Read ଯିଶାଇୟ Chapter 14 Online
Read ଯିଶାଇୟ Chapter 14 online from the Holy Bible. This chapter is part of the Book of ଯିଶାଇୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିଶାଇୟ and the Holy Bible online.
Choose a Chapter
ଯିଶାଇୟ 14
ଅଧ୍ୟାୟ 14
1. ଭବିଷ୍ଯତ ରେ ସଦାପ୍ରଭୁ ପୁନର୍ବାର ଯାକୁବକୁ ପ୍ ରମେ କରିବେ। ସେ ପୁଣି ଇଶ୍ରାୟେଲ ଲୋକଙ୍କୁ ମନୋନୀତ କରିବେ। ସହେି ସମୟରେ ସମାନଙ୍କେୁ ସମାନଙ୍କେ ଦଇେ ଫରୋଇ ଦବେେ। ତା'ପ ରେ ବିଦେଶୀମାନେ ସମାନଙ୍କେ ସହିତ ସଂୟୁକ୍ତ ହବେେ। ଉଭୟେ ଯାକୁବଙ୍କ ପ୍ରତି ଆକୃଷ୍ଟ ହବେେ।
2. ବିଦେଶୀମାନେ ଇଶ୍ରାୟେଲର ଲୋକଙ୍କୁ ତାଙ୍କ ଦେଶ ରେ ସ୍ଥାପନ କରିବେ। ଅନ୍ୟ ଗୋଷ୍ଠୀର ପୁରୁଷ ଓ ନାରୀମାନେ ଇଶ୍ରାୟେଲର କ୍ରୀତଦାସ ହବେେ, କାରଣ ଅତୀତ ରେ ସମାନେେ ଇଶ୍ରାୟେଲର ଲୋକମାନଙ୍କୁ ଦାସଦାସୀ କରିଥିଲେ। ମାତ୍ର ବର୍ତ୍ତମାନ ଇଶ୍ରାୟେଲ ସମାନଙ୍କେୁ ପରାସ୍ତ କରିବ ଓ ସମାନଙ୍କେୁ ଶାସନ କରିବ।
3. ସଦାପ୍ରଭୁ ତୁମ୍ଭର କଷ୍ଟ ଓ କଠାେର କାର୍ୟ୍ଯକୁ ଦୂର କରିବେ ଏବଂ ତୁମ୍ଭକୁ ସେ ବିଶ୍ରାମ ଦବେେ। କାରଣ ଅତୀତ ରେ ତୁମ୍ଭମାନେେ ଦାସ ଥିଲ ଓ କଠିନ କାର୍ୟ୍ଯ କରିଥିଲ। ତେଣୁ ସଦାପ୍ରଭୁ ତୁମ୍ଭର ସହେି କ୍ଲେଶ ଦୂର କରିବେ।
4. ସହେି ସମୟରେ ତୁମ୍ଭେ ବାବିଲ ରାଜାଙ୍କ ବିଷଯ ରେ ଏହି ଉପହାସ ଗୀତ ଗାନ କରିବ।
5. ସଦାପ୍ରଭୁ ସହେି ଦୁଷ୍ଟାଚାରୀ ରାଜାମାନଙ୍କର ରାଜଦଣ୍ଡକୁ ଭାଙ୍ଗି ଦଇେଛନ୍ତି। ସମାନଙ୍କେର କ୍ଷମତା କାଢ଼ି ନଇେଛନ୍ତି।
6. ବାବିଲର ରାଜା କୋର୍ଧ ରେ ଲୋକମାନଙ୍କୁ ପ୍ରହାର କରୁଥିଲେ ଓ ସେଥିରୁ କବେେ ନିବୃତ୍ତ ହେଉ ନ ଥିଲେ। ଲୋକମାନଙ୍କୁ ଆଘାତ କରିବାରୁ ସେ ଦୁରାଚାରୀ ଶାସକ ଦୂ ରଇେ ଯାଉ ନ ଥିଲେ।
7. ମାତ୍ର ବର୍ତ୍ତମାନ ସମଗ୍ର ଦେଶ ବିଶ୍ରାମ ନବେ। ଦେଶ ରେ ଏପରି ଶାନ୍ତ ଅବସ୍ଥା ଆସିବ, ଯେତବେେଳେ ଲୋକମାନେ ଆନନ୍ଦ ରେ ଉତ୍ସବ ପାଳନ କରିବେ।
8. ଏପରିକି ଲିବା ନୋନର ଦବଦୋରୁ ଓ ଏରସବୃକ୍ଷସବୁ ଆନନ୍ଦ କରିବେ। ସହେି ଗଛଗୁଡ଼ିକ ମଧ୍ଯ କହିବେ, "ରାଜା ଆମ୍ଭକୁ ଛଦନେ କରୁଥିଲେ। କିନ୍ତୁ ତାଙ୍କର ପତନ ଘଟିଛି, ସେ ଆଉ ଆମ୍ଭ ବିପକ୍ଷ ରେ ଛିଡ଼ା ହବେେ ନାହିଁ।'
9. ମୃତ୍ଯୁର ରାଷ୍ଟ୍ର ପାତାଳ ଉେତ୍ତାଳିତ ହାଇପେଡ଼ିବ କାରଣ ତୁମ୍ଭେ ଆସୁଛ। ପାତାଳ ସମସ୍ତ ଜୀବନ ଶକ୍ତିକୁ ଜାଗ୍ରତ କରିବେ। ସହେି ନେତାମାନେ ତୁମ୍ଭ ପାଇଁ କାମ କରିବେ। ସମାନେେ ସହେି ରାଜାମାନଙ୍କୁ ନୀଚାବସ୍ଥା କରିବେ। ସମାନେେ ତୁମ୍ଭକୁ ସ୍ବାଗତ କରିବା ପାଇଁ ସତର୍କ ରହିବେ।
10. ସେ ସମସ୍ତ ପ୍ରାଚୀନଗଣ ପରିହାସ କରି କହିବେ, "ବର୍ତ୍ତମାନ ତୁମ୍ଭମାନେେ ଆମ୍ଭ ପାଇଁ ମୃତ ପ୍ରାଯ। ତୁମ୍ଭମାନେେ ଆମ୍ଭମାନଙ୍କ ପାଇଁ ସମାନ।'
11. ତୁମ୍ଭର ବଡ଼ିମା ରସାତଳଗାମୀ ହାଇେଛି। ତୁମ୍ଭ ବୀଣାର ସ୍ବର ତୁମ୍ଭ ଗର୍ବିତ ଆତ୍ମାର ଆଗମନ ଘାଷେଣା କରୁଛି। ମାଛି ତୁମ୍ଭର ଶରୀରକୁ ଭକ୍ଷଣ କରିବ। ତୁମ୍ଭେ ସମାନଙ୍କେ ଉପ ରେ ବିଛଣା ସଦୃଶ ପଡ଼ିବ। କୃମି କମ୍ବଳ ସଦୃଶ ତୁମ୍ଭ ଶରୀରକୁ ଆଚ୍ଛାଦନ କରିବ।
12. ତୁମ୍ଭେ ପ୍ରଭାତୀ ତାରା ସଦୃଶ ଥିଲ। ବର୍ତ୍ତମାନ ତୁମ୍ଭର ପତନ ଘଟିଛି। ଅତୀତ ରେ ସମସ୍ତ ଗୋଷ୍ଠୀ ତୁମ୍ଭ ନିକଟରେ ନତ ହେଉଥିଲେ। କିନ୍ତୁ ବର୍ତ୍ତମାନ ତୁମ୍ଭକୁ ଛଦନେ କରାୟାଇଛି।
13. ତୁମ୍ଭେ ସର୍ବଦା ନିଜେ ନିଜେ କହି ହେଉଥିଲ, "ଆମ୍ଭେ ପରମେଶ୍ବରଙ୍କ ପରି ସ୍ବର୍ଗାରୋହଣ କରିବା। ଆମ୍ଭେ ସ୍ବର୍ଗର ଉର୍ଦ୍ଧ୍ବକୁ ୟିବା, ଆମ୍ଭେ ପରମେଶ୍ବରଙ୍କ ତାରକାର ଉର୍ଦ୍ଧ୍ବ ରେ ସିଂହାସନ ସ୍ଥାପନ କରିବା।ଆମେ ଉତ୍ତର ଦିଗସ୍ଥ ପ୍ରାନ୍ତ ପବିତ୍ର ପର୍ବତ ଉପ ରେ ଉପବିଷ୍ଟ ହବୋ ଓ ସହେି ପର୍ବତ ରେ ପରମେଶ୍ବରଙ୍କୁ ସାକ୍ଷାତ କରିବା।
14. ଆମ୍ଭେ ମେଘମାଳାର ଉଚ୍ଚସ୍ଥଳ ରେ ଉପରକୁ ଉଠିବା ଏବଂ ପରମେଶ୍ବରଙ୍କ ତୁଲ୍ଯ ସର୍ବୋପରିସ୍ଥ ହବୋ।'
15. କିନ୍ତୁ ତାହା ଘଟିଲା ନାହିଁ। ତୁମ୍ଭେ ଈଶ୍ବରଙ୍କ ସହିତ ସ୍ବର୍ଗକୁ ୟାଇ ନ ଥିଲ। ତୁମ୍ଭେ ପାତାଳର ଗଭୀରତମ ସ୍ଥାନକୁ ଚାଲି ୟାଇଥିଲ।
16. ଲୋକମାନେ ତୁମ୍ଭକୁ ଚାହିଁବେ ଓ ତୁମ୍ଭ ବିଷଯ ରେ ଚିନ୍ତା କରିବେ। ସମାନେେ ଦେଖିବେ ତୁମ୍ଭମାନେେ ମୃତ ସଦୃଶ ପଡ଼ି ରହୁଛ। ଏବଂ କହିବେ, "ଏହା କ'ଣ ? ସମାନେେ ସହେି ଲୋକ ଯେ କି ପୃଥିବୀର ସମସ୍ତ ରାଜ୍ଯର ଦୁଃଖର କାରଣ ହାଇେଥିଲେ।
17. ଏ କ'ଣ ସହେି ଲୋକ ଯେ କି ନଗରଗୁଡ଼ିକୁ ଧ୍ବଂସ କରିଥିଲେ ଓ ସଗେୁଡ଼ିକୁ ମରୁଭୂମିରେ ପରିଣତ କରିଥିଲେ। ପୁଣି ୟୁଦ୍ଧ ରେ ବନ୍ଦୀମାନଙ୍କୁ ନିଜ ଗୃହକୁ ଛାଡ଼ି ନ ଥିଲେ।'
18. ପୃଥିବୀର ସମସ୍ତ ରାଜନ୍ଯବର୍ଗ ମୃତ୍ଯୁପ ରେ ସମ୍ମାନ ଓ ଗୌରବ ସହ ନିଜ ନିଜ ସମାଧି ରେ ବିଶ୍ରାମ ନେଲେ।
19. ମାତ୍ର ତୁମ୍ଭେ ଦୁଷ୍ଟାଚାରୀ ରାଜା ନିଜ ସମାଧିରୁ ନିକ୍ଷିପ୍ତ ହାଇେଛି। ବୃକ୍ଷର ଶାଖା ବୃକ୍ଷରୁ ବିଚ୍ଯୁତ ହାଇେ ବାହା ରେ ନିକ୍ଷିପ୍ତ ହେଲାପରି ଏବଂ ୟୁଦ୍ଧ ରେ ମୃତ ସୈନିକ ଯେପରି ଅନ୍ୟ ସୈନ୍ଯମାନଙ୍କ ଦ୍ବାରା ପଦଦଳିତ ହେଲାପରି ତୁମ୍ଭେ ହବେ। ବର୍ତ୍ତମାନ ତୁମ୍ଭେ ମୃତ୍ଯୁ ବସ୍ତ୍ର ରେ ଆଚ୍ଛାଦିତ ହାଇେ ନିଜ କବର ବାହା ରେ ପଡ଼ି ରହିଛ।
20. ଅନକେ ରାଜା ମୃତ୍ଯୁବରଣ କରିଛନ୍ତି ଓ ନିଜ ନିଜ କବର ରେ ସମାଧିସ୍ଥ ହାଇେଛନ୍ତି। ତୁମ୍ଭେ ସମାନଙ୍କେ ପରି କବରସ୍ଥ ହବେ ନାହିଁ। କାରଣ ତୁମ୍ଭେ ତୁମ୍ଭ ନିଜ ଦେଶକୁ ଧ୍ବଂସ କରିଛ। ତୁମ୍ଭ ନିଜ ଲୋକଙ୍କୁ ହତ୍ଯା କରିଛ। ତୁମ୍ଭର ପିଲାମାନେ ତୁମ୍ଭପରି ଧ୍ବଂସ ପଥ ଅନୁସରଣ କରିବେ ନାହିଁ। ସମାନେେ ସହେି କୁକାର୍ୟ୍ଯରୁ ନିବୃତ୍ତ ହବେେ।
21. ସମାନଙ୍କେ ଦୋଷ ୟୋଗୁଁ ସମାନଙ୍କେର ପିଲାମାନଙ୍କୁ ହତ୍ଯା କର। ଯେପରିକି ସମାନଙ୍କେର ବଂଶଧର ପୁନର୍ବାର ଦେଶର ଶାସକ ହବେେ ନାହିଁ ଓ ଜଗତକୁ ସମାନଙ୍କେ ନଗର ରେ ପରିପୂର୍ଣ୍ଣ କରିବେ ନାହିଁ।
22. ସର୍ବଶକ୍ତିମାନ ସଦାପ୍ରଭୁ କହିଲେ, "ମୁଁ ସମାନଙ୍କେ ବିପକ୍ଷ ରେ ଉଠିବି ଓ ଲଢ଼ିବି। ମୁଁ ପ୍ରସିଦ୍ଧ ବାବିଲ ନଗର ଧ୍ବଂସ କରିବି। ତା'ର ସମସ୍ତ ଲୋକଙ୍କୁ ଉଚ୍ଛନ୍ନ କରିବି। ଆଉ ମଧ୍ଯ ସମାନଙ୍କେର ପୁତ୍ର, ନାତି ଓ ଅଣନାତିମାନଙ୍କୁ ଧ୍ବଂସ କରିବି।' ସଦାପ୍ରଭୁ ନିଜେ ଏହିସବୁ କହିଥିଲେ।
23. ସଦାପ୍ରଭୁ ସର୍ବଶକ୍ତିମାନ ପୁଣି କହିଲେ, "ମୁଁ ମନୁଷ୍ଯର ବାସସ୍ଥଳୀ ବାବିଲକୁ ଝିଙ୍କ ପକ୍ଷୀର ବାସସ୍ଥଳୀ ଓ ଜଳାଶଯ ରେ ପରିଣତ କରିବି। ମୁଁ ସଂହାର ରୂପକ ଝାଡ଼ୁ ଧରି ତାକୁ ସମ୍ପୂର୍ଣ୍ଣ ସଫା କରି ଦବେି।'
24. ସର୍ବଶକ୍ତିମାନ ସଦାପ୍ରଭୁ ଶପଥ କରି କହିଲେ, "ମୁଁ ଶପଥ କରୁଛି, ମୁଁ ଯାହା ଚାହିଁଥିଲି ତାହାହିଁ ଘଟିବ। ମୁଁ ଯେପରି ମନ୍ତ୍ରଣା କରିଛି ସହେିପରି ମଧ୍ଯ ଘଟିବ।
25. ମୁଁ ନିଜ ରାଜ୍ଯ ରେ ଅଶୂରୀଯ ରାଜାକୁ ବିନାଶ କରିବି। ମାରେପର୍ବତ ଉପ ରେ ତାକୁ ପଦଦଳିତ କରିବି। କାରଣ ସହେି ରାଜା ମାରେ ସନ୍ତାନଗଣଙ୍କୁ ଦାସ କରିଥିଲା ଓ ସମାନଙ୍କେ ସ୍କନ୍ଧ ରେ ୟୁଆଳିର ଭାର ରଖୁଥିଲା। ସହେି ୟୁଆଳି ଯିହୁଦାର ସ୍କନ୍ଧରୁ ଦୂରିଭୂତ ହବେ।
26. ଏହା ମାରେ ଯୋଜନା ସମଗ୍ର ପୃଥିବୀ ପାଇଁ ଅଛି। ମୁଁ ସମସ୍ତ ଜାତିଗଣମାନଙ୍କୁ ଦଣ୍ଡ ଦବୋ ପାଇଁ ମାରେ ଶକ୍ତି ପ୍ରଯୋଗ କରିବି।'
27. ଯେତବେେଳେ ସଦାପ୍ରଭୁ କୌଣସି ମନ୍ତ୍ରଣା କରନ୍ତି ସେଥିରୁ ତାଙ୍କୁ କହେି ନିବୃତ୍ତ କରିପାରିବେ ନାହିଁ। ଆଉ ମଧ୍ଯ ଯେତବେେଳେ ସେ ଲୋକମାନଙ୍କୁ ଦଣ୍ଡ ଦବୋକୁ ତାଙ୍କର ହସ୍ତ ଉତ୍ତୋଳନ କରିବେ, ସେଥି ରେ ତାଙ୍କୁ କହେି ଅଟକାଇବେ ନାହିଁ।
28. ଆହସ୍ ରାଜାଙ୍କ ମୃତ୍ଯୁ ବର୍ଷ ରେ ଏହି ଦୁଃଖ ବାର୍ତ୍ତା ଦିଆ ୟାଇଥିଲା।
29. ହେ ପଲେଷ୍ଟୀୟ ଦେଶ, ତୁମ୍ଭମାନେେ ବର୍ତ୍ତମାନ ପାଇଁ ଖୁସି ହୁଅ ନାହିଁ। କାରଣ ଯେଉଁ ରାଜା ପ୍ରହାର କରୁଥିଲେ ସେ ଆଉ ନାହାନ୍ତି। ମାତ୍ର ପ୍ରକୃତ ରେ ତୁମ୍ଭେ ସୁଖୀ ହାଇପୋରିବ ନାହିଁ। ଏହା ସତ୍ଯ ଯେ ସହେି ଦୁଷ୍ଟ ଶାସନ ଶଷେ ହାଇେଛି। ମାତ୍ର ସହେି ରାଜାର ସନ୍ତାନ ଆସି ଶାସନ କରିବ। ଗୋଟିଏ ସର୍ପ ଆଉ ଏକ ଭୟଙ୍କର ସର୍ପକୁ ଜନ୍ମ ଦଲୋପରି ଏହା ସତ ହବେ। ସହେି ନୂତନ ରାଜା ଉଡ଼ନ୍ତା ସର୍ପ ପରି ଅଳ୍ପ ଭୟଙ୍କର ହବେ ନାହିଁ।
30. ମାତ୍ର ମାରେ ଦରିଦ୍ର ଲୋକମାନେ ଶାନ୍ତି ରେ ଭୋଜନ କରିବେ। ସମାନଙ୍କେର ପିଲାମାନେ ମଧ୍ଯ ନିରାପଦ ରେ ରହିବେ। ମାତ୍ର ମୁଁ ତୁମ୍ଭର ପରିବାରକୁ ଭୋକରେ ଛଟପଟ କରାଇ ମାରିବି ଏବଂ ଅବଶିଷ୍ଟାଂଶକୁ ମଧ୍ଯ ସଂହାର କରିବି।
31. ନଗରର ଦ୍ବାର ଦେଶର ଲୋକ ଓ ନଗରସ୍ଥ ଲୋକ ହାହାକାର କର। ପଲେଷ୍ଟୀୟର ସମସ୍ତ ଲୋକ ଭୟଭୀତ ହବେ। ମହମ ସଦୃଶ ତୁମ୍ଭର ସାହସ ତରଳି ୟିବ। ଉତ୍ତର ଦିଗକୁ ଚାହଁ, ଉତ୍ତରରୁ ଧୂମ ଆସୁଛି। ଅଶୂରର ସୈନ୍ଯ ଆସୁଛନ୍ତି। ସମାନଙ୍କେ ମଧିଅରେ ସମସ୍ତ ସୈନ୍ଯ ଶକ୍ତିଶାଳୀ।
32. ସହେି ସୈନ୍ଯବାହିନୀ ସମାନଙ୍କେର ଦେଶକୁ ଦୂତ ପ୍ ରରଣେ କରିବେ। ସହେି ଲୋକମନଙ୍କୁ ଦୂତ କି ବାର୍ତ୍ତା ଦବେେ ? ସମାନେେ ଘାଷେଣା କରିବେ, "ପଲ୍ଷ୍ଟେୀଯ ପରାଜିତ ହେଲା। ମାତ୍ର ସଦାପ୍ରଭୁ ସିୟୋନକୁ ଶକ୍ତିଶାଳୀ କଲେ ଏବଂ ତାଙ୍କର ଦରିଦ୍ର ଲୋକମାନେ ନିରାପତ୍ତା ପାଇଁ ସଠାେକୁ ଗଲେ।
About ଯିଶାଇୟ Chapter 14
Read ଯିଶାଇୟ Chapter 14 online from the Holy Bible. This chapter is part of the Book of ଯିଶାଇୟ in the Old Testament. Continue reading with the chapter navigation above or explore the complete book.
Book Information
Book: ଯିଶାଇୟ
Chapter: 14
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଯିଶାଇୟ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଯିଶାଇୟ Chapter 14 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଯିଶାଇୟ Chapter 14?
ଯିଶାଇୟ Chapter 14 is part of the Book of ଯିଶାଇୟ in the Holy Bible.
Can I read this chapter online?
Yes. You can read the complete ଯିଶାଇୟ Chapter 14 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 12
- ଆଦି ପୁସ୍ତକ Chapter 11
- ଆଦି ପୁସ୍ତକ Chapter 3
Explore More from ଯିଶାଇୟ
- ଯିଶାଇୟ Chapter 20
- ଯିଶାଇୟ Chapter 44
- ଯିଶାଇୟ Chapter 22
- ଯିଶାଇୟ Chapter 31
- ଯିଶାଇୟ Chapter 17
- ଯିଶାଇୟ Chapter 15
- ଯିଶାଇୟ Chapter 63