Read ଯିଶାଇୟ Chapter 39 Online
Read ଯିଶାଇୟ Chapter 39 online from the Holy Bible. This chapter is part of the Book of ଯିଶାଇୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିଶାଇୟ and the Holy Bible online.
Choose a Chapter
ଯିଶାଇୟ 39
ଅଧ୍ୟାୟ 39
1. ସହେି ସମୟରେ ବାବିଲ ରାଜା ବଲଦନର ପୁତ୍ର ମଲୋଦକ୍-ବଲଦନ ହିଜକିଯ ନିକଟକୁ ପତ୍ର ଓ ଦର୍ଶନୀ ପଠାଇଲା। କାରଣ ହିଜକିଯଙ୍କର ଅସୁସ୍ଥତା ଓ ଆରୋଗ୍ୟ ଲାଭ ସେ ଶୁଣିଥିଲା।
2. ଏଥି ରେ ହିଜକିଯ ଅତିଶଯ ସନ୍ତୁଷ୍ଟ ହାଇେ ନିଜର ବହୁମୂଲ୍ଯ ପଦାର୍ଥର ଗୃହ, ରୂପା, ସୂନା, ସୁଗନ୍ଧିତ ଦ୍ରବ୍ଯ ବହୁମୂଲ୍ଯ ତୈଳ, ନିଜର ଅସ୍ତ୍ରାଗାର ଓ ଆପଣା ଭଣ୍ଡାର ସ୍ଥିତ ସମସ୍ତ ଦ୍ରବ୍ଯ ସମାନଙ୍କେୁ ଦଖାଇେଲେ। ହିଜକିଯ ଯାହା ସମାନଙ୍କେୁ ନ ଦଖାଇେଲା ତାହା ତା'ର ଗୃହ ରେ କିମ୍ବା ସମଗ୍ର ରାଜ୍ଯ ରେ ନ ଥିଲା।
3. ସେତବେେଳେ ଭବିଷ୍ଯତ୍ବକ୍ତା ଯିଶାଇୟ ରାଜା ହିଜକିଯ ନିକଟକୁ ୟାଇ ତାଙ୍କୁ ପଚାରିଲେ, "ଏହି ଲୋକମାନେ କ'ଣ କହିଲେ ? ସମାନେେ କେଉଁଠାରୁ ଆସିଲେ ?'
4. ଯିଶାଇୟ ପଚାରିଲେ, " ସମାନେେ ତୁମ୍ଭ ଗୃହ ରେ କ'ଣ ଦେଖିଅଛନ୍ତି ?'
5. ଏଥି ରେ ଯିଶାଇୟ ହିଜକିଯଙ୍କୁ କହିଲେ, "ସଦାପ୍ରଭୁ ସର୍ବଶକ୍ତିମାନଙ୍କ କଥା ଶୁଣ।
6. ଦେଖ, ଏକ ସମୟ ଆସୁଛି ଯେତବେେଳେ ତୁମ୍ଭ ଗୃହସ୍ଥିତ ସମସ୍ତ ଦ୍ରବ୍ଯ ଓ ଆଜି ପର୍ୟ୍ଯନ୍ତ ସଞ୍ଚିତ ତୁମ୍ଭ ପୂର୍ବପୁରୁଷଙ୍କ ଦ୍ରବ୍ଯ ବାବିଲକୁ ନିଆୟିବ।' ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି କୌଣସି ଦ୍ରବ୍ଯ ଛଡ଼ାୟିବ ନାହିଁ।
7. ତୁମ୍ଭ ଔରସରୁ ଜାତ ସନ୍ତାନମାନଙ୍କୁ ବାବିଲମାନେ ନଇେଯିବେ ଓ ସମାନଙ୍କେୁ ବାବିଲମାନେ ରାଜାଙ୍କ ଅଟ୍ଟାଳିକା ରେ ନପୁଂସକ କରି ରଖିବେ।'
8. ସେତବେେଳେ ହିଜକିଯ ଯିଶାଇୟଙ୍କୁ କହିଲା, "ତୁମ୍ଭେ ସଦାପ୍ରଭୁଙ୍କର ଯେଉଁ ବାକ୍ଯ କହିଅଛ ତାହା ଉତ୍ତମ।" ସେ ପୁଣି କହିଲା, "କାରଣ ମାେ ସମୟରେ ଶାନ୍ତି ଓ ସତ୍ଯତା ବିରାଜିତ ହବେ।'
About ଯିଶାଇୟ Chapter 39
Read ଯିଶାଇୟ Chapter 39 online from the Holy Bible. This chapter is part of the Book of ଯିଶାଇୟ in the Old Testament. Continue reading with the chapter navigation above or explore the complete book.
Book Information
Book: ଯିଶାଇୟ
Chapter: 39
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଯିଶାଇୟ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଯିଶାଇୟ Chapter 39 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଯିଶାଇୟ Chapter 39?
ଯିଶାଇୟ Chapter 39 is part of the Book of ଯିଶାଇୟ in the Holy Bible.
Can I read this chapter online?
Yes. You can read the complete ଯିଶାଇୟ Chapter 39 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 12
- ଆଦି ପୁସ୍ତକ Chapter 11
- ଆଦି ପୁସ୍ତକ Chapter 3
Explore More from ଯିଶାଇୟ
- ଯିଶାଇୟ Chapter 35
- ଯିଶାଇୟ Chapter 51
- ଯିଶାଇୟ Chapter 14
- ଯିଶାଇୟ Chapter 34
- ଯିଶାଇୟ Chapter 47
- ଯିଶାଇୟ Chapter 62
- ଯିଶାଇୟ Chapter 41