ଯିହିଜିକଲ Chapter 6

For English

Read ଯିହିଜିକଲ Chapter 6 Online

Read ଯିହିଜିକଲ Chapter 6 online from the Holy Bible. This chapter is part of the Book of ଯିହିଜିକଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିହିଜିକଲ and the Holy Bible online.

Choose a Chapter

ଯିହିଜିକଲ 6

ଅଧ୍ୟାୟ 6

1. ଅନନ୍ତର ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା।

2. ସେ କହିଲେ, " ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଇଶ୍ରାୟେଲର ପର୍ବତଗଣ ଆଡ଼େ ବୁଲିପଡ଼ ଓ ସମାନଙ୍କେ ପ୍ରତି ଭବିଷ୍ଯଦବାଣୀ ପ୍ରଚାର କର।

3. କୁହ :

4. ଆମ୍ଭେ ତୁମ୍ଭମାନଙ୍କର ହାମବେଳି ନିମନ୍ତେ ଥିବା ୟଜ୍ଞବଦେୀଗୁଡ଼ିକୁ ନଷ୍ଟ କରିବା ଏବଂ ତୁମ୍ଭମାନଙ୍କର ସୁଗନ୍ଧ ବଦେୀକୁ ମଧ୍ଯ ନଷ୍ଟ କରିବା। ପୁଣି ତୁମ୍ଭମାନଙ୍କର ନିହତ ଲୋକମାନଙ୍କର ମୃତ ଶରୀରକୁ ତୁମ୍ଭମାନଙ୍କ ଦବେତାଗଣର ସମ୍ମୁଖ ରେ ଫୋପାଡ଼ି ଦବୋ।

5. ଆଉ ଆମ୍ଭେ ଇଶ୍ରାୟେଲ ସନ୍ତାନଗଣର ଶବ ସମାନଙ୍କେ ପ୍ରତିମାଗଣର ସମ୍ମୁଖ ରେ ରଖିବା ଓ ତୁମ୍ଭମାନଙ୍କର ଅସ୍ଥିସବୁ ୟଜ୍ଞବଦେୀଗୁଡ଼ିକରେ ଚାରିଆଡ଼େ ବିଞ୍ଚିଦବୋ।

6. ତୁମ୍ଭମାନଙ୍କର ବସତିସବୁ ଓ ନଗରଗୁଡ଼ିକ ଭାଙ୍ଗି ଦିଆୟିବ ଓ ଉଚ୍ଚସ୍ଥଳୀସବୁ ଧ୍ବଂସ କରାୟିବ। ଯାହା ଫଳ ରେ ତୁମ୍ଭମାନଙ୍କର ୟଜ୍ଞବଦେୀ କବେେ ପୁଣି ବ୍ଯବହାର ହବେ ନାହିଁ ଓ ତାହା ଭଗ୍ନ ହାଇେ ପଡ଼ି ରହିବ ଓ ତୁମ୍ଭର ମୂର୍ତ୍ତିସବୁ ଚୂର୍ଣ୍ଣବିଚୂର୍ଣ୍ଣ ହବେ। ତୁମ୍ଭର ଧୂପବଦେୀ ଭଙ୍ଗାୟିବ ଓ ଦୂର ରେ ମନୁଷ୍ଯ ନିର୍ମିତ ମୂର୍ତ୍ତିସବୁ ଓ ଅନ୍ଯାନ୍ଯ ବସ୍ତୁସବୁ ତୁମ୍ଭେ ତିଆରି କଲ, ସଗେୁଡ଼ିକ ସମ୍ପୂର୍ଣ୍ଣରୂପେ ଧ୍ବଂସ କରାୟିବ।

7. ତୁମ୍ଭମାନଙ୍କର ଲୋକମାନେ ନିହତ ହବେ, ତାହା ହେଲେ ତୁମ୍ଭମାନେେ ଜାଣିବ ଯେ ଆମ୍ଭେ ସଦାପ୍ରଭୁ ଅଟୁ।"'

8. "କିନ୍ତୁ ଆମ୍ଭେ କିଛି ଲୋକଙ୍କୁ ଜୀବିତ ରଖିବା। ସମାନେେ ଖଡ୍ଗରୁ ଖସିୟାଇ ଯେତବେେଳେ ନାନା ଦେଶ ରେ ଛିନ୍ନଭିନ୍ନ ହାଇେ ରହିବେ।

9. ଏବଂ ବଞ୍ଚି ରହିଥିବା ଲୋକମାନଙ୍କୁ ଯେଉଁମାନଙ୍କୁ ଗୋଷ୍ଠୀଯମାନଙ୍କୁ ବନ୍ଦୀରୂପେ ନିଆୟିବ, ସମାନେେ ମାେତେ ମନେ ରଖିବେ ଏବଂ ଆମ୍ଭେ ସମାନଙ୍କେର ବ୍ଯଭିଚାରୀ ହୃଦଯକୁ କିପରି ଦୁଃଖ ରେ ପୂର୍ଣ୍ଣ କଲୁ, ଯାହା ଆମ୍ଭଠାରୁ ଦୂ ରଇେ ଗଲା ଏବଂ ସମାନଙ୍କେର ବ୍ଯଭିଚାରୀ ଆଖି ଯାହା ସମାନଙ୍କେର ମୂର୍ତ୍ତିସବୁକୁ ଅନୁସରଣ କଲା। ସମାନେେ ନିଜେ କରିଥିବା କୁକର୍ମ ପାଇଁ ଓ ସମାନଙ୍କେର ଘୃଣ୍ଯ ବ୍ଯବହାର ପାଇଁ ନିଜକୁ ଘୃଣା କରିବେ।

10. ଯେଉଁଥିପାଇଁ ସମାନେେ ହୃଦବୋଧ କରିବେ ଯେ, ଆମ୍ଭେ ସଦାପ୍ରଭୁ ଅଟୁ। ସମାନେେ ମଧ୍ଯ ହୃଦଯଙ୍ଗମ କରିବେ ଯେ, ଆମ୍ଭେ ବୃଥା ରେ କହି ନ ଥିଲୁ, ଯେତବେେଳେ ଆମ୍ଭେ କହିଥିଲୁ ଯେ, ଏହା ଆମ୍ଭେ ସମାନଙ୍କେ ପ୍ରତି ଏହି ମନ୍ଦ କାର୍ୟ୍ଯ କରିବା।"

11. ସଦାପ୍ରଭୁ ମାରେ ପ୍ରଭୁ ମାେତେ କହିଲେ, "ତୁମ୍ଭେ ତାଳି ବଜାଅ ଓ ପଦାଘାତ କର ଓ କୁହ : ଧିକ୍! ସମାନଙ୍କେର ଘୃଣ୍ଯ ଓ ମନ୍ଦ କାର୍ୟ୍ଯ ଯୋଗୁଁ ଇଶ୍ରାୟେଲର ଗୃହ ଖଡ୍ଗର, ଦୁର୍ଭିକ୍ଷର ଓ ମହାମାରୀର ଶିକାର ହବେ।

12. ଦୂରବର୍ତ୍ତୀ ଲୋକମାନେ ମହାମାରୀ ରେ ମରିବେ। ନିକଟବର୍ତ୍ତୀ ଲୋକମାନେ ଖଡ୍ଗ ରେ ନିହତ ହବେ ଓ ଅବଶିଷ୍ଟ ଲୋକମାନେ ଦୁର୍ଭିକ୍ଷ ରେ ମରିବେ। କବଳେ ତା'ପ ରେ ଆମ୍ଭେ ସମାନଙ୍କେ ଉପ ରେ କୋରଧିତ ହବୋରୁ ବନ୍ଦ କରିବା।

13. ସମାନେେ ଜାଣିବେ ଯେ, ଆମ୍ଭେ ହିଁ ସଦାପ୍ରଭୁ, ଯେତବେେଳେ ସମାନେେ ସମାନଙ୍କେର ମୃତ ଶରୀର ମୂର୍ତ୍ତିମାନଙ୍କ ମଧିଅରେ, ୟଜ୍ଞବଦେୀ ଚାରିପାଖ ରେ, ପର୍ବତର ଶୀର୍ଷ ଦେଶ ରେ, ଶୃଙ୍ଗ ରେ, ପ୍ରେତ୍ୟକକ ସବୁଜ ହରିତବର୍ଣ୍ଣ ବୃକ୍ଷ ତଳେ ଓ ପ୍ରେତ୍ୟକକ ଆଲୋନ ଓକ ବୃକ୍ଷ ତଳେ, ଯେଉଁ ଯେଉଁ ସ୍ଥାନମାନଙ୍କ ରେ ସମାନେେ ନିଜ ନିଜର ସକଳ ପ୍ରତିମାଗୁଡ଼ିକୁ ସୁବାସିତ ନବୈେଦ୍ଯ ଉତ୍ସର୍ଗ କରୁଥିଲେ, ସହେି ସକଳ ସ୍ଥାନ ରେ ପାଇବେ।

14. ପୁଣି ଆମ୍ଭେ ସମାନଙ୍କେ ବିରୁଦ୍ଧ ରେ ଆପଣା ହସ୍ତ ବିସ୍ତାର କରି ଦିବଲା ପ୍ରାନ୍ତର ପର୍ୟ୍ଯନ୍ତ ସମାନଙ୍କେର ସମଗ୍ର ବସତି ସ୍ଥାନକୁ ଧ୍ବଂସ ଓ ଶୂନ୍ଯ କରିବୁ। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସମାନେେ ଜାଣିବେ।"

About ଯିହିଜିକଲ Chapter 6

Read ଯିହିଜିକଲ Chapter 6 online from the Holy Bible. This chapter is part of the Book of ଯିହିଜିକଲ in the Old Testament. Continue reading with the chapter navigation above or explore the complete book.

Book Information

Book: ଯିହିଜିକଲ
Chapter: 6
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯିହିଜିକଲ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯିହିଜିକଲ Chapter 6 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯିହିଜିକଲ Chapter 6?

ଯିହିଜିକଲ Chapter 6 is part of the Book of ଯିହିଜିକଲ in the Holy Bible.

Can I read this chapter online?

Yes. You can read the complete ଯିହିଜିକଲ Chapter 6 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 1
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 3
  6. ଆଦି ପୁସ୍ତକ Chapter 38
  7. ଆଦି ପୁସ୍ତକ Chapter 30

Explore More from ଯିହିଜିକଲ

  1. ଯିହିଜିକଲ Chapter 4
  2. ଯିହିଜିକଲ Chapter 28
  3. ଯିହିଜିକଲ Chapter 1
  4. ଯିହିଜିକଲ Chapter 23
  5. ଯିହିଜିକଲ Chapter 37
  6. ଯିହିଜିକଲ Chapter 42
  7. ଯିହିଜିକଲ Chapter 2

Related Chapters & Readings

  1. ଗୀତସଂହିତା Chapter 113
  2. ଗୀତସଂହିତା Chapter 60
  3. ଏଷ୍ଟର Chapter 2
  4. ଯିହୋଶୂୟ Chapter 7
  5. ପ୍ରକାଶିତ ବାକ୍ୟ Chapter 6
  6. ଦ୍ୱିତୀୟ ବିବରଣ Chapter 31
  7. ଯିରିମିୟ Chapter 30
Share Your Love

Leave a Reply

Your email address will not be published. Required fields are marked *