Read ଯାତ୍ରା ପୁସ୍ତକ Chapter 39 Online
Read ଯାତ୍ରା ପୁସ୍ତକ Chapter 39 online from the Holy Bible. This chapter is part of the Book of ଯାତ୍ରା ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯାତ୍ରା ପୁସ୍ତକ and the Holy Bible online.
Choose a Chapter
ଯାତ୍ରା ପୁସ୍ତକ 39
ଅଧ୍ୟାୟ 39
1. କୁଶଳୀ କର୍ମୀମାନେ ନୀଳ, ଧୂମ୍ର ସିନ୍ଦୁର ବର୍ଣ ସୂତାଦ୍ବାରା ସମାନେେ ସ୍ବତନ୍ତ୍ର ଧରଣର ପୋଷାକ ତିଆରି କଲେ। ସହେି ବିଶଷେ ପୋଷାକ ଯାଜକମାନେ ଯେତବେେଳେ ସଦାପ୍ରଭୁଙ୍କର କର୍ମ କରିବେ, ସମାନେେ ସହେି ସମୟରେ ପିନ୍ଧିବେ। ସଦାପ୍ରଭୁ ମାଶାଙ୍କେ ଦ୍ବାରା ଦଇେଥିବା ଆଜ୍ଞା ଅନୁସାରେ ହାରୋଣ ପାଇଁ ସହେି ପବିତ୍ର ବସ୍ତ୍ର ତିଆରି କଲେ।
2. ସମାନେେ ସୁବର୍ଣ୍ଣ, ନୀଳ ଓ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ବଳା ଶୂଭ୍ର ଦ୍ବାରା ଏଫୋଦ ବସ୍ତ୍ର ପ୍ରସ୍ତୁତ କଲେ।
3. ସମାନେେ ନୀଳ, ବାଇଗଣୀ ଓ ଲାଲ ରଂଗର ସୂତା ରେ ଝାଲରେି ବୁଣିବା ପାଇଁ ସମାନେେ ସୁବର୍ଣ୍ଣକୁ ପିଟିଲେ ଓ କାଟି େଛାଟ ସୂତା ରେ ପରିଣତ କଲେ।
4. ସମାନେେ ଏଫୋଦ୍ ପାଇଁ ସ୍କନ୍ଦ ପଟି ତିଆରି କଲେ। ଏହାପରେ ସମାନେେ ପ୍ରେତ୍ୟକକର କାନିକୁ ଏଫୋଦ୍ର ଦୁଇ ମୁଣ୍ଡ ସହିତ ୟୋଡ ଦେଲେ।
5. ସମାନେେ କଟୀବନ୍ଧନୀ ବୁଣିଲେ ଏଫୋଦ୍ ରେ ବାନ୍ଧିଲେ। ଯେପରି ଏଫୋଦ୍ ତିଆରି ହାଇେଥିଲା, ସହେିପରି ଏହାକୁ ତିଆରି କରାଗଲା। ତାହା ମଧ୍ଯ ସହେି କର୍ମ ଅନୁସାରେ ସୁବର୍ଣ୍ଣ ଦ୍ବାରା ନୀଳ, ବାଇଗଣୀ ଓ ଲାଲ ରଂଗ ରେ ସୂକ୍ଷ୍ମ କ୍ଷୋମସୂତ୍ର ଦ୍ବାରା ତିଆରି କଲେ ଯେପରି ସଦାପ୍ରଭୁ ମାଶାଙ୍କେୁ କରିବା ପାଇଁ ଆଜ୍ଞା ଦଇେଥିଲେ।
6. କର୍ମୀଗଣ ଏଫୋଦ ରେ ଗୋମଦେକ ମଣିକୁ ସୁନା ରେ ଖଚିତ କରି ବ୍ଯବହାର କଲେ। ସହେି ମଣି ରେ ଇଶ୍ରାୟେଲ ସନ୍ତାନମାନଙ୍କର ନାମ ଲେଖିଲେ।
7. ଏହାପରେ ସମାନେେ ସଦାପ୍ରଭୁଙ୍କର ମାଶାଙ୍କେୁ ଆଜ୍ଞା ଅନୁସାରେ ଏଫୋଦର ଦୁଇ ସ୍କନ୍ଦପଟି ଉପରେ ଇଶ୍ରାୟେଲ ପୁତ୍ରମାନଙ୍କ ସ୍ମରଣାର୍ଥକ ମଣି ରୂପେ ତାହା ବସାଇଲେ।
8. ଏହାପରେ ସମାନେେ ବୁକୁପଟା ପ୍ରସ୍ତୁତ କଲେ। ଏହି କର୍ମ କୁଶଳ କାରୀଗରମାନଙ୍କର ଥିଲା। ଏହା ଠିକ୍ ଏଫୋଦ୍ ପରି ଥିଲା। ଏହା ସୁବର୍ଣ୍ଣ ନୀଳଧୂମ୍ର ସିନ୍ଦୁର ବର୍ଣ୍ଣ ଶୁଭ୍ର କ୍ଷୋମ ସୂତ୍ର ଦ୍ବାରା ତିଆରି କରାୟାଇଥିଲା।
9. ଏହା ଚତୁସ୍କୋଣ ଥିଲା। ସମାନେେ ସହେି ବୁକୁ ପଟାକୁ ଦୋହରା କରି ଏକ ଚାଖଣ୍ଡେ ଲମ୍ବ ଓ ଏକ ଚାଖଣ୍ଡ ପ୍ରସ୍ଥ କଲେ।
10. ତାକୁ ଚାରି ପକ୍ତି ମଣି ରେ ଖଚିତ କଲେ। ତାହାର ପ୍ରଥମ ପଂକ୍ତି ରେ ଚୁଣି, ପିତମଣି ଓ ମରକତ ଇତ୍ଯାଦି ରଖିଲେ।
11. ଦ୍ବିତୀୟ ପଂକ୍ତି ରେ ସମାନେେ ପଦ୍ମରାଗ, ନୀଳକାନ୍ତ ଓ ହୀରକ ଦେଲେ।
12. ତୃତୀୟ ପଂକ୍ତି ରେ ପରେୋଜ ଓ ୟିସ୍ମ ଓ କଟା ହଳୋ ରଖିଲେ।
13. ଏବଂ ଚତୁର୍ଥ ପଂକ୍ତି ରେ ବୈଦୁର୍ୟ୍ଯ, ଗୋମଦେକ ମଣି, ସୂର୍ୟ୍ଯକାନ୍ତ ମଣି ଥିଲା। ଏହିସବୁ ମଣି ସ୍ବର୍ଣ୍ଣ ଧାର ରେ ବସାଗଲା।
14. ଇଶ୍ରାୟେଲ ପୁତ୍ରମାନଙ୍କ ନାମାଙ୍କିତ ଏହି ସବୁ ମଣି ଲୋକମାନଙ୍କ ନାମ ଅନୁସାରେ ଦ୍ବାଦଶ ହେଲା। ପ୍ରେତ୍ୟକକ ମଣି ରେ ଇଶ୍ରାୟେଲର ଦ୍ବାଦଶ ପରିବାର ବର୍ଗର ଏକ ଏକ ନାମ ବିଚାରର୍ଥକ ବୁକୁପଟା ହାଇେ ରହିଲା।
15. ତା'ପରେ ସମାନେେ ଶୁଦ୍ଧ ସୁବର୍ଣ୍ଣ ରେ ହାର ତିଆରି କଲେ ଏବଂ ବିଚାରାର୍ଥକ ବୁକୁପଟା ପାଇଁ ରଜ୍ଜୁ ପରି ୟୋଡିଲେ।
16. ଦୁଇ ସ୍ବର୍ଣ୍ଣଧାର ଓ ଦୁଇ ସ୍ବର୍ଣ୍ଣକଡା ନର୍ମାଣ କରି ବିଚାରାର୍ଥକ ବୁକପଟାର ଦୁଇ ପ୍ରାନ୍ତ ରେ ସହେି ଦୁଇ କଡା ଲାଗାଇଲେ।
17. ସମାନେେ ବିଚାରାର୍ଥକ ବୁକୁପଟାର ଶଷେ ଭାଗ ରେ ଦୁଇଟି ସୁବର୍ଣ୍ଣର ଦୁଇଟି କଡା ପାଇଁ ଦୁଇଟି ସୁବର୍ଣ୍ଣର ଜଞ୍ଜିର ତିଆରି କଲେ।
18. ମାଟେ ଜଞ୍ଜିରର ଦୁଇ ମଣ୍ଡ ଦୁଇ ଆଧାର ରେ ବନ୍ଦ କରି ଏଫୋଦ ବସ୍ତ୍ର ସମ୍ମୁଖସ୍ଥ ଦୁଇ ସ୍କନ୍ଦପଟି ଉପରେ ରଖିଲେ।
19. ସମାନେେ ଦୁଇ ସ୍ବର୍ଣ୍ଣକଡା ନିର୍ମାଣ କରି ବିଚାରର୍ଥକ ବୁକୁପଟାର ଦୁଇ ପ୍ରାନ୍ତ ରେ ଏଫୋଦ୍ର ସମ୍ମୁଖସ୍ଥ ଭିତର ଭାଗ ରେ ରଖିଲେ।
20. ସମାନେେ ଆଉ ଦୁଇ ସ୍ବର୍ଣ୍ଣକଡା କଲେ ଏବଂ ଏଫୋଦର ଦୁଇ ସ୍କନ୍ଦପଟି ତଳେ ଲଗାଇଲେ ଓ ଏଫୋଦର କଟୀବନ୍ଧନ ଉପରେ ତାହା ଲଗାଇଲେ।
21. ଏହାପରେ ସମାନେେ ଏକ ନୀଳ ରିବନ ଦ୍ବାରା ବୁକୁପଟାକୁ ଏଫୋଦ ରେ ଏପରି ଯତ୍ନପୂର୍ବକ ବାନ୍ଧିଲେ ଯେ, ତାହା ଯେପରି ଗଳି ନ ପଡେ, ତେଣୁ ବିଚାରାର୍ଥକ ବୁକୁପଟା ଏଫୋଦର କମରବନ୍ଧ ଉପରେ ସୁରକ୍ଷିତ ହାଇେ ରହିଲା। ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ଏହା କରାଗଲା।
22. ଏହାପରେ ସମାନେେ ସଂପୂର୍ଣ୍ଣ ନୀଳବର୍ଣ୍ଣ ବସ୍ତ୍ର ରେ ଏଫୋଦର ଚୋଗା କଲେ। ଏହା ଏକ କୁଶଳୀ କର୍ମୀ ଦ୍ବାରା ବୁଣାଗଲା।
23. ଚୋଗାର ମଧ୍ଯ ସ୍ଥଳ ରେ ସାଞ୍ଚୁଆର ଗଳଦେଶ ନ୍ଯାଯ ଛିଦ୍ର ଥିଲା। ତାହା ଯେପରି ଛିଣ୍ଡି ନୟାଏ, ଏଥିପାଇଁ ସହେି ଗଳାର ଚାରିପାଖ ରେ ବୁଣା କର୍ମ ହାଇେଥିଲା।
24. ସମାନେେ ଚୋଗାର ଅଞ୍ଚଳର ଚାରି ପାଖ ରେ ନୀଳ, ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ବଳା ସୂତ୍ର ରେ ଡାଳିମ୍ବ ନିର୍ମାଣ କଲେ।
25. ଆଉ ସମାନେେ ଡାଳିମ୍ବ ମଧିଅରେ ନିର୍ମଳ ସୁନା ଦ୍ବାରା ଘଣ୍ଟି କରି ଚୋଗା ଅଞ୍ଚଳର ଚାରିଆଡେ ଡାଳିମ୍ବର ମଧିଅରେ ରଖିଲେ।
26. ଉପାସନା ଚୋଗାର ଧଡି ରେ ସମାନେେ ଏକ ଡାଳିମ୍ବ ଓ ଘଣ୍ଟି, ଗୋଟିଏ ପରେ ଗୋଟିଏ ଲଗାଇଲେ, ସଦାପ୍ରଭୁଙ୍କର ମାଶାଙ୍କେୁ ଦଇେଥିବା ଆଜ୍ଞାନୁସା ରେ।
27. ଏହାପରେ ସମାନେେ ହାରୋଣ ଓ ତାଙ୍କର ପୁତ୍ରଗଣ ନିମନ୍ତେ ସୂକ୍ଷ୍ମ କ୍ଷୋମ ସୂତ୍ର ଦ୍ବାରା ତନ୍ତୁବାଯ ନିର୍ମିତ ଜାମା ତିଆରି କଲେ।
28. ସୂକ୍ଷ୍ମ କ୍ଷୋମସୂତ୍ର ନିର୍ମିତ ପଗଡି ଓ ସୂକ୍ଷ୍ମ କ୍ଷୋମ ସୂତ୍ର ନିର୍ମିତ ଶିରୋ ବନ୍ଧନୀ ଓ ସୂକ୍ଷ୍ମ କ୍ଷୋମସୂତ୍ର ନିର୍ମିତ ଶୁକ୍ଲ ଜଙ୍ଘିଆ ପ୍ରସ୍ତୁତ କଲେ।
29. ସମାନେେ ନୀଳ, ବାଇଗଣୀ, ଲାଲ ରଂଗର ସୂତ୍ର ରେ ଝାଲରେି କାର୍ୟ୍ଯ ଦ୍ବାରା ଏକ କଟୀବନ୍ଧନ ପ୍ରସ୍ତୁତ କଲେ। ସଦାପ୍ରଭୁଙ୍କର ମାଶାଙ୍କେ ପ୍ରତି ଆଜ୍ଞାନୁସା ରେ।
30. ଏହାପରେ ସମାନେେ ଶୁଦ୍ଧ ସୁବର୍ଣ୍ଣ ରେ ପବିତ୍ର ମୁକୁଟର ଫଳକ ପ୍ରସ୍ତୁତ କରି ଖାଦେିତ "ସଦାପ୍ରଙ୍କ ଉଦ୍ଦେଶ୍ଯ ରେ ପବିତ୍ର" ଏହା ଏକ ମାହେର ପରି ଲେଖିଲେ।
31. ଏହା ପଗଡି ଉପରେ ରଖିବା ନିମନ୍ତେ ତାହା ନୀଳ ସୂତ୍ର ରେ ବାନ୍ଧିଲେ। ସଦାପ୍ରଭୁଙ୍କ ମାଶାଙ୍କେ ପ୍ରତି ଆଜ୍ଞାନୁସା ରେ।
32. ସମାଗମ ତମ୍ବୁ ରୂପେ ପବିତ୍ର ତମ୍ବୁର ସମସ୍ତ କାର୍ୟ୍ଯ ଇଶ୍ରାୟେଲ ଲୋକମାନଙ୍କ ସମାପ୍ତ ହେଲା। ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସମାନେେ ସମସ୍ତ କର୍ମ କଲେ।
33. ଏହାପରେ ସମାନେେ ମାଶାଙ୍କେୁ ପବିତ୍ର ତମ୍ବୁ ଦଖାଇେଲେ। ଅର୍ଥାତ୍ ତମ୍ବୁ ଓ ତହିଁର ସକଳ ପାତ୍ର, ଘଣ୍ଟି ପଟା, ଅର୍ଗଳ ସ୍ତମ୍ଭ ଓ ଚୁଙ୍ଗୀ।
34. ନାଲି ରଂଗ ରେ ରଂଜିତ ମଷେ ଚର୍ମ ରେ ସୂକ୍ଷ୍ମ ଚର୍ମ ନିର୍ମିତ ତମ୍ବୁ ଆଚ୍ଛାଦକ ଏବଂ ପରଦା ତିଆରି କଲେ।
35. ନିଯମ-ସିନ୍ଦୁକ ଓ ତହିଁର ସାଙ୍ଗୀ ଓ ଆଚ୍ଛାଦକ ଆଣିଲେ।
36. ମଜେ, ତହିଁର ସକଳ ସାମଗ୍ରୀ ଓ ଦର୍ଶନୀଯ ରୋଟୀ।
37. ଶୁଦ୍ଧ ସୁବର୍ଣ୍ଣର ଦ୍ବୀପ, ତହିଁରେ ଥିବା ସମସ୍ତ ସାମଗ୍ରୀ ଓ ଦୀପ ପାଇଁ ତୈଳ। ଦୀପବୃକ୍ଷ ତହିଁରେ ପ୍ରଦୀପ ଅର୍ଥାତ୍ ପ୍ରଦୀପାବଳୀ ଓ ତାହାର ସମସ୍ତ ଉପାଦାନ ଓ ଦୀପାର୍ଥକ ତୈ ଆଣିଲେ।
38. ସ୍ବର୍ଣ୍ଣମଯ ୟଜ୍ଞବଦେୀ, ଅଭିଷକୋର୍ଥକ ତୈଳ, ଧୂପ ଓ ତମ୍ବୁର ପ୍ରବେଶ ଦ୍ବାର ନିମନ୍ତେ ପରଦା।
39. କଂସାର ୟଜ୍ଞବଦେୀ, କଂସାର ଜଞ୍ଜିର, ତା'ର ସାଙ୍ଗୀ ଓ ସକଳ ଆସବାବ ପତ୍ର, ପ୍ରକ୍ଷାଳନ ପାତ୍ର ଓ ତହିଁର ଆଧାର।
40. ପ୍ରାଙ୍ଗଣର ପରଦା, ତହିଁର ସ୍ତମ୍ଭ ଓ ଆଧାର ଓ ପ୍ରାଙ୍ଗଣ ଦ୍ବାରର ପରଦା ତହିଁର ରଜ୍ଜୁ ଓ ଖିଲ ଓ ସମାଗମ ତମ୍ବୁ ନିମନ୍ତେ ବ୍ଯବହୃତ ହେଉଥିବା ସମସ୍ତ ଆସବାବ ପତ୍ର।
41. ଯାଜକ ରୂପେ ସବୋ କଲା ବେଳେ ହାରୋଣ ଓ ତାଙ୍କର ପୁତ୍ରମାନେ ଯେଉଁ ସୁଶୋଭିତ ଚୋଗା ପରିଧାନ କରିଥିଲେ ତାହା ସମାନେେ ଦଖାଇେଲେ।
42. ଇଶ୍ରାୟେଲର ଲୋକମାନେ ଏହିପରି କାର୍ୟ୍ଯମାନ କରିଥିଲେ। ଯାହା ଯାହା କରିବାକୁ ସଦାପ୍ରଭୁ ମାଶାଙ୍କେୁ ଆଜ୍ଞା ଦଇେଥିଲେ.
43. ମାଶାେ ସହେି ସମସ୍ତ କର୍ମ ପ୍ରତି ଦୃଷ୍ଟି ନିକ୍ଷପେ କଲେ। ସେ ଦେଖିଲେ ସଦାପ୍ରଭୁଙ୍କ ନିର୍ଦ୍ଦେଶିତ କାମଗୁଡିକ ଠିକ୍ ଭାବରେ ହାଇେଥିଲା। ତେଣୁ ମାଶାେ ସମାନଙ୍କେୁ ଆଶୀର୍ବାଦ କଲେ।
About ଯାତ୍ରା ପୁସ୍ତକ Chapter 39
Read ଯାତ୍ରା ପୁସ୍ତକ Chapter 39 online from the Holy Bible. This chapter is part of the Book of ଯାତ୍ରା ପୁସ୍ତକ in the Old Testament. Continue reading with the chapter navigation above or explore the complete book.
Book Information
Book: ଯାତ୍ରା ପୁସ୍ତକ
Chapter: 39
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଯାତ୍ରା ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଯାତ୍ରା ପୁସ୍ତକ Chapter 39 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଯାତ୍ରା ପୁସ୍ତକ Chapter 39?
ଯାତ୍ରା ପୁସ୍ତକ Chapter 39 is part of the Book of ଯାତ୍ରା ପୁସ୍ତକ in the Holy Bible.
Can I read this chapter online?
Yes. You can read the complete ଯାତ୍ରା ପୁସ୍ତକ Chapter 39 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 38
- ଆଦି ପୁସ୍ତକ Chapter 21
- ଆଦି ପୁସ୍ତକ Chapter 12
Explore More from ଯାତ୍ରା ପୁସ୍ତକ
- ଯାତ୍ରା ପୁସ୍ତକ Chapter 18
- ଯାତ୍ରା ପୁସ୍ତକ Chapter 6
- ଯାତ୍ରା ପୁସ୍ତକ Chapter 2
- ଯାତ୍ରା ପୁସ୍ତକ Chapter 31
- ଯାତ୍ରା ପୁସ୍ତକ Chapter 38
- ଯାତ୍ରା ପୁସ୍ତକ Chapter 25
- ଯାତ୍ରା ପୁସ୍ତକ Chapter 37