Read ଗଣନା ପୁସ୍ତକ Chapter 27 Online
Read ଗଣନା ପୁସ୍ତକ Chapter 27 online from the Holy Bible. This chapter is part of the Book of ଗଣନା ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗଣନା ପୁସ୍ତକ and the Holy Bible online.
Choose a Chapter
ଗଣନା ପୁସ୍ତକ 27
ଅଧ୍ୟାୟ 27
1. ଯୋଷଫଙ୍କେ ପୁତ୍ର ମନଃଶି, ମନଃଶିଙ୍କର ପୁତ୍ର ମାଖୀର , ମାଖୀରର ପ୍ରପୌତ୍ର ଗିଲିଯଦ, ଗିଲିଯଦର ପୌତ୍ର ହଫରେ ଓ ହଫରେର ପୁତ୍ର ସଲଫାଦ। ଏହି ସଲଫାଦର ପାଞ୍ଚଟି କନ୍ଯା ଥିଲେ। ସମାନେେ ହେଲେ ମହଲା, ନୋଯା, ହଗାଲା, ମଲ୍କା ଓ ତର୍ସା।
2. ଏହି ପାଞ୍ଚଜଣ ମାଶାେ, ଇଲିଯାସର ଯାଜକ, ଅଧିପତି ଓସମସ୍ତ ମଣ୍ତଳୀ ସମ୍ମୁଖ ରେ ସମାଗମ ତମ୍ବୁ ଦ୍ବାର ରେ ଠିଆ ହାଇେ କହିଲେ,
3. "ଆମ୍ଭମାନଙ୍କ ପିତା ମରୁଭୂମିରେ ମୃତ୍ଯୁବରଣ କଲେ। ତାଙ୍କର ନିଜ ପାପ ନିମନ୍ତେ ସେ ମୃତ୍ଯୁବରଣ କଲେ। ସହେିମାନଙ୍କ ମଧ୍ଯରୁ ଜଣେ ନଥିଲେ, ଯେଉଁମାନେ କୋରହ ଦଳ ରେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ନତେୃତ୍ବ ନଇେଥିଲେ। ତାଙ୍କର ପୁତ୍ର ନଥିଲା।
4. ଆମ୍ଭମାନଙ୍କ ପିତାଙ୍କର ନାମ ଲୋପ ପାଇୟିବ, ଯେ ହତେୁ ତାଙ୍କର କୌଣସି ପୁତ୍ର ନଥିଲେ। ତେଣୁ ଆମ୍ଭ ପିତୃବଂଶୀଯ ଭାଇମାନଙ୍କ ସହିତ ଆମ୍ଭମାନଙ୍କୁ ଭୂମି ଦିଅ।"
5. ତେଣୁ ମାଶାେ ସଦାପ୍ରଭୁଙ୍କ ଆଜ୍ଞା ପାଇଁ ନିବଦନେ କଲେ।
6. ତହୁଁ ସଦାପ୍ରଭୁ ମାଶାଙ୍କେୁ କହିଲେ,
7. "ସଲଫାଦର କନ୍ଯାଗଣ ଯଥାର୍ଥ ଅଛନ୍ତି। ତୁମ୍ଭେ ସମାନଙ୍କେ ପିତୃବଂଶୀଯ ଭାତୃଗଣ ମଧିଅରେ ଅବଶ୍ଯ ସମାନଙ୍କେୁ ପୈତୃକ ଅଧିକାର ଦବେ। ତେଣୁ ସମାନଙ୍କେୁ ତାହା ଦିଅ, ଯାହା ସମାନଙ୍କେର ପିତା ପାଇଥାନ୍ତେ।
8. ଆଉ ଇଶ୍ରାୟେଲର ଲୋକମାନଙ୍କ ମଧିଅରେ ଏହି ବିଧି ପ୍ରଚଳନ କର, 'ଯଦି କୌଣସି ଲୋକର ପୁତ୍ର ନଥାଇ ମୃତ୍ଯୁବରଣ କରେ, ତବେେ ତାହାର ଅଧିକାର ତା'ର କନ୍ଯା ଗ୍ରହଣ କରିବ।
9. ଯଦି ତାହାର କନ୍ଯା ବା ପୁତ୍ର ନଥାଏ ତବେେ ତାହାର ଅଧିକାର ତାହାର ଭାଇମାନଙ୍କୁ ଦବେ।
10. ପୁଣି ଯଦି ତାହାର ଭାଇ ନଥାଏ ତବେେ ତାହାର ଅଧିକାର ତା'ର ପିତାର ଭାଇମାନଙ୍କୁ ଦବେ।
11. ଆଉ ଯବେେ ତା'ର ପିତାର ଭାଇମାନେ ନଥାନ୍ତି, ତବେେ ତାହାର ପରିବାର ମଧ୍ଯରୁ ଏବଂ ନିକଟ ସଂପର୍କୀଯ ଜ୍ଞାତିକୁ ତାହାର ଅଧିକାର ଦବେ। ଏହା ଇଶ୍ରାୟେଲ ଲୋକମାନଙ୍କ ମଧିଅରେ ବିଚାରବିଧି ହବେ। ଆଉ ସଦାପ୍ରଭୁ ମାଶାଙ୍କେୁ ଏହି ଆଜ୍ଞା ହେଲେ।"'
12. ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ, "ୟର୍ବ୍ଦନ ନଦୀର ପୂର୍ବ ରେ ଥିବା ଏହି ଅବାରୀମ ପର୍ବତ ଆରୋହଣ କର, ଆମ୍ଭେ ଇଶ୍ରାୟେଲ ଲୋକମାନଙ୍କୁ ଯେଉଁ ଦେଶ ଦଇେଅଛୁ ତାହା ନିରୀକ୍ଷଣ କର।
13. ତାହା ତୁମ୍ଭେ ନିରୀକ୍ଷଣ କଲାପରେ, ହାରୋଣଙ୍କ ତୁଲ୍ଯ ତୁମ୍ଭେ ମଧ୍ଯ ତୁମ୍ଭ ପୁର୍ବପୁରୁଷଗଣ ନିକଟକୁ ୟିବ।
14. ମନେ ପକାଅ, ଯେତବେେଳେ ସୀନ ମରୁଭୂମିରେ ଲୋକମାନେ ଜଳ ପାଇଁ କୋର୍ଧିତ ହେଲେ, ତୁମ୍ଭେ ଓ ହାରୋଣ ମାରେ ଆଜ୍ଞା ଅମାନ୍ଯ କଲ। ତୁମ୍ଭମାନେେ ମାରେ ପବିତ୍ରତାକୁ ଲୋକଙ୍କ ସମ୍ମୁଖ ରେ ସମ୍ମାନ କଲ ନାହିଁ।" (ଏହି ସୀନ୍ ମରୁଭୂମି କାଦେଶସ୍ଥ ମିରୀବାଃ-ଜଳ ମଧିଅରେ ଘଟଣା କ୍ରମେ ହବେ।)
15. ଅନନ୍ତର ମାଶାେ ସଦାପ୍ରଭୁଙ୍କୁ କହିଲେ,
16. "ସଦାପ୍ରଭୁ ପ୍ରେତ୍ୟକକ ପ୍ରାଣୀସମାଜର ଚିନ୍ତାଧାରା ଜାଣନ୍ତି। ହେ ସଦାପ୍ରଭୁ, ମୁଁ ବିନଯ କରୁଛି ଏହି ମଣ୍ତଳୀ ପ୍ରତି ଏକ ପ୍ରତିନିଧି ନିୟୁକ୍ତ କରନ୍ତୁ।
17. ମୁଁ ତୁମ୍ଭଙ୍କୁ ବିନଯ କରୁଛ ଏକ ପ୍ରତିନିଧି ବାଛିବାକୁ, ୟିଏ ସମାନଙ୍କେୁ ଆଗଇେ ନବେ ଏବଂ ନୂତନ ଭୂମିକୁ ଆଣି ପାରିବ। ଏହିପ୍ରକା ରେ ସଦାପ୍ରଭୁଙ୍କର ଲୋକମାନେ ବିନା ପାଳକରେ ମଷେପଲ ତୁଲ୍ଯ ହବେେ ନାହିଁ।"
18. ତହୁଁ ସଦାପ୍ରଭୁ ମାଶାଙ୍କେୁ କହିଲେ, "ନୂନର ପୁତ୍ର ଯିହାଶୂେୟକୁ ନିଅ, ସେ ଉପୟୁକ୍ତତା ବ୍ଯକ୍ତି ଅଟେ, ପୁଣି ତୁମ୍ଭେ ତାଙ୍କ ଉପରେ ନିଅ।
19. ଆଉ ସମସ୍ତ ମଣ୍ତଳୀ ଓ ଯାଜକ ଇଲିଯାସ ସମ୍ମୁଖ ରେ ତାହାଙ୍କୁ ଉପସ୍ଥିତ କରାଅ ଓ ତାଙ୍କୁ ତା'ର ଆଦେଶ ଦିଅ।
20. "ତାଙ୍କୁ ତୁମ୍ଭେ ଆପଣାର କିଛି ଅଧିକାର ଦିଅ ଯେପରି ସମସ୍ତ ଇଶ୍ରାୟେଲର ଲୋକମାନେ ତାଙ୍କୁ ମାନିବେ।
21. ପୁଣି ସେ ଇଲିଯାସର ଯାଜକ ସମ୍ମୁଖ ରେ ଠିଆ ହବେ, ଇଲିଯାସର ତାହା ପାଇଁ ଊରୀମର ବିଚାର ଦ୍ବାରା ସଦାପ୍ରଭିଙ୍କ ସମ୍ମୁଖ ରେ ସେ ପଚାରିବ; ତବେେ ସମୁଦାଯ ମଣ୍ତଳୀ 'ବାହାରକୁ ଯିବେ'ଓ ତାଙ୍କର ଆଜ୍ଞା ଅନୁସାରେ ଆସିବେ।"
22. ଏଥି ରେ ମାଶାେ ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ପ୍ରେତ୍ୟକକ କର୍ମ କଲେ; ସେ ଯିହାଶୂେୟଙ୍କୁ ଯାଜକ ଇଲିଯାସର ସମ୍ମୁଖ ରେ ଓ ଇଶ୍ରାୟେଲର ଲୋକମାନଙ୍କ ସମ୍ମୁଖ ରେ ଉପସ୍ଥିତ କରାଇଲେ।
23. ପୁଣି ସେ ତାଙ୍କ ଉପରେ ହସ୍ତାର୍ପଣ କଲେ, ପୁଣି ସଦାପ୍ରଭୁ ମାଶାଙ୍କେ ହାତ ରେ ଯରେୂପ କହିଥିଲେ, ସେ ରୂପ ସେ ତାହାଙ୍କୁ ଆଜ୍ଞା ଦେଲେ।
About ଗଣନା ପୁସ୍ତକ Chapter 27
Read ଗଣନା ପୁସ୍ତକ Chapter 27 online from the Holy Bible. This chapter is part of the Book of ଗଣନା ପୁସ୍ତକ in the Old Testament. Continue reading with the chapter navigation above or explore the complete book.
Book Information
Book: ଗଣନା ପୁସ୍ତକ
Chapter: 27
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଗଣନା ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଗଣନା ପୁସ୍ତକ Chapter 27 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଗଣନା ପୁସ୍ତକ Chapter 27?
ଗଣନା ପୁସ୍ତକ Chapter 27 is part of the Book of ଗଣନା ପୁସ୍ତକ in the Holy Bible.
Can I read this chapter online?
Yes. You can read the complete ଗଣନା ପୁସ୍ତକ Chapter 27 online for free with easy chapter navigation.
More Chapters from ଗଣନା ପୁସ୍ତକ
- ଗଣନା ପୁସ୍ତକ Chapter 5
- ଗଣନା ପୁସ୍ତକ Chapter 34
- ଗଣନା ପୁସ୍ତକ Chapter 19
- ଗଣନା ପୁସ୍ତକ Chapter 32
- ଗଣନା ପୁସ୍ତକ Chapter 31
- ଗଣନା ପୁସ୍ତକ Chapter 30
- ଗଣନା ପୁସ୍ତକ Chapter 20
Explore More from ପୁରାତନ ନିୟମ
- ଯୂନସ Chapter 3
- ଯାତ୍ରା ପୁସ୍ତକ Chapter 10
- ଯିଶାଇୟ Chapter 64
- ହିତୋପଦେଶ Chapter 19
- ବିଚାରକର୍ତ୍ତା Chapter 2
- ପ୍ରଥମ ବଂଶାବଳୀ Chapter 26
- ହୋଶେୟ Chapter 6