ଦିତୀୟ ଶାମୁୟେଲ Chapter 13

For English

Read ଦିତୀୟ ଶାମୁୟେଲ Chapter 13 Online

Read ଦିତୀୟ ଶାମୁୟେଲ Chapter 13 online from the Holy Bible. This chapter is part of the Book of ଦିତୀୟ ଶାମୁୟେଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦିତୀୟ ଶାମୁୟେଲ and the Holy Bible online.

Choose a Chapter

ଦିତୀୟ ଶାମୁୟେଲ 13

ଅଧ୍ୟାୟ 13

1. ଦାଉଦଙ୍କର ଏକ ପକ୍ସ୍ଟତ୍ର ଥିଲେ, ଯାହାର ନାମ ଥିଲା ଅବଶାଲୋମ। ଅବଶା ଲୋମର ଏକ ଭଉଣୀ ଥିଲା, ଯାହାର ନାମ ଥିଲା ତାମର। ତାମର ଭାରୀ ସକ୍ସ୍ଟନ୍ଦରୀ ଥିଲା। ଦାଉଦଙ୍କର ଅନ୍ୟ ଏକ ପକ୍ସ୍ଟତ୍ର ଥିଲା ଅମ୍ମାନେ।

2. ଅମ୍ମାନେ ନିଜର ସାବତ ଭଉଣୀ ତାମରକକ୍ସ୍ଟ ଭଲପାଇ ବସିଲା ଓ ତା' ପ୍ ରମେ ରେ ତାକକ୍ସ୍ଟ ଜ୍ବର ଆସିଗଲା। ତାମର ଅନକ୍ସ୍ଟଢା ଥିଲା। ଅମ୍ମାନେ ତାକକ୍ସ୍ଟ ବହକ୍ସ୍ଟତ ଗ୍ଭହକ୍ସ୍ଟଁଥିଲା, କିନ୍ତୁ ତା' ସହିତ ଏକାକି ରହିବା ପାଇଁ ଅବକାଶ ପାଇଲା ନାହିଁ।

3. ଅମ୍ମାନଙ୍କେର ଯୋନାଦବ ନାମକ ଜଣେ ଚତକ୍ସ୍ଟର ବନ୍ଧକ୍ସ୍ଟ ଥିଲା, ୟିଏକି ଶିମିଯର ପକ୍ସ୍ଟତ୍ର। ଶିମିଯ ଦାଉଦଙ୍କର ଭାଇ ଥିଲା।

4. ସେ ଅମ୍ମାନେକକ୍ସ୍ଟ ପଗ୍ଭରିଲା, "ତୁମ୍ଭେ କାହିଁକି ଦିନକକ୍ସ୍ଟ ଦିନ ଏପରି କ୍ଷୀଣ ହାଇେ ଯାଉଛ। ତୁମ୍ଭେ ମାେତେ କ'ଣ ତାହା କହିବ ନାହିଁ?"

5. ଯୋନାଦବ ତାହାକକ୍ସ୍ଟ କହିଲା, "ତୁମ୍ଭେ ଶୟ୍ଯା ରେ ପଡି ରୋଗ ରେ ବାହାନା କର। ପକ୍ସ୍ଟଣି ତକ୍ସ୍ଟମ୍ଭ ପିତା ତୁମ୍ଭକୁ ଦେଖିବାକକ୍ସ୍ଟ ଆସିଲେ ତାଙ୍କୁ କକ୍ସ୍ଟହ, 'ଦୟାକରି ମାରେଭଉଣୀ ତାମରକକ୍ସ୍ଟ ମାେ ପାଖକକ୍ସ୍ଟ ଆସି ମାେତେ ଖାଦ୍ୟ ଦବୋକକ୍ସ୍ଟ ଅନକ୍ସ୍ଟମତି ଦିଅନ୍ତକ୍ସ୍ଟ। ସେ ମାେ ଆଗ ରେ ଖାଦ୍ୟ ରାନ୍ଧିବ, ତହିଁରେ ମୁ ତାହା ଦେଖି ତାହା ହାତରକ୍ସ୍ଟ ଭୋଜନ କରିବି।"'

6. ରାଜା ଦେଖିବାକକ୍ସ୍ଟ ଆସିବା ସମୟରେ ଅମ୍ମାନେ ରୋଗର ବାହାନା କରି ପଡି ରହିଲା। ଅମ୍ମାନେ କହିଲା, "ମାେ ଭଉଣୀ ତାମରକକ୍ସ୍ଟ ଆସିବାକକ୍ସ୍ଟ ଦିଅନ୍ତକ୍ସ୍ଟ ଏବଂ ସେ ମାେ ଆଗ ରେ ଦକ୍ସ୍ଟଇଟି ପିଠା କରିବ, ତା'ପରେ ମୁ ସଗେକ୍ସ୍ଟଡିକ ତା' ହାତରକ୍ସ୍ଟ ଖାଇବି।"

7. ତବେେ ଦାଉଦ ତାମରର ଗୃହକକ୍ସ୍ଟ ଲୋକ ପଠାଇ କହିଲେ, "ତକ୍ସ୍ଟମ୍ଭ ଭାଇ ଅମ୍ମାନରେ ଘରକକ୍ସ୍ଟ ଟିକିଏ ୟାଇ ତାହାର ଖାଇବା ପାଇଁ କିଛି ରାନ୍ଧି ଦିଅ।"

8. ଯେତବେେଳେ ତାମର ଆପଣା ଭାଇ ଅମ୍ମାନରେ ଗୃହକକ୍ସ୍ଟ ଗଲା, ସେତବେେଳେ ସେ ଶୟ୍ଯା ରେ ଥିଲା। ତେଣୁ ତାମର ଚକଟା ମଇଦା ନଇେ ଦଳି ଅମ୍ମାନେ ଦେଖକ୍ସ୍ଟଥିବା ବେଳେ ପିଠା ପ୍ରସ୍ତକ୍ସ୍ଟତ କରି ତାକକ୍ସ୍ଟ ପାକ କଲା।

9. ସେ କରଇରେକ୍ସ୍ଟ ପିଠାଗକ୍ସ୍ଟଡିକ କାଢିନଇେ ତା' ଆଗ ରେ ରଖିଲା। ଏବଂ ସେ ଖାଇବାକକ୍ସ୍ଟ ମନାକଲା ଏବଂ ଅମ୍ମାନେ କହିଲା, "ସମସ୍ତଙ୍କକ୍ସ୍ଟ ବାହାରକକ୍ସ୍ଟ ପଠଇେ ଦିଅ।" ଏବଂ ସମସ୍ତେ କଠୋରୀରକ୍ସ୍ଟ ବାହାରି ଗଲେ।

10. ତା'ପରେ ଅମ୍ମାନେ ତାମରକକ୍ସ୍ଟ କହିଲା, "ଖାଦ୍ୟ ଦ୍ରବ୍ଯ ଶଯନ ଗୃହକକ୍ସ୍ଟ ଆଣ, ମୁ ତକ୍ସ୍ଟମ୍ଭ ହାତରକ୍ସ୍ଟ ତାହା ଭୋଜନ କରିବି।"

11. ତାହାକକ୍ସ୍ଟ ଖକ୍ସ୍ଟଆଇବା ପାଇଁ ତାହା ନିକଟକକ୍ସ୍ଟ ନିଅନ୍ତେ ସେ ତାମରକକ୍ସ୍ଟ ଧରି କହିଲା, "ଆସ ମାରେ ଭଉଣୀ ମାେ ପାଖ ରେ ଶଯନ କର।"

12. ସେଥି ରେ ସେ ଉତ୍ତର ଦଲୋ, "ନା, ନା, ଭାଇ ମାେତେ ଏହା କରିବାକୁ ବାଧ୍ଯ ନକର, କାରଣ ଇଶ୍ରାୟେଲ ମଧିଅରେ ଏପରି କର୍ମ ନିଷଧେ। ଏହିପରି ଭୟଙ୍କର କାର୍ୟ୍ଯ କରନାହିଁ।

13. ଯଦି ତୁମ୍ଭେ ଏହା କର, ମୁ ଲଜ୍ଜାରକ୍ସ୍ଟ କବେେ ମକ୍ସ୍ଟକ୍ତ ହାଇେ ପାରିବି ନାହିଁ। ଏବଂ ଇଶ୍ରାୟେଲ ରେ ତୁମ୍ଭେ ଜଣେ ସାଧାରଣ ଦୋଷୀ ରୂପେ ବିବଚେିତ ହବେ। ଏଣୁ ମୁ ବିନଯ କରୁଅଛି, ରାଜାଙ୍କ ସଙ୍ଗେ କଥାବାର୍ତ୍ତା କର, ସେ ତକ୍ସ୍ଟମ୍ଭ ପ୍ରତି ମାେତେ ଦବୋ ପାଇଁ ଅସମ୍ମତ ହବେେ ନାହିଁ।"

14. ତଥାପି ଅମ୍ ନୋନ ତାହାର କଥା ଶକ୍ସ୍ଟଣିଲା ନାହିଁ। ମାତ୍ର ସେ ତା'ଠାରକ୍ସ୍ଟ ବଳବାନ୍ ହବୋରକ୍ସ୍ଟ ତାହାକକ୍ସ୍ଟ ବଳତ୍କାର କରି ତା' ସଙ୍ଗେ ଶଯନ କଲା।

15. ତା'ପରେ ଅମ୍ମାନେ ତାକକ୍ସ୍ଟ ଅତି ଘୃଣା କଲା, ସେ ତାକକ୍ସ୍ଟ ଯେପରି ପ୍ ରମେ କରିଥିଲା, ତା' ଅପେକ୍ଷା ଅଧିକ ଘୃଣା କଲା। ଏଣୁ ଅମ୍ ନୋନ ତାହାକକ୍ସ୍ଟ କହିଲା, "ଉଠ ଏଠାରକ୍ସ୍ଟ ଗ୍ଭଲିୟାଅ।"

16. ସେଥି ରେ ସେ କହିଲା, " ମାେତେ ଏହିପରି ଅବସ୍ଥା ରେ ଦୂ ରଇେ ଦିଅନାହିଁ। ତୁମ୍ଭେ ମାେ' ପ୍ରତି ବର୍ତ୍ତମାନ ଯାହା କଲ, ତା'ଠାରକ୍ସ୍ଟ ମଧ୍ଯ ଏହା ଅଧିକରୁ ଅଧିକ ମନ୍ଦ ହବେ।"

17. ତା'ପରେ ଅମ୍ମାନେ ତା'ର ଦାସକକ୍ସ୍ଟ ଡାକି କହିଲା, "ଏହାକକ୍ସ୍ଟ ମାେ ପାଖରକ୍ସ୍ଟ ବାହାର କରିଦିଅ, ଏବଂ କବାଟ ବନ୍ଦ କରିଦିଅ।"

18. ତେଣୁ ଅମ୍ ନୋନଙ୍କର ଦାସ ତାକକ୍ସ୍ଟ ଘରକ୍ସ୍ଟ ବାହାର କରି କଟାବ ବନ୍ଦ କରି ଦଲୋ।

19. ଏଥି ରେ ଅମ୍ମାନରେ ଦାସ ତାହାକକ୍ସ୍ଟ ବାହା ରେ ଆଣି ତାହା ପେଛ ପେଛ କବାଟ ଦଇଦେବୋରକ୍ସ୍ଟ ସେ ନିଜର ମକ୍ସ୍ଟଣ୍ତ ରେ ଭସ୍ମ ଦଇେ ତାହା ଦହରେ ଦୀର୍ଘ୍ଯ ଅଙ୍ଗ ରଖାେ ଚିରି ଦଲୋ। ତା'ପରେ ସେ ମକ୍ସ୍ଟଣ୍ତ ରେ ହାତ ଦଇେ କାନ୍ଦି କାନ୍ଦି ସଠାେରକ୍ସ୍ଟ ପ୍ରସ୍ଥାନ କଲା।

20. ତକ୍ସ୍ଟମ୍ଭ ସହିତ ତୁମ୍ଭର ଭାଇ ଅମ୍ ନୋନ ଅଛି କି? " ସେ ତୁମ୍ଭକୁ ଆଘାତ କଲା କି? ଭଉଣୀ, ଏବେ ତକ୍ସ୍ଟନି ହକ୍ସ୍ଟଅ, ସେ ତୁମ୍ଭର ଭାଇ, ଏ ବିଷଯ ରେ ଚିନ୍ତା କରି ବ୍ଯତିବ୍ଯସ୍ତ ହକ୍ସ୍ଟଅ ନାହିଁ।" ଏହାପରେ ସେ ନିଜର ସହୋଦର ଅବଶା ଲୋମର ଗୃହ ରେ ରହିଲା। ଏବଂ ସେ କିଛି କହିଲା ନାହିଁ। ସେ ସଠାେରେ ବାସ କଲା ଓ ଏକାକି ଥିଲା ଓ ଉଦାସ ଥିଲା।

21. ମାତ୍ର ରାଜା ଦାଉଦ ଏହିସବୁ କଥା ଶକ୍ସ୍ଟଣି ଅତ୍ଯନ୍ତ କ୍ରୁଦ୍ଧ ହେଲ।

22. ଅବଶାଲୋମ ଅମ୍ମାନେକକ୍ସ୍ଟ ଭଲ କି ମନ୍ଦ କିଛି କହିଲା ନାହିଁ। କାରଣ ତାହାର ଭଉଣୀ ତାମରକକ୍ସ୍ଟ ବଳାତ୍କାର କରିବାରକ୍ସ୍ଟ ଅବଶା ଲୋମ ଅମ୍ ନୋନକକ୍ସ୍ଟ ଘୃଣା କଲା।

23. ଏହାପରେ ସଐୂର୍ଣ୍ଣ ଦକ୍ସ୍ଟଇ ବର୍ଷ ପରେ ଇଫ୍ରଯିମ ସୀମା ରେ ବାଲ୍ ହାତସୋର ରେ ଅବଶାଲୋମର ମଷେ ଲୋମ ଛଦନେ କଲା ଏବଂ ଅବଶା ଲୋମ ସମସ୍ତ ରାଜପୁତ୍ରଙ୍କୁ ନିମନ୍ତ୍ରଣ କଲା।

24. ପକ୍ସ୍ଟଣି ଅବଶା ଲୋମ ରାଜାଙ୍କ ନିକଟକକ୍ସ୍ଟ ଆସିଲା ଓ କହିଲା, " ଦେଖନ୍ତକ୍ସ୍ଟ ମାରେ ମଷଗେକ୍ସ୍ଟଡିକର ଲୋମ ଛଦନେ ହାଇେଛି, ଏଣୁ ମହାରାଜ ଓ ରାଜାଙ୍କ ଦାସମାନେ ଆପଣଙ୍କ ଏହି ଦାସ ସଙ୍ଗ ରେ ଆସନ୍ତକ୍ସ୍ଟ।"

25. ଏଥି ରେ ରାଜା ଅବଶାଲୋମକକ୍ସ୍ଟ କହିଲେ, "ନାହିଁ ମାରେପକ୍ସ୍ଟତ୍ର, ଆମ୍ଭେ ସମସ୍ତେ ନ ଯାଉ, ଗଲେ ତକ୍ସ୍ଟମ୍ଭ ପ୍ରତି ଭାରସ୍ବରୂପ ହବେକ୍ସ୍ଟ।"

26. ଏଥି ରେ ଅବଶା ଲୋମ କହିଲା, "ଯଦି ଆପଣ ଆସକ୍ସ୍ଟନାହାନ୍ତି, ତବେେ ମାରେ ଭାଇ ଅମ୍ମାନେକକ୍ସ୍ଟ ଆମ ସଙ୍ଗ ରେ ୟିବାକକ୍ସ୍ଟ ଅନକ୍ସ୍ଟମତି ଦିଅନ୍ତକ୍ସ୍ଟ।"

27. ମାତ୍ର ଅବଶାଲୋମ ବଳାଇବାରକ୍ସ୍ଟ ରାଜା ଅମ୍ ନୋନକକ୍ସ୍ଟ ଓ ସବୁ ରାଜ ପକ୍ସ୍ଟତ୍ରଙ୍କକ୍ସ୍ଟ ତାହା ସଙ୍ଗେ ପଠାଇଲେ।

28. ଏହାପରେ ଅବଶା ଲୋମ ନିଜର ସବେକମାନଙ୍କୁ ଆଜ୍ଞା ଦେଲେ ଓ କହିଲେ, "ଅମ୍ ନୋନକକ୍ସ୍ଟ ଜଗିଥାଅ, ଯେତବେେଳେ ସେ ଟିକେ ମାତାଲ ହବେ, ଦ୍ରାକ୍ଷାରସରକ୍ସ୍ଟ ଉତ୍ତମ ଅନକ୍ସ୍ଟଭବ କରିବ, ମାେ ଆଦେଶ ଅନକ୍ସ୍ଟକରଣ କରି ତାକକ୍ସ୍ଟ ହତ୍ଯା କର। ଭୟ କର ନାହିଁ, ମୁ କ'ଣ ତୁମ୍ଭମାନଙ୍କୁ ଆଜ୍ଞା ଦଇନୋହିଁ, ବଳବାନ୍ ଏବଂ ସାହସି ହକ୍ସ୍ଟଅ।"

29. ଅବଶାଲୋମର ଲୋକମାନେ ଗଲେ ଓ ଅବଶା ଲୋମର ଆଜ୍ଞାନକ୍ସ୍ଟସା ରେ ଅମ୍ ନୋନକକ୍ସ୍ଟ ହତ୍ଯା କଲେ। ତେଣୁ ରାଜପକ୍ସ୍ଟତ୍ରମାନେ ସମସ୍ତେ ଉଠି ପ୍ରେତ୍ୟକକ ନିଜ ନିଜ ଖଚର ଉପରେ ଚଢି ପଳାଇଲେ।

30. ତଥାପି ସମାନେେ ବାଟରେ ଥିଲେ। ଦାଉଦ ନିକଟରେ ସମ୍ବାଦ ଉପସ୍ଥିତ ହେଲା ଯେ, "ଅବଶାଲୋମ ସମସ୍ତ ରାଜପୁତ୍ରଙ୍କୁ ବଧ କରିଅଛି, ସମାନଙ୍କେ ମଧ୍ଯରକ୍ସ୍ଟ ଜଣେ ଅବଶିଷ୍ଟ ନାହିଁ।"

31. ତହିଁରେ ରାଜା ଉଠି ଆପଣା ବସ୍ତ୍ର ଚିରି ଭୂମିରେ ଲମ୍ବ ହାଇେ ପଡିଲେ ଓ ତାଙ୍କର ଦାସ ସମସ୍ତେ ନିଜ ନିଜର ବସ୍ତ୍ର ଚିରି ତାହାଙ୍କ ନିକଟରେ ଠିଆ ହେଲ।

32. ସେତବେେଳେ ଦାଉଦଙ୍କର ଭାଇ ଶିମିଯର ପକ୍ସ୍ଟତ୍ର ଯୋନାଦବ ପହଞ୍ଚିଲା ଓ କହିଲା, "ନା! ସମସ୍ତଙ୍କକ୍ସ୍ଟ ହତ୍ଯା କରାୟାଇ ନାହିଁ। ମାତ୍ର ଅମ୍ ନୋନକକ୍ସ୍ଟ ହତ୍ଯା କରାଗଲା। ଅମ୍ ନୋନ ତାମରକକ୍ସ୍ଟ ଧର୍ଷଣ କରିବା ଦିନଠାରକ୍ସ୍ଟ ଅବଶା ଲୋମ ଏହି ଷଡୟନ୍ତ୍ର କରି ଆସକ୍ସ୍ଟଅଛି।

33. ଏଣୁ ସମସ୍ତ ରାଜପକ୍ସ୍ଟତ୍ର ମରିଛନ୍ତି ବୋଲି ମାରେ ପ୍ରଭକ୍ସ୍ଟ, ମହାରାଜ ମନ ରେ ନ ଘନନ୍େତକ୍ସ୍ଟ। କାରଣ କବଳେ ଅମ୍ ନୋନ ମରିଛି।"

34. ଏଥି ମଧିଅରେ ଅବଶା ଲୋମ ପଳାଯନ କରିଥିଲା।

35. ତେଣୁ ଯୋନାଦବ, ରାଜା ଦାଉଦଙ୍କକ୍ସ୍ଟ କହିଲା, " ଦେଖ ମୁ ଠିକ୍ କହକ୍ସ୍ଟଛି, ଦେଖ, ରାଜାଙ୍କର ପକ୍ସ୍ଟତ୍ର ଆସକ୍ସ୍ଟଛନ୍ତି।"

36. ଏହା କହି ସାରିବାପରେ ରାଜକକ୍ସ୍ଟମାରଗଣ ଆସି ସଠାେରେ ପହଁଞ୍ଚି ଗଲେ ଏବଂ ସମାନେେ କ୍ରନ୍ଦନ କରୁଥିଲେ। ଦାଉଦ ଏବଂ ତାଙ୍କର ଦାସୀମାନେ ମଧ୍ଯ କାନ୍ଦିବାକକ୍ସ୍ଟ ଲାଗିଲେ ଓ ଚିତ୍କାର କରି କାନ୍ଦିଲେ।

37. ତାଙ୍କର ପକ୍ସ୍ଟତ୍ର ଅମ୍ମାନଙ୍କେ ପାଇଁ ଦାଉଦ ବହକ୍ସ୍ଟତ ଦିନ ଶାେକ କଲେ।

38. ଏହାପରେ ଅବଶା ଲୋମ ଗଶୂରକକ୍ସ୍ଟ ପଳାଇ ସଠାେରେ ତିନିବର୍ଷ ଧରି ରହିଲା।

39. ଦାଉଦ ତାଙ୍କର ମନ ଅବଶାଲୋମ ଆଡେ ଗଲାପରେ ତାଙ୍କର ପ୍ରାଣ କ୍ଷୀଣ ହେଲା କାରଣ ସେ ଅମ୍ ନୋନର ମୃତକ୍ସ୍ଟ୍ଯ ଜାଣି ସାନ୍ତ୍ବନା ପ୍ରାଲ୍ଗ ହେଲ।

About ଦିତୀୟ ଶାମୁୟେଲ Chapter 13

Read ଦିତୀୟ ଶାମୁୟେଲ Chapter 13 online from the Holy Bible. This chapter is part of the Book of ଦିତୀୟ ଶାମୁୟେଲ in the Old Testament. Continue reading with the chapter navigation above or explore the complete book.

Book Information

Book: ଦିତୀୟ ଶାମୁୟେଲ
Chapter: 13
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଦିତୀୟ ଶାମୁୟେଲ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଦିତୀୟ ଶାମୁୟେଲ Chapter 13 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଦିତୀୟ ଶାମୁୟେଲ Chapter 13?

ଦିତୀୟ ଶାମୁୟେଲ Chapter 13 is part of the Book of ଦିତୀୟ ଶାମୁୟେଲ in the Holy Bible.

Can I read this chapter online?

Yes. You can read the complete ଦିତୀୟ ଶାମୁୟେଲ Chapter 13 online for free with easy chapter navigation.

More Chapters from ଦିତୀୟ ଶାମୁୟେଲ

  1. ଦିତୀୟ ଶାମୁୟେଲ Chapter 8
  2. ଦିତୀୟ ଶାମୁୟେଲ Chapter 17
  3. ଦିତୀୟ ଶାମୁୟେଲ Chapter 9
  4. ଦିତୀୟ ଶାମୁୟେଲ Chapter 24
  5. ଦିତୀୟ ଶାମୁୟେଲ Chapter 22
  6. ଦିତୀୟ ଶାମୁୟେଲ Chapter 21
  7. ଦିତୀୟ ଶାମୁୟେଲ Chapter 19

Explore More from ପୁରାତନ ନିୟମ

  1. ପ୍ରଥମ ରାଜାବଳୀ Chapter 4
  2. ଆୟୁବ Chapter 40
  3. ଲେବୀୟ ପୁସ୍ତକ Chapter 15
  4. ଆୟୁବ Chapter 5
  5. ପ୍ରଥମ ଶାମୁୟେଲ Chapter 7
  6. ଯିଶାଇୟ Chapter 19
  7. ଦ୍ୱିତୀୟ ବିବରଣ Chapter 26

Related Chapters & Readings

  1. ପ୍ରଥମ ବଂଶାବଳୀ Chapter 26
  2. 1 ଯୋହନ Chapter 4
  3. 1 ଥେସଲନୀକୀୟ Chapter 1
  4. ଏଜ୍ରା Chapter 10
  5. ଦିତୀୟ ବଂଶାବଳୀ Chapter 19
  6. ପ୍ରକାଶିତ ବାକ୍ୟ Chapter 5
  7. ଯିଖରିୟ Chapter 3
Share Your Love

Leave a Reply

Your email address will not be published. Required fields are marked *