ଯିଶାଇୟ Chapter 64

For English

Read ଯିଶାଇୟ Chapter 64 Online

Read ଯିଶାଇୟ Chapter 64 online from the Holy Bible. This chapter is part of the Book of ଯିଶାଇୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିଶାଇୟ and the Holy Bible online.

Choose a Chapter

ଯିଶାଇୟ 64

ଅଧ୍ୟାୟ 64

1. ତୁମ୍ଭେ ଯଦି ଆକାଶକୁ ବିଦୀର୍ଣ୍ଣ କରି ପୃଥିବୀକୁ ଆସନ୍ତ, ତବେେ ସବୁ କିଛି ପରିବର୍ତ୍ତନ ହୁଅନ୍ତା ଓ ପର୍ବତଗୁଡ଼ିକ ତୁମ୍ଭ ସମ୍ମୁଖ ରେ ପ୍ରବାହିତ ହୁଅନ୍ତେ।

2. ଦେଶୀଯମାନେ ଯେପରି ତୁମ୍ଭ ସାକ୍ଷାତ ରେ କମ୍ପମାନ ହବେେ ଓ ଏଥି ସକାେଶ ତୁମ୍ଭ ବିପକ୍ଷଗଣଙ୍କୁ ତୁମ୍ଭ ନାମ ଜ୍ଞାତ କରାଇବା ନିମନ୍ତେ ପର୍ବତଗୁଡ଼ିକ ଜ୍ବଳନ୍ତ ଝାଟି ସଦୃଶ ଓ ଉତ୍ତପ୍ତ ଜଳ ଫୁଟିଲା ସଦୃଶ ହବେେ।

3. ଯେତବେେଳେ ତୁମ୍ଭେ ଆଶ୍ଚର୍ୟ୍ଯ କାର୍ୟ୍ଯମାନ କଲ, ଆମ୍ଭେ ଆଶାକରି ନ ଥିଲୁ। ତାପ ରେ ତୁମ୍ଭେ ଓହ୍ଲାଇ ଆସିଲ ଓ ପର୍ବତ ତୁମ୍ଭ ଆଗ ରେ କମ୍ପନ କରିବାକୁ ଆରମ୍ଭ କରିବ।

4. କାରଣ ଯେ ନିଜ ଅପେକ୍ଷାକାରୀ ପକ୍ଷ ରେ କାର୍ୟ୍ଯ ସାଧନ କରନ୍ତି, ଲୋକେ ପ୍ରାଚୀନ କାଳରୁ ତୁମ୍ଭ ଛଡ଼ା ଅନ୍ୟ ପରମେଶ୍ବର କଥା ଶୁଣି ନାହାଁନ୍ତି କିମ୍ବା କର୍ଣ୍ଣଗୋଚର ହାଇେ ନାହିଁ କିମ୍ବା ଚକ୍ଷୁ ଦେଖି ନାହିଁ।

5. ଯେଉଁମାନେ ତୁମ୍ଭକୁ ସ୍ମରଣ କରନ୍ତି, ତୁମ୍ଭେ ସହେିମାନଙ୍କୁ ଆଘାତ କରିଛ। ମାତ୍ର ଅତୀତ କାଳ ରେ ଆମ୍ଭେ ପାପ କଲୁ ଏବଂ ତୁମ୍ଭେ ରାଗିଲ। ଅତୀତ କାଳ ରେ ଆମ୍ଭମାନେେ ଦୋଷ କଲୁ।

6. ଆମ୍ଭମାନେେ ସମସ୍ତେ ପାପ ରେ ଅପବିତ୍ର ଓ ଆମ୍ଭମାନଙ୍କର ଧର୍ମକର୍ମ ସବୁ ଅଶୁଚି ବସ୍ତ୍ର ସଦୃଶ ଅଟେ। ଆମ୍ଭମାନେେ ଝଡ଼ିଲା ପତ୍ର ସଦୃଶ ଓ ଆମ୍ଭମାନଙ୍କର ପାପଗୁଡ଼ିକ ବାଯୁ ତୁଳ୍ଯ ଆମ୍ଭମାନଙ୍କୁ ଉଡ଼ାଇ ନିଏ।

7. ତୁମ୍ଭ ନାମ ରେ ପୂଜା କରିବାକୁ ଓ ତୁମ୍ଭକୁ ଅନୁସରଣ କରିବା ନିମନ୍ତେ ନିଜକୁ ଉତ୍ତଜେିତ କରିବାକୁ କହେି ନାହିଁ। କାରଣ ତୁମ୍ଭେ ଆମ୍ଭମାନଙ୍କ ପ୍ରତି ବିମୁଖ ହାଇେଅଛି ଓ ଆମ୍ଭମାନଙ୍କ ପାପଦ୍ବାରା ଆମ୍ଭମାନଙ୍କୁ କ୍ଷଯ କରିଅଛ।

8. ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ। ଆମ୍ଭମାନେେ ମୃତ୍ତିକା ଓ ତୁମ୍ଭେ ଆମ୍ଭମାନଙ୍କର କୁମ୍ଭକାର। ଆମ୍ଭେ ସମସ୍ତେ ତୁମ୍ଭ ହସ୍ତର କର୍ମ।

9. ହେ ସଦାପ୍ରଭୁ, ଅତ୍ଯନ୍ତ କ୍ରୋଧିତ ହୁଅ ନାହିଁ କି ଆମ୍ଭମାନଙ୍କର ପାପକୁ ଚିରକାଳ ମନରେଖ ନାହିଁ। ଆମ୍ଭମାନେେ ବିନତି କରୁଛୁ, ଆମ୍ଭପ୍ରତି ଦୃଷ୍ଟି କର, ଆମ୍ଭେ ସମସ୍ତେ ତୁମ୍ଭର ସନ୍ତାନ।

10. ତୁମ୍ଭର ପବିତ୍ର ନଗରଗୁଡ଼ିକ ପ୍ରାନ୍ତର ପାଲଟିଛି। ସିଯୋନ ପ୍ରାନ୍ତର ହାଇେଅଛି ଓ ୟିରୁଶାଲମ ଧ୍ବଂସ ହାଇେଅଛି।

11. ଆମ୍ଭମାନଙ୍କର ପିତୃପୁରୁଷଗଣ ଯେଉଁ ସ୍ଥାନ ରେ ତୁମ୍ଭର ପ୍ରଶଂସା କରୁଥିଲେ, ଆମ୍ଭମାନଙ୍କର ସହେି ପବିତ୍ର ଓ ରମଣୀଯ ଗୃହ ଅଗ୍ନି ରେ ଦ'ିଭୂତ ହାଇେଅଛି, ଆଉ ମଧ୍ଯ ଆମ୍ଭମାନଙ୍କର ମୂଲ୍ଯବାନ ପଦାର୍ଥଗୁଡ଼ିକ ବିନ୍ଟେ ହାଇେଅଛି।

12. ହେ ସଦାପ୍ରଭୁ, ଏସବୁ ହେଲାପ ରେ ମଧ୍ଯ ତୁମ୍ଭେ କ'ଣ ନିଜକୁ ଆମ୍ଭଠାରୁ କ୍ଷାନ୍ତ କରି ରଖିବ ? ତୁମ୍ଭେ କ'ଣ ନୀରବ ରହି ଆମ୍ଭମାନଙ୍କୁ କ୍ଲେଶ ଦଇେ ଚାଲିବ ?

About ଯିଶାଇୟ Chapter 64

Read ଯିଶାଇୟ Chapter 64 online from the Holy Bible. This chapter is part of the Book of ଯିଶାଇୟ in the Old Testament. Continue reading with the chapter navigation above or explore the complete book.

Book Information

Book: ଯିଶାଇୟ
Chapter: 64
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯିଶାଇୟ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯିଶାଇୟ Chapter 64 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯିଶାଇୟ Chapter 64?

ଯିଶାଇୟ Chapter 64 is part of the Book of ଯିଶାଇୟ in the Holy Bible.

Can I read this chapter online?

Yes. You can read the complete ଯିଶାଇୟ Chapter 64 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 1
  2. ଆଦି ପୁସ୍ତକ Chapter 2
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 21
  6. ଆଦି ପୁସ୍ତକ Chapter 12
  7. ଆଦି ପୁସ୍ତକ Chapter 11

Explore More from ଯିଶାଇୟ

  1. ଯିଶାଇୟ Chapter 57
  2. ଯିଶାଇୟ Chapter 33
  3. ଯିଶାଇୟ Chapter 61
  4. ଯିଶାଇୟ Chapter 62
  5. ଯିଶାଇୟ Chapter 52
  6. ଯିଶାଇୟ Chapter 22
  7. ଯିଶାଇୟ Chapter 7

Related Chapters & Readings

  1. ଯିରିମିୟ Chapter 14
  2. ଯିଶାଇୟ Chapter 34
  3. ଆୟୁବ Chapter 14
  4. ଗାଲାତୀୟ Chapter 5
  5. ପ୍ରଥମ ବଂଶାବଳୀ Chapter 29
  6. ଯିଶାଇୟ Chapter 9
  7. ଦ୍ୱିତୀୟ ବିବରଣ Chapter 31
Share Your Love

Leave a Reply

Your email address will not be published. Required fields are marked *