Read ଯାତ୍ରା ପୁସ୍ତକ Chapter 22 Online
Read ଯାତ୍ରା ପୁସ୍ତକ Chapter 22 online from the Holy Bible. This chapter is part of the Book of ଯାତ୍ରା ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯାତ୍ରା ପୁସ୍ତକ and the Holy Bible online.
Choose a Chapter
ଯାତ୍ରା ପୁସ୍ତକ 22
ଅଧ୍ୟାୟ 22
1. "ଜଣେ ବ୍ଯକ୍ତି ପାଇଁ କ'ଣ ଦଣ୍ଡ ଅଛି ୟିଏ ଗୋରୁ କିମ୍ବା ମଷେ ଚୋରି କରେ, ଯଦି ସେ ତାକୁ ହତ୍ଯା କରେ କିମ୍ବା ବିକ୍ରୀ କରେ। ସେ ଏହାକୁ ଫରୋଇ ପାରିବ ନାହିଁ। ତେଣୁ ସେ ଏକ ଗୋରୁ ବଦଳ ରେ ପାଞ୍ଚଟି ଗୋରୁ, ଏବଂ ଏକ ମଷେ ବଦଳ ରେ ଚାରୋଟୀ ମଷେ ଦବେ।
2. ଯଦି ଏକ ଚୋର ଚୋରି କରିବା ସମୟରେ ରାତ୍ରି ରେ ମରିୟାଏ, ତବେେ ତା'ର ମୃତ୍ଯୁ ପାଇଁ କହେି ଦାଯୀ ହବେେ ନାହିଁ।
3. ଯଦି ଏପରି ଦିନ ରେ ଘଟିଥାଏ ତବେେ ହତ୍ଯା କରିଥିବା ବ୍ଯକ୍ତି ଦୋଷୀ ସାବ୍ଯସ୍ତ ହବେ।
4. ଯଦି ଚୋରି ହାଇେଥିବା ପଶୁଟି ସହେି ଲୋକ ପାଖ ରେ ମିଳେ, ଏହା ବଳଦ ହେଉ, ଗଧ କିମ୍ବା ମଷେ ହେଉ, ସେ ଚୋରି କରିଥିବା ଜିନିଷର ଦୁଇଗୁଣା ଦବେ।
5. "ଯଦି କୌଣସି ବ୍ଯକ୍ତି ଅନ୍ୟ ଜଣେ ଲୋକର ଦ୍ରାକ୍ଷା କ୍ଷେତ୍ର ରେ ପଶୁ ଚରାଏ ତବେେ ସେ ଲୋକ ତା'ର ଉତ୍ତମ କ୍ଷତରେ ଫସର ଉକ୍ତ ଲୋକକୁ ଦବେ।
6. "ଯଦି କୌଣସି ଲୋକ କଣ୍ଟକ ବନ ରେ ଅଗ୍ନି ସଂୟୋଗ କରେ ଓ ସହେି ଅଗ୍ନି ରେ ଯଦି କାହାର କ୍ଷତରେ ଫସଲ ବା ଶସ୍ଯଗଦା କିମ୍ବା କ୍ଷତଟେି ପୋଡି଼ ନଷ୍ଟ ହୁଏ ତବେେ ସହେି ଲୋକକୁ ଉକ୍ତ କ୍ଷତିର ଭରଣା କରିବାକୁ ହବେ।
7. "ଆଉ କହେି ଆପଣା ପଡ଼ୋଶୀ ନିକଟରେ ମୁଦ୍ରା ଅବା ଆଉ କୌଣସି ଦ୍ରବ୍ଯ ରଖିବା ପାଇଁ ସମର୍ପଣ କଲେ ତାହା ଯବେେ କହେି ସହେି ଲୋକର ଗୃହରୁ ଚୋରିକରେ ଓ ସହେି ଚୋର ଧରାପଡେ, ତବେେ ସେ ତା'ର ଦୁଇଗୁଣ ଦବେ।
8. କିନ୍ତୁ ଯଦି ଚୋର ଧରା ନପଡେ, ତବେେ ଗୃହସ୍ବାମୀ ପ୍ରତିବେଶୀର ଦ୍ରବ୍ଯ ରେ ହସ୍ତ ଦଇେ ଅଛି କି ନାହିଁ, ଏହା ଜଣାୟିବା ନିମନ୍ତେ ସେ ପରମେଶ୍ବରଙ୍କ ସାକ୍ଷାତ ରେ ଉପସ୍ଥିତ ହବେ।
9. "ପୁଣି ସର୍ବପ୍ରକାର ଅଧର୍ମ ବିଷଯ ରେ, ଅର୍ଥାତ୍ ଗୋରୁ କି ଗଧ, ମଷେ କିଅବା ବସ୍ତ୍ର ଯେକୌଣସି ହଜିଲା ଦ୍ରବ୍ଯ ବିଷଯ ରେ ଯବେେ କହେି କ ହେ, "ଏହା ସହେି ଦ୍ରବ୍ଯ" ଏବଂ ଅନ୍ୟ ଜଣେ କହିବ, 'ନା ଏହା ତାହା ନୁହେଁ' ତବେେ ଉଭୟ ପକ୍ଷଙ୍କ କଥା ପରମେଶ୍ବରଙ୍କ ସାକ୍ଷାତ ରେ ଉପସ୍ଥିତ ହବେ, ତହିଁରେ ପରମେଶ୍ବର ଯାହାକୁ ଦୋଷୀ ବିଚାର କରିବେ ସେ ଆପଣା ପଡ଼ୋଶୀକୁ ଦୁଇଗୁଣ ଦବେ।
10. "କୌଣସି ଲୋକ ଯଦି ଅନ୍ୟ କାହାର ଗଧ କି ଗୋରୁ, କି ମଷେ, କିଅବା କୌଣସି ପଶୁ ପ୍ରତିପାଳନାର୍ଥେ ରଖିଥାଏ, ଯଦି ଅ ଦଖାେ ରେ ସେ ପଶୁ ମ ରେ କିମ୍ବା ଅଙ୍ଗହାନି ହୁଏ କିମ୍ବା ତଡ଼ି ଦିଆୟାଏ,
11. ତବେେ ସେ ପ୍ରତିବେଶୀର ଦ୍ରବ୍ଯ ରେ ହସ୍ତ ଦଇେଅଛି କି ନାହିଁ, ଏ ବିଷଯ ରେ ଉଭୟଙ୍କ ମଧିଅରେ ସଦାପ୍ରଭୁଙ୍କର ଶପଥ ହବେ। ପଶୁର ମାଲିକ ସହେି ଶପଥ ଗ୍ରହଣ କରିବ। ପୁଣି ସେ ପରିଶାଧେ କରିବ ନାହିଁ।
12. ମାତ୍ର ଯବେେ ତାହା ନିକଟରୁ ଚୋରି ୟାଏ, ତବେେ ସେ ତା'ର ମୁନିବକୁ ତାହାର ମୂଲ୍ଯ ଦବେ।
13. ଯଦି କୌଣସି ବନ୍ଯ ଜନ୍ତୁ ତାକୁ ହତ୍ଯା କରେ, ଦବେେ ତାହା ଯଦି ସେ ପ୍ରମାଣ କରେ ତବେେ ତାକୁ ସହେି ପଶୁର ମୂଲ୍ଯ ଦବୋକୁ ପଡିବ ନାହିଁ।
14. "କୌଣସି ଲୋକ ଯଦି ତା'ର ପଡ଼ୋଶୀଠାରୁ କିଛି ଧାର ଆଣିଥାଏ ତବେେ ସେ ସହେି ଜିନିଷ ପାଇଁ ଦାଯୀ ରହିବ। ଯଦି ଗୋଟିଏ ପଶୁ ଆଘାତ ପାଏ ଯଦି ଏ ପଶୁ ମରିୟାଏ, ତବେେ ତା'ର ପଡ଼ୋଶୀକୁ ତା'ର ପଶୁ ମୁନିବକୁ ତା'ର ମୂଲ୍ଯ ଦବୋକୁ ପଡିବ। ଏଥିପାଇଁ ତା'ର ପଡ଼ୋଶୀ ସଂପୂର୍ଣ୍ଣ ରୂପେ ଦାଯୀ ରହିବ। କାରଣ ତା'ର ମୁନିବ ସଠାେରେ ନଥାଏ।
15. କିନ୍ତୁ ଯଦି ପଶୁ ନିକଟରେ ତା'ର ମୁନିବ ଥାଏ, ତବେେ ତା'ର ପଡ଼ୋଶୀକୁ କିଛି ଦବୋକୁ ନାହିଁ। କିମ୍ବା ଯଦି ତା'ର ପଡ଼ୋଶୀ ସହେି ପଶୁକୁ ବ୍ଯବହାର କରି ପଇସା ଦେଉଥାଏ, ତବେେ ତାକୁ ପଇସା ଦବୋକୁ ପଡିବ ନାହିଁ। ଯବେେ ସହେି ପଶୁଟି ମରିୟାଏ, ବ୍ଯବହାର ସମୟରେ ଯେତିକି ଅର୍ଥ ଦଇେଥିବ ତାହା ୟଥେଷ୍ଟ।
16. "ଯଦି କୌଣସି ଲୋକର କୌଣସି ଅବିବାହିତା ୟିବତୀ ସହ ୟୋନ ସଂପର୍କ ଥାଏ, ତବେେ ସେ ତାକୁ ବିବାହ କରିବାକୁ ବାଧ୍ଯ। ଏବଂ ତାକୁ ମଧ୍ଯ ସେ ଝିଅର ପିତାକୁ ୟୌତୁକ ଦବୋକୁ ପଡିବ।
17. ଯଦି ତାଙ୍କର ପିତା ଦୁହିଁଙ୍କୁ ବିବାହ ଦବୋକୁ ମନା କରେ ତଥାପି ମଧ୍ଯ ସହେି ୟୁବକକୁ ଅର୍ଥ ଦବୋକୁ ପଡିବ। ସେ ତାଙ୍କୁ ସଂପୂର୍ଣ୍ଣ ଅର୍ଥ ଦବୋକୁ ପଡିବ।
18. "ତୁମ୍ଭେ ନିଶ୍ଚିତ କୌଣସି ସ୍ତ୍ରୀ ଲୋକକୁ ଖରାପ ୟାଦୁବିଦ୍ଯା ଅଭ୍ଯାସ କରିବା ପାଇଁ ଅନୁମତି ଦବୋ ଉଚିତ୍ ନୁହେଁ। ଯଦି କିଏ ଏପରି କରେ ତବେେ ତାକୁ ଜୀବିତ ରଖିବ ନାହିଁ।
19. "କୌଣସି ଲୋକକୁ ପଶୁ ସହିତ ୟୌନ ସଂପର୍କ ରଖିବାକୁ ଦବେ ନାହିଁ। ଯଦି ଏପରି କହେି କରେ, ତବେେ ତାକୁ ମୃତ୍ଯୁ ଦଣ୍ଡ ଦବେ।
20. "ଯଦି କହେି ଲୋକ ସଦାପ୍ରଭୁଙ୍କ ବିନା ଅନ୍ୟ କୌଣସି ଦବେତାଙ୍କୁ ବଳିଦାନ ଉତ୍ସବ କରେ , ତବେେ ସେ ବର୍ଜ୍ଜନୀଯ ହାଇେ ବିନଷ୍ଟ ହବେ।
21. "ମନରେଖ, ଅତୀତ ରେ ତୁମ୍ଭମାନେେ ମିଶର ରେ ବିଦେଶୀ ରୁପେ ଥିଲ। ତେଣୁ ତୁମ୍ଭ ଦେଶ ରେ କୌଣସି ବିଦେଶୀକୁ ଠକିବ ନାହିଁ କିମ୍ବା ଆଘାତ କରିବ ନାହିଁ।
22. "କୌଣସି ବିଧବା କିମ୍ବା ପିତାମାତାହୀନ ସନ୍ତାନଙ୍କର କୌଣସି କ୍ଷତି କରିବ ନାହିଁ।
23. ଯଦି ତୁମ୍ଭେ କହେି ଅସହାୟ ବିଧବା କିମ୍ବା ପିତାମାତାହୀନ ଅନାଥଙ୍କର କିଛି ଅନିଷ୍ଟ କର ତବେେ ମୁଁ ତାଙ୍କର ଦୁଃଖ ଶୁଣିବି।
24. ଏବଂ ଏଥି ରେ ଅଧିକ କୋରଧିତ ହବେି। ମୁଁ ତାକୁ ଏକ ଖଡ୍ଗ ରେ ହତ୍ଯା କରିବି। ଏହାପରେ ତୁମ୍ଭର ସ୍ତ୍ରୀ ବିଧବା ହବେ ଏବଂ ତୁମ୍ଭର ପିଲାମାନେ ଅନାଥ ହବେେ।
25. "ଯଦି ତୁମ୍ଭେ ଗରିବ ଲୋକକୁ ଧାର ଦିଅ, ୟିଏକି ମାରେ ଲୋକ ତୁମ୍ଭେ ତା ନିକଟରୁ ସୁଧ ନବେ ନାହିଁ। ମହାଜନ ପରି ବ୍ଯବହାର କରନାହିଁ।
26. ଯବେେ ତୁମ୍ଭେ ଆପଣା ପଡ଼ୋଶୀର ବସ୍ତ୍ର ବନ୍ଧକ ରଖିବ ତବେେ ତାହା ସୂର୍ୟ୍ଯାସ୍ତ ପୂର୍ବରୁ ଫରୋଇ ଦବେ।
27. ଯଦି ସେ ଲୋକର ଶରୀରକୁ ଆଚ୍ଛାଦନ କରିବା ପାଇଁ କୌଣସି ବସ୍ତ୍ର ନଥାଏ, ତବେେ ସେ କେଉଁଥି ରେ ଶାଇେବ? ଏବଂ ସେ ଯଦି ମାେତେ ଦୁଃଖ ରେ ଡାକେ, ତବେେ ମୁଁ ତା'ର କଥା ଶୁଣିବି କାରଣ ମୁଁ ଦୟାଳୁ।
28. "ତୁମ୍ଭେ କୌଣସି ଅବଜ୍ଞା କରିବ ନାହିଁ ଆପଣା ପରମେଶ୍ବରଙ୍କୁ। ଏବଂ ତୁମ୍ଭର କୌଣସି ଅଧକ୍ଷ୍ଯଙ୍କୁ ଶାପ ଦବେ ନାହିଁ।
29. ଶସ୍ଯ ଅମଳ ସମୟରେ ତୁମ୍ଭର ପ୍ରଥମ ଶସ୍ଯ ଏବଂ ପ୍ରଥମ ଫଳର ରସ ଦବୋ ରେ କୌଣସି ବିଳମ୍ବ କରିବ ନାହିଁ।
30. ତୁମ୍ଭମାନଙ୍କର ମଷେ, ଗୋବତ୍ସା ଇତ୍ଯାଦି ତାଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ତାଙ୍କର ମା ପାଖ ରେ ସାତଦିନ ରଖି ଅଷ୍ଟମ ଦିନ ରେ ମାଠାେ ରେ ଉତ୍ସର୍ଗ କରିବ।
31. "ତୁମ୍ଭମାନେେ ମାରେ ବିଶଷେ ଲୋକ। ତେଣୁ ତୁମ୍ଭେ କୌଣସି ପଶୁମାନଙ୍କ ଦ୍ବାରା ମରିଥିବା ପଶୁକୁ ଖାଇବ ନାହିଁ। କୁକୁରମାନଙ୍କୁ ତା'ର ମାଂସ ଖାଇବାକୁ ଦବେ।
About ଯାତ୍ରା ପୁସ୍ତକ Chapter 22
Read ଯାତ୍ରା ପୁସ୍ତକ Chapter 22 online from the Holy Bible. This chapter is part of the Book of ଯାତ୍ରା ପୁସ୍ତକ in the Old Testament. Continue reading with the chapter navigation above or explore the complete book.
Book Information
Book: ଯାତ୍ରା ପୁସ୍ତକ
Chapter: 22
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଯାତ୍ରା ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଯାତ୍ରା ପୁସ୍ତକ Chapter 22 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଯାତ୍ରା ପୁସ୍ତକ Chapter 22?
ଯାତ୍ରା ପୁସ୍ତକ Chapter 22 is part of the Book of ଯାତ୍ରା ପୁସ୍ତକ in the Holy Bible.
Can I read this chapter online?
Yes. You can read the complete ଯାତ୍ରା ପୁସ୍ତକ Chapter 22 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 21
- ଆଦି ପୁସ୍ତକ Chapter 12
- ଆଦି ପୁସ୍ତକ Chapter 11
Explore More from ଯାତ୍ରା ପୁସ୍ତକ
- ଯାତ୍ରା ପୁସ୍ତକ Chapter 27
- ଯାତ୍ରା ପୁସ୍ତକ Chapter 33
- ଯାତ୍ରା ପୁସ୍ତକ Chapter 13
- ଯାତ୍ରା ପୁସ୍ତକ Chapter 2
- ଯାତ୍ରା ପୁସ୍ତକ Chapter 18
- ଯାତ୍ରା ପୁସ୍ତକ Chapter 11
- ଯାତ୍ରା ପୁସ୍ତକ Chapter 29