ହୋଶେୟ Chapter 5

For English

Read ହୋଶେୟ Chapter 5 Online

Read ହୋଶେୟ Chapter 5 online from the Holy Bible. This chapter is part of the Book of ହୋଶେୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ହୋଶେୟ and the Holy Bible online.

Choose a Chapter

ହୋଶେୟ 5

ଅଧ୍ୟାୟ 5

1. "ପୁରୋହିତଗଣ, ଇଶ୍ରାୟେଲ ଅଧିବାସୀଗଣ ଓ ରାଜପରିବାରର ଲୋକମାନେ ମାେ କଥା ଶୁଣ। ତୁମ୍ଭମାନେେ ଦୋଷୀ ବୋଲି ବିଗ୍ଭରିତ ହାଇେଛ।

2. ତୁମ୍ଭମାନେେ ବହୁ ମନ୍ଦ କାର୍ୟ୍ଯ କରିଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦବୋ।

3. ଆମ୍ଭେ ଇଫ୍ରଯିମକୁ ଜାଣୁ ଓ ଇଶ୍ରାୟେଲ ଯାହାସବୁ କରିଛି ତାହା ମଧ୍ଯ ଜାଣୁ। ହେ ଇଫ୍ରଯିମ, ତୁମ୍ଭେ ବର୍ତ୍ତମାନଠାରୁ ତୁମ୍ଭେ ଗଣିକାପରି କାର୍ୟ୍ଯ କରୁଛ। ଇଶ୍ରାୟେଲ ପାପ ରେ କଳୁଷିତ।

4. ଇଶ୍ରାୟେଲର ଲୋକମାନେ ବହୁ ମନ୍ଦ କାର୍ୟ୍ଯ କରିଛନ୍ତି ଏବଂ ସହେିସବୁ ମନ୍ଦ କାର୍ୟ୍ଯ ସମାନଙ୍କେୁ ପରମେଶ୍ବରଙ୍କ ନିକଟକୁ ଫରେିବାଠାରୁ ଦୂ ରଇେ ଦଇେଛି। ସମାନେେ ସର୍ବଦା ପ୍ରତିମାଙ୍କ ପଛ ରେ ଧାଇଁ ବାକୁ ଚିନ୍ତା କରୁଛନ୍ତି। ସମାନେେ ପ୍ରକୃତ ସଦାପ୍ରଭୁଙ୍କୁ ଜାଣୁ ନାହାଁନ୍ତି।

5. ଇଶ୍ରାୟେଲର ଗର୍ବ ସମାନଙ୍କେ ବିରୁଦ୍ଧ ରେ ସାକ୍ଷୀ ଦବେ। ତେଣୁ ଇଶ୍ରାୟେଲ ଓ ଇଫ୍ରଯିମ ସମାନଙ୍କେ ପାପ ଯୋଗୁଁ ପତିତ ହବେେ। ଯିହୁଦାର ମଧ୍ଯ ସମାନଙ୍କେର ସହିତ ପତନ ହବେ।

6. " ସହେି ଲୋକମାନଙ୍କର ନେତାମାନେ ସଦାପ୍ରଭୁଙ୍କ ଅନ୍ବଷେଣ ରେ ଗଲେ। ସମାନେେ ସମାନଙ୍କେ ସହିତ ' ମଷେ' ଓ 'ଗାଈମାନଙ୍କୁ' ନେଲେ। କିନ୍ତୁ ସଦାପ୍ରଭୁଙ୍କୁ ସମାନେେ ପାଇଲେ ନାହିଁ। କାହିଁକି ପାଇଲେ ନାହିଁ? କାରଣ ସଦାପ୍ରଭୁ ସମାନଙ୍କେୁ ପରିତ୍ଯାଗ କରିଥିଲେ।

7. ସମାନେେ ସଦାପ୍ରଭୁଙ୍କ ପ୍ରତି ଅବିଶ୍ବସ୍ତ ହାଇେଛନ୍ତି। ସମାନେେ ଅବୈଧ ସନ୍ତାନଙ୍କୁ ଜନ୍ମ ଦଇେଛନ୍ତି। ଏବଂ ବର୍ତ୍ତମାନ ସମାନେେ ଓ ସମାନଙ୍କେର ଦେଶଗୁଡିକୁ ଆସନ୍ତା ମାସ ରେ ଧ୍ବଂସ କରାୟିବ।"

8. "ଗିବିଯା ରେ ଶିଙ୍ଗା ବଜାଅ। ରାମା ରେ ତୂରୀ ବଜାଅ। ବୈଥ-ଆବନ ରେ ସତର୍କ କରିଦିଅ। ହେ ବିନ୍ଯାମୀନ, ତୁମ୍ଭର ପଛ ରେ ଶତୃଗଣ ଅଛନ୍ତି।

9. ଦଣ୍ତ ଦବୋ ସମୟରେ ଇଫ୍ରଯିମ ସର୍ବହରା ହାଇଯେିବ। ଆମ୍ଭେ ଇଶ୍ରାୟେଲ ପରିବାରମାନଙ୍କୁ ସତର୍କ କରି ଦେଉଛୁ ଯେ ସେସବୁ ପ୍ରକୃତ ରେ ଘଟିବ।

10. ଯିହୁଦାର ନତେୃବୃନ୍ଦ ଗ୍ଭରପରେି ଅନ୍ୟମାନଙ୍କର ସମ୍ପତ୍ତି ଗ୍ଭରେି କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଆମ୍ଭେ ସମାନଙ୍କେ ଉପ ରେ ଆମ୍ଭର କୋରଧକୁ ଜଳ ସଦୃଶ ଢାଳି ଦବୋ।

11. ଇଫ୍ରଯିମ ଦଣ୍ତିତ ହବେ। ସେ ଦ୍ରାକ୍ଷାଫଳ ପରି ଦଳି ଚକଟି ହାଇଯେିବ। କାହିଁକି? କାରଣ ସେ କଳୁଷିତ ପଛ ରେ ଅନୁସରଣ କରିବାକୁ ସ୍ଥିର କରିଛି।

12. କୀଟ ବସ୍ତ୍ରକୁ ନଷ୍ଟ କଲାପରି ଆମ୍ଭେ ଇଫ୍ରଯିମକୁ ଧ୍ବଂସ କରିବା। ଆମ୍ଭେ ଯିହୁଦାକୁ ସଢାଇ ଦବୋ।

13. ଇଫ୍ରଯିମ ତା'ର ପୀଡିତାବସ୍ଥା ଦେଖିଲା ଓ ଯିହୁଦା ତା'ର କ୍ଷତକୁ ଦେଖିଲା। ଏହି କାରଣରୁ ଇଫ୍ରଯିମ ଅଶୂରକୁ ସାହାୟ୍ଯ ପାଇଁ ଗଲା। ସମାନେେ ସହେି ମହାରାଜାଙ୍କୁ ସମାନଙ୍କେର ସମସ୍ଯା ଜଣାଇଲେ। କିନ୍ତୁ ରାଜା ସମାନଙ୍କେୁ ଆରୋଗ୍ୟ କରିବାକୁ ଅସମର୍ଥ, ସେ ସମାନଙ୍କେର କ୍ଷତଗୁଡିକୁ ଆରୋଗ୍ୟ କରିପାରିବେ ନାହିଁ।

14. କାହିଁକି ସେ ଏହା ପାରିବେ ନାହିଁ? କାରଣ ଆମ୍ଭେ ସିଂହ ସଦୃଶ ଇଫ୍ରଯିମଙ୍କୁ ଆକ୍ରମଣ କରିବା। ୟୁବାସିଂହ ସଦୃଶ ଆମ୍ଭେ ଯିହୁଦା ରାଜ୍ଯକୁ ଆକ୍ରମଣ କରିବା। ହଁ ଆମ୍ଭେ ସଦାପ୍ରଭୁ, ସମାନଙ୍କେୁ ଖଣ୍ତ ଖଣ୍ତ କରି ଚିରିଦବୋ। ଆମ୍ଭେ ସମାନଙ୍କେୁ ବହୁଦୂରକୁ ନଇୟିବୋ ଏବଂ କହେି ସମାନଙ୍କେୁ ରକ୍ଷା କରିପାରିବେ ନାହିଁ।

15. ଆମ୍ଭେ ଆମ୍ଭର ଗୃହକୁ ଫରେିବା ଯେତବେେଳେ ଲୋକମାନେ ସମାନଙ୍କେର ଦୋଷ ସ୍ବୀକାର କରିବେ ଏବଂ ଆମ୍ଭଙ୍କୁ କ୍ଷମା ମାଗିବେ। ହଁ, ସମାନେେ ଦୁଃଖ ରେ ଆମ୍ଭଙ୍କୁ ପାଇବାକୁ କଠାେର ଚେଷ୍ଟା କରିବେ।"

About ହୋଶେୟ Chapter 5

Read ହୋଶେୟ Chapter 5 online from the Holy Bible. This chapter is part of the Book of ହୋଶେୟ in the Old Testament. Continue reading with the chapter navigation above or explore the complete book.

Book Information

Book: ହୋଶେୟ
Chapter: 5
Testament: Old Testament

How to Read this Chapter

Use the Previous and Next Chapter buttons to continue reading ହୋଶେୟ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ହୋଶେୟ Chapter 5 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ହୋଶେୟ Chapter 5?

ହୋଶେୟ Chapter 5 is part of the Book of ହୋଶେୟ in the Holy Bible.

Can I read this chapter online?

Yes. You can read the complete ହୋଶେୟ Chapter 5 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 1
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 21
  6. ଆଦି ପୁସ୍ତକ Chapter 12
  7. ଆଦି ପୁସ୍ତକ Chapter 11

Explore More from ହୋଶେୟ

  1. ହୋଶେୟ Chapter 2
  2. ହୋଶେୟ Chapter 6
  3. ହୋଶେୟ Chapter 1
  4. ହୋଶେୟ Chapter 12
  5. ହୋଶେୟ Chapter 11
  6. ହୋଶେୟ Chapter 14
  7. ହୋଶେୟ Chapter 13

Related Chapters & Readings

  1. ଯୋହନ Chapter 16
  2. ଯାତ୍ରା ପୁସ୍ତକ Chapter 27
  3. ଯୋହନ Chapter 12
  4. ଗଣନା ପୁସ୍ତକ Chapter 2
  5. ଗୀତସଂହିତା Chapter 31
  6. ଦାନିଏଲ Chapter 1
  7. ମାଥିଉ Chapter 26
Share Your Love

Leave a Reply

Your email address will not be published. Required fields are marked *