ଯିଶାଇୟ Chapter 56

For English

Read ଯିଶାଇୟ Chapter 56 Online

Read ଯିଶାଇୟ Chapter 56 online from the Holy Bible. This chapter is part of the Book of ଯିଶାଇୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିଶାଇୟ and the Holy Bible online.

Choose a Chapter

ଯିଶାଇୟ 56

ଅଧ୍ୟାୟ 56

1. ସଦାପ୍ରଭୁ ଏହିସବୁ କହିଛନ୍ତି, "ତୁମ୍ଭମାନେେ ନ୍ଯାଯ ପଥ ଏବଂ ତୁମ୍ଭର କର୍ତ୍ତବ୍ଯକୁ ଧର୍ମାନୁସା ରେ ଅନୁସରଣ କର। କାରଣ ଆମ୍ଭର ପରିତ୍ରାଣର ଆଗମନ ଓ ଆମ୍ଭ ଧର୍ମର ପ୍ରକାଶ ସଙ୍କଟ ଜନକ।"

2. ଯେଉଁ ବ୍ଯକ୍ତି ଏହା କରେ ଓ ଯେଉଁ ମାନବସନ୍ତାନ ଏହା ନିଷ୍ଠାର ସହିତ ଅବଲମ୍ବନ କରେ ; ପୁଣି ବିଶ୍ରାମବାର ପାଳନ କରି ତାହା ଅଶୁଚି ନ କରେ ଓ ସବୁପ୍ରକାର କୁକର୍ମରୁ ନିଜକୁ ନିବୃତ ରେଖ, ସେ ଧନ୍ଯ।

3. ସଦାପ୍ରଭୁଙ୍କଠା ରେ ଆସକ୍ତ ବିଦେଶୀ ନ କହୁ ଯେ ସଦାପ୍ରଭୁ ମାେତେ ଆପଣା ଲୋକଠାରୁ ନିଶ୍ଚଯ ପୃଥକ୍ ରଖିବେ। ପୁଣି ଜଣେ ନପୁଂସକ ନ କହୁ ଯେ, " ଦେଖ, ମୁଁ ଗୋଟିଏ ଶୁଷ୍କ ବୃକ୍ଷ, ମୁଁ ଫଳବତୀ ହାଇପୋରିବି ନାହିଁ।'

4. କାରଣ ନପୁଂସକମାନଙ୍କ ବିଷଯ ରେ ସଦାପ୍ରଭୁ ଏହିକଥା କୁହନ୍ତି, " ଯେଉଁମାନେ ଆମ୍ଭର ବିଶ୍ରାମଦିନ ପାଳନ କରନ୍ତି ଓ ଆମ୍ଭର ତୁଷ୍ଟିକର ବିଷଯ ମନୋନୀତ କରନ୍ତି, ପୁଣି ଆମ୍ଭର ଚୁକ୍ତି ଅବଲମ୍ବନ କରନ୍ତି,

5. ସମାନଙ୍କେୁ ଆମ୍ଭେ ଆମ୍ଭ ମନ୍ଦିର ମଧିଅରେ ଓ ଆମ୍ଭ ପ୍ରାଚୀର ଭିତ ରେ ପୁତ୍ର କନ୍ଯା ଅପେକ୍ଷା ଉତ୍ତମ ସ୍ମରଣାର୍ଥକ ସ୍ତମ୍ଭ ଓ ନାମ ଦବୋ।'

6. କେତକେ ବିଦେଶୀଯ ସଦାପ୍ରଭୁଙ୍କର ପରିଚର୍ୟ୍ଯା କରିବା ପାଇଁ ଓ ସଦାପ୍ରଭୁଙ୍କ ନାମକୁ ପ୍ ରମେ କରିବା ପାଇଁ ଏବଂ ତାଙ୍କର ଦାସ ହବୋ ନିମନ୍ତେ ସଦାପ୍ରଭୁଙ୍କଠା ରେ ଆସକ୍ତ ହୁଅନ୍ତି। ସମାନେେ ବିଶ୍ରାମଦିନ ପାଳନ କରି ତାହା ଅଶୁଚି କରନ୍ତି ନାହିଁ ଓ ସଦାପ୍ରଭୁଙ୍କର ଚୁକ୍ତି ଅବଲମ୍ବନ କରନ୍ତି।

7. " ସେ ସମସ୍ତଙ୍କୁ ଆମ୍ଭେ ଆମ୍ଭର ପବିତ୍ର ପର୍ବତକୁ ଆଣିବା ଓ ଆମ୍ଭର ପବିତ୍ର ପ୍ରାର୍ଥନା ଗୃହ ରେ ସମାନଙ୍କେୁ ଆନନ୍ଦିତ କରିବା। ସମାନଙ୍କେର ନବୈେଦ୍ଯ ଓ ଉତ୍ସର୍ଗ ବଳିଦାନକୁ ଆମ୍ଭେ ଗ୍ରହଣ କରିବା ; କାରଣ ଆମ୍ଭର ମନ୍ଦିର ସର୍ବ ଗୋଷ୍ଠୀର ଲୋକମାନଙ୍କର ପ୍ରାର୍ଥନା ମନ୍ଦିର ଭାବରେ ଖ୍ଯାତ ହବେ।'

8. ସଦାପ୍ରଭୁ ମାରେ ପ୍ରଭୁ ଏହିସବୁ କହିଛନ୍ତି,

9. ହେ କ୍ଷେତ୍ରସ୍ଥ ସମସ୍ତ ପଶୁ ଓ ବନସ୍ତ ପଶୁଗଣ ତୁମ୍ଭମାନେେ ଆସ ଓ ଭକ୍ଷଣ କର।

10. ତାହାର ପ୍ରହରିଗଣ ଅନ୍ଧ, ସେ ସମସ୍ତ ଜ୍ଞାନହୀନ, ସମାନେେ ନିର୍ବାକ ଶ୍ବାନ, ସମାନେେ ଭୁକିପାରନ୍ତି ନାହିଁ। ସମାନେେ ସ୍ବପ୍ନଦର୍ଶୀ, ନିଦ୍ରାଡ଼ ଓ ଶାଇେ ରହିବାକୁ ଭଲ ପାଆନ୍ତି।

11. ସମାନେେ ପଟେୁ କୁକୁର ସଦୃଶ ତବେେ ତୃପ୍ତ ହୁଅନ୍ତି ନାହିଁ। ଆଉ ମଧ୍ଯ ସମାନେେ ବିଚାରଶୂନ୍ଯ ମଷେପାଳକ। ସମାନେେ ଚାରିଆଡ଼ୁ ଆପଣା ଆପଣା ଲାଭ ଚେଷ୍ଟା ରେ ଆପଣା ଆପଣା ବାଟ ଆଡ଼େ ଫରେିଅଛନ୍ତି।

12. ପ୍ରେତ୍ୟକକ କୁହନ୍ତି, "ଆସ, ଆମ୍ଭେ ଦ୍ରାକ୍ଷାରସ ଆଣିବା ଓ ସୁରାପାନ ରେ ମତ୍ତ ହବୋ ; ପୁନଶ୍ଚ ଆଜି ଯେପରି ହବେ କାଲି ମଧ୍ଯ ସହେିପରି ହବେ ଏବଂ ତାହା ଅପରିମିତ ମହାଦିନ ହବେ।'

About ଯିଶାଇୟ Chapter 56

Read ଯିଶାଇୟ Chapter 56 online from the Holy Bible. This chapter is part of the Book of ଯିଶାଇୟ in the Old Testament. Continue reading with the chapter navigation above or explore the complete book.

Book Information

Book: ଯିଶାଇୟ
Chapter: 56
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯିଶାଇୟ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯିଶାଇୟ Chapter 56 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯିଶାଇୟ Chapter 56?

ଯିଶାଇୟ Chapter 56 is part of the Book of ଯିଶାଇୟ in the Holy Bible.

Can I read this chapter online?

Yes. You can read the complete ଯିଶାଇୟ Chapter 56 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 14
  3. ଆଦି ପୁସ୍ତକ Chapter 1
  4. ଆଦି ପୁସ୍ତକ Chapter 26
  5. ଆଦି ପୁସ୍ତକ Chapter 10
  6. ଆଦି ପୁସ୍ତକ Chapter 3
  7. ଆଦି ପୁସ୍ତକ Chapter 38

Explore More from ଯିଶାଇୟ

  1. ଯିଶାଇୟ Chapter 26
  2. ଯିଶାଇୟ Chapter 40
  3. ଯିଶାଇୟ Chapter 34
  4. ଯିଶାଇୟ Chapter 30
  5. ଯିଶାଇୟ Chapter 20
  6. ଯିଶାଇୟ Chapter 18
  7. ଯିଶାଇୟ Chapter 39

Related Chapters & Readings

  1. ଦିତୀୟ ଶାମୁୟେଲ Chapter 12
  2. 1 ଥେସଲନୀକୀୟ Chapter 2
  3. ଯିରିମିୟ Chapter 25
  4. ରୋମୀୟ Chapter 10
  5. ଗୀତସଂହିତା Chapter 102
  6. ପ୍ରଥମ ବଂଶାବଳୀ Chapter 25
  7. ଗୀତସଂହିତା Chapter 85
Share Your Love

Leave a Reply

Your email address will not be published. Required fields are marked *