।
17. "ଯଦି କହେି ତା'ର ପିତାମାତାଙ୍କୁ ଅଭିଶାପ ଦିଏ ତବେେ ତା'ର ମୃତ୍ଯୁଦଣ୍ଡ ହବେ।
18. "ଯଦି ଦୁଇ ଲୋକ ମଧିଅରେ ବିବାଦ ଉପୁଜିବାରୁ କହେି ଅନ୍ୟକୁ ପଥର ରେ ଆଘାତ କରେ ବା ହସ୍ତ ରେ ଆଘାତ କରେ ଏବଂ ସେ ଆଘାତପ୍ରାପ୍ତ ଲୋକ ନ ମ ରେ ତବେେ ମାରିଥିବା ଲୋକକୁ ମୃତ୍ଯୁଦଣ୍ଡ ଦିଆୟିବ ନାହିଁ।
19. ଆଘାତପ୍ରାପ୍ତ ଲୋକ ଯଦି ଶୟ୍ଯାଶାଯୀ ହୁଏ ଏବଂ ବିଛଣାରୁ ଉଠିପା ରେ ଏବଂ ସେ ଆଶାବାଡି ଧରି ଚାଲିପା ରେ। ତବେେ ଆଘାତ ଦଇେଥିବା ଲୋକ ତା'ର କ୍ଷତି ଭରଣା କରିବ ଏବଂ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ହବୋ ପର୍ୟ୍ଯନ୍ତ ତା'ର ସହାୟତା କରିବ।
20. " ବେଳେ ବେଳେ ମୁନିବ ତା'ର ଦାସୀକୁ କିମ୍ବା ଦାସକୁ ମାଡ ମା ରେ, ଯଦି ଆଘାତପ୍ରାପ୍ତ ହାଇେ ଦାସଟି ମରିୟାଏ, ତବେେ ତା'ର ମୁନିବକୁ ମୃତ୍ଯୁଦଣ୍ଡ ଦିଆୟିବା ଉଚିତ୍।
21. ଯଦି ସହେି ଦାସ ମାଡ ହବୋ ଦିନଠାରୁ ଦିନେ ବା ଦୁଇ ଦିନ ବଞ୍ଚେ, ତବେେ ତାକୁ ଆଉ ଦଣ୍ଡ ଦିଆୟିବ ନାହିଁ। କାହିଁକି? କାରଣ, ମୁନିବ ତାକୁ ପଇସା ବିନିମଯ ରେ କ୍ରଯ କରିଥାଏ ଏବଂ ଦାସଟି ତା'ର ସମ୍ପୁର୍ଣ୍ଣ ନିଜର ହାଇେଥାଏ।
22. "ଆଉ ପୁରୁଷମାନେ ପରସ୍ପର ବିବାଦ କରୁ କରୁ କୌଣସି ଗର୍ଭବତୀ ସ୍ତ୍ରୀକୁ ପ୍ରହାର କଲେ, ଯବେେ ତା'ର ଗର୍ଭପାତ ହୁଏ ମାତ୍ର ପରେ ତା'ର ଯଦି କ୍ଷତି ନଘଟେ. ତବେେ ସହେି ସ୍ତ୍ରୀର ସ୍ବାମୀ ଯେଉଁରୂପେ ଦାବି କରିବ ସହେି ଅନୁସାରେ ତାକୁ ଅବଶ୍ଯ ଅର୍ଥଦଣ୍ଡ ହବେ। ପୁଣି ସେ ବିଚାରକର୍ତ୍ତାମାନଙ୍କ ନିର୍ଦ୍ଧାରଣ ଅନୁସାରେ ଦବେ।
23. ଯଦି ଜଣେ ବ୍ଯକ୍ତି ଜାରେ ରେ ଆଘାତ ପ୍ରାପ୍ତ ହୁଏ, ତବେେ ଆଘାତକାରୀ ଜୀବନ ବଦଳ ରେ ଜୀବନ ଦବେ।
24. ଚକ୍ଷୁ ପରିଶାଧେ ରେ ଚକ୍ଷୁ, ହାତ ପରିଶାଧେ ରେ ହାତ, ପାଦ ପରିଶାଧେ ରେ ପାଦ,
25. ବାହୁ ପରିଶାଧେ ରେ ବାହୁ, କ୍ଷତ ପରିଶାଧେ ରେ କ୍ଷତ, ଦାଗ ପରିଶାଧେ ରେ ଦାଗ ଦଣ୍ଡ ଦିଆୟିବ।
26. "ଯଦି କହେି ତା'ର ଦାସ କିମ୍ବା ଦାସୀକୁ ଆଘାତ କରିବା ସମୟରେ ତା'ର ଚକ୍ଷୁ ନଷ୍ଟ ହାଇୟୋଏ ତବେେ ତାକୁ ମୁକ୍ତ କରି ଦିଆୟିବ।
27. ଯଦି କହେି ମୁନିବ ତା'ର ଦାସର ମୁହଁ ରେ ଆଘାତ କରେ ଓ ସେ ଯଦି ତା'ର ଦାନ୍ତ ହରାଏ ତବେେ ତା'ର ଦାନ୍ତ ପାଇଁ ତାକୁ ମୁକ୍ତି କରି ଦିଆୟିବ।
28. "ଯଦି କୌଣସି ଲୋକର ବଳଦ କାହାରିକୁ ମାରିଦିଏ, ତବେେ ତା'ର ମୁନିବ ଦୋଷୀ ହବୋନାହିଁ କିନ୍ତୁ ସହେି ବଳଦକୁ ପଥର ଦ୍ବାରା ମରାୟିବ ଓ ତା'ର ମାଂସ ଖିଆୟିବ ନାହିଁ।
29. ଯଦି ଆଗରୁ ପ୍ରମାଣ ଥାଏ ଯେ ସହେି ବଳଦ ଆଗରୁ କାହାରିକୁ ମାରିଛି, କିନ୍ତୁ ତା'ର ମୁନିବ ତାକୁ ବନ୍ଧି ରଖିନାହିଁ, ଯଦି ସେ କାହାରିକୁ ହତ୍ଯା କରେ ତବେେ ତା'ର ମୁନିବକୁ ମଧ୍ଯ ହତ୍ଯା କରାୟିବ।
30. ଯଦି ବିଚାରକର୍ତ୍ତଙ୍କ ନିଷ୍ପତ୍ତି ଅନୁସାରେ ସେ ଅର୍ଥ ପୈଠ କରେ ଏବଂ ମୃତ ଲୋକର କହେି ଆତ୍ମୀଯ ସହେି ଅର୍ଥକୁ ଗ୍ରହଣ କରେ ତବେେ ଆଉ ତାକୁ ମୃତ୍ଯୁ ଦଣ୍ଡ ଦିଆୟିବ ନାହିଁ।
31. "ଏହି ନିଯମ ମଧ୍ଯ ବଳଦ ମାରି ଦଇେଥିବା ପୁତ୍ର, କନ୍ଯା ଏବଂ ଲୋକଙ୍କ କ୍ଷେତ୍ର ରେ ପ୍ରପୁଜ୍ଯ ହବେ।
32. କିନ୍ତୁ ଯଦି ବଳଦ ଯବେେ କାହାର ଦାସ କି ଦାସୀକୁ ଆଘାତ କରେ, ତବେେ ସେ ତା'ର ପ୍ରଭୁକୁ ତିରିଶ ସକେଲେ ରୂପା ଦବେ। ଆଉ ବଳଦକୁ ପ୍ରସ୍ତର ଦ୍ବାରା ହତ୍ଯା କରାୟିବ।
33. "ଯଦି ଜଣେ ବ୍ଯକ୍ତି ଖାେଳିଥିବା କୂଅ ବା ଗାତ ଖାେଲା ରଖିଥାଏ ଏବଂ ଯଦି ତା ଭିତ ରେ ଏକ ବଳଦ କିମ୍ବା ଏକ ଗଧ ପଡିୟାଏ ତବେେ ଯେଉଁ ଲୋକ ତାକୁ ଖୋଳିଥିବ ସେ ଦୋଷୀ ଭାବେ ଗଣାୟିବ।
34. ସହେି ଲୋକ ଜଣକ ସହେି ପଶୁ ପାଇଁ ଅର୍ଥ ଦବୋକୁ ପଡିବ। ଯଦି ସେ ଅର୍ଥ ପୈଠ କରେ, ସହେି ପଶୁ ପାଇଁ, ତବେେ ସେ ତା'ର ମୃତ ଦହକେୁ ରଖିବା ପାଇଁ ଅନୁମତି ଦବେ।
35. "ଯଦି କୌଣସି ଲୋକର ବଳଦ କାହାରି ବଳଦକୁ ହତ୍ଯା କରେ, ତବେେ ସମାନେେ ସହେି ଜୀବିତ ଗୋରୁକୁ ବିକ୍ରଯ କରି ଦୁଇଭାଗ କରିବେ ଏବଂ ମୃତ ଗୋରୁକୁ ମଧ୍ଯ ଦୁଇଭାଗ କରି ନବେେ।
36. ମାତ୍ର ତା'ର ଗୋରୁ ପୂର୍ବରୁ ବିନ୍ଧୁଥିବା ଜାଣି ଯଦି ତା'ର ମୁନିବ ତାକୁ ବନ୍ଧି ନରେଖ, ତବେେ ସେ ଗୋରୁ ପରିଶାଧେ ରେ ଗୋରୁ ନବେ ମାତ୍ର ମୃତ ଗୋରୁ ତା'ର ନିଜର ହବେ।
About ଯାତ୍ରା ପୁସ୍ତକ Chapter 21
Read ଯାତ୍ରା ପୁସ୍ତକ Chapter 21 online from the Holy Bible. This chapter is part of the Book of ଯାତ୍ରା ପୁସ୍ତକ in the Old Testament. Continue reading with the chapter navigation above or explore the complete book.
Book Information
Book: ଯାତ୍ରା ପୁସ୍ତକ
Chapter: 21
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଯାତ୍ରା ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଯାତ୍ରା ପୁସ୍ତକ Chapter 21 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଯାତ୍ରା ପୁସ୍ତକ Chapter 21?
ଯାତ୍ରା ପୁସ୍ତକ Chapter 21 is part of the Book of ଯାତ୍ରା ପୁସ୍ତକ in the Holy Bible.
Can I read this chapter online?
Yes. You can read the complete ଯାତ୍ରା ପୁସ୍ତକ Chapter 21 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 38
- ଆଦି ପୁସ୍ତକ Chapter 21
- ଆଦି ପୁସ୍ତକ Chapter 12
Explore More from ଯାତ୍ରା ପୁସ୍ତକ
- ଯାତ୍ରା ପୁସ୍ତକ Chapter 4
- ଯାତ୍ରା ପୁସ୍ତକ Chapter 17
- ଯାତ୍ରା ପୁସ୍ତକ Chapter 13
- ଯାତ୍ରା ପୁସ୍ତକ Chapter 20
- ଯାତ୍ରା ପୁସ୍ତକ Chapter 33
- ଯାତ୍ରା ପୁସ୍ତକ Chapter 38
- ଯାତ୍ରା ପୁସ୍ତକ Chapter 37