Read ଯିଶାଇୟ Chapter 58 Online
Read ଯିଶାଇୟ Chapter 58 online from the Holy Bible. This chapter is part of the Book of ଯିଶାଇୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିଶାଇୟ and the Holy Bible online.
Choose a Chapter
ଯିଶାଇୟ 58
ଅଧ୍ୟାୟ 58
1. ଉଚ୍ଚସ୍ବର ରେ ଘାଷେଣା କର, ସ୍ବର କ୍ଷୀଣ କର ନାହିଁ। ତୂରୀପରି ଚିତ୍କାର କର। ଆମ୍ଭ ଲୋକମାନଙ୍କୁ ସମାନଙ୍କେର ଅଧର୍ମ ବିଷଯ ରେ ଓ ଯାକୁବ ବଂଶକୁ ସମାନଙ୍କେ ପାପ ସମ୍ବନ୍ଧ ରେ ଜଣାଅ।
2. ତାହା ହେଲେ ସମାନେେ ପ୍ରତିଦିନ ଆମ୍ଭର ଅନ୍ବଷେଣ କରିବେ ଓ ମାରେ ପଥ ବିଷଯ ରେ ଜାଣିବାକୁ ଚେଷ୍ଟା କରିବେ। ଯେଉଁ ଗୋଷ୍ଠୀଯ ଲୋକେ ପୂଜା କର୍ମ କରିଛନ୍ତି ଓ ନିଜର ପରମେଶ୍ବରଙ୍କର ବିଧାନ ତ୍ଯାଗ କରି ନାହାଁନ୍ତି, ସମାନଙ୍କେ ପରି ସମାନେେ ପୁଜାବିଧାନ ବିଷଯ ଆମ୍ଭକୁ ପଚାରନ୍ତି ଓ ପରମେଶ୍ବରଙ୍କ ନିକଟକୁ ଆସିବାକୁ ସନ୍ତୁଷ୍ଟ ହୁଅନ୍ତି।
3. ସମାନେେ କୁହନ୍ତି, "ଆମ୍ଭେ ତୁମ୍ଭକୁ ଭକ୍ତି କରିବା ପାଇଁ ଉପବାସ କରିଅଛୁ, ମାତ୍ର ତୁମ୍ଭେ କାହିଁକି ଦୃଷ୍ଟି କରୁ ନାହଁ ? ଆମ୍ଭମାନେେ କାହିଁକି ଆପଣା ପ୍ରାଣକୁ କ୍ଲେଶ ଦଇେଅଛୁ ଓ ତୁମ୍ଭେ ମନୋୟୋଗ କରୁ ନାହଁ ?"
4. ଦେଖ, ତୁମ୍ଭମାନେେ ବିବାଦ ଓ କଳହ ନିମନ୍ତେ ଏବଂ ଦୁଷ୍ଟତାରୂପକ ସୃଷ୍ଟି ଦ୍ବାରା ଆଘାତ କରିବା ନିମନ୍ତେ ଉପବାସ କରୁଅଛ। ଆମ୍ଭର ପ୍ରଶଂସାଗାନ ଯେପରି ଉର୍ଦ୍ଧ୍ବ ରେ ଶୁଣାୟିବ, ସେଥିପାଇଁ ତୁମ୍ଭମାନେେ ଉପବାସ କରୁ ନାହଁ।
5. ମନୁଷ୍ଯ ଏହିପ୍ରକାର ଉପବାସଦ୍ବାରା ନିଜର ପ୍ରାଣକୁ କ୍ଲେଶ ଦେଉ, ଆମ୍ଭେ କ'ଣ ଏହିପ୍ରକାର ଦିନ ମନୋନୀତ କରିଅଛୁ ? ପୁଣି ନଳବୃକ୍ଷ ପରି ମୁଣ୍ଡ ନୁଆଁଇ, ଚଟବସ୍ତ୍ର ପରିଧାନ କରି ଓ ଭସ୍ମ ଜଳେ ବିଛାଇ ତା'ଉପ ରେ ବସିଲେ ସଦାପ୍ରଭୁ ସେପ୍ରକାର ଉପବାସ ଦିନକୁ ଗ୍ରହଣ କରିବେ ବୋଲି ତୁମ୍ଭେ କହିବ ?
6. "ଦୁଷ୍ଟତାରୂପ ବନ୍ଧନ ଫିଟାଇଲେ, ୟୁଆଳିର ବନ୍ଧନ ମୁକ୍ତ କରିବାର ଉପଦ୍ରବଗ୍ରସ୍ତ ଲୋକମାନଙ୍କୁ ମୁକ୍ତିକରି ଛାଡ଼ି ଦବୋର ଓ ପ୍ରେତ୍ୟକକ ୟୁଆଳି ଭଗ୍ନ କରିବାର, ଏହିପ୍ରକାର ଉପବାସ ଆମ୍ଭେ କ'ଣ ମନୋନୀତ କରି ନାହୁଁ ?
7. ପୁଣି କ୍ଷୁଧିତ ଲୋକକୁ ତୁମ୍ଭର ଖାଦ୍ୟ ବଣ୍ଟନ କରିବାର ତାଡ଼ିତ ଦୁଃଖୀ ଲୋକକୁ ନିଜ ଗୃହକୁ ଆଣିବାର, ଉଲଗ୍ନକୁ ଦେଖି ତାକୁ ବସ୍ତ୍ର ପିନ୍ଧାଇଦବୋର ଓ ତୁମ୍ଭର ନିଜ ବଂଶୀଯ ଲୋକଠାରୁ ନିଜକୁ ନ ଲୁଚାଇବାର, ଏହି ପ୍ରକାର ଉପବାସ ଆମ୍ଭେ କ'ଣ ମନୋନୀତ କରି ନାହୁଁ ?'
8. ଏହାକଲେ ଅରୁଣସଦୃଶ ତୁମ୍ଭର ଦୀପ୍ତି ପ୍ରକାଶ ପାଇବ ଓ ତୁମ୍ଭର ଆରୋଗ୍ୟ ଶୀଘ୍ର ଅଙ୍କୁରିତ ହବେ। ପୁଣି ତୁମ୍ଭର "ଧର୍ମ' ତୁମ୍ଭର ସମ୍ମୁଖବର୍ତ୍ତୀ ହବେ ଓ ସଦାପ୍ରଭୁଙ୍କର ମହିମା ତୁମ୍ଭର ପଶ୍ଚାତବର୍ତ୍ତୀ ହବେ।
9. ସେତବେେଳେ ତୁମ୍ଭେ ସଦାପ୍ରଭୁଙ୍କୁ ଡ଼ାକିବ ଓ ସେ ଉତ୍ତର ଦବେେ। ତୁମ୍ଭେ ଆର୍ତ୍ତସ୍ବର ରେ କହିବ, ଆଉ ସେ ଉତ୍ତର ଦବେେ, "ଆମ୍ଭେ ଏଠା ରେ ଉପସ୍ଥିତ ଅଛୁ।'
10. ପୁଣି ଯଦି ତୁମ୍ଭେ କ୍ଷୁଧିତକୁ ତୁମ୍ଭର ଖାଦ୍ୟ ଦଇେଥିବ ଓ ଦୁଃଖିତର ପ୍ରାଣକୁ ତୃପ୍ତ କରିଥିବ ତବେେ ତୁମ୍ଭେ ଅନ୍ଧକାର ରେ ଦୀପ୍ତିମାନ ହବେ ଏବଂ ତୁମ୍ଭ ଚାରିଦିଗ ରେ ଥବା ଗାଢ଼ ଅନ୍ଧକାର ଦ୍ବିପହରର ସୂର୍ୟ୍ଯ ପରି ଦଖାୟିବେ।
11. ଆଉ ମଧ୍ଯ ସଦାପ୍ରଭୁ ତୁମ୍ଭକୁ ସର୍ବଦା ବାଟ କଢ଼ାଇ ନବେେ। ମରୁଭୂମିରେ ତୁମ୍ଭର ଅଭାବ ତୃପ୍ତ କରିବେ। ସେ ତୁମ୍ଭର ଅସ୍ଥିଗୁଡ଼ିକୁ ବଳିଷ୍ଠ କରିବେ। ତହିଁରେ ତୁମ୍ଭେ ଜଳସିକ୍ତ ଉଦ୍ୟାନତୁଲ୍ଯ କିମ୍ବା ଜଳପୂର୍ଣ୍ଣ ଝରଣା ସଦୃଶ ହବେ।
12. ପୁଣି ତୁମ୍ଭ ବଂଶୀଯ ଲୋକେ ପୁରାତନ ଧ୍ବଂସ ସ୍ଥାନଗୁଡ଼ିକୁ ପୁନନିର୍ମାଣ କରିବେ, ତୁମ୍ଭେ ପୂର୍ବକାଳର ଭିତ୍ତିମୂଳ ଉପ ରେ ନିର୍ମାଣ କରିବ। "ପୁଣି ଭଗ୍ନ ପ୍ରାଚୀର ନିର୍ମାଣକାରୀ ଓ ନିବାସ ନିମନ୍ତେ ପୁନଃ ପଥ ସଂସ୍ଥାପନକାରୀ ବୋଲି ବିଖ୍ଯାତ ହବେ।"
13. ତୁମ୍ଭେ ଯଦି ବିଶ୍ରାମବାର ଲଙ୍ଘନରୁ ଆମ୍ଭ ପବିତ୍ର ଦିନ ରେ ନିଜ ଅଭିଳାଷ ଚେଷ୍ଟାରୁ ନିଜ ପାଦ ଫରୋଅ, ପୁଣି ବିଶ୍ରାମବାରକୁ ସୁଖଦାୟକ ଓ ସଦାପ୍ରଭୁଙ୍କ ପବିତ୍ର ଦିନକୁ ଆଦରଣୀଯ ବୋଲି କୁହ, ଆଉ ନିଜ କାର୍ୟ୍ଯ ନ କରି ଅବା ନିଜ ଅଭିଳାଷର ଚେଷ୍ଟା ନ କରି ଅଥବା ନିଜ କଥା ନ କହି ତାହାକୁ ଆଦର କରିବ ;
14. ତବେେ ତୁମ୍ଭେ ସଦାପ୍ରଭୁଙ୍କଠା ରେ ଆନନ୍ଦ କରିବ ; ପୁଣି ଆମ୍ଭେ ତୁମ୍ଭକୁ ପୃଥିବୀର ଉଚ୍ଚସ୍ଥାନମାନଙ୍କ ରେ ଆରୋହଣ କରାଇବା ଆଉ ତୁମ୍ଭ ପିତା ଯାକୁବର ଅଧିକାର ତୁମ୍ଭକୁ ଭୋଗ କରାଇବା ; କାରଣ ସଦାପ୍ରଭୁଙ୍କ ମୁଖରୁ ଏହା ନିଃସୃତ ହାଇେଅଛି।
About ଯିଶାଇୟ Chapter 58
Read ଯିଶାଇୟ Chapter 58 online from the Holy Bible. This chapter is part of the Book of ଯିଶାଇୟ in the Old Testament. Continue reading with the chapter navigation above or explore the complete book.
Book Information
Book: ଯିଶାଇୟ
Chapter: 58
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଯିଶାଇୟ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଯିଶାଇୟ Chapter 58 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଯିଶାଇୟ Chapter 58?
ଯିଶାଇୟ Chapter 58 is part of the Book of ଯିଶାଇୟ in the Holy Bible.
Can I read this chapter online?
Yes. You can read the complete ଯିଶାଇୟ Chapter 58 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 12
- ଆଦି ପୁସ୍ତକ Chapter 11
- ଆଦି ପୁସ୍ତକ Chapter 9
Explore More from ଯିଶାଇୟ
- ଯିଶାଇୟ Chapter 63
- ଯିଶାଇୟ Chapter 19
- ଯିଶାଇୟ Chapter 46
- ଯିଶାଇୟ Chapter 60
- ଯିଶାଇୟ Chapter 49
- ଯିଶାଇୟ Chapter 64
- ଯିଶାଇୟ Chapter 28