Read ଯିଶାଇୟ Chapter 49 Online
Read ଯିଶାଇୟ Chapter 49 online from the Holy Bible. This chapter is part of the Book of ଯିଶାଇୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିଶାଇୟ and the Holy Bible online.
Choose a Chapter
ଯିଶାଇୟ 49
ଅଧ୍ୟାୟ 49
1. ହେ ଦ୍ବୀପ ସମୂହର ଲୋକମାନେ ମାେ କଥା ଶୁଣ। ହେ ଦୂରସ୍ଥ ଗୋଷ୍ଠୀ ସମୂହର ଲୋକମାନେ, ମାେ କଥାକୁ ଅବଧାନ କର। ମୁଁ ମାତୃ ଗର୍ଭରୁ ଭୂମିଷ୍ଠ ହବୋ ପୂର୍ବରୁ ସଦାପ୍ରଭୁ ତାଙ୍କର ସବୋ ପାଇଁ ମାେତେ ଆହ୍ବାନ କରିଛନ୍ତି। ମୁଁ ମାତୃଗର୍ଭ ରେ ଥିବା କାଳରୁ ସେ ମାରେ ନାମ ଉଲ୍ଲେଖ କରିଛନ୍ତି।
2. ସଦାପ୍ରଭୁ ତାଙ୍କର ବାକ୍ଯ ପ୍ରଚାର ପାଇଁ ମାେତେ ପଠାଇଛନ୍ତି। ତେଣୁ ସେ ମାରେ ମୁଖକୁ ତୀକ୍ଷ୍ଣ ଖଡ୍ଗ ସ୍ବରୂପ କରିଛନ୍ତି। ନିଜର ହସ୍ତ ଛାଯା ରେ ସେ ମାେତେ ଲୁଚାଇ ରଖିଛନ୍ତି ଓ ସେ ମାେତେ ଶାଣିତ ବାଣସ୍ବରୂପ କରି ନିଜର ତୁଣୀର ରେ ଲୁଚାଇ ରଖିଛନ୍ତି।
3. ସେ ପୁଣି ମାେତେ କହିଲେ, "ତୁମ୍ଭେ ମାରେ ଦାସ, ତୁମ୍ଭେ ଇଶ୍ରାୟେଲ, ତୁମ୍ଭଦ୍ବାରା ଆମ୍ଭେ ମହିମାନ୍ବିତ ହବୋ।"
4. ମାତ୍ର ମୁଁ କହିଲି, "ମୁଁ ବୃଥା ପରିଶ୍ରମ କରିଅଛି। ମୁଁ ନିରର୍ଥକ ଓ ଅସାରତା ରେ ମାରେ ଶକ୍ତି ବ୍ଯଯ କରିଅଛି। ତଥାପି ନିଶ୍ଚଯ ମାରେ ବିଚାର ସଦାପ୍ରଭୁଙ୍କ ନିକଟରେ ଓ କର୍ମଫଳ ମାରେ ପରମେଶ୍ବରଙ୍କଠା ରେ ଅଛି।
5. ପୁଣି ମାେତେ ତାଙ୍କର ସବେକ ହବୋପାଇଁ, ଯାକୁବଙ୍କୁ ତାଙ୍କ ନିକଟକୁ ଆଣିବା ପାଇଁ ଓ ଇଶ୍ରାୟେଲ ତାହାଙ୍କ ନିକଟରେ ପହଞ୍ଚିବା ପାଇଁ ସେ ମାେତେ ମାତୃଗର୍ଭ ରେ ସୃଷ୍ଟି କଲେ। ସହେି ସଦାପ୍ରଭୁ ମାେତେ ଏବେ କୁହନ୍ତି, "କାରଣ ମୁଁ ସଦାପ୍ରଭୁଙ୍କ ଦୃଷ୍ଟି ରେ ଆଦରଣୀଯ ଅଟେ ଓ ମାରେ ପରମେଶ୍ବର ମାରେ ବଳସ୍ବରୂପ ହାଇେଅଛନ୍ତି।'
6. ପୁଣି ସଦାପ୍ରଭୁ କହିଲେ, "ତୁମ୍ଭେ ଯାକୁବର ପରିବାରବର୍ଗକୁ ଉତ୍ଥାପନ କରିବା ପାଇଁ ଓ ଇଶ୍ରାୟେଲ ରକ୍ଷିତ ଲୋକମାନଙ୍କୁ ପୁନର୍ବାର ଆଣିବା ପାଇଁ ଆମ୍ଭର ସବେକ ହବେ ; ଏହା ଅତି କ୍ଷୁଦ୍ର ବିଷଯ ; ତୁମ୍ଭେ ଯେପରି ପୃଥିବୀର ଶଷେ ସୀମା ପର୍ୟ୍ଯନ୍ତ ଆମ୍ଭ କୃତ ପରିତ୍ରାଣ ସ୍ବରୂପ ହବେ, ସେଥିପାଇଁ ଆମ୍ଭେ ତୁମ୍ଭକୁ ଅନ୍ୟ ଦେଶୀଯମାନଙ୍କର ଦୀପ୍ତିସ୍ବରୂପ କରିବା।"
7. "ଯାହାକୁ ମନୁଷ୍ଯ ଅବଜ୍ଞା କରେ, ଯାହାକୁ ଦେଶୀଯ ଲୋକମାନେ ଘୃଣା କରନ୍ତି, ଯେ ଶାସକ କର୍ତ୍ତାମାନଙ୍କର ଦାସ," ତାକୁ ଇଶ୍ରାୟେଲର ମୁକ୍ତିଦାତା ଓ ତା'ର ଧର୍ମସ୍ବରୂପ ସଦାପ୍ରଭୁ ଏହି କଥା କୁହନ୍ତି। ପୁଣି ବିଶ୍ବସନୀଯ ଓ ଇଶ୍ରାୟେଲର ଧର୍ମସ୍ବରୂପ ଯେଉଁ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି, ତାଙ୍କ ସକାେଶ ରାଜାମାନେ ତୁମ୍ଭକୁ ଦେଖିଲେ ଉଠିବେ, ଅଧିପତିମାନେ ତୁମ୍ଭକୁ ପ୍ରଣାମ କରିବେ।
8. ସଦାପ୍ରଭୁ କୁହନ୍ତି, "ଆମ୍ଭେ ଯେଉଁ ସମୟରେ ଦୟା ଦଖାଇବୋ କଥା ସହେି ସମୟରେ ତୁମ୍ଭକୁ ଉତ୍ତର କରିଅଛୁ। ପରିତ୍ରାଣ ଦିନ ରେ ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିଅଛୁ। ଆମ୍ଭେ ତୁମ୍ଭକୁ ରକ୍ଷା କରିବା ଓ ଦେଶର ଉନ୍ନତି ସାଧନ ନିମନ୍ତେ ଲୋକମାନଙ୍କୁ ସମାନଙ୍କେର ଧ୍ବଂସିତ ଉତ୍ତରାଧିକାରର ଭୋଗ କରାଇବା ନିମନ୍ତେ ଆମ୍ଭେ ତୁମ୍ଭକୁ ଲୋକମାନଙ୍କର ଚୁକ୍ତି ସ୍ବରୂପ ନିୟୁକ୍ତ କରିବା।
9. ତୁମ୍ଭେ ବନ୍ଦୀଗଣଙ୍କୁ ବାହାରି ୟାଅ ବୋଲି, 'ଅନ୍ଧକାରସ୍ଥିତ' ଲୋକମାନଙ୍କୁ ଆପଣାମାନଙ୍କୁ ଦଖାେଅ ବୋଲି କହିବ। ସମାନେେ ପଥରେ ଚରିବେ ଓ ବୃକ୍ଷଶୂନ୍ଯ ଉଚ୍ଚସ୍ଥଳୀ ସକଳ ସମାନଙ୍କେର ଚରାସ୍ଥାନ ହବେ।
10. ସମାନେେ କ୍ଷୁଧାର୍ତ୍ତ କି ତୃଷାର୍ତ୍ତ ହବେେ ନାହିଁ। ଗ୍ରୀଷ୍ମ କିମ୍ବା ସୂର୍ୟ୍ଯତାପ ସମାନଙ୍କେୁ କାଟିବ ନାହିଁ। କାରଣ ଯେଉଁ ପରମେଶ୍ବର ସମାନଙ୍କେୁ ଦୟା କରନ୍ତି, ସେ ସମାନଙ୍କେୁ ଚଳାଇବେ; ଜଳ-ନିର୍ଝର ଦଇେ ସେ ସମାନଙ୍କେୁ କଢ଼ାଇ ଦବେେ।
11. "ପୁଣି ଆମ୍ଭେ ଆମ୍ଭର ପର୍ବତଗୁଡ଼ିକୁ ଏକ ପଥ କରିବା ଓ ଆମ୍ଭର ରାଜପଥଗୁଡ଼ିକ ଉଚ୍ଚ କରାୟିବ।
12. " ଦେଖ, କେତକେ ଲୋକ ଦୂର ଦେଶରୁ ଆସିବେ, କେତକେ ଉତ୍ତର ଓ ପଶ୍ଚିମ ଦିଗରୁ ଆସିବେ ଓ ଆଉ କେତକେ ସୀନୀମ ଦେଶରୁ ଆସିବେ।"
13. ହେ ସ୍ବର୍ଗମଣ୍ଡଳ, ଗାନ କର ; ହେ ପୃଥିବୀ, ଉଲ୍ଲସିତ ହୁଅ ; ହେ ପର୍ବତଗଣ, ଉଚ୍ଚ ସ୍ବର ରେ ଆନନ୍ଦ ଧ୍ବନି କର ; କାରଣ ସଦାପ୍ରଭୁ ନିଜ ଲୋକମାନଙ୍କୁ ସାନ୍ତ୍ବନା କରିଛନ୍ତି ଓ ନିଜର ପୀଡ଼ିତ ଲୋକମାନଙ୍କୁ କରୁଣା କରିଛନ୍ତି।
14. ମାତ୍ର ସିୟୋନ କ ହେ, "ସଦାପ୍ରଭୁ ମାେତେ ପରିତ୍ଯାଗ କରିଛନ୍ତି। ମାରେପ୍ରଭୁ ମାେତେ ଭୁଲି ୟାଇଛନ୍ତି।"
15. "ଜଣେ ସ୍ତ୍ରୀ ଲୋକ ତା'ର ଗର୍ଭଜାତ ସନ୍ତାନକୁ ସ୍ନହେ ନ କରି କ'ଣ ଭୁଲି ପାରିବ ? ସେ କ'ଣ ତାର ସ୍ତନ୍ଯପାଯୀ ସନ୍ତାନକୁ ଦୟା ନ ଦଖାଇେ ପାସୋରି ପାରିବ ? ଏମାନେ ତାହା କରିପାରନ୍ତି, ତଥାପି ଆମ୍ଭେ ତୁମ୍ଭକୁ ପାସୋରିବା ନାହିଁ।
16. ଦେଖ, ଆମ୍ଭେ ତୁମ୍ଭର ନାମକୁ ଆମ୍ଭର ହସ୍ତ ଦ୍ବଯର ପାପୁଲି ରେ ଲେଖି ଅଛୁ। ତୁମ୍ଭର ଆକୃତି ସର୍ବଦା ଆମ୍ଭ ସମ୍ମୁଖ ରେ ଅଛି।
17. ତୁମ୍ଭର ସନ୍ତାନମାନେ ଶୀଘ୍ର ଆସୁ ଅଛନ୍ତି। ତୁମ୍ଭର ଉତ୍ପାଟନକାରୀମାନେ ଓ ଯେଉଁମାନେ ତୁମ୍ଭକୁ ଉଚ୍ଛନ୍ନ କରିଛନ୍ତି ସମାନେେ ତୁମ୍ଭ ମଧ୍ଯରୁ ବାହାରି ଯିବେ।"
18. ତୁମ୍ଭର ଚକ୍ଷୁ ମଲୋଇ ଚତୁର୍ଦ୍ଦିଗକୁ ଦେଖ। ସମାନେେ ସମସ୍ତେ ଏକତ୍ରୀତ ହାଇେ ତୁମ୍ଭ ଆଡ଼କୁ ଆସୁଛନ୍ତି। ସଦାପ୍ରଭୁ କୁହନ୍ତି, " ମାରେ ଜୀବନ ରେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରୁଛି, ତୁମ୍ଭେ ସମସ୍ତ ପରିଧାନ ଭୂଷଣ କରିବ। ପୁଣି ସମସ୍ତେ ଗୋଟିଏ କନ୍ଯା ପରି ପରିଧାନ କରିବେ।
19. ତୁମ୍ଭେ ନଷ୍ଟ ଓ ଶୂନ୍ଯ ଅଟ। ସହେିମାନଙ୍କ ପାଇଁ, ସହେି ଭୂମି ଲୋକରଣ୍ଯ, ଯେଉଁମାନେ ସଠାେ ରେ ବାସ କରିବେ। ସହେିମାନେ ଯେଉଁମାନେ ତୁମ୍ଭମାନଙ୍କୁ ଖାଇବ ଦୂ ରଇେ ୟିବ।
20. କିଛିଦିନ ପିଲାମାନେ ତୁମ୍ଭ ଚିନ୍ତା କଲେ, ତୁମ୍ଭେ ହରାଇଥିଲ ବୋଲି କହିବେ, "ମାେ ପାଇଁ ଏହି ସ୍ଥାନ ଅତି ସଂକୀର୍ଣ୍ଣ। ମାେତେ ସ୍ଥାନ ଦିଅ, ମୁଁ ବାସ କରିବି।'
21. ସେତବେେଳେ ତୁମ୍ଭେ ମନେ ମନେ କହିବ, " ମାରେ ସନ୍ତାନଗଣ ଅପହୃତ ହାଇେଅଛନ୍ତି, ମୁଁ ଏକାକିନୀ ନିର୍ବାସିତା ହାଇେ ଏଣେ ତଣେେ ଭ୍ରମଣ କରୁଅଛି। ମାରେ ଏ ସମସ୍ତଙ୍କୁ କିଏ ଜନ୍ମ ଦଇେଛନ୍ତି ? କିଏ ଏମାନଙ୍କୁ ପ୍ରତିପାଳନ କରିଅଛି ? ଦେଖ, ମୁଁ ଏକାକିନୀ ଅବଶିଷ୍ଟା ଥିଲି, ଏମାନେ କେଉଁଠା ରେ ଥିଲେ ?'
22. ସଦାପ୍ରଭୁ, ମାରେ ପ୍ରଭୁ କୁହନ୍ତି, " ଦେଖ, ଆମ୍ଭେ ଅନ୍ୟଦେଶୀଯମାନଙ୍କ ପ୍ରତି ଆପଣା ହସ୍ତ ଉଠାଇବା ଓ ଗୋଷ୍ଠୀସମୂହର ପ୍ରତି ଆମ୍ଭର ଧ୍ବଜା ଟକେିବା। ତାହା ହେଲେ ସମାନେେ ତୁମ୍ଭର ପୁତ୍ରଗଣଙ୍କୁ କୋଳ ରେ ଆଣିବ ଓ ତୁମ୍ଭର କନ୍ଯାଗଣ ସମାନଙ୍କେ ସ୍କନ୍ଧ ରେ ବୁହାୟିବେ।
23. ପୁଣି ରାଜାମାନେ ତୁମ୍ଭର ପାଳିତ ପିତା ହବେେ ଓ ସମାନଙ୍କେର ରାଣୀମାନେ ତୁମ୍ଭର ପାଳିତା ମାତା ହବେେ, ସମାନେେ ନତମୁଖ ହାଇେ ତୁମ୍ଭକୁ ପ୍ରଣାମ କରିବେ ଓ ତୁମ୍ଭର ପାଦର ଧୂଳି ଚାଟିବେ ; ତେଣୁ ଆମ୍ଭେ ଯେ ସଦାପ୍ରଭୁ ଓ ଯେ ଆମ୍ଭ ଉପ ରେ ବିଶ୍ବାସ ରଖନ୍ତି, ସେ ଲଜ୍ଜିତ ହବେେ ନାହିଁ, ଏହା ତୁମ୍ଭେ ଜାଣିବ।"
24. ଜଣେ ବୀରଠାରୁ ଲୁଣ୍ଠିତ ଦ୍ରବ୍ଯ ହରଣ କରାୟାଇ ପାରିବ କି ? କିମ୍ବା ବନ୍ଦୀ ହାଇେଥିବା ଲୋକମାନେ ମୁକ୍ତ ହାଇେ ପାରିବେ କି ?
25. ମାତ୍ର ସଦାପ୍ରଭୁ ଏହିକଥା କୁହନ୍ତି, "ବୀରଦ୍ବାରା ବନ୍ଦୀଲୋକ ଅପହୃତ ହବେେ ଓ ଭୟଙ୍କର ଲୋକର ଲୁଣ୍ଠିତ ଦ୍ରବ୍ଯ ମୁକୁଳା ୟିବ ; କାରଣ ତୁମ୍ଭର ବିରୋଧୀକାରୀଙ୍କୁ ଆମ୍ଭେ ବିରୋଧ କରିବା ଓ ତୁମ୍ଭର ସନ୍ତାନଗଣଙ୍କୁ ଆମ୍ଭେ ରକ୍ଷା କରିବା।
26. "ପୁଣି ଆମ୍ଭେ ତୁମ୍ଭର ଉପଦ୍ରବକାରୀମାନଙ୍କୁ ସମାନଙ୍କେର ନିଜ ମାଂସ ଭୋଜନ କରାଇବା ; ସୁମିଷ୍ଟ ଦ୍ରାକ୍ଷାରସ ରେ ସମାନେେ ମତ୍ତ ହେଲାପରି ସମାନେେ ନିଜ ରକ୍ତ ରେ ମତ୍ତ ହବେେ ; ତାହା ହେଲେ ଆମ୍ଭେ ଯେ ତୁମ୍ଭର ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା ଓ ତୁମ୍ଭର ମୁକ୍ତିଦାତା, ଯାକୁବର ବଳଦାତା, ଏହା ସମସ୍ତ ପ୍ରାଣୀ ଜାଣିବେ।"
About ଯିଶାଇୟ Chapter 49
Read ଯିଶାଇୟ Chapter 49 online from the Holy Bible. This chapter is part of the Book of ଯିଶାଇୟ in the Old Testament. Continue reading with the chapter navigation above or explore the complete book.
Book Information
Book: ଯିଶାଇୟ
Chapter: 49
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଯିଶାଇୟ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଯିଶାଇୟ Chapter 49 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଯିଶାଇୟ Chapter 49?
ଯିଶାଇୟ Chapter 49 is part of the Book of ଯିଶାଇୟ in the Holy Bible.
Can I read this chapter online?
Yes. You can read the complete ଯିଶାଇୟ Chapter 49 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 12
- ଆଦି ପୁସ୍ତକ Chapter 11
- ଆଦି ପୁସ୍ତକ Chapter 3
Explore More from ଯିଶାଇୟ
- ଯିଶାଇୟ Chapter 13
- ଯିଶାଇୟ Chapter 41
- ଯିଶାଇୟ Chapter 34
- ଯିଶାଇୟ Chapter 14
- ଯିଶାଇୟ Chapter 1
- ଯିଶାଇୟ Chapter 20
- ଯିଶାଇୟ Chapter 33