ଯିଶାଇୟ Chapter 66

For English

Read ଯିଶାଇୟ Chapter 66 Online

Read ଯିଶାଇୟ Chapter 66 online from the Holy Bible. This chapter is part of the Book of ଯିଶାଇୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିଶାଇୟ and the Holy Bible online.

Choose a Chapter

ଯିଶାଇୟ 66

ଅଧ୍ୟାୟ 66

1. ସଦାପ୍ରଭୁ ଏହିକଥା କୁହନ୍ତି, "ସ୍ବର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠ। ତୁମ୍ଭମାନେେ ଆମ୍ଭପାଇଁ କି ପ୍ରକାର ଗୃହ ନିର୍ମାଣ କରିପାରିବ ଓ କେଉଁ ପ୍ରକାର ସ୍ଥାନ ଆମ୍ଭର ବିଶ୍ରାମସ୍ଥଳ ହବେ ?

2. ପୁଣି ସଦାପ୍ରଭୁ କୁହନ୍ତି ଆମ୍ଭେ ସମସ୍ତ ପଦାର୍ଥ ନିର୍ମାଣ କରିଛୁ। ତେଣୁ ଏ ସମସ୍ତର ଅଧିକାରୀ ଆମ୍ଭେ ଅଟୁ।" ମାତ୍ର " ଯେଉଁମାନେ ଦୁଃଖୀ ଓ ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ଯ ରେ ଥରହର ହୁଏ, ତାହା ପ୍ରତି ଆମ୍ଭେ ଦୃଷ୍ଟି ଦବୋ।

3. ଯେ ଗୋବଧ କରେ ସେ ନରହତ୍ଯାକାରୀ ପରି ହୁଏ, ଯେ ମଷେଶାବକ ବଳିଦାନ କରେ ଯେ କୁକୁରର ବକେ କାଟିଲା ଲୋକପରି ହୁଏ, ଯେ ନବୈେଦ୍ଯ ଉତ୍ସର୍ଗ କରେ, ସେ ଶୂକର ରକ୍ତ ଉତ୍ସର୍ଗ କରିବା ଲୋକପରି ହୁଏ, ଯେ ସୁବାସିତ ଧୂପ ଜଳାଏ, ସେ ଦବେତାର ଧନ୍ଯବାଦ କରିବା ଲୋକପରି ହୁଏ। ସମାନେେ ନିଜ ନିଜ ପଥ ମନୋନୀତ କରିଅଛନ୍ତି। ସମାନଙ୍କେର ଆତ୍ମା ନିଜର ଘୃଣା ଯୋଗ୍ଯ ବିଷଯ ରେ ସନ୍ତୁଷ୍ଟ ହୁଏ।

4. ମୁଁ ସମାନଙ୍କେ ପ୍ରତି କଠାେର ହବେି ଓ ଆଣିବି ଯାହା ସମାନେେ ଭୟ କରନ୍ତି କାରଣ ସମାନେେ ଉତ୍ତର କଲେ ନାହିଁ, ଯେତବେେଳେ ମୁଁ ସମାନଙ୍କେୁ ଡ଼ାକିଲି ଏବଂ ଶୁଣିଲେ ନାହିଁ ଯେତବେେଳେ ସମାନେେ କୁହା ହେଲେ। ସମାନେେ ସବୁକିଛି କଲେ ଯାହା ମାରେ ଚକ୍ଷୁ ରେ ମନ୍ଦ ବୋଲି ବୁଝା ହେଲା। ସମାନେେ ଜିନିଷ ମନୋନୀତ କଲେ, ଯାହା ମୁଁ ପସନ୍ଦ କଲି ନାହିଁ।"

5. ତୁମ୍ଭେ ଯେଉଁଦିନ ସଦାପ୍ରଭୁଙ୍କ ବାକ୍ଯ ରେ କମ୍ପିତ ହେଉଅଛ, ତାଙ୍କର ବାକ୍ଯ ଶୁଣ। "ତୁମ୍ଭମାନଙ୍କର ଭାଇମାନେ ଯେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଓ ଆମ୍ଭର ନାମ ସକାେଶ ତୁମ୍ଭମାନଙ୍କୁ ଦୂର କରନ୍ତି ; ସମାନେେ କହି ଅଛନ୍ତି, 'ଆମ୍ଭେ ଯେପରି ତୁମ୍ଭମାନଙ୍କର ଆନନ୍ଦ ଦେଖିପାରିବା, ଏଥିପାଇଁ ସଦାପ୍ରଭୁ ମହିମାନ୍ବିତ ହୁଅନ୍ତୁ,' ମାତ୍ର ସମାନେେ ଲଜ୍ଜିତ ହବେେ।

6. ଏହି ଶୁଣ, ନଗରରୁ କଳହର ରବ ଓ ମନ୍ଦିରରୁ ଏକ ସ୍ବର ଆସୁଅଛି। ନିଜର ଶତ୍ରୁମାନଙ୍କୁ ପ୍ରତିଫଳ ଦେଉଥିବା ସଦାପ୍ରଭୁଙ୍କର ହେଉଛି ଏହି ରବ।

7. "କୌଣସି ରମଣୀ ଗର୍ଭବଦନୋ ପାଇଲା ପ ରେ ପୁତ୍ର ସନ୍ତାନ ଜନ୍ମ ଦିଏ। ଗର୍ଭବଦନୋ ପୂର୍ବେ ସେ ପ୍ରସବ କଲା। ଏ ପ୍ରକାର କିଏ ଶୁଣି ଅଛି। ଏ ପ୍ରକାର କିଏ ଦେଖିଅଛି ? ଏକ ଦିନ ରେ କ'ଣ କୌଣସି ଦେଶ ଜନ୍ମ ନବେ ? କୌଣସି ଗୋଷ୍ଠୀକୁ କ'ଣ ଲୋକେ ଏକା ବେଳକେେ ଜନ୍ମ ଦବେେ ? ସିୟୋନ ଗର୍ଭ ବଦନୋ ପାଇଲାମାତ୍ ରେ ସେ ତା'ର ସନ୍ତାନଗଣଙ୍କୁ ପ୍ରସବ କଲା।

9. ସଦାପ୍ରଭୁ କୁହନ୍ତି, "ଆମ୍ଭେ କ'ଣ ପ୍ରସବ କାଳ ଉପସ୍ଥିତ କରାଇ ପ୍ରସବ କରାଇବା ନାହିଁ ?"

10. ୟିରୁଶାଲମକୁ ପ୍ ରମେ କରୁଥିବା ତୁମ୍ଭମାନେେ ସମସ୍ତେ ତା ସହିତ ଆନନ୍ଦ କର ଓ ତା' ପାଇଁ ଉଲ୍ଲସିତ ହୁଅ। ପୁଣି ତା' ପାଇଁ ଶାେକ କରୁଥିବା ତୁମ୍ଭମାନେେ ସମସ୍ତେ ତା'ର ଆନନ୍ଦ ପାଇଁ ଉଲ୍ଲାସ କର।

11. ତହିଁରେ ତୁମ୍ଭମାନେେ ତାହାର ଦୟାରୂପ ସ୍ତନ୍ଯପାନ କରି ତୃପ୍ତ ହବେ ; ତୁମ୍ଭମାନେେ ତା'ର "ଦୁଗ୍ଧ" ଦୋହନ କରି ତାହାର ଐଶ୍ବର୍ୟ୍ଯର ବାହୁଲ୍ଯ ରେ ଆନନ୍ଦିତ ହବେ।

12. ସଦାପ୍ରଭୁ ଏହା କୁହନ୍ତି, "ଏହା ଶାନ୍ତି ରୂପେ ତା'ର ଜଳପୂର୍ଣ୍ଣ ଝରଣା ଆଡ଼କୁ ବହିବ। ଜାତିଗଣର ଧନ ସମ୍ପତ୍ତି ଗୋଟିଏ ପରିପୂର୍ଣ୍ଣ ଝରଣା ସଦୃଶ, ତୁମ୍ଭେ ସବେକ ହବେ ଏବଂ ଗୋଟିଏ ଅଣ୍ଟା ରେ ବହନ ହବେ।

13. ମାଆ ଯେପରି ତା'ର ସନ୍ତାନକୁ ସାନ୍ତ୍ବନା ଦିଏ, ଆମ୍ଭେ ସହେିପରି ତୁମ୍ଭମାନଙ୍କୁ ସାନ୍ତ୍ବନା ଦବୋ ଓ ତୁମ୍ଭମାନେେ ୟିରୁଶାଲମ ରେ ସାନ୍ତ୍ବନା ଲାଭ କରିବ।"

14. ପୁଣି ତୁମ୍ଭମାନେେ ଏହା ଦେଖିବ ଓ ତୁମ୍ଭମାନଙ୍କର ହୃଦଯ ଆନନ୍ଦିତ ହବେ। ଆଉ ତୁମ୍ଭମାନଙ୍କ ଅସ୍ଥି ନୂତନ ତୃଣ ସଦୃଶ ସତଜେ ହବେ। ସଦାପ୍ରଭୁଙ୍କର ହସ୍ତ ତାହାଙ୍କ ଦାସମାନଙ୍କ ଉପ ରେ ପ୍ରକାଶିତ ହବେ। ଆଉ ମଧ୍ଯ ସେ ନିଜ ଶତ୍ରୁମାନଙ୍କ ଉପ ରେ କୁପିତ ହବେେ।

15. ଦେଖ, ସଦାପ୍ରଭୁ ଅତ୍ଯନ୍ତ କୋରଧ ରେ ପ୍ରଜ୍ଜ୍ବଳିତ ଅଗ୍ନିଧରି ସମାନଙ୍କେୁ ଭର୍ତ୍ସନା କରିବାକୁ ଆଗମନ କରିବେ। ସେ ଅଗ୍ନି ସଦୃଶ ଓ ତାଙ୍କର ରଥସବୁ ଘୂର୍ଣ୍ଣିବାଯୁ ତୁଲ୍ଯ ହବେ।

16. କାରଣ ସଦାପ୍ରଭୁ ଅଗ୍ନି ଓ ଖଡ୍ଗ ଦ୍ବାରା ମର୍ତ୍ତ୍ଯର ସମସ୍ତ ବିବାଦ ନିଷ୍ପନ୍ନ କରିବେ। ସେତବେେଳେ ସଦାପ୍ରଭୁଙ୍କ ଦ୍ବାରା ନିହତ ଲୋକ ଅନକେ ହବେେ।

17. ସଦାପ୍ରଭୁ ପୁଣି କୁହନ୍ତି, " ଯେଉଁମାନେ ଅନ୍ୟକୁ ଅନୁସରଣ କରି ଉଦ୍ୟାନକୁ ୟିବା ପାଇଁ ନିଜକୁ ପବିତ୍ର ଓ ଶୁଚି କରନ୍ତି ଓ ଶୂକର ମାଂସ, ଘୃଣ୍ଯଦ୍ରବ୍ଯ ଓ ମୂଷା ଖାଆନ୍ତି, ସମାନେେ ସମସ୍ତେ ଏକତ୍ର ବିନଷ୍ଟ ହବେେ।"

18. "କାରଣ ଆମ୍ଭେ ସମାନଙ୍କେର କାର୍ୟ୍ଯ ଓ ଶିକ୍ଷାପ୍ରଣାଳୀ ଜାଣୁଁ, ସର୍ବଦେଶୀଯ ଓ ଭାଷାବାଦି ଲୋକଙ୍କୁ ଆମ୍ଭର ସଂଗ୍ରହ କରିବାର ସମୟ ଆସୁଅଛି ଓ ସମାନେେ ଆସି ଆମ୍ଭର ମହିମା ଦେଖିବେ।

19. ଆମ୍ଭେ ସମାନଙ୍କେ ମଧିଅରେ ଏକ ସଙ୍କତେ ସ୍ଥାପନ କରିବା ଓ ସମାନଙ୍କେ ମଧ୍ଯରୁ ରକ୍ଷାପ୍ରାପ୍ତ ଲୋକମାନଙ୍କୁ ବିଭିନ୍ନ ଦେଶ ଯଥା – ତର୍ଶୀଶ, ଫୁଲ ଓ ଲୁଦ, ଯେଉଁମାନେ ଧନୁର୍ଦ୍ଧର, ତୁବଲ ଓ ୟବନ ତଥା ଦୂରସ୍ଥ ଦ୍ବୀପଗଣ ଆମ୍ଭର ସୁଖ୍ଯାତି ବିଷଯ ରେ କବେେ ଶୁଣି ନାହାଁନ୍ତି କିମ୍ବା ଆମ୍ଭର ପ୍ରତାପ ଦେଖିନାହାଁନ୍ତି, ସହେିମାନଙ୍କ ନିକଟକୁ ପ୍ ରରଣେ କରିବା ଓ ସମାନେେ ବିଭିନ୍ନ ଦେଶୀଯମାନଙ୍କ ମଧିଅରେ ଆମ୍ଭର ମହିମା ପ୍ରକାଶ କରିବେ।

20. ସଦାପ୍ରଭୁ କୁହନ୍ତି, ଇଶ୍ରାୟେଲର ଲୋକମାନେ ଯେପରି ପବିତ୍ର ପାତ୍ର ରେ ସଦାପ୍ରଭୁଙ୍କ ମନ୍ଦିରକୁ ଉପହାର ଆଣନ୍ତି, ସହେିପରି ସମାନେେ ତୁମ୍ଭମାନଙ୍କର ଭ୍ରାତାମାନଙ୍କୁ ଅଶ୍ବ ଉପ ରେ ରଥ ଆଣିବେ ଏବଂ ଦ୍ରୁତଗତି ପଶୁଗୁଡ଼ିକ ବିଭିନ୍ନ ଦେଶରୁ ୟିରୁଶାଲମକୁ ସଦାପ୍ରଭୁଙ୍କ ପ୍ରତି ଉପହାର ସ୍ବରୂପ ଆସିବ।

21. ଆଉ ମଧ୍ଯ ସଦାପ୍ରଭୁ କୁହନ୍ତି, ଆମ୍ଭେ ସମାନଙ୍କେ ମଧ୍ଯରୁ ଯାଜକ ଓ ଲବେୀୟ ହବୋପାଇଁ ଲୋକ ଗ୍ରହଣ କରିବୁ।"

22. "କାରଣ ଆମ୍ଭେ ଯେଉଁ ନୂତନ ସ୍ବର୍ଗମଣ୍ଡଳ ଓ ନୂତନ ପୃଥିବୀ ନିର୍ମାଣ କରିବା, ତାହା ଯେପରି ଆମ୍ଭ ସମ୍ମୁଖ ରେ ସ୍ଥାଯୀ ହବେ, ସହେିପରି ତୁମ୍ଭମାନଙ୍କର ବଂଶ ଓ ତୁମ୍ଭମାନଙ୍କର ନାମ ସ୍ଥାଯୀ ହବେ, ଏହା ସଦାପ୍ରଭୁ କୁହନ୍ତି।

23. ସଦାପ୍ରଭୁ ପୁଣି କହନ୍ତି ଯେ, ପୃଥିବୀର ସମସ୍ତ ଲୋକ ମାେ ପାଖକୁ ପୂଜା କରିବା ପାଇଁ ଗୋଟିଏ ନୂତନ ଚନ୍ଦ୍ରରୁ ଅନ୍ୟ ଗୋଟିଏ ନୂତନ ଚନ୍ଦ୍ରକ ଏବଂ ଗୋଟିଏ ବିଶ୍ରାମବାରଠାରୁ ଅନ୍ୟ ବିଶ୍ରାମଦିନ ଆସିବ।

24. "ପୁଣି ସମାନେେ ବାହା ରେ ୟାଇ ଆମ୍ଭ ବିରୁଦ୍ଧାଚରଣ କରୁଥିବା ପାପୀ ଲୋକମାନଙ୍କର ଶବ ଦେଖିବେ। କାରଣ ସମାନଙ୍କେର କୀଟ ମରିବ ନାହିଁ କିମ୍ବା ସମାନଙ୍କେର ଅଗ୍ନି ନିର୍ବାପିତ ହବେ ନାହିଁ। ଆଉ ମଧ୍ଯ ସମାନେେ ସମସ୍ତେ ମର୍ତ୍ତ୍ଯର ଘୃଣାର ପାତ୍ର ହବେେ।"

About ଯିଶାଇୟ Chapter 66

Read ଯିଶାଇୟ Chapter 66 online from the Holy Bible. This chapter is part of the Book of ଯିଶାଇୟ in the Old Testament. Continue reading with the chapter navigation above or explore the complete book.

Book Information

Book: ଯିଶାଇୟ
Chapter: 66
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯିଶାଇୟ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯିଶାଇୟ Chapter 66 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯିଶାଇୟ Chapter 66?

ଯିଶାଇୟ Chapter 66 is part of the Book of ଯିଶାଇୟ in the Holy Bible.

Can I read this chapter online?

Yes. You can read the complete ଯିଶାଇୟ Chapter 66 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 1
  2. ଆଦି ପୁସ୍ତକ Chapter 2
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 12
  6. ଆଦି ପୁସ୍ତକ Chapter 11
  7. ଆଦି ପୁସ୍ତକ Chapter 38

Explore More from ଯିଶାଇୟ

  1. ଯିଶାଇୟ Chapter 31
  2. ଯିଶାଇୟ Chapter 60
  3. ଯିଶାଇୟ Chapter 35
  4. ଯିଶାଇୟ Chapter 53
  5. ଯିଶାଇୟ Chapter 11
  6. ଯିଶାଇୟ Chapter 10
  7. ଯିଶାଇୟ Chapter 64

Related Chapters & Readings

  1. ଗୀତସଂହିତା Chapter 10
  2. ଗୀତସଂହିତା Chapter 55
  3. ଯାତ୍ରା ପୁସ୍ତକ Chapter 6
  4. ମାଥିଉ Chapter 22
  5. ଏଷ୍ଟର Chapter 10
  6. ପରମଗୀତ Chapter 3
  7. ଆଦି ପୁସ୍ତକ Chapter 50
Share Your Love

Leave a Reply

Your email address will not be published. Required fields are marked *