ଯାତ୍ରା ପୁସ୍ତକ Chapter 34

For English

Read ଯାତ୍ରା ପୁସ୍ତକ Chapter 34 Online

Read ଯାତ୍ରା ପୁସ୍ତକ Chapter 34 online from the Holy Bible. This chapter is part of the Book of ଯାତ୍ରା ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯାତ୍ରା ପୁସ୍ତକ and the Holy Bible online.

Choose a Chapter

ଯାତ୍ରା ପୁସ୍ତକ 34

ଅଧ୍ୟାୟ 34

1. ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, "ପ୍ରଥମ ପ୍ରସ୍ତର ଫଳକ ପରି ଆଉ ଦୁଇଟି ପ୍ରସ୍ତର ଫଳକ ତିଆରି କର। ଆଗ ପ୍ରସ୍ତର ଫଲକରେ ଯାହା ଲଖାେ ଥିଲା ଯାହା ତୁମ୍ଭେ ଚୁର୍ଣ୍ଣ କରିଛ ମୁଁ ଏହି ପ୍ରସ୍ତର ଫଳକରେ ତାହାସବୁ ଲେଖିବି।

2. ଆଉ ତୁମ୍ଭେ ଆସନ୍ତାକାଲି ପ୍ରଭାତ ପାଇଁ ପ୍ରସ୍ତୁତ ହୁଅ ଏବଂ ପ୍ରଭାତ ରେ ସୀନଯ ପର୍ବତକୁ ଆସ ଏବଂ ମାେ ଉପସ୍ଥିତି ରେ ପର୍ବତର ଶୀର୍ଷ ରେ ଛିଡା ହୁଅ।

3. ତୁମ୍ଭ ସହିତ ଆଉ କୌଣସି ଲୋକ ୟିବା ଉଚିତ୍ ନୁହେଁ। ଏବଂ ଏହି ପର୍ବତ ରେ କହେି ନରହୁ, ଏପରିକି ଗୋମଷୋଦି ମଧ୍ଯ ପର୍ବତ ଚତୁଃପାଶର୍‌ବ ରେ ଚରିବା ଉଚିତ୍ ନୁହେଁ।"

4. ତହୁଁ ମାଶାେ ପ୍ରଥମ ଫଳକ ପରି ଦୁଇଟି ଫଳକ କାଟିଲେ ଏବଂ ତାପରଦିନ ପ୍ରଭାତରୁ ସେ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସୀନଯ ପର୍ବତ ଉପରକୁ ଗଲେ ଏବଂ ସହେି ପ୍ରସ୍ତର ଫଳକକୁ ନିଜ ସହିତ ନଇଗେଲେ।

5. ସଦାପ୍ରଭୁ ମେଘ ରେ ତାଙ୍କ ନିକଟକୁ ଓହ୍ଲାଇ ଆସିଲେ। ସଠାେରେ ତାଙ୍କ ସହିତ ଠିଆ ହାଇେ ସଦାପ୍ରଭୁ ତାଙ୍କର ନାମ ୟିହୋବା ବୋଲି ଘାଷେଣା କଲେ।

6. ସଦାପ୍ରଭୁ ମାଶାଙ୍କେ ସମ୍ମୁଖକୁ ଆସି ଏହା ଘାଷେଣା କଲେ। "ୟି ହାବୋ, ୟି ହାବୋ ଦୟାଶୀଳ ପରମେଶ୍ବର, ସେ କୋରଧ ରେ ଧିର। ସେ ଦୟାଳୁ ଓ ସତ୍ଯତା ରେ ପରିପୂର୍ଣ୍ଣ।

7. ସଦାପ୍ରଭୁ ତାଙ୍କର ହଜାର ହଜାର ବଂଶଧରଙ୍କୁ ଦୟା ଦଖାଇେଛନ୍ତି। ସଦାପ୍ରଭୁ ସମାନଙ୍କେର ସମସ୍ତ ଦୋଷ କ୍ଷମା କରିଛନ୍ତି। କିନ୍ତୁ ସଦାପ୍ରଭୁ ଦୋଷୀକୁ ଦଣ୍ଡ ଦଇେଛନ୍ତି।

8. ଏହାପରେ ମାଶାେ ତତ୍କ୍ଷଣାତ୍ ଭୂମିଷ୍ଠ ହାଇେ ସଦାପ୍ରଭୁଙ୍କର ଉପାସନା କରି କହିଲେ,

9. ହେ ସଦାପ୍ରଭୁ, ଯଦି ତୁମ୍ଭେ ମାେ ପ୍ରତି ସଦଯ, ତବେେ ଆମ୍ଭମାନଙ୍କ ସହିତ ଦୟାକରି ଆସନ୍ତୁ। ମୁଁ ଜାଣେ ଏହି ଲୋକମାନେ ଶକ୍ତଗ୍ରୀବ ଲୋକ। କିନ୍ତୁ ଦୟାକରି ଆମ୍ଭମାନଙ୍କ ପାପର କ୍ଷମା କର! ତୁମ୍ଭର ଲୋକମାନଙ୍କ ପରି ଆମ୍ଭକୁ ଗ୍ରହଣ କର।

10. ଏହାପରେ ସଦାପ୍ରଭୁ କହିଲେ, ମୁଁ ଏହି ନିଯମ ତୁମ୍ଭମାନଙ୍କର ସହିତ କରିଅଛି, ମୁଁ ତୁମ୍ଭମାନଙ୍କ ପ୍ରତି ଏପରି କାର୍ୟ୍ଯ କରିବି ଯେ, ପୃଥିବୀ ରେ କୌଣସି ଲୋକମାନଙ୍କ ପାଇଁ ଏପରି କରାୟାଇ ନାହିଁ। ତୁମ୍ଭମାନଙ୍କ ସହିତ ଥିବା ଲୋକମାନେ ମାରେ ମହାନତା ଜାଣି ପାରିବେ ଯେ, ମୁଁ ସଦାପ୍ରଭୁ ମହାନ। ଲୋକମାନେ ମାରେ ଆଶ୍ଚର୍ୟ୍ଯ କର୍ମମାନ ଦେଖିବେ ଯାହା ତୁମ୍ଭମାନଙ୍କ ପାଇଁ ମୁଁ କରିବି।

11. ଏହି ଆଜ୍ଞା ପାଳନ କର। ଯାହା ଆଜି ମୁଁ ତୁମ୍ଭକୁ ଆଜ୍ଞା ଦଲେି ତାହା ଅନୁସରଣ କର ମୁଁ ତୁମ୍ଭର ଶତୃମାନଙ୍କୁ ଏହି ଦେଶରୁ ବିତାଡିତ କରିବି। ମୁଁ କିଣାନୀଯ, ହିତ୍ତୀଯ, ପରିଷୀଯ, ହିଦ୍ଦୀଯ ଓ ୟିବୁଷୀଯ ଲୋକମାନଙ୍କୁ ବିତାଡିତ କରିବି।

12. ସାବଧାନ! ତୁମ୍ଭମାନେେ ଯେଉଁ ଦେଶକୁ ଯାଉଛ ସମାନଙ୍କେ ସହିତ କୌଣସି ଚୁକ୍ତି କର ନାହିଁ। ଯଦି ତୁମ୍ଭମାନେେ ସହେି ଲୋକମାନଙ୍କ ସହିତ କୌଣସି ଚୁକ୍ତି କର, ତବେେ ଏହା ତୁମ୍ଭମାନଙ୍କ ପାଇଁ ଅସୁବିଧା ହବେ।

13. ତେଣୁ ସମାନଙ୍କେର ୟଜ୍ଞବଦେୀସବୁ ଧ୍ବଂସ କର। ସମାନଙ୍କେର ସ୍ତମ୍ଭସବୁ ଭାଙ୍ଗିଦିଅ। ସମାନଙ୍କେର ପବିତ୍ର କାଷ୍ଠ ସ୍ତମ୍ଭ ସବୁକାଟି ପକାଇବ।

14. ଅନ୍ୟ କୌଣସି ଦବେତାଙ୍କର ଉପାସନା କର ନାହିଁ, କାରଣ ମାରେ ନାମ ୟିହୋବା, ସ୍ବଗୌରବ ରକ୍ଷଣ ରେ ଉଦ୍ ଯୋଗୀ, ମୁଁ ସ୍ବ ଗୌରବ ରକ୍ଷଣ ରେ ଉଦ୍ୟୋଗୀ ପରମେଶ୍ବର।

15. ସାବଧାନ, ତୁମ୍ଭେ ଯେଉଁ ଦେଶ ରେ ବାସ କରିବ ସମାନଙ୍କେ ସହିତ କୌଣସି ଚୁକ୍ତି କରିବ ନାହିଁ। ଯଦି ତୁମ୍ଭେ ଏପରି କର,, ତବେେ ତୁମ୍ଭମାନେେ ସମାନଙ୍କେ ଦବଗେଣମାନଙ୍କର ଅନୁଚର ଦବେ। କିମ୍ବା ସମାନେେ ତୁମ୍ଭମାନଙ୍କୁ ନିମନ୍ତ୍ରଣ କଲେ ତୁମ୍ଭେ ସମାନଙ୍କେ ସହିତ ୟୋଗ ଦବେ। ତୁମ୍ଭେ ସମାନଙ୍କେର ବଳିଦାନ ଭକ୍ଷଣ କରିବ।

16. ତୁମ୍ଭମାନେେ ସମାନଙ୍କେର କନ୍ଯାମାନଙ୍କୁ ଗ୍ରହଣ କରିପାର। ତୁମ୍ଭମାନଙ୍କର ପୁତ୍ରମାନଙ୍କ ପାଇଁ, ତାଙ୍କର କନ୍ଯାଗଣ ସମାନଙ୍କେର ଦବଗେଣମାନଙ୍କର ଅନୁଗାମୀ ହାଇେଥିବେ। ସମାନେେ ତୁମ୍ଭମାନଙ୍କୁ ବା ତୁମ୍ଭର ପୁତ୍ରମାନଙ୍କୁ ତାଙ୍କ ଦବେତାମାନଙ୍କର ଅନୁଗାମୀ କରାଇ ପାରନ୍ତି।

17. ତୁମ୍ଭମାନେେ କୌଣସି ଛାଞ୍ଚ ରେ ଢଳା ଦବେତା ତୁମ୍ଭମାନଙ୍କ ପାଇଁ କର ନାହିଁ।

18. ତୁମ୍ଭମାନେ ତାଡିଶୂନ୍ଯ ରୋଟୀର ପର୍ବ ପାଳନ କର। ପୁଣି ଆବୀବ୍ ମାସର ଯେଉଁ ସମୟରେ ଯେଉଁପରି କରିବାକୁ ତୁମ୍ଭମାନଙ୍କୁ ଆଜ୍ଞା ଦଇେଅଛୁ। ସହେିରୁପେ ତୁମ୍ଭମାନେେ ସାତଦିନ ତାଡିଶୁନ୍ଯ ରୋଟୀ ଖାଇବ। କାରଣ ସହେି ଆବୀବ୍ ମାସ ରେ ତୁମ୍ଭେ ମିଶର ଦେଶରୁ ବାହାର ହାଇେ ଆସିଥିଲ।

19. କୌଣସି ସ୍ତ୍ରୀର ପ୍ରଥମ ସନ୍ତାନ ମାରେ। ଏପରିକି ଗୋମଷୋଦି ପଲର ପ୍ରଥମଜାତ ସନ୍ତାନ ମାରେ।

20. ଯଦି ତୁମ୍ଭେ ଏକ ପ୍ରଥମଜାତ ଗଧକୁ ରଖିବାକୁ ଚାହୁଁଛ, ତବେେ ତୁମ୍ଭମାନେେ ଏକ ମଷେ ବଦଳ ରେ ତାହା କ୍ରଯ କରିପାରିବ। କିନ୍ତୁ ଯଦି ତୁମ୍ଭେ ମଷେ ବଦଳ ରେ ତାହା କ୍ରଯ ନକର, ତବେେ ତୁମ୍ଭେ ସହେି ଗଧର ବକେ ଭାଙ୍ଗିବ। ତୁମ୍ଭମାନେେ ତୁମ୍ଭର ସମସ୍ତ ପ୍ରଥମଜାତ ପୁତ୍ରମାନଙ୍କୁ ମୁକ୍ତ କରିପାରିବ। କୌଣସି ବ୍ଯକ୍ତି ବିନା ଉପହାର ରେ ମାେ ପାଖକୁ ଆସିବ ନାହିଁ।

21. ତୁମ୍ଭମାନେେ ଛଅଦିନ କାମ କରିବ। କିନ୍ତୁ ସପ୍ତମ ଦିନ ତୁମ୍ଭମାନେେ ବିଶ୍ରାମ ନବେ। ତୁମ୍ଭମାନେେ ଏପରିକି ଶସ୍ଯ ବୁଣା ଏବଂ ଶସ୍ଯ ଅମଳ ସମୟରେ ଏହି ନିଯମ ପାଳନ କରିବ।

22. ତୁମ୍ଭମାନେେ ସପ୍ତାହର ପର୍ବ ପ୍ରଥମ ଗହମ କଟା ପର୍ବ ଓ ବର୍ଷର ଶଷେ ଭାଗ ରେ ଶସ୍ଯ ଅମଳର ପର୍ବ ପାଳନ କରିବା ଉଚିତ୍।

23. ତନିଥର ପ୍ରେତ୍ୟକକ ବର୍ଷ ତୁମ୍ଭମାନଙ୍କର ସମସ୍ତ ପୁରୁଷ ପ୍ରଭୁ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ଛାମୁ ରେ ଉପସ୍ଥିତ ହବେ।

24. ଯେତବେେଳେ ତୁମ୍ଭେ ତୁମ୍ଭର ଦେଶକୁ ୟାଅ ମୁଁ ତୁମ୍ଭର ଶତୃମାନଙ୍କୁ ସଠାରୁେ ତଡି ଦବେି। ମୁଁ ତୁମ୍ଭମାନଙ୍କର ସୀମା ବୃଦ୍ଧି କରିବି। ତୁମ୍ଭମାନେେ ଅଧିକରୁ ଅଧିକ ଭୂମି ପାଇବ। କୌଣସି ଲୋକ ତୁମ୍ଭମାନଙ୍କଠାରୁ ଏହି ଭୂମି ନଇେ ପାରିବି ନାହିଁ। ଯେତବେେଳେ ତୁମ୍ଭେ ବର୍ଷ ରେ ତିନିଥର ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କୁ ଦର୍ଶନ କରିବା ପାଇଁ ୟିବ।

25. ଯେତବେେଳେ ତୁମ୍ଭମାନେେ ଆମ୍ଭକୁ ବଳିଦାନର ରକ୍ତ ଉତ୍ସର୍ଗ କରିବ ସେ ସମୟରେ ତାଡ଼ିୟୁକ୍ତ ଦ୍ରବ୍ଯ ଆମ୍ଭକୁ ଉତ୍ସର୍ଗ କରିବ ନାହିଁ।

26. ତୁମ୍ଭମାନଙ୍କର ପ୍ରଥମ ଶସ୍ଯ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ସହେି ସବୁକୁ ପ୍ରଥମେ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ଗୃହକୁ ଆଣିବେ।

27. ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, "ଏ ସମସ୍ତ ଲୋଖ ଯାହା ଆମ୍ଭେ ସବୁ କହିଲୁ। ଏହି ଚୁକ୍ତି ଆମ୍ଭେ ତୁମ୍ଭ ସହିତ ଏବଂ ତୁମ୍ଭର ଇଶ୍ରାୟେଲୀୟ ଲୋକମାନଙ୍କ ସହିତ କଲୁ।

28. ମାଶାେ ସଠାେରେ ସଦାପ୍ରଭୁଙ୍କ ସହିତ ଚାଳିଶ ଦିନ ଓ ଚାଳିଶ ରାତି ରହିଲେ. ମାଶାେ କୌଣସି ଖାଦ୍ୟ କିମ୍ବା ପାନୀଯ ସଠାେରେ ଗ୍ରହଣ କଲେ ନାହିଁ। ଏବଂ ସେ ଚୁକ୍ତିର ବାକ୍ଯସବୁ ସହେି ଦଶଆଜ୍ଞା ପ୍ରସ୍ତର ଫଳକରେ ଖୋଦିତ କଲେ।

29. ଏହାପରେ ମାଶାେ ସୀନଯ ପର୍ବତ ଉପରୁ ତଳକୁ ଓହ୍ଲାଇଲେ। ସେ ସହେି ଦୁଇଟି ପ୍ରସ୍ତର ଫଳକ ଚୁକ୍ତି ସାଙ୍ଗ ରେ ନଇେ ଆସିଥିଲେ। ମାଶାଙ୍କେର ମୁଖ ଉଜ୍ଜଳ ଦିଶୁଥିଲା କାରଣ ସେ ସଦାପ୍ରଭୁଙ୍କ ସହିତ କଥୋପକଥନ କରିଥିଲେ, କିନ୍ତୁ ମାଶାଙ୍କେୁ ଏହା ଜଣା ନଥିଲା।

30. ହାରୋଣ ଏବଂ ସମସ୍ତ ଇଶ୍ରାୟେଲୀୟ ଲୋକମାନେ ଦେଖିଲେ ମାଶାଙ୍କେର ମୁଖ ଅତି ଉଜ୍ଜଳ ଦିଶୁଛି। ତେଣୁ ସମାନେେ ତାଙ୍କ ନିକଟକୁ ୟିବାକୁ ଭୟ କଲେ।

31. କିନ୍ତୁ ମାଶାେ ସମାନଙ୍କେୁ ନିକଟକୁ ଡାକିଲେ। ତେଣୁ ହାରୋଣ ଏବଂ ସମସ୍ତ ଅଧ୍ଯକ୍ଷଗଣ ମାଶାଙ୍କେ ନିକଟକୁ ଗଲେ। ମାଶାେ ସମାନଙ୍କେ ସହିତ କଥୋପକଥନ ହେଲେ।

32. ଏହାପରେ ଇଶ୍ରାୟେଲର ସମସ୍ତ ଲୋକେ ମାଶାଙ୍କେ ନିକଟକୁ ଆସିଲେ। ଏହାପରେ ମାଶାେ ସମାନଙ୍କେୁ ସଦାପ୍ରଭୁଙ୍କର ନିର୍ଦ୍ଦେଶ ଦେଲେ ଯାହା ସୀନଯ ପର୍ବତ ରେ ସଦାପ୍ରଭୁ ମାଶାଙ୍କେୁ କହିଥିଲେ।

33. ମାଶାେ ଲୋକମାନଙ୍କୁ କହିସାରିବା ପରେ ତାଙ୍କର ମୁହଁ ଆବରଣ କରି ଦେଲେ।

34. ଯେତବେେଳେ ମାଶାେ ସଦାପ୍ରଭୁଙ୍କ ସହିତ କଥା ହବୋକୁ ଭିତରକୁ ଗଲେ। ସେ ଓଢଣୀକୁ ହଟାଇଲେ, ତାପରେ ସେ ବାହାରି ଆସିଲେ ଏବଂ ସଦାପ୍ରଭୁ ଯାହା ଆଜ୍ଞା ଦଇେଥିଲେ, ତାହା ଇଶ୍ରାୟେଲର ଲୋକମାନଙ୍କୁ କହିଲେ।

35. ଲୋକମାନେ ଦେଖି ପାରିଲେ ଯେ ମାଶାଙ୍କେର ମୁଖ ଉଜ୍ଜଳ ଦିଶୁଛି। ତେଣୁ ମାଶାେ ତାଙ୍କର ମୁହଁ ରେ ଆବରଣ ଦେଲେ। ମାଶାେ ସଦାପ୍ରଭୁଙ୍କ ସହିତ ପୁନ୍ନରାଯ କଥା ହବୋ ପର୍ୟ୍ଯନ୍ତ ତାଙ୍କର ମୁହଁ ଆବରଣ କରି ରଖିଲେ।

About ଯାତ୍ରା ପୁସ୍ତକ Chapter 34

Read ଯାତ୍ରା ପୁସ୍ତକ Chapter 34 online from the Holy Bible. This chapter is part of the Book of ଯାତ୍ରା ପୁସ୍ତକ in the Old Testament. Continue reading with the chapter navigation above or explore the complete book.

Book Information

Book: ଯାତ୍ରା ପୁସ୍ତକ
Chapter: 34
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯାତ୍ରା ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯାତ୍ରା ପୁସ୍ତକ Chapter 34 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯାତ୍ରା ପୁସ୍ତକ Chapter 34?

ଯାତ୍ରା ପୁସ୍ତକ Chapter 34 is part of the Book of ଯାତ୍ରା ପୁସ୍ତକ in the Holy Bible.

Can I read this chapter online?

Yes. You can read the complete ଯାତ୍ରା ପୁସ୍ତକ Chapter 34 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 1
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 38
  6. ଆଦି ପୁସ୍ତକ Chapter 30
  7. ଆଦି ପୁସ୍ତକ Chapter 21

Explore More from ଯାତ୍ରା ପୁସ୍ତକ

  1. ଯାତ୍ରା ପୁସ୍ତକ Chapter 4
  2. ଯାତ୍ରା ପୁସ୍ତକ Chapter 25
  3. ଯାତ୍ରା ପୁସ୍ତକ Chapter 27
  4. ଯାତ୍ରା ପୁସ୍ତକ Chapter 33
  5. ଯାତ୍ରା ପୁସ୍ତକ Chapter 18
  6. ଯାତ୍ରା ପୁସ୍ତକ Chapter 5
  7. ଯାତ୍ରା ପୁସ୍ତକ Chapter 38

Related Chapters & Readings

  1. ଯିଶାଇୟ Chapter 64
  2. ଯିହିଜିକଲ Chapter 16
  3. 2 ପିତର Chapter 3
  4. ଲେବୀୟ ପୁସ୍ତକ Chapter 9
  5. ଯିଖରିୟ Chapter 3
  6. ଦ୍ୱିତୀୟ ବିବରଣ Chapter 32
  7. ଗୀତସଂହିତା Chapter 106
Share Your Love

Leave a Reply

Your email address will not be published. Required fields are marked *