Read ଯିଶାଇୟ Chapter 34 Online
Read ଯିଶାଇୟ Chapter 34 online from the Holy Bible. This chapter is part of the Book of ଯିଶାଇୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିଶାଇୟ and the Holy Bible online.
Choose a Chapter
ଯିଶାଇୟ 34
ଅଧ୍ୟାୟ 34
1. ହେ ସମସ୍ତ ଦେଶୀଯଗଣ, ନିକଟକୁ ଆସି ଶ୍ରବଣ କର। ହେ ଗୋଷ୍ଠୀସମୂହ, ତୁମ୍ଭମାନେେ ଧ୍ଯାନର ସହିତ ଶୁଣ। ପୃଥିବୀ ଓ ତଦୁପରି ସମସ୍ତ ଜଗତ କରନ୍ତି, ବିଗତ ଓ ସେଥିରୁ ସୃଷ୍ଟ ସମସ୍ତ ପଦାର୍ଥ ଶ୍ରବଣ କରୁ।
2. କାରଣ ସଦାପ୍ରଭୁ ଦେଶୀଯ ସମସ୍ତଙ୍କ ବିପକ୍ଷ ରେ ଓ ସମସ୍ତ ସୈନ୍ଯସାମନ୍ତଙ୍କ ପ୍ରତିକୂଳ ରେ ତାଙ୍କର ପ୍ରଚଣ୍ଡ କୋରଧ ପ୍ରକାଶ କରିଛନ୍ତି। ସଦାପ୍ରଭୁ ସମାନଙ୍କେୁ ବିନାଶ କରିବେ ଓ ସେ ମଧ୍ଯ ସେ ସମସ୍ତଙ୍କର ବିନାଶର କାରଣ ହବେେ।
3. ସହେି ନିହତ ଲୋକମାନେ ବାହା ରେ ନିକ୍ଷିପ୍ତ ହବେେ। ସମାନଙ୍କେ ଶବ ଦୁର୍ଗନ୍ଧ ଦବେ ଓ ସମାନଙ୍କେର ରକ୍ତ ପର୍ବତଗୁଡ଼ିକରେ ବୋହି ୟିବ।
4. ପୁଣି ଆକାଶ ମଣ୍ଡଳର ସମସ୍ତ ସୈନ୍ଯ କ୍ଷଯପ୍ରାପ୍ତ ହବେେ ଏବଂ ମାେଡ଼ା କାଗଜ ଭଳି ସେ ଗୁଡ଼ାଇ ହାଇେଥିବେ। ଦ୍ରାକ୍ଷାଲତାର ଓ ଡ଼ିମ୍ବିରି ବୃକ୍ଷର ଜୀର୍ଣ୍ଣପତ୍ର ସଦୃଶ ସମସ୍ତ ସୈନ୍ଯ ବିହୀନ ହବେେ ଏବଂ ପଡ଼ିଯିବେ।
5. ସଦାପ୍ରଭୁ କୁହନ୍ତି, "ଏହା ଘଟିବ ଯେତବେେଳେ ଆମ୍ଭର ଖଡ୍ଗ ପରିତୃପ୍ତ ରୂପେ ପାନ କରିଛି।'
6. ସଦାପ୍ରଭୁଙ୍କ ଖଡ୍ଗ ରକ୍ତ ରେ ପରିତୃପ୍ତ ଓ ମଦେ ରେ ଓ ଛାଗଗଣର ଗୁରୁଦାର ମଦେ ରେ ପୁଷ୍ଟ। କାରଣ ବସ୍ତ୍ର ରେ ସଦାପ୍ରଭୁଙ୍କର ଏକ ୟଜ୍ଞ ଓ ଇଦୋମ ଦେଶ ରେ ଏକ ମହା ହତ୍ଯାକାଣ୍ଡ ହବେ।
7. ତେଣୁ ମଷେ, ବନ୍ଯ ଗୋରୁ, ବୃଷଭ ଏବଂ ୟୁବା ବୃଷଭ ଆସିବେ। ସମାନଙ୍କେ ରକ୍ତ ରେ ପରିପୂର୍ଣ୍ଣ ହବେ ଓ ସମାନଙ୍କେ ଚର୍ବି ରେ ଭୂମି ଆଚ୍ଛାଦିତ ହବେ।
8. କାରଣ ଏହା ସଦାପ୍ରଭୁଙ୍କର ପ୍ରତିଶୋଧର ଦିନ। ଏହା ସିୟୋନର ଦିବା ସମ୍ବନ୍ଧୀଯ ପ୍ରତିଫଳର ବର୍ଷ।
9. ଆଉ ମଧ୍ଯ ତହିଁର ସୋର୍ତସବୁ ଝୁଣା ରେ ଓ ତହିଁର ଧୂଳି ଗନ୍ଧକରେ ପରିଣତ ହବେ। ସହେି ଭୂମି ପ୍ରଜ୍ବଳିତ ଝୁଣା ହବେ।
10. ସହେି ଅଗ୍ନି ଦିବାରାତ୍ର ପ୍ରଜ୍ବଳିତ ହବେ ଓ ତାହା କବେେ ନିର୍ବାପିତ ହବେ ନାହିଁ। ସେଥିରୁ ଚିରକାଳ ଧୂମ ନିର୍ଗତ ହବେ। ପୁରୁଷାନୁକ୍ରମେ ତାହା ମରୁଭୂମି ହାଇେ ରହିବ। ଅନନ୍ତକାଳ ପର୍ୟ୍ଯନ୍ତ ତାହା ମଧ୍ଯ ଦଇେ କହେି ଗମନ କରିବେ ନାହିଁ।
11. ପାଣି ଭଳୋ ଓ ଝିଙ୍କ ତାହା ଅଧିକାର କରିବେ। ଆଉ ପଚୋ ଓ ଡ଼ାମରାକାଉର ତାହା ମଧିଅରେ ବାସ କରିବେ। ପୁଣି ସେ ସ୍ଥାନ "ଶୂନ୍ଯ ମରୁଭୂମି' ବୋଲି ଡ଼କା ହବେ।
12. ସମାନେେ ତହିଁର କୁଳୀନମାନଙ୍କୁ ରାଜତ୍ବ କରିବାକୁ ଡ଼ାକିବେ। ମାତ୍ର କହେି ସଠାେ ରେ ନ ଥିବେ ଓ ତହିଁର ଅଧିପତି ସମସ୍ତେ ଲୁପ୍ତ ହବେେ।
13. ସଠାେ ରେ ଥିବା ଅଟ୍ଟାଳିକାଗୁଡ଼ିକ କଣ୍ଟକ ଦ୍ବାରା ଓ ଦୁର୍ଗଗୁଡ଼ିକ ବିଛୁଆତି ଓ କଣ୍ଟକଲତା ଦ୍ବାରା ଆଚ୍ଛାଦିତ ହବେ। ତାହା ଶୃଗାଳମାନଙ୍କର ବାସସ୍ଥାନ ଓ ଓଟପକ୍ଷୀମାନଙ୍କର ଚରାସ୍ଥାନ ହବେ।
14. ସଠାେ ରେ ବନ୍ଯପଶୁଗଣ ଗଧିଆମାନଙ୍କ ସହିତ ମିଶି ବାସ କରିବେ। ବନ୍ଯଛାଗ ତା'ର ସାଥୀମାନଙ୍କୁ ଡ଼ାକିବ ଓ ନିଶାଚରମାନେ ସଠାେ ରେ ବାସ କରିବେ ଓ ବିଶ୍ରାମ ସ୍ଥାନ ଲାଭ କରିବେ।
15. ପଚୋଗଣ ସଠାେ ରେ ବାସ କରିବେ ଏବଂ ପରିବାରକୁ ବୃଦ୍ଧି କରିବେ। ଚିଲମାନେ ନିଜର ସଙ୍ଗିନୀ ସହିତ ମିଳିତ ହବେେ।
16. ତୁମ୍ଭମାନେେ ସଦାପ୍ରଭୁଙ୍କ ପୁସ୍ତକରୁ ଅନୁସନ୍ଧାନ କରି ପାଠ କର। ସେଥି ରେ ଲିଖିତ ଅଛି ସମାନଙ୍କେ ମଧ୍ଯରୁ କହେି ଅନୁପସ୍ଥିତ ରହିବେ ନାହିଁ। କହେି ନିଜର ସଙ୍ଗିନୀକୁ ଛାଡ଼ିବ ନାହିଁ। କାରଣ ମାରେମୁଖଦ୍ବାରା ଏହି ଆଜ୍ଞା କରିଛନ୍ତି ଓ ତାଙ୍କର ଆତ୍ମା ସମାନଙ୍କେୁ ସଂଗ୍ରହ କରିଛି।
17. ପରମେଶ୍ବର ପୁଣି ସମାନଙ୍କେର ନିମନ୍ତେ ଗୁଲିବାଣ୍ଟ କରିଛନ୍ତି ଓ ତାଙ୍କର ହସ୍ତ ପରିମାପକ ରଜ୍ଜୁଦ୍ବାରା ତାହା ବିଭାଗ କରି ସମାନଙ୍କେୁ ଦଇେଅଛି। ସମାନେେ ତାହା ଚିରକାଳ ଅଧିକାର କରିବେ, ସମାନେେ ପୁରୁଷାନୁକ୍ରମେ ତହିଁ ମଧିଅରେ ବାସ କରିବେ।
About ଯିଶାଇୟ Chapter 34
Read ଯିଶାଇୟ Chapter 34 online from the Holy Bible. This chapter is part of the Book of ଯିଶାଇୟ in the Old Testament. Continue reading with the chapter navigation above or explore the complete book.
Book Information
Book: ଯିଶାଇୟ
Chapter: 34
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଯିଶାଇୟ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଯିଶାଇୟ Chapter 34 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଯିଶାଇୟ Chapter 34?
ଯିଶାଇୟ Chapter 34 is part of the Book of ଯିଶାଇୟ in the Holy Bible.
Can I read this chapter online?
Yes. You can read the complete ଯିଶାଇୟ Chapter 34 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 12
- ଆଦି ପୁସ୍ତକ Chapter 11
- ଆଦି ପୁସ୍ତକ Chapter 38
Explore More from ଯିଶାଇୟ
- ଯିଶାଇୟ Chapter 17
- ଯିଶାଇୟ Chapter 46
- ଯିଶାଇୟ Chapter 32
- ଯିଶାଇୟ Chapter 26
- ଯିଶାଇୟ Chapter 4
- ଯିଶାଇୟ Chapter 15
- ଯିଶାଇୟ Chapter 2