ଯାତ୍ରା ପୁସ୍ତକ Chapter 37

For English

Read ଯାତ୍ରା ପୁସ୍ତକ Chapter 37 Online

Read ଯାତ୍ରା ପୁସ୍ତକ Chapter 37 online from the Holy Bible. This chapter is part of the Book of ଯାତ୍ରା ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯାତ୍ରା ପୁସ୍ତକ and the Holy Bible online.

Choose a Chapter

ଯାତ୍ରା ପୁସ୍ତକ 37

ଅଧ୍ୟାୟ 37

1. ବତ୍ସଲଲେ ଶିଟୀମ୍ କାଠ ରେ ଏକ ପବିତ୍ର ସିନ୍ଦୁକ ତିଆରି କଲେ। ଯାହାର ଲମ୍ବ ଥିଲା ଅଢଇେ ହାତ, ଦେଢ ହାତ ଚଉଡା ଏବଂ ଦେଢହାତ ଉଚ୍ଚ।

2. ସେ ଏହି ସିନ୍ଦକକୁ ଶୁଦ୍ଧ ସୁବର୍ଣ୍ଣ ଦ୍ବାରା ଭିତର ପଟ ଓ ବାହାର ପଟ ମଡାଇଲେ। ଏହାପରେ ସେ ସୁବର୍ଣ୍ଣର କାନ୍ଥ କଲେ।

3. ସେ ସୁବର୍ଣ୍ଣର ଚାରୋଟୀ କଡାକରି ଚାରି କଣ ରେ ଲଗାଇଲେ। ଏବଂ ଦୁଇ ପାଶର୍‌ବ ରେ ଦୁଇଟି କଡା ଥିଲା।

4. ସେ ସହେି ଶିଟୀମ୍ କାଠ ରେ ସାଙ୍ଗୀ ତିଆରି କରି ସେଥି ରେ ସୁବର୍ଣ୍ଣର ଛାଉଣୀ ଦଇେଥିଲେ।

5. ସହେିପରି ସାଙ୍ଗୀକୁ ବହିବା ପାଇଁ ଦୁଇ ପାଶର୍‌ବ ରେ ଥିବା ଦୁଇ କଡା ମଧିଅରେ ସାଙ୍ଗୀକୁ ପୁରାଇଥିଲେ।

6. ଏହାପରେ ବତ୍ସଲଲେ ଏକ ଶୁଦ୍ଧ ସୁବର୍ଣ୍ଣର ଗୋଟିଏ ଆଚ୍ଛାଦକ ତିଆରି କଲେ। ତା'ର ଲମ୍ବ ଅଢଇେ ହାତ ଓ ପ୍ରସ୍ଥ ଦେଢହାତ ଥିଲା।

7. ଏହାପରେ ବତ୍ସଲଲେ ପିଟାସୁବର୍ଣ୍ଣ ରେ ଦୁଇ କିରୂବ ଦୂତଗଣ ନିର୍ମାଣ କରି ପାପାଚ୍ଛାଦନ ଦୁଇ ମୁଣ୍ଡ ରେ ରଖିଲେ।

8. ତହିଁର ଏକ ମୁଣ୍ଡ ରେ ଏକ କିରୂବ, ଅନ୍ୟ ମୁଣ୍ଡ ରେ ମଧ୍ଯ ଏକ କିରୂବ ସ୍ଥାପନ କଲେ। ପାପାଚ୍ଛାଦନର ଦୁଇମୁଣ୍ଡ ରେ ଦୁଇ କିରୂବକୁ ତହିଁର ଅଂଶ କରି ରଖିଲେ।

9. କିରୂବମାନଙ୍କର ପକ୍ଷ ଉର୍ଦ୍ଧକୁ ବିସ୍ତାରିତ ହାଇେ ପାପାଚ୍ଛାଦନକୁ ଆଚ୍ଛାଦନ କଲା। ଏବଂ ସମାନଙ୍କେର ମୁଖ ପରସ୍ପର ସମ୍ମୁଖୀନ ହାଇେ ରହିଲା। ମାତ୍ର ପାପାଚ୍ଛଦନ ପ୍ରତି କିରୂବମାନଙ୍କର ମୁଖ ରହିଲା।

10. ଏହାପରେ ସେ ଶିଟୀମ୍ କାଠ ରେ ଏକ ମଜେ ତିଆରି କଲେ। ଏହାର ଲମ୍ବ ଦୁଇହାତ, ଏକହାତ ଚଉଡା, ଦେଢହାତ ଉଚ୍ଚତା ଥିଲା।

11. ସେ ସହେି ମଜେକୁ ଶୁଦ୍ଧ ସୁବର୍ଣ୍ଣ ରେ ଆଚ୍ଛାଦନ କଲେ ଏବଂ ଟବେୁଲ ଚାରିପାଖ ରେ ଶୁଦ୍ଧ ସୁବର୍ଣ୍ଣର କାନ୍ଥ ତିଆରି କଲେ।

12. ତା'ପରେ ସେ ମଜେ ଚାରିପାଖ ଏକ ହାତ, ଓସାର ବିଶିଷ୍ଟ ଏକ ଢାଞ୍ଚା ତିଆରି କଲେ ଓ ଢାଞ୍ଚାର ଚାରିପଟେ ସୁବର୍ଣ୍ଣର ବଳଯ ତିଆରି କଲେ।

13. ଏହାପରେ ସମାନେେ ମଜେର ଚତୁର୍ଦିଗ ରେ ଚାରିଟା ସୁବର୍ଣ୍ଣର କଳିକା ଲଗାଇଲେ, ଯେଉଁ ଦିଗ ରେ ମଜେକ ଗୋଡଗୁଡିକ ଥିଲା।

14. ସେ ସହେି ସୁବର୍ଣ୍ଣର କଡାଗୁଡିକ ପାଖ ଢାଞ୍ଚା ପାଖାପାଖି ଲାଗି ଥିଲା। ଏହି କଡା ମଧିଅରେ ପୁରାଇଥିବା ସାଙ୍ଗୀ ଦ୍ବାରା ବୁହା ଯାଉଥିଲା।

15. ସହେି ମଜେକୁ ବହିବା ପାଇଁ ଶିଟୀମ୍ କାଠ ରେ ସାଙ୍ଗୀ ତିଆରି କଲେ ଓ ସଗେୁଡିକୁ ସୁବର୍ଣ୍ଣ ରେ ଆଚ୍ଛାଦିତ କଲେ।

16. ତା'ପରେ ସେ ଥାଳି, ଚାମଚ, ଗରା, ଗଡୁ ସବୁକୁ ସୁବର୍ଣ୍ଣ ରେ ତିଆରି କଲେ। ସହେି ଗରା ଓ ଗଡୁସବୁ ପଯେ ନବୈେଦ୍ଯ ଢାଳିବା ରେ ବ୍ଯବହୃତ ହୁଏ।

17. ଏହାପରେ ସେ ଶୁଦ୍ଧ ସୁବର୍ଣ୍ଣ ରେ ଦୀପବୃକ୍ଷ ତିଆରି କଲେ। ସେ ଦୀପରୂଖା ରେ ବୃନ୍ତ ଓ ଶାଖା କରିବା ପାଇଁ ସୁବର୍ଣ୍ଣକୁ ପିଟିଲେ। ତା'ପରେ ସେ ଫୁଲ, ପାଖୁଡା, କଢିମାନ ତିଆରି କଲେ। ସେ ଏହି ଜିନିଷଗୁଡିକୁ ଏକାଠି ୟୋଡି ଗୋଟିଏ ଜିନିଷ ତିଆରି କଲେ।

18. ଦୀପବୃକ୍ଷର ଏକ ପାଶର୍‌ବରୁ ତିନି ଶାଖା ଏବଂ ଅନ୍ୟ ପାଶର୍‌ବରୁ ତିନି ଶାଖା ଏହିପରି ଛଅଟି ଶାଖା ସହେି ଦୀପବୃକ୍ଷରୁ ବାହାର କଲେ।

19. ପ୍ରେତ୍ୟକକ ଶାଖା ରେ ତିନୋଟି କରି ଫୁଲ ରହିଲା। ଏହି ଫୁଲଗୁଡିକ ବାଦାମ ପୁଷ୍ପାକୃତି ତିନି ଗୋଲାଧାର କଳିକା ଓ ପୁଷ୍ପ, ଏହିପରି ଛଅଟି ଶାଖା ରେ ରହିଲା।

20. ଦୀପରୂଖାର ଦଣ୍ଡଟି ରେ ଚାରୋଟୀ ପୁଷ୍ପ ଥିଲା, ସଗେୁଡିକ ଆକୃତି ବାଦାମ ପୁଷ୍ପର ବୃନ୍ତ ଓ ପାଖୁଡା ସଦୃଶ ଥିଲା।

21. ସେଥି ରେ ଛଅଟି ଶାଖା ଥିଲା, ତିନୋଟି ପ୍ରେତ୍ୟକକ ପାଶର୍‌ବକୁ ଆସୁଛନ୍ତି, ଶାଖା ମୂଳ ଫୁଲ ସହିତ ବୃନ୍ତ ପାଖୁଡା ଥିଲା।

22. ସମ୍ପୂର୍ଣ୍ଣ ଦୀପ ବୃକ୍ଷଟି ତା'ର ଗଣ୍ଡି, ଶାଖା, ଫୁଲ ଓ ଫଳ ସବୁ ଶୁଦ୍ଧ ସୁବର୍ଣ୍ଣ ରେ ତିଅରି ହେଲା। ସମସ୍ତ ପିଟା ସୁନା କର୍ମ ରେ ନିର୍ମିତ ହାଇେଥିଲା।

23. ସେ ସେଥିପାଇଁ ସାତଟି ପ୍ରଦୀପ ଓ ଚିମୁଟା ଓ ଅଙ୍ଗାର ଧାନ ସମସ୍ତ ଶୁଦ୍ଧ ସୁବର୍ଣ୍ଣ ରେ ନିର୍ମାଣ କଲେ।

24. ସେ ଏହି ସମସ୍ତ କାର୍ୟ୍ଯ ପାଇଁ ଏକ ତାଳନ୍ତ ସୁବର୍ଣ୍ଣ ବ୍ଯବହାର କଲେ।

25. ସେ ଏକ ଧୂପ ଜଳାଇବା ପାଇଁ ଗୋଟିଏ ବଦେୀ ତିଆରି କଲେ। ସେ ଏଥିପାଇଁ ଶିଟିମ୍ କାଠ ବ୍ଯବହାର କଲେ। ଏହି ବଦେୀଟି ଏକ ବର୍ଗାକାର, ଯାହାର ର୍ଦୈଘ୍ଯ ପ୍ରସ୍ଥ ଥିଲା ଏକ ହାତ ଓ ଉଚ୍ଚତା ଥିଲା ଦୁଇହାତ। ଶିଙ୍ଗଗୁଡିକ ତିଆରି ହାଇେଥିଲା ବଦେୀର ଅଂଶ ଭାବରେ।

26. ଏବଂ ସହେି ଧୂପବଦେୀଟିର ଶିଙ୍ଗ ସହିତ ଉପରି ଭାଗ ଶୁଦ୍ଧ ସୁବର୍ଣ୍ଣ ରେ ଆଚ୍ଛାଦିତ ହାଇେଥିଲା। ଏବଂ ସେ ବଦେୀ ଚତୁଃପାଶର୍‌ବ ରେ ସୁବର୍ଣ୍ଣର ବଳଯ ନିର୍ମାଣ କଲେ।

27. ଧୂପବଦେୀକୁ ବହିବା ପାଇଁ ତା'ର ପ୍ରେତ୍ୟକକ ପାଶର୍‌ବ ରେ ସୁବର୍ଣ୍ଣର ବଳଯ ତଳେ ସୁବର୍ଣ୍ଣ ଦୁଇ କଡା ନିର୍ମାଣ କଲେ।

28. ସେ ସହେି ସାଙ୍ଗୀଗୁଡିକ ଶିଟୀମ୍ କାଠା ରେ ନିର୍ମାଣ କରି ସେଥି ରେ ସୁବର୍ଣ୍ଣର ଛାଉଣୀ ଦଇେଥିଲେ।

29. ଏହାପରେ ସେ ବିଶଷେ ଅଭିଷକୋର୍ଥକ ତୈଳ ତିଆରି କଲେ ଏବଂ ଖାଣ୍ଟି ଧୂପ ନିମନ୍ତେ ଗନ୍ଧ ବଣିକର କ୍ରିଯାନୁୟାଯୀ ସୁଗନ୍ଧି ଦ୍ରବ୍ଯ ପ୍ରସ୍ତୁତ କଲେ।

About ଯାତ୍ରା ପୁସ୍ତକ Chapter 37

Read ଯାତ୍ରା ପୁସ୍ତକ Chapter 37 online from the Holy Bible. This chapter is part of the Book of ଯାତ୍ରା ପୁସ୍ତକ in the Old Testament. Continue reading with the chapter navigation above or explore the complete book.

Book Information

Book: ଯାତ୍ରା ପୁସ୍ତକ
Chapter: 37
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯାତ୍ରା ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯାତ୍ରା ପୁସ୍ତକ Chapter 37 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯାତ୍ରା ପୁସ୍ତକ Chapter 37?

ଯାତ୍ରା ପୁସ୍ତକ Chapter 37 is part of the Book of ଯାତ୍ରା ପୁସ୍ତକ in the Holy Bible.

Can I read this chapter online?

Yes. You can read the complete ଯାତ୍ରା ପୁସ୍ତକ Chapter 37 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 1
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 38
  6. ଆଦି ପୁସ୍ତକ Chapter 21
  7. ଆଦି ପୁସ୍ତକ Chapter 12

Explore More from ଯାତ୍ରା ପୁସ୍ତକ

  1. ଯାତ୍ରା ପୁସ୍ତକ Chapter 24
  2. ଯାତ୍ରା ପୁସ୍ତକ Chapter 13
  3. ଯାତ୍ରା ପୁସ୍ତକ Chapter 39
  4. ଯାତ୍ରା ପୁସ୍ତକ Chapter 30
  5. ଯାତ୍ରା ପୁସ୍ତକ Chapter 32
  6. ଯାତ୍ରା ପୁସ୍ତକ Chapter 28
  7. ଯାତ୍ରା ପୁସ୍ତକ Chapter 18

Related Chapters & Readings

  1. ହିତୋପଦେଶ Chapter 24
  2. ଗୀତସଂହିତା Chapter 142
  3. ବିଚାରକର୍ତ୍ତା Chapter 19
  4. ନିହିମିୟା Chapter 5
  5. ପ୍ରଥମ ରାଜାବଳୀ Chapter 17
  6. ଯିରିମିୟ Chapter 22
  7. ଲୂକ Chapter 21
Share Your Love

Leave a Reply

Your email address will not be published. Required fields are marked *