ବିଚାରକର୍ତ୍ତା Chapter 2

For English

Read ବିଚାରକର୍ତ୍ତାମାନଙ୍କ ବିବରଣ Chapter 2 Online

Read ବିଚାରକର୍ତ୍ତାମାନଙ୍କ ବିବରଣ Chapter 2 online from the Holy Bible. This chapter is part of the Book of ବିଚାରକର୍ତ୍ତାମାନଙ୍କ ବିବରଣ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ବିଚାରକର୍ତ୍ତାମାନଙ୍କ ବିବରଣ and the Holy Bible online.

Choose a Chapter

ବିଚାରକର୍ତ୍ତାମାନଙ୍କ ବିବରଣ 2

ଅଧ୍ୟାୟ 2

1. ସଦାପ୍ରଭୁଙ୍କର ଦୂତ ଗିଲ୍ଗଲ୍ର ନଗରରକ୍ସ୍ଟ ବୋଖୀମକକ୍ସ୍ଟ ଆସିଲେ। ଏହି ସଦାପ୍ରଭୁଙ୍କର ଦୂତଙ୍କ ଇଶ୍ରାୟେଲବାସୀଙ୍କକ୍ସ୍ଟ ନିମ୍ନଲିଖିତ ବାର୍ତ୍ତା ଦେଲେ, "ମୁ ତୁମ୍ଭମାନଙ୍କୁ ମିଶରରକ୍ସ୍ଟ ଆଣିଲି। ମୁ ଯେଉଁ ଭୂମି ତକ୍ସ୍ଟମ୍ଭଙ୍କକ୍ସ୍ଟ ଦଲେି, ତାହା ମୁ ପୂର୍ବପୁରୁଷଙ୍କ ନିକଟରେ ଶପଥ କରିଥିଲି। ମୁ କହିଲିକ ଯେ, ମୁ ତୁମ୍ଭମାନଙ୍କ ସହିତ ଚକ୍ସ୍ଟକ୍ତି କଦାପି କୌଣସି ସମୟରେ ଲଙ୍ଘନ କରିବି ନାହିଁ।

2. କିନ୍ତୁ ଏହାର ପ୍ରତି ବଦଳ ରେ ତୁମ୍ଭମାନେେ ସହେି ଦେଶ ରେ ଲୋକମାନଙ୍କ ସହିତ କୌଣସି ନିଯମ କରିବା ଉଚିତ୍ ନକ୍ସ୍ଟହଁ। ତୁମ୍ଭମାନେେ ସମାନଙ୍କେର ୟଜ୍ଞଦବେୀ ସବୁ ଭାଙ୍ଗି ପକାଇବ। ମୁ ତୁମ୍ଭକୁ କହିଲି, କିନ୍ତୁ ତୁମ୍ଭମାନେେ କୌଣସି କର୍ଣର୍‌ଣପାତ କଲନାହିଁ।

3. "ବର୍ତ୍ତମାନ ମୁ ତୁମ୍ଭକୁ ଏହିକଥା କହକ୍ସ୍ଟଛି, 'ମୁ କବେେ ଅନ୍ୟ ଲୋକମାନଙ୍କୁ ଏହି ଦେଶରକ୍ସ୍ଟ ବିତାଡିତ କରିବି ନାହିଁ। ଏହି ଲୋକମାନେ ଭବିଷ୍ଯତ ରେ ତୁମ୍ଭର ଏକ ସମସ୍ଯା ହବେେ। ସମାନେେ ତକ୍ସ୍ଟମ୍ଭ ପ୍ରତି ଫାନ୍ଦ ସ୍ବରୂପ ହବେେ ଓ ସମାନଙ୍କେର ଦବେତାଗଣ ତୁମ୍ଭମାନଙ୍କ ପାଇଁ କଣ୍ଟା ସ୍ବରୂପ ହବେେ।"'

4. ଯେତବେେଳେ ସଦାପ୍ରଭୁଙ୍କ ଦୂତ ଏହିକଥା ଇଶ୍ରାୟେଲବାସୀଙ୍କକ୍ସ୍ଟ କହିଲେ, ସମାନେେ ଉଚ୍ଚସ୍ବର ରେ ରୋଦନ କଲେ।

5. ତେଣୁ ଇଶ୍ରାୟେଲର ଲୋକମାନେ ସ୍ଥାନର ନାମ ରଖିଲେ ବୋଖୀମ୍। ଏହି ବୋଖୀମଠା ରେ ଇଶ୍ରାୟେଲ ବାସୀମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସଠାେରେ ବଳିଦାନ କଲେ।

6. ଏହାପରେ ୟିହୋଶୂଯ ସମସ୍ତଙ୍କକ୍ସ୍ଟ ଗୃହକକ୍ସ୍ଟ ୟିବା ପାଇଁ କହିଲେ। ଏବଂ ଇଶ୍ରାୟେଲର ପରିବାରବର୍ଗ ସମାନଙ୍କେର ନିଜ ଭୂମି ଅଧିକାର କରିବାକୁ ନିଜ ଜାଗାକକ୍ସ୍ଟ ଗଲେ।

7. ଇଶ୍ରାୟେଲର ଲୋକମାନେ ଯିହାଶୂେୟ ବଞ୍ଚିଥିବା ପର୍ୟ୍ଯନ୍ତ ସଦାପ୍ରଭୁଙ୍କର ସବୋ କଲେ। ସମାନେେ ସଦାପ୍ରଭୁଙ୍କ ସବୋ ଅବ୍ଯାହତ ରଖିଲେ, ଯିହାଶୂେୟଙ୍କ ମୃତକ୍ସ୍ଟ୍ଯପରେ ଥିବା ସମାନଙ୍କେର ପ୍ରାଚୀନବର୍ଗ ଜୀବିତ ଥିବା ପର୍ୟ୍ଯନ୍ତ। ଇଶ୍ରାୟେଲ ଲୋକମାନଙ୍କ ପାଇଁ ସଦାପ୍ରଭୁ କି ଆଶ୍ଚର୍ୟ୍ଯ କର୍ମମାନ କରିଥିଲେ, ଏହି ବୃଦ୍ଧ ବ୍ଯକ୍ତିମାନେ ଦେଖିଥିଲେ।

8. ନୂନର ପକ୍ସ୍ଟତ୍ର ଯିହାଶୂେୟ ସଦାପ୍ରଭୁଙ୍କର ସବେକ 110 ବର୍ଷ ରେ ମୃତକ୍ସ୍ଟ୍ଯ ବରଣ କଲେ।

9. ଇଶ୍ରାୟେଲର ଲୋକମାନେ ଯିହାଶୂେୟଙ୍କକ୍ସ୍ଟ କବର ଦେଲେ। ସମାନେେ ଗାଶ ପର୍ବତର ଉତ୍ତର ପାଶର୍‌ବ ରେ ଇଫ୍ରଯିମ ପର୍ବତମଯ ଦେଶସ୍ଥ ତିମ୍ନତ୍ ହରେସ ରେ ତାଙ୍କର ନିଜର ଭୂମିରେ ତାଙ୍କୁ କବର ଦେଲେ।

10. ଏହାପରେ ପୂରା ପିଢି ମୃତ ହେଲା ଏବଂ ପର ପିଢି ସମାନଙ୍କେର ଉତ୍ତରାଧିକାରୀ ହେଲେ। ଏହି ନୂତନ ବଂଶଧର ସଦାପ୍ରଭୁଙ୍କୁ ଜାଣି ନ ଥିଲେ ଏମିତିକି ସମାନେେ ଜାଣିଲେ ନାହିଁ ଇଶ୍ରାୟେଲର ଲୋକମାନଙ୍କର କ'ଣ ସେ କଲେ।

11. ଏହାପରେ ଇଶ୍ରାୟେଲର ଲୋକମାନେ ଯାହା ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦ ସହେିପରି କାର୍ୟ୍ଯ କଲେ। ଇଶ୍ରାୟେଲର ଲୋକମାନେ ମିଥ୍ଯାବାଦୀ ବାଲ୍- ଦବେତାଙ୍କୁ ପୂଜା କଲେ।

12. ସଦାପ୍ରଭୁ ମିଶରରକ୍ସ୍ଟ ସହେି ଲୋକମାନଙ୍କୁ ଇଶ୍ରାୟେଲକକ୍ସ୍ଟ ଆଣିଥିଲେ। ଏବଂ ସମାନଙ୍କେର ପୂର୍ବପୁରୁଷଗଣ ସଦାପ୍ରଭୁଙ୍କର ସବୋ କରୁଥିଲେ। କିନ୍ତୁ ଏହାପରେ ଇଶ୍ରାୟେଲର ଲୋକମାନେ ମିଥ୍ଯାବାଦୀ ଦବେତାଙ୍କୁ ସବୋ କରିବାକୁ ଲାଗିଲେ, ଯେଉଁମାନେ ସମାନଙ୍କେ ଚତଃପାଶର୍‌ବ ରେ ରହକ୍ସ୍ଟଥିଲେ। ଏହା ସଦାପ୍ରଭୁଙ୍କର କୋରଧ ଉତ୍ପନ୍ନ କଲା।

13. ଇଶ୍ରାୟେଲବାସୀମାନେ ସଦାପ୍ରଭୁଙ୍କୁ ତ୍ଯାଗ କଲେ ଏବଂ ମିଥ୍ଯାବାଦୀ ବାଲ୍ଦବେ ଓ ଅଷ୍ଟାରୋତ ଦବେତାଗଣଙ୍କକ୍ସ୍ଟ ପୂଜା କରିବାକୁ ଲାଗିଲେ।

14. ସଦାପ୍ରଭୁ ଇଶ୍ରାୟେଲ ଉପରେ କୋପଦୃଷ୍ଟି ପକାଇଲେ। ପରମେଶ୍ବର ଲକ୍ସ୍ଟସ୍ଖନକାରୀମାନଙ୍କୁ ସମାନଙ୍କେ ଆକ୍ରମଣ ପାଇଁ ଆଦେଶ ଦେଲେ। ତେଣୁ ସମାନେେ ଇଶ୍ରାୟେଲର ଲୋକମାନଙ୍କୁ ଲକ୍ସ୍ଟସ୍ଖନ କଲେ। ସଦାପ୍ରଭୁ ସମାନଙ୍କେର ଚତକ୍ସ୍ଟଃପାଶର୍‌ବ ରେ ଥିବା ଶତୃମାନଙ୍କୁ ସାହାୟ୍ଯ କଲେ, ସମାନଙ୍କେୁ ହରାଇବାକକ୍ସ୍ଟ। ତେଣୁ ଇଶ୍ରାୟେଲର ଲୋକମାନେ ସମାନଙ୍କେର ଶତୃମାନଙ୍କ ବିରକ୍ସ୍ଟଦ୍ଧରକ୍ସ୍ଟ ନିଜକକ୍ସ୍ଟ ରକ୍ଷା କରିପାରିଲେ ନାହିଁ।

15. ଯେତବେେଳେ ଇଶ୍ରାୟେଲବାସୀମାନେ ୟକ୍ସ୍ଟଦ୍ଧକକ୍ସ୍ଟ ବାହାରିଲେ, ସେତବେେଳେ ସମାନେେ ପରାସ୍ତ ହେଲେ। ଯେପରି ସଦାପ୍ରଭୁ ସମାନଙ୍କେ ପାଶର୍‌ବ ରେ ନ ଥିଲେ। ସମାନଙ୍କେୁ ସଦାପ୍ରଭୁ ସତର୍କ କରାଇ ଦେଲେ ଯଦି ସମାନେେ ତାଙ୍କ ଚତକ୍ସ୍ଟଃପାଶର୍‌ବ ରେ ଥିବା ଦବେତାମାନଙ୍କୁ ପୂଜା କରନ୍ତି, ତବେେ ସମାନେେ ୟକ୍ସ୍ଟଦ୍ଧ ରେ ହାରିବେ। ଅତଯବ, ଲୋକମାନେ ଅତିଶଯ ଅସକ୍ସ୍ଟବିଧା ଭୋଗ କଲେ।

16. ଏହାପରେ ସଦାପ୍ରଭୁ ବିଗ୍ଭରକର୍ତ୍ତାଗଣଙ୍କକ୍ସ୍ଟ ସମାନଙ୍କେ ଉପରେ ନିୟକ୍ସ୍ଟକ୍ତି କଲେ। ଏବଂ ସହେି ବିଗ୍ଭରକର୍ତ୍ତାଗଣ, ସମାନଙ୍କେର ଧନସଐତ୍ତି ଯେଉଁମାନେ ନଇେଥିଲେ, ସହେି ଶତୃମାନଙ୍କ ହାତରକ୍ସ୍ଟ ସମାନଙ୍କେୁ ଉଧାର କଲେ।

17. କିନ୍ତୁ ଇଶ୍ରାୟେଲର ଲୋକମାନେ, ସମାନଙ୍କେର ବିଗ୍ଭର କର୍ତ୍ତାଗଣଙ୍କ କଥାକକ୍ସ୍ଟ ଶୁଣିଲେ ନାହିଁ। ମାତ୍ର ସମାନେେ ଅନ୍ୟ ଦବେତାଗଣଙ୍କ ପଛ ରେ ବେଶ୍ଯାପରି ଗଲେ ଓ ପ୍ରଣାମ କଲେ। ସମାନେେ ସଦାପ୍ରଭୁଙ୍କ ଆଜ୍ଞାପାଳନ କଲେ ନାହିଁ, ଯେପରି ସମାନଙ୍କେର ପୂର୍ବପୁରୁଷମାନେ କରୁଥିଲେ, ତାହା ବଦଳ ରେ ସମାନେେ ସେ ପଥରକ୍ସ୍ଟ ଶୀଘ୍ର ବିମକ୍ସ୍ଟଖ ହେଲେ।

18. ସଦାପ୍ରଭୁ ଯେତବେେଳେ ସମାନଙ୍କେ ନିମନ୍ତେ ଜଣେ ବିଗ୍ଭରକର୍ତ୍ତାଙ୍କକ୍ସ୍ଟ ବାଛିଲେ, ସେ ତାଙ୍କ ସଙ୍ଗ ରେ ଥିଲେ ଓ ସେ ସମାନଙ୍କେୁ ବିଗ୍ଭରକର୍ତ୍ତାର ଜୀବନକାଳ ପର୍ୟ୍ଯନ୍ତ ସମାନଙ୍କେର ଶତୃମାନଙ୍କଠାରକ୍ସ୍ଟ ରକ୍ଷା କଲେ। ସଦାପ୍ରଭୁ ସମାନଙ୍କେ ପ୍ରତି ସଦଯ ହେଲେ, ଯେପରି ସମାନେେ ଦକ୍ସ୍ଟଃଖ ଓ ତାଡନା ରେ ଆସକ୍ତ ଥିଲେ।

19. କିନ୍ତୁ ଏହାପରେ ପ୍ରେତ୍ୟକକ ବିଗ୍ଭରକର୍ତ୍ତାଙ୍କ ମୃତକ୍ସ୍ଟ୍ଯପରେ, ଇଶ୍ରାୟେଲର ଲୋକମାନେ ପକ୍ସ୍ଟଣିଥରେ ଦକ୍ସ୍ଟର୍ନୀତିଗ୍ରସ୍ଥ ହେଲେ। ସମାନେେ ସମାନଙ୍କେର ପୂର୍ବପୁରୁଷଙ୍କଠାରକ୍ସ୍ଟ ଅତି ମନ୍ଦ ବ୍ଯବହାର କଲେ। ସମାନେେ ମିଥ୍ଯାବାଦୀ ଦବେତାଙ୍କୁ ଅନକ୍ସ୍ଟସରଣ କଲେ ଓ ପୂଜା ଆରଧନା କଲେ। ସମାନେେ ସମାନଙ୍କେର ମନ୍ଦ ବିଗ୍ଭର କିମ୍ବା ସମାନଙ୍କେର ଜିଦିଖୋର ବଦଳାଇଲେ ନାହିଁ।

20. ତେଣୁ ସଦାପ୍ରଭୁ ଇଶ୍ରାୟେଲବାସୀମାନଙ୍କ ଉପରେ କ୍ଷକ୍ସ୍ଟବ୍ଧ ହେଲେ। ଏବଂ ସେ କହିଲେ, "ମୁ ଯେଉଁ ନିଯମ ତାଙ୍କ ପୂର୍ବପୁରୁଷଙ୍କ ସହିତ କରିଥିଲି, ଏହା ଜାତି ତାହା ଉଲଙ୍ଘନ କରିଛି। ସମାନେେ ମାରେ କଥା ଶୁଣିଲେ ନାହିଁ।

21. ତେଣୁ ଯିହାଶୂେୟଙ୍କ ମରଣ କାଳ ରେ ଅବଶିଷ୍ଠ ଭୂମିକକ୍ସ୍ଟ ମୁ ଆଉ କବେେ କୌଣସି ଦେଶକକ୍ସ୍ଟ ତଡିବି ନାହିଁ।

22. ମୁ ଏହି ଜାତି ଦ୍ବାରା ଇଶ୍ରାୟେଲକକ୍ସ୍ଟ ପରୀକ୍ଷା କରିବି, ଦେଖ, ୟଦ,ି ସମାନେେ ସଦାପ୍ରଭୁଙ୍କ ଆଜ୍ଞା ମାନିବେ, ଯମେିତି ତାଙ୍କର ପୂର୍ବପୁରୁଷମାନେ କରିଥିଲେ।"

23. ତେଣୁ ସଦାପ୍ରଭୁ ସହେି ଜାତିକକ୍ସ୍ଟ ଭୂମିରେ ରହିବା ପାଇଁ ଅନକ୍ସ୍ଟମତି ଦେଲେ। ସେ ସମାନଙ୍କେୁ ଜବରଦସ୍ତ ଶିଘ୍ର ଦେଶ ପରିତ୍ଯାଗ କଲେ ନାହିଁ, ଅଥବା ଯିହାଶୂେୟଙ୍କ ହସ୍ତ ରେ ସମର୍ପଣ କଲେ ନାହିଁ।

About ବିଚାରକର୍ତ୍ତାମାନଙ୍କ ବିବରଣ Chapter 2

Read ବିଚାରକର୍ତ୍ତାମାନଙ୍କ ବିବରଣ Chapter 2 online from the Holy Bible. This chapter is part of the Book of ବିଚାରକର୍ତ୍ତାମାନଙ୍କ ବିବରଣ in the Old Testament. Continue reading with the chapter navigation above or explore the complete book.

Book Information

Book: ବିଚାରକର୍ତ୍ତାମାନଙ୍କ ବିବରଣ
Chapter: 2
Testament: Old Testament

How to Read this Chapter

Use the Previous and Next Chapter buttons to continue reading ବିଚାରକର୍ତ୍ତାମାନଙ୍କ ବିବରଣ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ବିଚାରକର୍ତ୍ତାମାନଙ୍କ ବିବରଣ Chapter 2 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ବିଚାରକର୍ତ୍ତାମାନଙ୍କ ବିବରଣ Chapter 2?

ବିଚାରକର୍ତ୍ତାମାନଙ୍କ ବିବରଣ Chapter 2 is part of the Book of ବିଚାରକର୍ତ୍ତାମାନଙ୍କ ବିବରଣ in the Holy Bible.

Can I read this chapter online?

Yes. You can read the complete ବିଚାରକର୍ତ୍ତାମାନଙ୍କ ବିବରଣ Chapter 2 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 14
  3. ଆଦି ପୁସ୍ତକ Chapter 10
  4. ଆଦି ପୁସ୍ତକ Chapter 1
  5. ଆଦି ପୁସ୍ତକ Chapter 26
  6. ଆଦି ପୁସ୍ତକ Chapter 7
  7. ଆଦି ପୁସ୍ତକ Chapter 4

Explore More from ବିଚାରକର୍ତ୍ତାମାନଙ୍କ ବିବରଣ

  1. ବିଚାରକର୍ତ୍ତା Chapter 16
  2. ବିଚାରକର୍ତ୍ତା Chapter 9
  3. ବିଚାରକର୍ତ୍ତା Chapter 11
  4. ବିଚାରକର୍ତ୍ତା Chapter 14
  5. ବିଚାରକର୍ତ୍ତା Chapter 20
  6. ବିଚାରକର୍ତ୍ତା Chapter 7
  7. ବିଚାରକର୍ତ୍ତା Chapter 5

Related Chapters & Readings

  1. ପ୍ରଥମ ଶାମୁୟେଲ Chapter 20
  2. ଆଦି ପୁସ୍ତକ Chapter 49
  3. ଗଣନା ପୁସ୍ତକ Chapter 14
  4. ଦିତୀୟ ବଂଶାବଳୀ Chapter 13
  5. ଆୟୁବ Chapter 12
  6. ଯୋହନ Chapter 13
  7. ଯିଶାଇୟ Chapter 51
Share Your Love

Leave a Reply

Your email address will not be published. Required fields are marked *