ଦ୍ୱିତୀୟ ବିବରଣ Chapter 29

For English

Read ଦ୍ୱିତୀୟ ବିବରଣ Chapter 29 Online

Read ଦ୍ୱିତୀୟ ବିବରଣ Chapter 29 online from the Holy Bible. This chapter is part of the Book of ଦ୍ୱିତୀୟ ବିବରଣ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦ୍ୱିତୀୟ ବିବରଣ and the Holy Bible online.

Choose a Chapter

ଦ୍ୱିତୀୟ ବିବରଣ 29

ଅଧ୍ୟାୟ 29

1. ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କ ସହିତ ହାରେବେ ପର୍ବତ ରେ ଏକ ଚକ୍ସ୍ଟକ୍ତି କରିଥିଲେ। ତାହାଛଡା ସେ ମାୟୋବ ଦେଶ ରେ ତାଙ୍କ ସହିତ ଆଉ ଏକ ଚକ୍ସ୍ଟକ୍ତି କରିଥିଲେ। ତାହାସବୁ ଏହି ଯେ,

2. ମାଶାେ ସମସ୍ତ ଇଶ୍ରାୟେଲୀୟମାନଙ୍କୁ ଏକତ୍ରୀତ କଲେ ଓ କହିଲେ, "ତୁମ୍ଭମାନେେ ଦେଖିଛ ଯେ ମିଶର ରେ ସଦାପ୍ରଭୁ କିପରି କାର୍ୟ୍ଯମାନ କରିଛନ୍ତି। ତୁମ୍ଭମାନେେ ମଧ୍ଯ ଦେଖିଛ, ସଦାପ୍ରଭୁ ରାଜା ଫା ରେ ଏବଂ ତାଙ୍କର ଦାସମାନଙ୍କ ପ୍ରତି ଓ ତାଙ୍କର ସମସ୍ତ ଦେଶ ପ୍ରତି ଯେଉଁ କର୍ମମାନ କରିଥିଲେ।

3. ତୁମ୍ଭମାନେେ ଦେଖିଛ ସଦାପ୍ରଭୁ ସମାନଙ୍କେୁ କିଭଳି ଭାବରେ କଷ୍ଟ ଦଇେଛନ୍ତି। ତୁମ୍ଭମାନେେ ସଦାପ୍ରଭୁଙ୍କର ସହେି ଚମତ୍ମାର ଆଶ୍ଚର୍ୟ୍ଯ କର୍ମମାନ ଦେଖିଛ।

4. କିନ୍ତୁ ଏପରିକି ତୁମ୍ଭମାନେେ ସଦାପ୍ରଭୁଙ୍କର କର୍ମମାନ ବକ୍ସ୍ଟଝି ପାରିଲ ନାହିଁ। ତୁମ୍ଭମାନେେ ସଦାପ୍ରଭୁଙ୍କ ଆଜି ପର୍ୟ୍ଯନ୍ତ ଠିକ୍ ଭାବେ ବକ୍ସ୍ଟଝିପାରିଲ ନାହିଁ। ଯାହାସବୁ ଦେଖିଲ ଓ ଯାହା ସବୁ ଶକ୍ସ୍ଟଣିଲ।

5. ସଦାପ୍ରଭୁ ତୁମ୍ଭମାନଙ୍କୁ ଗ୍ଭଳିଶ ବର୍ଷ ମରକ୍ସ୍ଟ ଅଞ୍ଚଳ ରେ ଆଗଇେ ଆଣିଲେ ତୁମ୍ଭମାନେେ ଦେଖିଲ ଯେ ତୁମ୍ଭର ପୋଷାକ ଆଦୌ ଚିରିନଥିଲା। ତୁମ୍ଭର ୟୋତା ମଧ୍ଯ ନଷ୍ଟ ହାଇେ ନଥିଲା।

6. ତୁମ୍ଭେ ଆସିବା ସମୟରେ ସାଥି ରେ ଖାଦ୍ୟ ଆଣି ନଥିଲ, ତୁମ୍ଭେ ତୁମ୍ଭମାନଙ୍କ ସହିତ ପିଇବା ପାଇଁ କୌଣସି ମଦ ଆଣି ନଥିଲ। କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କର ଯତ୍ନ ନଇେଥିଲେ। ସେ ଏପରି କରିଥିଲେ, କାରଣ ତୁମ୍ଭମାନେେ ବକ୍ସ୍ଟଝିପାରିବ ସେ ହେଉଛନ୍ତି ସଦାପ୍ରଭୁ ତୁମ୍ଭର ପରମେଶ୍ବର।

7. "ତୁମ୍ଭମାନେେ ଏହି ସ୍ଥାନକକ୍ସ୍ଟ ଆସିଲାପରେ ହିଷ୍ବୋନର ରାଜା ସୀହାନ୍େ ଓ ବାଶନର ରାଜା ଓଗ୍ ଆମ୍ଭ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ଆସିଥିଲେ, କିନ୍ତୁ ଆମ୍ଭମାନେେ ସମାନଙ୍କେୁ ପରାସ୍ତ କଲକ୍ସ୍ଟ।

8. କିନ୍ତୁ ଆମ୍ଭେ ସହେି ଦେଶ ତାଙ୍କଠାରକ୍ସ୍ଟ ଛଡାଇ ଆଣି ରୂବନେ ବଂଶ ଓ ଗାଦ୍ ବଂଶ ଏବଂ ମନଃଶିର ଅର୍ଦ୍ଧ ବଂଶଧରଙ୍କକ୍ସ୍ଟ ଦଲେକ୍ସ୍ଟ।

9. ସେଥିପାଇଁ ତୁମ୍ଭମାନେେ ସମସ୍ତ ନିର୍ଦ୍ଧେଶ ଚକ୍ସ୍ଟକ୍ତି ଅନକ୍ସ୍ଟସା ରେ ମାନିବା ଉଚିତ୍, ତବେେ ତୁମ୍ଭମାନେେ ଯେଉଁସବୁ କର୍ମ କରିବ ସେଥି ରେ ତୁମ୍ଭମାନେେ ସମସ୍ତ କକ୍ସ୍ଟଶଳତା ପାଇବ।

10. "ଆଜି ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭର ପରମେଶ୍ବଙ୍କର ସମ୍ମକ୍ସ୍ଟଖ ରେ ଛିଡା ହାଇେଅଛ। ତୁମ୍ଭର ପ୍ରଧାନଗଣ, ତୁମ୍ଭମାନଙ୍କ ବଂଶ ସମୂହ, ତୁମ୍ଭମାନଙ୍କର ପ୍ରାଚୀନବର୍ଗ, ତୁମ୍ଭମାନଙ୍କ ଅଧ୍ଯକ୍ଷଗଣ ଓ ଇଶ୍ରାୟେଲର ସମସ୍ତ ପୁରୁଷ ଏହିଠା ରେ ଉପସ୍ଥିତ ଅଛନ୍ତି।

11. ତୁମ୍ଭର ସ୍ତ୍ରୀ ଓ ପିଲାମାନେ ଏବଂ ତୁମ୍ଭମାନଙ୍କ ସହିତ ବାସ କରୁଥିବା ବିଦେଶୀମାନେ ମଧ୍ଯ ଏହିଠା ରେ ଉପସ୍ଥିତ ଅଛନ୍ତି। ଯେଉଁ ଲୋକମାନେ ତୁମ୍ଭକୁ କାଠ କାଟି ଦଇେଛନ୍ତି ଏବଂ ପାଣି ଯୋଗଇଛନ୍ତି।

12. ତୁମ୍ଭମାନେେ ସମସ୍ତେ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କଠାରେ ଚକ୍ସ୍ଟକ୍ତି କରିବା ପାଇଁ ଏଠା ରେ ଛିଡା ହାଇେଛ। ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଆଜି ଏହି ଚକ୍ସ୍ଟକ୍ତି କରୁଛନ୍ତି।

13. ଏହି ଚକ୍ସ୍ଟକ୍ତି ସହିତ ସଦାପ୍ରଭୁ ତୁମ୍ଭମାନଙ୍କୁ ତାଙ୍କର ସ୍ବତନ୍ତ୍ର ପବିତ୍ର ଲୋକ ଭାବରେ ଗ୍ରହଣ କରୁଛନ୍ତି। ଏବଂ ସେ ନିଜେ ତୁମ୍ଭମାନଙ୍କର ପରମେଶ୍ବର ହବେେ। ସେ ତୁମ୍ଭକୁ ଏହିକଥା କହିଥିଲେ। ସେ ତୁମ୍ଭର ପୁର୍ବପୁରୁଷଗଣଙ୍କ ସଙ୍ଗ ରେ ଏହି ଚକ୍ସ୍ଟକ୍ତି କରିଥିଲେ, ଅବ୍ରହାମ, ଇସହାକ୍ ଓ ୟାକକ୍ସ୍ଟବଙ୍କ ସହିତ।

14. ସଦାପ୍ରଭୁ ଏହି ଚକ୍ସ୍ଟକ୍ତି କରିଛନ୍ତି ତାଙ୍କର ପ୍ରତିଜ୍ଞା ଅନକ୍ସ୍ଟୟାଯୀ କବଳେ ତୁମ୍ଭମାନଙ୍କ ସହିତ ନକ୍ସ୍ଟ ହେଁ।

15. ସଦାପ୍ରଭୁ ଏହି ଚକ୍ସ୍ଟକ୍ତି କରିଛନ୍ତି ତକ୍ସ୍ଟମ୍ଭ ସମସ୍ତଙ୍କ ସହିତ ଯେଉଁମାନେ ଆଜି ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ଦଣ୍ତାଯମାନ ହାଇେଅଛ। କିନ୍ତୁ ଏହି ଚକ୍ସ୍ଟକ୍ତି ମଧ୍ଯ ଆମ୍ଭର ଭବିଷ୍ଯଦ ବଂଶଧରଙ୍କ ପାଇଁ ମଧ୍ଯ ଯେଉଁମାନେ ଆମ୍ଭମାନଙ୍କ ସହିତ ନାହାଁନ୍ତି।

16. "ତୁମ୍ଭେ ଏକଥା ସ୍ମରଣ କର ଯେ ଆମ୍ଭମାନେେ ମିଶର ରେ କିପରି ଥିଲକ୍ସ୍ଟ, ତୁମ୍ଭେ ଏକଥା ସ୍ମରଣ କର, ଆମ୍ଭେ କିପରି ଭାବରେ ବହକ୍ସ୍ଟ ଦେଶ ଅତିକ୍ରାନ୍ତ କରି ଆସିଲକ୍ସ୍ଟ।

17. ଆଉ ତୁମ୍ଭମାନେେ ସମାନଙ୍କେ ମଧିଅରେ ଥିବା ଘୃଣା ଯୋଗ୍ଯ ବସ୍ତକ୍ସ୍ଟ ଓ ସମାନଙ୍କେ କାଠ ଓ ପଥର, ରୂପା ଓ ସକ୍ସ୍ଟନାର ପ୍ରତିମାମାନ ଦେଖିଅଛ।

18. ଏଥିପାଇଁ ତୁମ୍ଭେ ସାବଧାନ ହବେ। ସହେି ଦେଶୀଯ ଲୋକମାନଙ୍କ ଦବେତାଗଣର ପଶ୍ଚାଦ୍ ଗାମୀ ହାଇେ ସବୋ କରିବା ନିମନ୍ତେ ଆଜି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କଠାରକ୍ସ୍ଟ ଯାହାର ହୃଦଯ ବିମକ୍ସ୍ଟଖ ହକ୍ସ୍ଟଏ, ଏପରି କୌଣସି ପୁରୁଷ, କି ସ୍ତ୍ରୀ, ପରିବାର କି ବଂଶ ଯମେନ୍ତ ତୁମ୍ଭମାନଙ୍କ ମଧିଅରେ ନ ରହେ, ଯମେନ୍ତ ବିଷ ଓ ନାଗଦଅଣାର ମୂଳ ତୁମ୍ଭମାନଙ୍କ ମଧିଅରେ ନରହେ।

19. "ଆଉ ଯେପରି ଏହି ଅଭିଶାପର କଥା ଶକ୍ସ୍ଟଣି ମନମେନେ ଆପଣାର ଧନ୍ଯବାଦ କରି ନ କ ହେ ଯେ, 'ଆମ୍ଭେ ଶକ୍ସ୍ଟଖିଲା ସଙ୍ଗେ ଓଦାକକ୍ସ୍ଟ ଧ୍ବଂସ କରିବା ପାଇଁ ଆପଣା ଦୃଦଯ ରେ କାଠିନ୍ଯ ଅନକ୍ସ୍ଟସା ରେ ଚଳିଲେ ହେଁ ଆମ୍ଭର ମଙ୍ଗଳ ହବେ।'

20. ସଦାପ୍ରଭୁ ତାହାକକ୍ସ୍ଟ କ୍ଷମା କରିବାକୁ ସମ୍ମତ ହବେେ ନାହିଁ। ମାତ୍ର ତତ୍କ୍ଷଣାତ ସହେି ଲୋକପ୍ରତି ସଦାପ୍ରଭୁଙ୍କ କୋରଧ ଓ ଅନ୍ତଜର୍‌ବାଳା ସଧୂମ ହାଇେ ଉଠିବ। ପକ୍ସ୍ଟଣି ଏହି ପୁସ୍ତକକରେ ଲିଖିତ ସମସ୍ତ ଶାପ ତାହା ପାଇଁ ଛପି ରହିବ, ଆଉ ସଦାପ୍ରଭୁ ଆକାଶ ମଣ୍ତଳ ତଳକ୍ସ୍ଟ ତାହାର ନାମ ଲୋପ କରିବ। ଏବଂ ଏହି ବ୍ଯବସ୍ଥାପୁସ୍ତକ ଲିଖିତ ନିଯମର ସମସ୍ତ ଶାପ ଅନକ୍ସ୍ଟସା ରେ ସଦାପ୍ରଭୁ ତାହାକକ୍ସ୍ଟ ଇଶ୍ରାୟେଲର ସମସ୍ତ ଗୋଷ୍ଠୀଯ ମଧ୍ଯରକ୍ସ୍ଟ ଅମଙ୍ଗଳ ନିମନ୍ତେ ପୃଥକ କରିବେ।

22. "ଭବିଷ୍ଯତ ରେ ତୁମ୍ଭର ଭବିଷ୍ଯତ ବଂଶଧରଗଣ ଓ ବହକ୍ସ୍ଟ ଦୂର ସ୍ଥାନରକ୍ସ୍ଟ ଆସକ୍ସ୍ଟଥିବା ବିଦେଶୀଗଣ ବିନାଶ ଓ ବିପର୍ୟ୍ଯଯ ଦେଖିବେ, ଯାହା ସଦାପ୍ରଭୁ ଦେଶକକ୍ସ୍ଟ ଆଘାତ କରିଛନ୍ତି।

23. ସଦାପ୍ରଭୁ ଆପଣା କୋର୍ଧ ଓ କୋପରେ ଯେଉଁ ସଦୋମ ଓ ହ ମାରୋ, ଅଦ୍ମା ଓ ସବୋଯିମ ନଗରମାନ ଉତ୍ପାଟନ କରିଥିଲେ, ତାହାପରି ଏହି ଦେଶର ସମସ୍ତ ଭୂମି ଗନ୍ଧକ ଓ ଲବଣ ଓ ଦହନ ରେ ପରିପୂର୍ଣ୍ଣ ହାଇେଅଛି। ତହିଁରେ କିଛି ବକ୍ସ୍ଟଣାୟାଏ ନାହିଁ, କି ଫଳ ଉତ୍ପନ୍ନ ହକ୍ସ୍ଟଏ ନାହିଁ ଏବଂ ତହିଁରେ କୌଣସି ତୃଣ ବଢେ ନାହିଁ।

24. " ସେତବେେଳେ ସବୁ ଗୋଷ୍ଠୀଯ ଲୋକମାନେ କହିବେ, 'ସଦାପ୍ରଭୁ ଏଦେଶ ପ୍ରତି କାହିଁକି ଏପରି କଲେ? ଏରୂପ ମହାକୋର୍ଧ ପ୍ରଜ୍ବଳିତ ହବୋର କାରଣ କ'ଣ?

25. ତହିଁରେ ଲୋକମାନେ କହିବେ: 'ସଦାପ୍ରଭୁ ସମାନଙ୍କେ ପରମେଶ୍ବର ମିଶର ଦେଶରକ୍ସ୍ଟ ସମାନଙ୍କେ ପୂର୍ବପୁରୁଷମାନଙ୍କୁ ବାହାର କରି ଆଣିବା ସମୟରେ ସମାନଙ୍କେ ସହିତ ଯେଉଁ ନିଯମ କରିଥିଲେ ତାହା ସମାନେେ ତ୍ଯାଗ କରିଅଛନ୍ତି।

26. ଯେଉଁ ଦବେତାମାନଙ୍କୁ ସମାନେେ ଜାଣି ନଥିଲେ ଓ ସେ ସମାନଙ୍କେୁ ନଇେ ନଥିଲେ, ସମାନେେ ୟାଇ ସହେି ଅନ୍ୟ ଦବେତାଗଣର ପୂଜା କଲେ ଓ ସମାନଙ୍କେର ସବୋ କଲେ।

27. ଏଣୁ ଏହି ପୁସ୍ତକରେ ଲିଖିତ ସମସ୍ତ ଅଭିଶାପ ସହେି ଦେଶ ଉପରେ ବର୍ତ୍ତାଇବାକକ୍ସ୍ଟ ତହିଁ ପ୍ରତି ସଦାପ୍ରଭୁଙ୍କ କୋରଧ ପ୍ରଜ୍ବଳିତ ହେଲା।

28. ପକ୍ସ୍ଟଣି ସଦାପ୍ରଭୁ କୋର୍ଧ ରେ ଓ ପ୍ରଚଣ୍ତତା ରେ ଓ ମହା କୋପରେ ସମାନଙ୍କେ ଦେଶରକ୍ସ୍ଟ ସମାନଙ୍କେୁ ଉତ୍ପାଟନ କଲେ ଓ ସମାନଙ୍କେୁ ଅନ୍ୟ ଦେଶ ରେ ନିକ୍ଷପେ କଲେ, ଯେଉଁଠା ରେ ସମାନେେ ଆଜି ଅଛନ୍ତି।'

29. "ଗକ୍ସ୍ଟଲ୍ଗ ବିଷଯ ସବୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ଅଧିକାର ମାତ୍ର ଆମ୍ଭମାନେେ ଯମେନ୍ତ ଏହି ବ୍ଯବସ୍ଥାର ସବୁ ବାକ୍ଯ ପାଳନ କରିବା, ଏଥିପାଇଁ ପ୍ରକାଶିତ ବିଷଯ ସବୁ ବଂଶାନକ୍ସ୍ଟକ୍ରମେ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନଗଣର ଅଧିକାର।

About ଦ୍ୱିତୀୟ ବିବରଣ Chapter 29

Read ଦ୍ୱିତୀୟ ବିବରଣ Chapter 29 online from the Holy Bible. This chapter is part of the Book of ଦ୍ୱିତୀୟ ବିବରଣ in the Old Testament. Continue reading with the chapter navigation above or explore the complete book.

Book Information

Book: ଦ୍ୱିତୀୟ ବିବରଣ
Chapter: 29
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଦ୍ୱିତୀୟ ବିବରଣ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଦ୍ୱିତୀୟ ବିବରଣ Chapter 29 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଦ୍ୱିତୀୟ ବିବରଣ Chapter 29?

ଦ୍ୱିତୀୟ ବିବରଣ Chapter 29 is part of the Book of ଦ୍ୱିତୀୟ ବିବରଣ in the Holy Bible.

Can I read this chapter online?

Yes. You can read the complete ଦ୍ୱିତୀୟ ବିବରଣ Chapter 29 online for free with easy chapter navigation.

More Chapters from ଦ୍ୱିତୀୟ ବିବରଣ

  1. ଦ୍ୱିତୀୟ ବିବରଣ Chapter 26
  2. ଦ୍ୱିତୀୟ ବିବରଣ Chapter 11
  3. ଦ୍ୱିତୀୟ ବିବରଣ Chapter 9
  4. ଦ୍ୱିତୀୟ ବିବରଣ Chapter 6
  5. ଦ୍ୱିତୀୟ ବିବରଣ Chapter 34
  6. ଦ୍ୱିତୀୟ ବିବରଣ Chapter 31
  7. ଦ୍ୱିତୀୟ ବିବରଣ Chapter 27

Explore More from ପୁରାତନ ନିୟମ

  1. ଯିହୋଶୂୟ Chapter 3
  2. ଦିତୀୟ ବଂଶାବଳୀ Chapter 21
  3. ପ୍ରଥମ ରାଜାବଳୀ Chapter 10
  4. ଆଦି ପୁସ୍ତକ Chapter 26
  5. ଏଷ୍ଟର Chapter 4
  6. ଯିଶାଇୟ Chapter 37
  7. ଗୀତସଂହିତା Chapter 118

Related Chapters & Readings

  1. ଗୀତସଂହିତା Chapter 73
  2. ଦିତୀୟ ରାଜାବଳୀ Chapter 16
  3. ଗୀତସଂହିତା Chapter 4
  4. ହୋଶେୟ Chapter 11
  5. ଯିହିଜିକଲ Chapter 30
  6. ମଲାଖି Chapter 2
  7. ଯିହିଜିକଲ Chapter 21
Share Your Love

Leave a Reply

Your email address will not be published. Required fields are marked *