ଯାତ୍ରା ପୁସ୍ତକ Chapter 31

For English

Read ଯାତ୍ରା ପୁସ୍ତକ Chapter 31 Online

Read ଯାତ୍ରା ପୁସ୍ତକ Chapter 31 online from the Holy Bible. This chapter is part of the Book of ଯାତ୍ରା ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯାତ୍ରା ପୁସ୍ତକ and the Holy Bible online.

Choose a Chapter

ଯାତ୍ରା ପୁସ୍ତକ 31

ଅଧ୍ୟାୟ 31

1. ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ,

2. "ଆମ୍ଭେ ଯିହୁଦା ପରିବାରବର୍ଗର ଜଣେ ବ୍ଯକ୍ତିକୁ ବାଛି ଅଛୁ ୟିଏକି ଆମ୍ଭ ପାଇଁ ଏକ ବିଶଷେ କାର୍ୟ୍ଯ କରିବ। ସେ ହେଉଛି ହୂରର ପୌତ୍ର, ଉରିର ପୁତ୍ର ବତ୍ସଲଲେ।

3. ମୁଁ ପରମେଶ୍ବରଙ୍କ ଆତ୍ମା ରେ ବତ୍ସଲଲକେୁ ପୂର୍ଣ୍ଣ କଲି। ସମସ୍ତ କରିଗରି କାର୍ୟ୍ଯ କରିବାକୁ ମୁଁ ତାକୁ ସମସ୍ତ ପ୍ରକାର କୌଶଳ ଓ ଜ୍ଞାନ ଦଇେଛି।

4. ବତ୍ସଲଲେ ଜଣେ ଉଚ୍ଚକୋଟୀର କର୍ମକାର ଏବଂ ସେ ସୁନା, ରୂପା ଓ ପିତ୍ତଳର କାରୁକାର୍ୟ୍ଯମାନ ଉତ୍ତମ ଭାବରେ କରିପାରୁ ଥିଲେ।

5. ବତ୍ସଲଲେ ସୁନ୍ଦର ଗହଣାମାନ ତିଆରି କରିପାରୁଥିଲେ। ସେ ମଧ୍ଯ ସୁନ୍ଦର କାଠ କର୍ମମାନ କରିପାରୁ ଥିଲେ। ବତ୍ସଲଲେ ସର୍ବପ୍ରକାର କାର୍ୟ୍ଯ ରେ ନିପୁଣ ଥିଲେ।

6. ଅହଲୀଯାବକୁ ସାହାୟ୍ଯ କରିବା ପାଇଁ ମୁଁ ତାକୁ ବାଛିଅଛି। ସେ ହେଉଛି ଦାନ ପରିବାରବର୍ଗର ଅହୀଷାମକର ପୁତ୍ର। ଆମ୍ଭେ ତାଙ୍କୁ ଏବଂ ସମସ୍ତ ଜ୍ଞାନମନା ଲୋକମାନଙ୍କୁ ଜ୍ଞାନ ରେ ଭରପୁର କଲୁ। ମୁଁ ସମାନଙ୍କେର ସମସ୍ତଙ୍କୁ କୌଶଳ ପ୍ରଦାନ କରିଅଛିଏବଂ ସମାନେେ ମାେ ପାଇଁ କାର୍ୟ୍ଯ କରିବେ।

7. ସମାଗମ ତମ୍ବୁ, ନିଯମ-ସିନ୍ଦୁକ,

8. ମଜେ ଏବଂ ଏହା ଉପରିସ୍ଥ ସମସ୍ତ ବସ୍ତୁ,

9. ହାମବେଳି ବଦେୀ ଓ ତହିଁର ସମସ୍ତ ପାତ୍ର, ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠକି,

10. ଯାଜକ ହାରୋଣ ନିମନ୍ତେ ବିଶଷେ ବସ୍ତ୍ର ସୁନ୍ଦର ଭାବରେ ସିଲାଇ କରାୟାଇଛି,

11. ପବିତ୍ରସ୍ଥାନ ନିମନ୍ତେ ଅଭିଷକୋର୍ଥ ତୈଳ ଓ ଧୂପ ଏହି କର୍ମୀମାନେ କାର୍ୟ୍ଯମାନ ମାରେଆଜ୍ଞା ଅନୁୟାଯୀ କରିବେ।"

12. ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ,

13. "ଏହିକଥା ଇଶ୍ରାୟେଲ ଲୋକମାନଙ୍କୁ କୁହ, 'ତୁମ୍ଭମାନେେ ମାରେ ବିଶ୍ରାମ ଦିନ ପାଳନ କରିବା ଉଚିତ୍। ଯେଉଁଥିପାଇଁ ତୁମ୍ଭମାନେେ ଜାଣି ପାରିବ ଯେ ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ୟିଏ ତୁମ୍ଭମାନଙ୍କୁ ପବିତ୍ର କରନ୍ତି। ଏହା ପୁରୁଷାନୁକ୍ରମେ ମୁଁ ଓ ତୁମ୍ଭମାନଙ୍କ ମଧିଅରେ ଏକ ଚିହ୍ନ ହବେ।

14. "ତୁମ୍ଭମାନେେ ମାରେ ବିଶ୍ରାମ ଦିନ ପାଳନ କରିବା ଉଚିତ୍। କାରଣ ତାହା ତୁମ୍ଭମାନଙ୍କ ପାଇଁ ପବିତ୍ର ଅଟେ। ଯଦି କହେି ଏହାକୁ ଅପବିତ୍ର କରେ ତବେେ ସେ ମୃତ୍ଯୁବରଣ କରିବା ଉଚିତ୍। ଯଦି କହେି ସଦେିନ କାର୍ୟ୍ଯ କରେ, ସେ ଆପଣା ଲୋକମାନଙ୍କଠାରୁ ଅଲଗା ହବୋ ଉଚିତ୍।

15. ଏକ ସପ୍ତାହ ରେ ଛଅ ଦିନ କାର୍ୟ୍ଯ କରାୟିବ ଏବଂ ସପ୍ତମ ଦିନ ରେ ବିଶ୍ରାମ କରିବ। ଏହି ଦିନଟି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ଦିନ ଅଟେ। ଏହି ପବିତ୍ର ବିଶ୍ରାମ ଦିନ ରେ ଯେ କହେି କାର୍ୟ୍ଯ କରେ ତାକୁ ମୃତ୍ଯୁଦଣ୍ଡ ଦିଆୟିବ।

16. ଇଶ୍ରାୟେଲର ସନ୍ତାନଗଣ ମାନ୍ଯ କରିବା ପାଇଁ ପାଳନ କରିବେ। ଏହି ନିଯମ ଅନନ୍ତକାଳ ପାଇଁ ସ୍ଥାଯୀ ରହିବ। ଏହା ପୁରୁଷାନୁକ୍ରମେ ପାଳନ କରାୟିବ। ଏହା ଆମ୍ଭ ଓ ତୁମ୍ଭ ମଧିଅରେ ଏକ ଚୁକ୍ତି।

17. ମାରେ ଓ ଇଶ୍ରାୟେଲ ଲୋକମାନଙ୍କ ମଧିଅରେ ଏହା ଏକ ଅନନ୍ତସାକାଳୀନ ଚିହ୍ନ ହବୋ ଉଚିତ୍। କାରଣ ସଦାପ୍ରଭୁ ଛଅ ଦିନ ରେ ଆକାଶମଣ୍ଡଳ ଓ ପୃଥିବୀ ତିଆରି କରି ସପ୍ତମ ଦିନ ରେ ବିଶ୍ରାମ କରି ଆଶ୍ବାସିତ ହାଇେଥିଲେ।"'

18. ତେଣୁ ସଦାପ୍ରଭୁ ସୀନଯ ପର୍ବତ ରେ ମାଶାଙ୍କେ ସହିତ କଥାବାର୍ତ୍ତା ନିଯମ ସ୍ବରୂପେ ପରମେଶ୍ବରଙ୍କ ଅଙ୍ଗୁଳି-ଲିଖିତ ଦୁଇଟି ପ୍ରସ୍ତର ପଟା ଫଳକ ତାଙ୍କୁ ଦେଲେ।

About ଯାତ୍ରା ପୁସ୍ତକ Chapter 31

Read ଯାତ୍ରା ପୁସ୍ତକ Chapter 31 online from the Holy Bible. This chapter is part of the Book of ଯାତ୍ରା ପୁସ୍ତକ in the Old Testament. Continue reading with the chapter navigation above or explore the complete book.

Book Information

Book: ଯାତ୍ରା ପୁସ୍ତକ
Chapter: 31
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯାତ୍ରା ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯାତ୍ରା ପୁସ୍ତକ Chapter 31 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯାତ୍ରା ପୁସ୍ତକ Chapter 31?

ଯାତ୍ରା ପୁସ୍ତକ Chapter 31 is part of the Book of ଯାତ୍ରା ପୁସ୍ତକ in the Holy Bible.

Can I read this chapter online?

Yes. You can read the complete ଯାତ୍ରା ପୁସ୍ତକ Chapter 31 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 1
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 21
  6. ଆଦି ପୁସ୍ତକ Chapter 12
  7. ଆଦି ପୁସ୍ତକ Chapter 11

Explore More from ଯାତ୍ରା ପୁସ୍ତକ

  1. ଯାତ୍ରା ପୁସ୍ତକ Chapter 18
  2. ଯାତ୍ରା ପୁସ୍ତକ Chapter 24
  3. ଯାତ୍ରା ପୁସ୍ତକ Chapter 20
  4. ଯାତ୍ରା ପୁସ୍ତକ Chapter 25
  5. ଯାତ୍ରା ପୁସ୍ତକ Chapter 2
  6. ଯାତ୍ରା ପୁସ୍ତକ Chapter 37
  7. ଯାତ୍ରା ପୁସ୍ତକ Chapter 30

Related Chapters & Readings

  1. ଦିତୀୟ ରାଜାବଳୀ Chapter 17
  2. ଆମୋଷ Chapter 4
  3. 2 ଥେସଲନୀକୀୟ Chapter 2
  4. ଗୀତସଂହିତା Chapter 143
  5. 2 ଯୋହନ Chapter 1
  6. ମାଥିଉ Chapter 8
  7. ଯିଶାଇୟ Chapter 64
Share Your Love

Leave a Reply

Your email address will not be published. Required fields are marked *