ଯିଶାଇୟ Chapter 3

For English

Read ଯିଶାଇୟ Chapter 3 Online

Read ଯିଶାଇୟ Chapter 3 online from the Holy Bible. This chapter is part of the Book of ଯିଶାଇୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିଶାଇୟ and the Holy Bible online.

Choose a Chapter

ଯିଶାଇୟ 3

ଅଧ୍ୟାୟ 3

1. ଦେଖ, ମୁଁ ତୁମ୍ଭମାନଙ୍କୁ କହୁଅଛି। ପ୍ରଭୁ, ସର୍ବଶକ୍ତିମାନ ସଦାପ୍ରଭୁ ଯିହୁଦା ଓ ୟିରୁଶାଲମ ଯାହା ଉପ ରେ ନିର୍ଭର କରନ୍ତି ସେ ସମସ୍ତ ଜିନିଷ କାଢ଼ିନବେେ। ପରମେଶ୍ବର ସମସ୍ତ ଅନ୍ନ ଓ ଜଳ ଦୂ ରଇେ ନବେେ।

2. ଆଉମଧ୍ଯ ପରମେଶ୍ବର ସମସ୍ତ ଯୋଦ୍ଧା ଓ ବୀର, ବିଚାରକର୍ତ୍ତା ଓ ଭବିଷ୍ଯଦ୍ ବକ୍ତା, ମନ୍ତ୍ରଦ୍ରଷ୍ଟା ଓ ପ୍ରାଚୀନବର୍ଗଙ୍କୁ ଦୂ ରଇେ ନବେେ।

3. ପରମେଶ୍ବର ପଞ୍ଚାଶତପତି ଓ ସମ୍ଭ୍ରାନ୍ତ ତଥା ମନ୍ତ୍ରୀ ଓ ନିପୁଣ ଶିଳ୍ପକର ଏବଂ ଜ୍ଞାନୀ ଓ ଭବିଷ୍ଯତ ମନ୍ତ୍ରଦ୍ରଷ୍ଟାମାନଙ୍କୁ ମଧ୍ଯ ଦୂ ରଇେ ନବେେ।

4. ପରମେଶ୍ବର କୁହନ୍ତି, " ସମାନଙ୍କେ ଉପ ରେ ଶାସନ କରିବା ପାଇଁ ମୁଁ ୟୁବା ପିଲାମାନଙ୍କୁ ବନ୍ଦୋବସ୍ତ କରିବି ଓ ଶିଶୁମାନେ ସମାନଙ୍କେୁ ପରିଚାଳନା କରିବେ।

5. ଜଣେ ଅନ୍ୟ ଜଣଙ୍କ ଦ୍ବାରା ଓ ପ୍ରେତ୍ୟକକ ବ୍ଯକ୍ତି ଅନ୍ୟ ପ୍ରତିବାସୀ ଦ୍ବାରା ଆପଣା ପ୍ରତିବାସୀ ଦୁଃଖ କରିବେ। ବଳିଷ୍ଠ ବ୍ଯକ୍ତି, ବଯୋଜେଷ୍ଠ ବ୍ଯକ୍ତିଙ୍କୁ ଯତ୍ନ ନବେେ ନାହିଁ। ସାଧାରଣ ବ୍ଯକ୍ତି ମହତ ଲୋକମାନଙ୍କୁ ସମ୍ମାନ ଜଣାଇବେ ନାହିଁ।

6. ସେତବେେଳେ କହେିଜଣେ ବ୍ଯକ୍ତି ନିଜ ପରିବାର ମଧ୍ଯରୁ ଜଣଙ୍କୁ ଧରି କହିବେ, " ହେ ଭାଇ, ତୁମ୍ଭର ବସ୍ତ୍ର ଅଛି, ତେଣୁ ତୁମ୍ଭେ ଆମ୍ଭର ଶାସନକର୍ତ୍ତା ହବେ। ତୁମ୍ଭେ ଏହି ନିପତିତ ରାଜ୍ଯର ଅଧିପତି ହବେ।'

7. ମାତ୍ର ସହେି ଭାଇଟି ଉଚ୍ଚସ୍ବର ରେ କହିବ, "ମୁଁ ତୁମ୍ଭମାନଙ୍କୁ ସାହାୟ୍ଯ କରିପାରିବି ନାହିଁ। ମାରଗେୃହ ରେ ପ୍ରଚୁର ଖାଦ୍ୟ ଓ ବସ୍ତ୍ର ନାହିଁ। ମାେତେ ତୁମ୍ଭମାନେେ ତୁମ୍ଭର ଶାସନକର୍ତ୍ତା କର ନାହିଁ।'

8. ଏପରି ଘଟିବାର କାରଣ ୟିରୁଶାଲମ ବିପଥଗାମୀ ହାଇେ ବିନଷ୍ଟ ହାଇେଛି। ଯିହୁଦା ପରମେଶ୍ବରଙ୍କୁ ଅବଜ୍ଞାକରି ନିପତିତ ହାଇେଛି। ସମାନଙ୍କେର ବାକ୍ଯ ଓ କାର୍ୟ୍ଯ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରୁଛି। ସମାନେେ ସଦାପ୍ରଭୁଙ୍କ ମହିମା ରେ ଉପହାସ କରୁଛନ୍ତି।

9. ସମାନଙ୍କେର ମୁଖମଣ୍ଡଳରୁ କୁକର୍ମ କରି ଦୋଷୀ ହବୋର ପରିଚଯ ମିଳେ। ଆଉମଧ୍ଯ ସମାନେେ ସମାନଙ୍କେର ପାପ ଲାଗି ଗର୍ବିତ। ସଦୋମର ଲୋକମାନଙ୍କ ପରି ସମାନେେ ସମାନଙ୍କେର ପାପକୁ ଗୋପନ ରଖନ୍ତି। ଏହା ସମାନଙ୍କେ ପାଇଁ କୁଫଳ ହବେ କାରଣ ସମାନେେ ନିଜେ ନିଜର ଅନିଷ୍ଟ କରିବାକୁ ୟାଆନ୍ତି।

10. ଉତ୍ତମ ଲୋକମାନଙ୍କୁ କୁହ, ସମାନେେ ଉତ୍ତମଫଳ ଭୋଗ କରିବେ। ସମାନେେ ସମାନଙ୍କେର ସୁକର୍ମ ଯୋଗୁଁ ପୁରସ୍କୃତ ହବେେ।

11. ମାତ୍ର ଦୁରାଚାରୀମାନଙ୍କ ପାଇଁ ଏହା ଅତି ମନ୍ଦଫଳ ହବେ। ସମାନଙ୍କେୁ ବହୁକଷ୍ଟ ଆସିବ। ସମାନେେ ସମାନଙ୍କେର କୁକର୍ମ ଯୋଗୁଁ ଦଣ୍ଡିତ ହବେେ।

12. ବାଳକମାନେ ମାରେ ଲୋକମାନଙ୍କୁ ପରାଜିତ କରିବେ ଓ ସ୍ତ୍ରୀମାନେ ମାରେ ଲୋକମାନଙ୍କୁ ଶାସନ କରିବେ। ହେ ମାରେ ଲୋକମାନେ, ତୁମ୍ଭମାନଙ୍କର ପଥପ୍ରଦର୍ଶକ ତୁମ୍ଭମାନଙ୍କୁ ବିପଥଗାମୀ କରୁଛନ୍ତି। ସମାନେେ ତୁମ୍ଭମାନଙ୍କୁ ନ୍ଯାଯପଥରୁ ଦୂ ରଇେ ନିଅନ୍ତି।

13. ସଦାପ୍ରଭୁ ଲୋକମାନଙ୍କର ବିଚାର ପାଇଁ ଠିଆ ହେଉଛନ୍ତି। ସେ ଜାଗି ଉଠିବେ ଓ ତାଙ୍କର ଲୋକମାନଙ୍କ ବିଚାର କରିବେ ?

14. ସଦାପ୍ରଭୁ ପ୍ରାଚୀନ ଓ ଅଧିପତିମାନେ କରିଥିବା କର୍ମ ପାଇଁ ସମାନଙ୍କେ ବିରୁଦ୍ଧ ରେ ବିଚାର ଦବେେ।

15. ତୁମ୍ଭମାନେେ କେଉଁ ଅଧିକାର ରେ ମାରେ ଲୋକମାନଙ୍କୁ ଅତ୍ଯାଚାର କଲ ? କେଉଁ ଅଧିକାର ରେ ଦରିଦ୍ରମାନଙ୍କର ମୁଖକୁ ଘଷି ମଳିନ କଲ ?' ମାରେ ପ୍ରଭୁ, ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।

16. ସଦାପ୍ରଭୁ ପୁଣି କୁହନ୍ତି, "ସିୟୋନର ନାରୀମାନେ ଅତି ଅହଙ୍କାରିଣୀ ହୁଅନ୍ତି। ସମାନେେ ଅନ୍ୟମାନଙ୍କଠାରୁ ଶ୍ ରେଷ୍ଠା ବୋଲି ଦଖାଇେ ହାଇେ ମଥା ଉନ୍ନତ୍ତ କରି ବୁଲନ୍ତି। ସମାନେେ କଟାକ୍ଷପାତ କରି ଚଞ୍ଚଳ ଗତି ରେ ଚାଲିଲା ବେଳେ ସମାନଙ୍କେର ପାଦର ନୂପୁର ରୁଣୁଝୁଣୁ ହୁଏ।'

17. ମାରେ ପ୍ରଭୁ ସହେି ସିୟୋନ କନ୍ଯାମାନଙ୍କର ମସ୍ତକରେ ଘାଆ କରିବେ। ସଦାପ୍ରଭୁ ସହେି ସ୍ତ୍ରୀଲୋକମାନଙ୍କର ମସ୍ତକର କେଶ ରାଶିକୁ ଉତ୍ପାଟନ କରିବେ।

18. ସହେି ସମୟରେ, ସଦାପ୍ରଭୁ ସହେି ସ୍ତ୍ରୀ ଲୋକମାନେ ଗର୍ବ କରୁଥିବା ଜିନିଷଗୁଡ଼ିକୁ ସମାନଙ୍କେଠାରୁ କାଢ଼ିନବେେ। ସେ ସମାନଙ୍କେ ପାଦରୁ ନୂପୁର ଏବଂ ସମାନଙ୍କେ ବକରେୁ ଚନ୍ଦ୍ରାହାର କାଢ଼ିନବେେ।'

19. ଆଉ ମଧ୍ଯ କର୍ଣ୍ଣକୁଣ୍ଡଳ, ଚୁଡ଼ି ଓ ଘୁମଟା କାଢ଼ିନବେେ।

20. ଶିରୋଭୂଷଣ ଓ ପାଦର ବଳା, କଟିବନ୍ଧନୀ, ଅତରଦାନୀ ଓ କବଚ

21. ମୁଦି ଓ ନୋଥ,

22. ଉତ୍ସବ କାଳୀନ ବସ୍ତ୍ର, ଆବରଣୀଯ ବସ୍ତ୍ର, ସାଲ ଓ ଟଙ୍କାଥଳି

23. ଦର୍ପଣ ଓ ସୂକ୍ଷ୍ମବସ୍ତ୍ର ଓ ଶିରୋବନ୍ଧନୀ ଓ ଓଢ଼ଣି କାଢ଼ି ପକାଇବେ।

24. ସହେି ସ୍ତ୍ରୀ ଲୋକମାନଙ୍କର ସୁଗନ୍ଧ ଦ୍ରବ୍ଯ ବଦଳ ରେ ଦୁର୍ଗନ୍ଧ ଓ କ୍ଲଦେ ରେ, କଟିବସ୍ତ୍ର ରଜ୍ଜୁ ରେ ସୁନ୍ଦର ମଥା ବିନା କେଶ ରେ ଉତ୍ସବକାଳୀନ ପୋଷାକ ଲୋତକ ପୂର୍ଣ୍ଣ ଏବଂ ଦୁଃଖ ବସ୍ତ୍ର ରେ ସମାନଙ୍କେ ସୌନ୍ଦର୍ୟ୍ଯ ମୁଖମଣ୍ଡଳ କ୍ଷତ ଚିହ୍ନ ଏବଂ ଅସୁନ୍ଦର ଦାଗ ବହନ କରିବ।

25. ସହେି ସମୟରେ ତୁମ୍ଭର ପୁରୁଷଗଣ ଖଡ୍ଗ ଘାତ ରେ ଓ ୟୋଦ୍ଧାଗଣ ୟୁଦ୍ଧ ରେ ନିହତ ହବେେ।

26. ସିୟୋନ ନଗର ରେ ଦ୍ବାରଦେଶ ଶାେକ ଓ ବିଳାପ ରେ ମୁଖରିତ ହବେ। ୟିରୁଶାଲମ ଚୋରଦ୍ବାରା ଲୁଣ୍ଠିତା ନାରୀ ସଦୃଶ ଶୂନ୍ଯ ହାଇେ ପଡ଼ି ରହିବ। ସେ ଭୂମି ଉପ ରେ ବସି କବଳେ ବିଳାପ କରିବ।

About ଯିଶାଇୟ Chapter 3

Read ଯିଶାଇୟ Chapter 3 online from the Holy Bible. This chapter is part of the Book of ଯିଶାଇୟ in the Old Testament. Continue reading with the chapter navigation above or explore the complete book.

Book Information

Book: ଯିଶାଇୟ
Chapter: 3
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯିଶାଇୟ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯିଶାଇୟ Chapter 3 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯିଶାଇୟ Chapter 3?

ଯିଶାଇୟ Chapter 3 is part of the Book of ଯିଶାଇୟ in the Holy Bible.

Can I read this chapter online?

Yes. You can read the complete ଯିଶାଇୟ Chapter 3 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 14
  3. ଆଦି ପୁସ୍ତକ Chapter 1
  4. ଆଦି ପୁସ୍ତକ Chapter 26
  5. ଆଦି ପୁସ୍ତକ Chapter 10
  6. ଆଦି ପୁସ୍ତକ Chapter 7
  7. ଆଦି ପୁସ୍ତକ Chapter 4

Explore More from ଯିଶାଇୟ

  1. ଯିଶାଇୟ Chapter 6
  2. ଯିଶାଇୟ Chapter 7
  3. ଯିଶାଇୟ Chapter 61
  4. ଯିଶାଇୟ Chapter 1
  5. ଯିଶାଇୟ Chapter 26
  6. ଯିଶାଇୟ Chapter 8
  7. ଯିଶାଇୟ Chapter 36

Related Chapters & Readings

  1. ଯିରିମିୟ Chapter 48
  2. ଆଦି ପୁସ୍ତକ Chapter 46
  3. 1 ଯୋହନ Chapter 3
  4. ଦ୍ୱିତୀୟ ବିବରଣ Chapter 27
  5. ଗଣନା ପୁସ୍ତକ Chapter 19
  6. ଯିଖରିୟ Chapter 3
  7. 2 ପିତର Chapter 2
Share Your Love

Leave a Reply

Your email address will not be published. Required fields are marked *