ଦିତୀୟ ରାଜାବଳୀ Chapter 16

For English

Read ଦିତୀୟ ରାଜାବଳୀ Chapter 16 Online

Read ଦିତୀୟ ରାଜାବଳୀ Chapter 16 online from the Holy Bible. This chapter is part of the Book of ଦିତୀୟ ରାଜାବଳୀ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦିତୀୟ ରାଜାବଳୀ and the Holy Bible online.

Choose a Chapter

ଦିତୀୟ ରାଜାବଳୀ 16

ଅଧ୍ୟାୟ 16

1. ଇଶ୍ରାଲୟଲସର ରମଲିଯଙ୍କର ପୁତ୍ର ପଲକହଙ୍କ ରାଜତ୍ବର ସପ୍ତଦଶ ବର୍ଷସରସଯାଥମଙ୍କ ପୁତ୍ର ଆହସ ଯିହୁଦାସର ରାଜାସହଲଲ।

2. ଆହାସଙ୍କୁସଯଲତଲବଲଳ କୋଡିଏ ବର୍ଷସସ ରାଜାସହଲଲ ଓସସ ୟିରୁଶାଲମସରସଷାହଳ ବର୍ଷ ରାଜ୍ଯ କଲଲ।ସସ ତାଙ୍କ ପୂର୍ବପୁରୁଷ ଦାଉଦ୍ଙ୍କ ପରି ନଥିଲଲ।ସସ କୁକର୍ମ କାର୍ୟ୍ଯମାନ କଲଲ, ଯାହା ସଦାପ୍ରଭୁଙ୍କ ଦୃଷ୍ଟିସର ଉଚିତ୍ ଥିଲା।

3. ମାତ୍ରସସ ଇଶ୍ରାଲୟଲର ରାଜାମାନଙ୍କ ପରି ବସବାସ କଲଲ। ଜଘନ୍ଯ ପାପ ପ୍ରଥା ଅନୁସାଲରସସ ତାଙ୍କର ପୁତ୍ରକୁ ଅଗ୍ନିସର ବଳିଦାନ କଲଲ।ସଯ ଜାତିମାନଙ୍କ ଦ୍ବାରା ଅନୁକରଣସହାଇଥିଲା, ଯାହା ସଦାପ୍ରଭୁ ଭୂମିରୁ ୟୋର କରି ତଡିସଦଲଲ,ସଯଲତଲବଲଳ ଇଶ୍ରାଲୟଲମାଲନ ଆସିଲଲ।

4. ପୁଣିସସ ଉଚ୍ଚସ୍ଥଳୀସର, ପର୍ବତ ଉପଲର ଓ ପ୍ରଲତ୍ୟକକ ହରିତ୍ବର୍ଣ୍ଣ ବୃକ୍ଷତଲଳ ବଳିଦାନ କଲଲ ଓ ଧୂପ ଜଳାଇଲଲ।

5. ସସଲତଲବଲଳ ଅରାମର ରାଜା ରତ୍ସୀନ ଓ ଇଶ୍ରାଲୟଲର ରାଜା ରମଲିଯଙ୍କ ପୁତ୍ର ପଲକହ ୟିରୁଶାଲମ ବିରୁଦ୍ଧସର ୟୁଦ୍ଧ କରିବାକୁ ଆସିଲଲ।ସସମାଲନ ଆହସଙ୍କୁ ଚତୁର୍ଦ୍ଦିଗସର ଘଲରିଗଲଲ, ମାତ୍ର ତାଙ୍କୁ ପରାସ୍ତ କରି ପାରିଲଲ ନାହିଁ।

6. ସସ ସମୟଲର ଅରାମର ରାଜା ରତ୍ସୀନ୍ ଏଲତ୍ ନଗରକୁ ପୁନର୍ବାର ଅରାମର ଅଧିନ କରାଇ ୟିହୁଦୀମାନଙ୍କୁ ଏଲତ୍ରୁ ତଡିସଦଲଲ।ସସଠାଲର ଅରାମୀଯମାଲନ ଆସି ଅଦ୍ଯାବଧି ବାସ କରୁଛନ୍ତି।

7. ଅଶୂରର ରାଜା ଆହସ୍ ତିଗ୍ଲତ-ପିଲଲଷର ନିକଟକୁ ଦୂତ ପଠାଇ କହିଲଲ, "ମୁଁ ତୁମ୍ଭର ଦାସ ଓ ମୁଁ ତୁମ୍ଭର ପୁତ୍ର ତୁଲ୍ଯ। ଦୟାକରି ଏଠାକୁ ଆସ ଓସମାଲତ ଅରାମର ରାଜାର ଓ ଇଶ୍ରାଲୟଲ ରାଜାର ଆକ୍ରମଣରୁ ରକ୍ଷା କର।"

8. ଆଉ ମଧ୍ଯ ଆହସ୍ ସଦାପ୍ରଭୁଙ୍କ ମନ୍ଦିରସର ଓ ରାଜଗୃହର ଭଣ୍ତାରସର ଥିବା ସୁବର୍ଣ୍ଣ ଓ ରୋପ୍ଯସନଲଲ ଓ ଅଶୂରର ରାଜା ନିକଟକୁ ଉପହାର ସ୍ବରୂପ ପଠାଇଲଲ।

9. ଏଥିସର ଅଶୂର ରାଜା ଆହସ୍ଙ୍କୁ ସାହାୟ୍ଯ କରିବାକୁ ରାଜିସହଲଲ ଓସସ ଆକ୍ରମଣ କଲଲ। ଦମ୍ମଲଶକ ଅଧିକାର କଲଲ ଓସସଠିକାରସଲାକମାନଙ୍କୁ ବନ୍ଦୀ କରି କୀର ନଗରକୁସନଇଗଲଲ। ଆଉସସ ରତ୍ସୀନ୍କୁ ବଧ କଲଲ।

10. ରାଜା ଆହାସ୍ ଅଶୂର ରାଜା ତିଗ୍ଲତ-ପିଲଲଷରଙ୍କୁ ଭଲଟିବାକୁ ଦମ୍ମଲଶକ ଗଲଲ ଓ ଦମ୍ଲମଶକଲର ଥିବା ୟଜ୍ଞବଲଦୀସଦଖିଲଲ। ତା'ପଲର ଆହାସ୍ର ରାଜାସସହି ୟଜ୍ଞବଲଦିସର ସକଳ ଶିଳ୍ପକଳା ଅନୁସାଲରସସହିପ୍ରକାର ଆକୃତି ଉରିଯ ଯାଜକ ନିକଟକୁ ପଠାଇଲଲ।

11. ତା'ପଲର ଯାଜକ ଉରିଯ ରାଜା ଆହାସ ଦମ୍ମଲଶକରୁ ପଠାଇଥିବା ୟଜ୍ଞବଲଦିର ନମୁନା ଅନୁସାଲର ଏକ ୟଜ୍ଞବଲଦି ନିର୍ମାଣ କଲଲ। ଆହସ୍ ଆସିବା ପୂର୍ବରୁ ଯାଜକ ସମସ୍ତ କର୍ମ କଲା।

12. ରାଜା ଆହାସ୍ସଯଲତଲବଲଳ ଦମ୍ମଲଶକରୁ ଆସିଲଲ।ସସ ୟଜ୍ଞବଲଦିସଦଖିଲଲ ଓ ୟଜ୍ଞବଲଦୀ ନିକଟକୁ ୟାଇ ତା' ଉପଲର ବଳିଦାନ କଲଲ।

13. ପୁଣିସସସସହି ୟଜ୍ଞବଲଦି ଉପଲର ଆପଣାସହାମବଳି ଭକ୍ଷ୍ଯ ନୈବଲଦ୍ଯ ଦଗ୍ଧକରି, ଆପଣା ପଲଯ ନୈବଲଦ୍ଯ ଢାଳି ଓସସ ଆପଣା ମଙ୍ଗଳାର୍ଥକ ବଳିର ରକ୍ତ ୟଜ୍ଞବଲଦୀ ଉପଲର ଛିଞ୍ଚିଲଲ।

14. ଆଉସସ ସଦାପ୍ରଭୁଙ୍କ ସମ୍ମୁଖସ୍ଥିତ ପିତ୍ତଳ ୟଜ୍ଞବଲଦୀ ଆଣିଲଲସଯଉଁଟାକି ଆହାସ୍ ୟଜ୍ଞବଲଦୀ ଓ ସଦାପ୍ରଭୁଙ୍କ ମନ୍ଦିରର ମଧ୍ଯସ୍ଥଳସର ଥିଲା ଓ ଏହା ତାଙ୍କର ୟଜ୍ଞବଲଦୀର ଉତ୍ତର ପାଶର୍‌ବସର ରଖିଲଲ।

15. ରାଜା ଆହସ୍ ଉରିଯ ଯାଜକଙ୍କୁ ଆଲଦଶସଦଲଲ, "ପ୍ରଭାତ କାଳୀନସହାମବଳି, ସାଯଂକାଳୀନ ଭକ୍ଷ୍ଯନୈବଲଦ୍ଯ, ରାଜାଙ୍କରସହାମବଳି ଓ ତାଙ୍କର ଭକ୍ଷ୍ଯ ନୈବଲଦ୍ଯ,ସଲାକଙ୍କସହାମବଳି,ସସମାନଙ୍କର ଭକ୍ଷ୍ଯ ନୈବଲଦ୍ଯ ଓ ପଲଯ ନୈବଲଦ୍ଯ ବଡ ୟଜ୍ଞବଲଦୀ ଉପଲର ତୁମ୍ଲଭ ଦଗ୍ଧ କରିବା ଉଚିତ୍ ଓ ତହିଁ ଉପଲରସହାମବଳିର ସବୁ ରକ୍ତ ଓ ଅନ୍ୟ ନୈବଲଦ୍ଯ ବୃହତ୍ ୟଜ୍ଞବଲଦୀ ଉପଲର ଛିଞ୍ଚ। କିନ୍ତୁ ମୁଁ ପରଲମଶ୍ବରଙ୍କୁ ପ୍ରଶ୍ନ ପଗ୍ଭରିବାକୁ ପିତ୍ତଳ ୟଜ୍ଞବଲଦୀ ବ୍ଯବହାର କରିବି "

16. ଯାଜକ ଉରିଯ ରାଜା ଆହାସ୍ଙ୍କ ଆଜ୍ଞାନୁସାସର ସମସ୍ତ କାର୍ୟ୍ଯ କଲଲ।

17. ପୁଣି ଆହାସ୍ ରାଜା ବୈଠକିଗୁଡିକ କାଟି ପ୍ରକ୍ଷାଳନ ପାତ୍ର ଓ କବାଟ ଫଳକ ଅଲଗା କଲଲ। ଆଉ ବଡ ଟ୍ଯାଙ୍କ ତଲଳସଯଉଁ ପିତ୍ତଳ ନିର୍ମିତ ଷଣ୍ତ ଥିଲା,ସସସବୁର ଉପରୁ ତାକୁସନଇ ଏକ ପ୍ରସ୍ତର ଚଟାଣ ଉପଲର ରଖିଲଲ।

18. ଆଉ ବିଶ୍ରାମ ସଭା ନିମନ୍ଲତ ମନ୍ଦିର ମଧିଅଲରସଯଉଁ ଆବୃତ ପଥ ଓ ରାଜାଙ୍କର ପ୍ରବଲଶାର୍ଥଲ ବହିଦ୍ବାର କରିଥିଲଲ ତାହାସସ ଅଶୂରର ରାଜାଙ୍କ ଲାଗି ସଦାପ୍ରଭୁଙ୍କ ମନ୍ଦିରରୁସନଇଗଲଲ।

19. ଏହିପରି ଆହାସଙ୍କର ଅବଶିଷ୍ଟ କ୍ରିଯାର ବୃତ୍ତାନ୍ତ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକଲର ଲିଖିତସହାଇଛି।

20. ଆହାସ୍ଙ୍କର ମୃତ୍ଯୁସହଲା ଓସସ ନିଜ ପୂର୍ବପୁରୁଷଙ୍କ ସହିତ ଦାଉଦ ନଗରସର କବରସନଲଲ। ତାଙ୍କ ପଦସର ତାଙ୍କର ପୁତ୍ର ହିଜକିଯ ଶାସନ କଲଲ।

About ଦିତୀୟ ରାଜାବଳୀ Chapter 16

Read ଦିତୀୟ ରାଜାବଳୀ Chapter 16 online from the Holy Bible. This chapter is part of the Book of ଦିତୀୟ ରାଜାବଳୀ in the Old Testament. Continue reading with the chapter navigation above or explore the complete book.

Book Information

Book: ଦିତୀୟ ରାଜାବଳୀ
Chapter: 16
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଦିତୀୟ ରାଜାବଳୀ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଦିତୀୟ ରାଜାବଳୀ Chapter 16 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଦିତୀୟ ରାଜାବଳୀ Chapter 16?

ଦିତୀୟ ରାଜାବଳୀ Chapter 16 is part of the Book of ଦିତୀୟ ରାଜାବଳୀ in the Holy Bible.

Can I read this chapter online?

Yes. You can read the complete ଦିତୀୟ ରାଜାବଳୀ Chapter 16 online for free with easy chapter navigation.

More Chapters from ଦିତୀୟ ରାଜାବଳୀ

  1. ଦିତୀୟ ରାଜାବଳୀ Chapter 2
  2. ଦିତୀୟ ରାଜାବଳୀ Chapter 18
  3. ଦିତୀୟ ରାଜାବଳୀ Chapter 23
  4. ଦିତୀୟ ରାଜାବଳୀ Chapter 15
  5. ଦିତୀୟ ରାଜାବଳୀ Chapter 22
  6. ଦିତୀୟ ରାଜାବଳୀ Chapter 11
  7. ଦିତୀୟ ରାଜାବଳୀ Chapter 4

Explore More from ପୁରାତନ ନିୟମ

  1. ଦାନିଏଲ Chapter 4
  2. ଦ୍ୱିତୀୟ ବିବରଣ Chapter 15
  3. ଯିହୋଶୂୟ Chapter 16
  4. ଲେବୀୟ ପୁସ୍ତକ Chapter 7
  5. ଗଣନା ପୁସ୍ତକ Chapter 8
  6. ପ୍ରଥମ ରାଜାବଳୀ Chapter 7
  7. ଗୀତସଂହିତା Chapter 80

Related Chapters & Readings

  1. ପ୍ରଥମ ବଂଶାବଳୀ Chapter 6
  2. ଉପଦେଶକ Chapter 1
  3. ଆୟୁବ Chapter 25
  4. ଗୀତସଂହିତା Chapter 92
  5. ଯିଶାଇୟ Chapter 56
  6. ପ୍ରଥମ ବଂଶାବଳୀ Chapter 25
  7. ଗୀତସଂହିତା Chapter 37
Share Your Love

Leave a Reply

Your email address will not be published. Required fields are marked *