ଯାତ୍ରା ପୁସ୍ତକ Chapter 30

For English

Read ଯାତ୍ରା ପୁସ୍ତକ Chapter 30 Online

Read ଯାତ୍ରା ପୁସ୍ତକ Chapter 30 online from the Holy Bible. This chapter is part of the Book of ଯାତ୍ରା ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯାତ୍ରା ପୁସ୍ତକ and the Holy Bible online.

Choose a Chapter

ଯାତ୍ରା ପୁସ୍ତକ 30

ଅଧ୍ୟାୟ 30

1. "ଶୁଟୀମ୍ କାଠ ରେ ଏକ ବଦେୀ ନିର୍ମାଣ କର। ତୁମ୍ଭେ ଏହି ବଦେୀକୁ ଧୂପ ଜଳାଇବା ପାଇଁ ବ୍ଯବହାର କରିବା ଉଚିତ୍।

2. ଏହି ବଦେୀ ବର୍ଗାକାର ହବେ। ଏକ ହାତ ଲମ୍ବ, ଏକ ହାତ ପ୍ରସ୍ଥ ଏବଂ ଏହା ଦୁଇ ହାତ ଉଚ୍ଚ ହବୋ ଉଚିତ୍। ଏହାର ଶିଙ୍ଗଗୁଡ଼ିକ ବଦେୀର ଅଂଶ ହବେ।

3. ଏହି ବଦେୀର ଉପର ଏବଂ ଚତୁଃପାଶର୍‌ବକୁ ନିର୍ମଳ ସୁନା ରେ ଆଚ୍ଛାଦନ କର ଏବଂ ଚାରିଆଡେ ସୁନା କାନ୍ଥ ଦବେ।

4. ସୁବର୍ଣ୍ଣର ବଳଯ ତଳେ ଦୁଇଟି କଣା କର। ଏବଂ ସଠାେରେ ଦୁଇଟି ସୁବର୍ଣ୍ଣର ଆଙ୍କୁଡା ଲଗାଅ। ୟଜ୍ଞବଦେୀକୁ ସାଙ୍ଗୀ ସାହାୟ୍ଯ ରେ ବହିନିଅ।

5. ଏହି ସାଙ୍ଗୀ ମଧ୍ଯ ଶିଟୀମ୍ କାଠ ରେ ତିଆରି କରିବ। ଏହି ସାଙ୍ଗୀଗୁଡିକ ସୁବର୍ଣ୍ଣ ରେ ଛାଉଣୀ କରାୟିବ।

6. ମୁଁ ତୁମ୍ଭକୁ ଯେଉଁ ସ୍ଥାନ ରେ ସାକ୍ଷାତ କରିବି ତାହା ନିଯମ-ସିନ୍ଦୁକର ସମ୍ମୁଖ ରେ ଅଛି। ଯେଉଁଟାକି ପରଦା ପାଶର୍‌ବ ରେ ନିଯମ-ସିନ୍ଦୁକ ଆଚ୍ଛାଦକର ଆଗ ରେ ଅଛି।

7. "ହାରୋଣ ସୁଗନ୍ଧିତ ଧୂପ ଜଳାଇବ। ସେ ପ୍ରତି ପ୍ରଭାତ ରେ ପ୍ରଦୀପ ପରିଷ୍କାର କରିବା ବେଳେ ସହେି ଧୂପ ଜଳାଇବ।

8. ପୁଣି ସନ୍ଧ୍ଯା ସମୟରେ ହାରୋଣ ପ୍ରଦୀପ ଜଳାଇବା ସମୟରେ ଧୂପ ଜଳାଇବ, ତହିଁରେ ସମାନଙ୍କେର ପୁରୁଷାନୁକ୍ରମେ ସଦାପ୍ରଭୁଙ୍କ ସମ୍ମୁଖ ରେ ପ୍ରେତ୍ୟକକ ଦିନ ଧୂପ ଜଳାଇବ।

9. ବିଦେଶୀ ଧୂପ କିମ୍ବା ହାମବେଳି କିମ୍ବା ଶସ୍ଯ ନବୈେଦ୍ଯ ବଦେୀ ଉପରେ ଉତ୍ସର୍ଗ କର ନାହିଁ ଓ ତହିଁ ଉପରେ ପଯେ ନବୈେଦ୍ଯ ଢାଳ ନାହିଁ।

10. "ହାରୋଣ, ପାପ କ୍ଷମାର୍ଥେ ବର୍ଷକୁ ଥରେ ଦୋଷାର୍ଥକ ବଳି ରକ୍ତ ସହିତ ୟଜ୍ଞବଦେୀର ଶିଙ୍ଗ ଉପରେ ପ୍ରସ୍ତୁତ କରିବାର ଦିନ ବ୍ଯବହାର କରିବା ଉଚିତ୍। ହାରୋଣର ବଂଶଧର ପୁରୁଷାନୁକ୍ରମେ ପ୍ରେତ୍ୟକକ ବର୍ଷ ଏହା କରିବା ଉଚିତ୍। ଏହି ୟଜ୍ଞବଦେୀ ସଦାପ୍ରଭୁଙ୍କ ପାଇଁ ମହାପବିତ୍ର।"

11. ସଦାପ୍ରଭୁ ମାଶାଙ୍କେୁ କହିଲେ,

12. "ତୁମ୍ଭେ ଗଣିତ ହାଇେଥିବା ଲୋକମାନଙ୍କର ସଂଖ୍ଯା ଅନୁସାରେ ଇଶ୍ରାୟେଲ ସନ୍ତାନମାନଙ୍କୁ ଗଣନା କରିବ। ସେତବେେଳେ ସମାନଙ୍କେର ପ୍ରେତ୍ୟକକ ଲୋକ ସଦାପ୍ରଭୁଙ୍କ ନିକଟରେ ନିଜ ନିଜ ପ୍ରାଣାର୍ଥେ ଗଣନା ସମୟରେ ପ୍ରାଯଶ୍ଚିତ କରିବେ। ତହିଁରେ ସମାନଙ୍କେ ମଧିଅରେ ଗଣନା ସମୟରେ ଆଘାତ ହବେ ନାହିଁ।

13. ଯେଉମାନଙ୍କୁ ଗଣନା କରାୟାଏ ସମାନେେ ଅର୍ଦ୍ଧ ଶକେଲ ଦବୋ ଉଚିତ୍। କର୍ୟ୍ଯାଳଯ ମାପ ଅନୁସାରେ ଅର୍ଦ୍ଧ ଶକେଲ, ଏହି ଶକେଲ କୋଡ଼ିଏ ଗରୋହ ଅଟେ। ସହେି ଅର୍ଦ୍ଧ ଶକେଲ ସଦାପ୍ରଭୁଙ୍କ ପାଇଁ ନବୈେଦ୍ଯ ହବେ।

14. କୋଡ଼ିଏ ବର୍ଷ କିମ୍ବା ତା'ଠାରୁ ଅଧିକ ବଯସ୍କ ବ୍ଯକ୍ତି ୟିଏ କହେି ଗଣିତ ମଧିଅରେ ଆସିବ, ସେ ସଦାପ୍ରଭୁଙ୍କୁ ଏହି ନବୈେଦ୍ଯ ଉତ୍ସର୍ଗ କରିବ।

15. ଧନୀ ବ୍ଯକ୍ତି ଅର୍ଦ୍ଧ ଶକେଲରୁ ଅଧିକ ଦବୋ ଉଚିତ୍ନୁ ହେଁ। ଗରିବ ଲୋକମାନେ ଅର୍ଦ୍ଧ ଶକେଲରୁ କମ୍ ଦବୋ ଉଚିତ୍ ନୁହେଁ। ସମସ୍ତ ନବୈେଦ୍ଯ ସମାନ ହବୋ ଉଚିତ୍। ତୁମ୍ଭ ଜୀବନର ପ୍ରାଯଶ୍ଚିତ ନିମନ୍ତେ, ଏହା ସଦାପ୍ରଭୁଙ୍କୁ ଉତ୍ସର୍ଗ କରାୟିବ।

16. ସହେି ଅର୍ଥକୁ ଇଶ୍ରାୟେଲ ଲୋକମାନଙ୍କ ପାଖରୁ ଏକତ୍ର କର। ଏହି ଅର୍ଥକୁ ସମାଗମ ତମ୍ବୁର କାର୍ୟ୍ଯାର୍ଥେ ବିନି ଯଗେ କର। ଏହି ଦଯେ ତୁମ୍ଭମାନଙ୍କର ସଦାପ୍ରଭୁଙ୍କୁ ମନେ ରଖିବା ପାଇଁ ଏକ ମାଧ୍ଯମ ହବେ। ସମାନେେ ସମାନଙ୍କେର ଜୀବନ ପା୍ରଯଶ୍ଚିତ ପାଇଁ ଏହା ଦାନ କରିବେ।"

17. ସଦାପ୍ରଭୁ ମାଶାଙ୍କେୁ କହିଲେ,

18. "ପ୍ରକ୍ଷାଳନ କୁଣ୍ଡ ଏବଂ ଏହାର ଆଧାର ସବୁ କଂସା ରେ ତିଆରି କର। ପୁଣି ସମାଗମ ତମ୍ବୁ ଓ ୟଜ୍ଞବଦେୀ ମଧିଅରେ ପ୍ରକ୍ଷାଳନ କୁଣ୍ଡ ରଖ ଓ ତହିଁ ମଧିଅରେ ଜଳ ପୂର୍ଣ୍ଣ କର।

19. ହାରୋଣ ଏବଂ ତାଙ୍କର ପୁତ୍ରମାନେ ସମାନଙ୍କେର ହାତ ପାଦ ଧୌତ କରିବେ।

20. ସମାନେେ ସମାଗମ ତମ୍ବୁ ରେ ପ୍ରବେଶ କଲା ସମୟରେ ସମାନେେ ଧୋଇ ହବୋ ଉଚିତ୍, ଯାହାଫଳ ରେ ସମାନେେ ମରିବେ ନାହିଁ। ଆଉ ମଧ୍ଯ ସମାନେେ ଯାଜକର କର୍ମ କରିବା ନିମନ୍ତେ ଯେତବେେଳେ ସଦାପ୍ରଭୁଙ୍କୁ ନବୈେଦ୍ଯ ଉତ୍ସର୍ଗ କରିବା ପାଇଁ ବଦେୀ ପାଖକୁ ଯିବେ,

21. ସମାନେେ ସମାନଙ୍କେର ହାତ ଏବଂ ପାଦ ଧୋଇବେ, ଯାହା ଫଳ ରେ ମୃତ୍ଯୁବରଣ କରିବେ ନାହିଁ। ହାରୋଣ ଏବଂ ତାଙ୍କ ବଂଶଧରମାନଙ୍କ ପାଇଁ ଏହି ବ୍ଯବସ୍ଥା ସବୁଦିନ ପାଇଁ ରହିବ।"

22. ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ,

23. "ଏହି ଅତ୍ଯୁତ୍ତମ ସୁଗନ୍ଧି ଦ୍ରବ୍ଯ, ଅର୍ଥାତ୍ ପବିତ୍ରସ୍ଥାନର ଶକେଲ ଅନୁସାରେ ପାଞ୍ଚଶତ ଶକେଲ ନିର୍ମଳ ଗନ୍ଧରସ ଓ ତା'ର ଅଧା ଅର୍ଥାତ୍ ଅଢାଇଶ ଶକେଲ ସୁଗନ୍ଧି ବାରୁଚିନୀ ଓ ଅଢାଇଶତ ଶକେଲ ସୁଗନ୍ଧି ବଚ ସଂଗ୍ରହ କର।

24. କାଶିଆର 500 ଶକେଲ ସଂଗ୍ରହ କର। ଯେତବେେଳେ ଏହିସବୁ ଓଜନ କରୁଛ, କାର୍ୟ୍ଯାଳଯ ମାପ ବ୍ଯବହାର କର। ଆଉ ମଧ୍ଯ ଏକ ହୀନ ଅଲିଭ ତୈଳ ସଂଗ୍ରହ କର।

25. "ଏହି ସବୁତକ ମସଲା ଓ ତୈଳ ମିଶାଇବା ପାଇଁ ଏକ ସୁଗନ୍ଧି ଦ୍ରବ୍ଯ ତିଆରି କରୁଥିବା ୟନ୍ତ୍ର ଆଣ। ତାହା ଅଭିଷକୋର୍ଥକ ପବିତ୍ର ତୈଳ ମିଶାଇବ।

26. ଏହା ନଇେ ତୁମ୍ଭମାନେେ ସମାଗମ ତମ୍ବୁ ଓ ନିଯମ-ସିନ୍ଦୁକ ଉପରେ ସିଞ୍ଚନ କର।

27. ମଜେ ଓ ତହିଁର ସକଳ ପାତ୍ର ଓ ଦୀପବୃକ୍ଷ ଓ ତହିଁର ସକଳ ଅଂଶ, ଧୂପ ବଦେୀ,

28. ହାମବେଳିର ବଦେୀ ଓ ତହିଁର ସକଳ ଅଂଶ, ପ୍ରକ୍ଷାଳନ ପାତ୍ର ଓ ତହିଁର ରୁଖା।

29. ଏହିସବୁ ବସ୍ତୁକୁ ପବିତ୍ର କର। ତହିଁରେ ସଗେୁଡିକ ମହାପବିତ୍ର ହବେ ଏବଂ ଯାହା କିଛି ସଗେୁଡିକ ସ୍ପର୍ଶ କରେ ସେସବୁ ନିଶ୍ଚଯ ପବିତ୍ର ହବେ।

30. "ଏହି ତୈଳକୁ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କ ଉପରେ ଛିଞ୍ଚି ପବିତ୍ର କର। ଯେଉଁଥି ରେ ସମାନେେ ଆମ୍ଭର ଯାଜକ କର୍ମ କରିବା ପାଇଁ ଅଭିଷକେ କରି ପବିତ୍ର କରିବେ।

31. ଇଶ୍ରାୟେଲର ଲୋକମାନଙ୍କୁ ଏହି ଅଭିଷକୋର୍ଥକ ତୈଳ ବିଷଯ ରେ କୁହ ଯେ ଏହା ପବିତ୍ର ଅଟେ। ଏହା ସର୍ବଦା ଆମ୍ଭ ପାଇଁ ବ୍ଯବହାର ହବେ।

32. କହେି ଏହାକୁ ବ୍ଯକ୍ତିଗତ କାର୍ୟ୍ଯ ରେ ସାଧାରଣ ତୈଳ ପରି ବ୍ଯବହାର କରିପାରିବେ ନାହିଁ। ବିଶଷେ ତୈଳ ପ୍ରସ୍ତୁତ କଲାପରି ଅନ୍ୟ ସୁଗନ୍ଧିକୁ ପ୍ରସ୍ତୁତ କରନାହିଁ।ଏହି ତୈଳ ପବିତ୍ର ଏବଂ ତୁମ୍ଭ ପାଇଁ ପବିତ୍ର ହବୋ ଉଚିତ୍।

33. ଯଦି ଜଣେ ଲୋକ ଏହି ତୈଳ ପରି ସୁଗନ୍ଧି ତିଆରି କରେ, ଏବଂ ଯଦି ଅୟୋଗ୍ଯ ବ୍ଯକ୍ତିକୁ ଦିଆୟାଏ, ତାକୁ ଏହି ଲୋକମାନଙ୍କଠାରୁ ଅଲଗା କରାୟିବ।"

34. ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, "ତୁମ୍ଭେ ଆପଣା ନିକଟରେ ସୁଗନ୍ଧ ଦ୍ରବ୍ଯ ଅର୍ଥାତ୍ ଗୁଗ୍ଗୁଳ ଓ ନଖୀ, କୁନ୍ଦୁରୁ ଓ ନିର୍ମଳ ଲୋବାନ୍। ଏହି ପ୍ରେତ୍ୟକକ ସୁଗନ୍ଧି ଦ୍ରବ୍ଯ ସମଭାବରେ ସଂଗ୍ରହ କର।

35. ଏହିସବୁ ମିଶାଇ ସୁଗନ୍ଧି ପ୍ରସ୍ତୁତ କରିବା ପାଇଁ ଏକ ଧୂପକାରକକୁ ଆଣ। ଏଥି ରେ ଲବଣ ମଧ୍ଯ ମିଶାଅ। ଏହା ତୁମ୍ଭ ପାଇଁ ଶୁଦ୍ଧ ଓ ପବିତ୍ର ଅଟେ।

36. ତହିଁରୁ କିଛି ଚୁର୍ଣ୍ଣ କରି ଯେଉଁ ସମାଗମ ତମ୍ବୁ ରେ ଆମ୍ଭେ ତୁମ୍ଭ ସହିତ ସାକ୍ଷାତ କରିବା, ତହିଁ ମଧିଅରେ ନିଯମ-ସିନ୍ଦୁକ ମଧିଅରେ ରଖିବ। ତାହା ତୁମ୍ଭମାନଙ୍କ ପ୍ରତି ମହାପବିତ୍ର ହବେ।

37. ତୁମ୍ଭମାନେେ ଯେଉଁ ସୁଗନ୍ଧି ଧୂପ କରିବ, ତହିଁର ମିଶ୍ରିତ ଦ୍ରବ୍ଯର ପରିମାଣ ଅନୁସାରେ ନିଜ ପାଇଁ କର ନାହିଁ। ତାହା ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ହବେ।

38. ଯଦି କହେି ଆପଣା ଘ୍ରାଣାର୍ଥେ ସହେିପରି ସୁଗନ୍ଧି ଧୂପ ପ୍ରସ୍ତୁତ କରିବ। ତବେେ ସେ ଆପଣା ଲୋକମାନଙ୍କଠାରୁ ଉଚ୍ଛିନ୍ନ କରିବ।"

About ଯାତ୍ରା ପୁସ୍ତକ Chapter 30

Read ଯାତ୍ରା ପୁସ୍ତକ Chapter 30 online from the Holy Bible. This chapter is part of the Book of ଯାତ୍ରା ପୁସ୍ତକ in the Old Testament. Continue reading with the chapter navigation above or explore the complete book.

Book Information

Book: ଯାତ୍ରା ପୁସ୍ତକ
Chapter: 30
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯାତ୍ରା ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯାତ୍ରା ପୁସ୍ତକ Chapter 30 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯାତ୍ରା ପୁସ୍ତକ Chapter 30?

ଯାତ୍ରା ପୁସ୍ତକ Chapter 30 is part of the Book of ଯାତ୍ରା ପୁସ୍ତକ in the Holy Bible.

Can I read this chapter online?

Yes. You can read the complete ଯାତ୍ରା ପୁସ୍ତକ Chapter 30 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 14
  3. ଆଦି ପୁସ୍ତକ Chapter 10
  4. ଆଦି ପୁସ୍ତକ Chapter 1
  5. ଆଦି ପୁସ୍ତକ Chapter 26
  6. ଆଦି ପୁସ୍ତକ Chapter 38
  7. ଆଦି ପୁସ୍ତକ Chapter 7

Explore More from ଯାତ୍ରା ପୁସ୍ତକ

  1. ଯାତ୍ରା ପୁସ୍ତକ Chapter 1
  2. ଯାତ୍ରା ପୁସ୍ତକ Chapter 2
  3. ଯାତ୍ରା ପୁସ୍ତକ Chapter 29
  4. ଯାତ୍ରା ପୁସ୍ତକ Chapter 3
  5. ଯାତ୍ରା ପୁସ୍ତକ Chapter 4
  6. ଯାତ୍ରା ପୁସ୍ତକ Chapter 8
  7. ଯାତ୍ରା ପୁସ୍ତକ Chapter 16

Related Chapters & Readings

  1. ଯୋୟେଲ Chapter 2
  2. ଦ୍ୱିତୀୟ ବିବରଣ Chapter 9
  3. ଦିତୀୟ ବଂଶାବଳୀ Chapter 4
  4. ଯିହିଜିକଲ Chapter 8
  5. ଯିଶାଇୟ Chapter 40
  6. ରୂତର ବିବରଣ Chapter 4
  7. ଆଦି ପୁସ୍ତକ Chapter 38
Share Your Love

Leave a Reply

Your email address will not be published. Required fields are marked *