ଯିଶାଇୟ Chapter 6

For English

Read ଯିଶାଇୟ Chapter 6 Online

Read ଯିଶାଇୟ Chapter 6 online from the Holy Bible. This chapter is part of the Book of ଯିଶାଇୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିଶାଇୟ and the Holy Bible online.

Choose a Chapter

ଯିଶାଇୟ 6

ଅଧ୍ୟାୟ 6

1. ଯିହୁଦାର ରାଜା ଉଷିୟଙ୍କ ମୃତ୍ଯୁବର୍ଷ ରେ ମୁଁ ମାରେପ୍ରଭୁଙ୍କୁ ଦର୍ଶନ କରିବାକୁ ସକ୍ଷମ ହଲିେ। ସେ ଏକ ଉନ୍ନତ୍ତ ଓ ଚମତ୍କାର ସିଂହାସନ ଉପ ରେ ଉପବିଷ୍ଟ ହାଇେଥିଲେ। ତାଙ୍କର ରାଜ ପୋଷାକର ଅଞ୍ଚଳ ମନ୍ଦିରକୁ ବେଷ୍ଟନ କରିଥିଲା।

2. ସଦାପ୍ରଭୁଙ୍କ ଚତୁର୍ଦ୍ଦିଗ ରେ ସରାଫଗଣ ଛିଡ଼ା ହାଇେଥିଲେ। ପ୍ରେତ୍ୟକକ ସରାଫଙ୍କର ଛଅଟି ପକ୍ଷ ଥିଲା। ସହେି ଦବଦେୂତଗଣ ସମାନଙ୍କେର ଦୁଇଟି ପକ୍ଷ ରେ ମୁଖକୁ ଆଚ୍ଛାଦନ କରିଥିଲେ। ସମାନେେ ମଧ୍ଯ ଦୁଇଟି ପକ୍ଷ ସାହାୟ୍ଯ ରେ ସମାନଙ୍କେର ପାଦକୁ ଆଚ୍ଛାଦନ କରିଥିଲେ, ଏବଂ ଉଡ଼ିବା ରେ ଦୁଇଟି ପକ୍ଷ ବ୍ଯବହାର କରୁଥିଲେ।

3. ସମାନେେ ପରସ୍ପରକୁ ଡ଼ାକି କହୁଥିଲେ, "ସର୍ବ ଶକ୍ତିମାନ ସଦାପ୍ରଭୁ ଧର୍ମମଯ, ଧର୍ମମଯ, ଧର୍ମମଯ। ତାଙ୍କର ମହିମା ସମଗ୍ର ପୃଥିବୀ ରେ ବ୍ଯାପିୟାଇଛି।' ସହେି ଦବଦେୂତମାନଙ୍କର ସ୍ବର ଅତି ଉଚ୍ଚ ଥିଲା।

4. ସେତବେେଳେ ଘାଷେଣାକାରୀଙ୍କ ଉଚ୍ଚରବ ରେ ଦ୍ବାରବନ୍ଧ କମ୍ପିତ ହେଲା ଓ ପ୍ରଭୁଙ୍କ ମନ୍ଦିର ଧୂମ ରେ ପରିପୂର୍ଣ୍ଣ ହେଲା।

5. ସେତବେେଳେ ମୁଁ ଭୟଭୀତ ହାଇେ କହିଲି, "ହାୟ ! ହାୟ ! ମୁଁ ନଷ୍ଟ ହାଇଗଲିେ। କାରଣ ମୁଁ ଏତେ ଅପବିତ୍ର ଯେ ପରମେଶ୍ବରଙ୍କ ନିକଟରେ କହିବାକୁ ଅ ଯୋଗ୍ଯ। ପୁରି ଏପରି ଅଶୁଚି ଲୋକମାନଙ୍କ ମଧିଅରେ ବାସ କରୁଛି ଯେ ମୁଁ ସଦାପ୍ରଭୁଙ୍କ ନିକଟରେ କହିବାକୁ ଅୟୋଗ୍ଯ। ତଥାପି ମୁଁ ସର୍ବଶକ୍ତିମାନ ସଦାପ୍ରଭୁ ରାଜାଙ୍କୁ ଦେଖୁଛି।'

6. ସଠାେ ରେ ୟଜ୍ଞବଦେୀ ଉପ ରେ ଜ୍ବଳନ୍ତ ଅଗ୍ନି ଥିଲା। ସହେି ଦୂତଗଣଙ୍କ ମଧ୍ଯରୁ ଜଣେ ଚିମୁଟା ସାହାୟ୍ଯ ରେ ଗୋଟିଏ ଜ୍ବଳନ୍ତ କୋଇଲା ଆଣିଲା ଓ ସହେି ଉତ୍ତପ୍ତ ଅଙ୍ଗାର ଧରି ମାେ ନିକଟକୁ ରହିଆସିଲା।

7. ସହେି ସରାଫ ଦବଦେୂତ ସହେି ଉତ୍ତପ୍ତ ଅଙ୍ଗାର ସାହାୟ୍ଯ ରେ ମାରେ ମୁଖକୁ ସ୍ପର୍ଶ କଲା। ତା'ପ ରେ ସେ କହିଲେ, " ଦେଖ ! ମୁଁ ଏହି ଜ୍ବଳନ୍ତ ଅଙ୍ଗାର ରେ ତୁମ୍ଭର ଓଷ୍ଠାଧରକୁ ସ୍ପର୍ଶ କଲି କାରଣ ଏହାଦ୍ବାରା ତୁମ୍ଭର ଅପରାଧ ଦୂରିଭୂତ ହେଲା ଓ ତୁମ୍ଭେ ପାପରୁ ମୁକ୍ତ ହେଲ।'

8. ତା'ପ ରେ ମୁଁ ସଦାପ୍ରଭୁଙ୍କର ସ୍ବର ଶୁଣିଲି। ସେ କହିଲେ, "ମୁଁ କାହାକୁ ପଠାଇବି ? କିଏ ଆମ୍ଭମାନଙ୍କ ପାଇଁ ୟିବ?'

9. ତା'ପ ରେ ସଦାପ୍ରଭୁ କହିଲେ, "ୟାଅ ଏବଂ ଏହି ବାର୍ତ୍ତା ଲୋକମାନଙ୍କୁ ଜଣାଅ, "ଯଦିଓ ତୁମ୍ଭମାନେେ ଶୁଣୁଛ, କିନ୍ତୁ ତୁମ୍ଭମାନେେ କିଛି ବୁଝୁ ନାହଁ। ଯଦିଓ ଦେଖୁଛ, କିଛି ଶିଖୁ ନାହଁ।'

10. ସମାନଙ୍କେୁ ବିଭ୍ରାନ୍ତ କର। ସମାନେେ ଯାହା ଶୁଣୁଛନ୍ତି ଓ ଯାହା ଦେଖୁଛନ୍ତି ତାହା ଯେପରି ବୁଝିବାକୁ ସକ୍ଷମ ନ ହୁଅନ୍ତି ସହେିପରି ଭାବରେ ତାଙ୍କୁ ପ୍ରସ୍ତୁତ କରାଅ। ତୁମ୍ଭେ ଯଦି ଏହା ନ'କର ସମାନେେ ଯାହା ଶୁଣୁଛନ୍ତି ଓ ଯାହା ଦେଖୁଛନ୍ତି ତାହା ପ୍ରକୃତ ରେ ବୁଝି ପାରିବେ। ଲୋକମାନେ ସମାନଙ୍କେର ସର୍ବାନ୍ତକରଣ ରେ ବୁଝିପାରିବେ। ଏହା କଲେ ସମାନେେ ମାେ ନିକଟକୁ ଫରେି ଆସିବେ ଓ ମାଠାରୁେ ସୁସ୍ଥତା ପାଇବେ।'

11. ତା'ପ ରେ ମୁଁ ସଦାପ୍ରଭୁଙ୍କୁ ପ୍ରଶ୍ନ କଲି, "ପ୍ରଭୋ ! ମୁଁ କେତକୋଳ ଏହା କରିବି ?'

12. ସଦାପ୍ରଭୁ ସବୁଲୋକଙ୍କୁ ଦୂରକୁ ତଡ଼ି ଦବେେ। ଦେଶ ରେ ବିସ୍ତୃତ ଅଞ୍ଚଳ ଜନଶୂନ୍ଯ ହବେ।

13. ମାତ୍ର ଏକ ଦଶମାଂଶ ଲୋକ ରହିବାକୁ ଅନୁମତି ପାଇବେ। ଏହି ଦଶମାଂସ ଲୋକ ସଦାପ୍ରଭୁଙ୍କ ନିକଟକୁ ଫରେି ଆସିବେ ଓ ଅନ୍ୟମାନେ ଧ୍ବଂସ ପାଇବେ। ଏମାନେ ଆଲୋନଗଛ ସଦୃଶ ହବେେ। ଆଲୋନ ଗଛ ହଣା ହେଲା ପ ରେ ତା'ର ଗଣ୍ଡି ଯେପରି ସୁଦୃଢ଼ ରହେ, କର୍ତ୍ତିତ ବୃକ୍ଷର ଅବଶିଷ୍ଟାଂଶ ପବିତ୍ର ବୀଜ।

About ଯିଶାଇୟ Chapter 6

Read ଯିଶାଇୟ Chapter 6 online from the Holy Bible. This chapter is part of the Book of ଯିଶାଇୟ in the Old Testament. Continue reading with the chapter navigation above or explore the complete book.

Book Information

Book: ଯିଶାଇୟ
Chapter: 6
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯିଶାଇୟ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯିଶାଇୟ Chapter 6 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯିଶାଇୟ Chapter 6?

ଯିଶାଇୟ Chapter 6 is part of the Book of ଯିଶାଇୟ in the Holy Bible.

Can I read this chapter online?

Yes. You can read the complete ଯିଶାଇୟ Chapter 6 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 1
  2. ଆଦି ପୁସ୍ତକ Chapter 2
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 12
  6. ଆଦି ପୁସ୍ତକ Chapter 11
  7. ଆଦି ପୁସ୍ତକ Chapter 38

Explore More from ଯିଶାଇୟ

  1. ଯିଶାଇୟ Chapter 32
  2. ଯିଶାଇୟ Chapter 31
  3. ଯିଶାଇୟ Chapter 66
  4. ଯିଶାଇୟ Chapter 3
  5. ଯିଶାଇୟ Chapter 20
  6. ଯିଶାଇୟ Chapter 41
  7. ଯିଶାଇୟ Chapter 45

Related Chapters & Readings

  1. ଗୀତସଂହିତା Chapter 141
  2. ପ୍ରଥମ ବଂଶାବଳୀ Chapter 17
  3. ଉପଦେଶକ Chapter 1
  4. ଯାତ୍ରା ପୁସ୍ତକ Chapter 30
  5. ଯାତ୍ରା ପୁସ୍ତକ Chapter 9
  6. ଆମୋଷ Chapter 1
  7. ଗାଲାତୀୟ Chapter 5
Share Your Love

Leave a Reply

Your email address will not be published. Required fields are marked *