ଆଦି ପୁସ୍ତକ Chapter 33

For English

Read ଆଦି ପୁସ୍ତକ Chapter 33 Online

Read ଆଦି ପୁସ୍ତକ Chapter 33 online from the Holy Bible. This chapter is part of the Book of ଆଦି ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଆଦି ପୁସ୍ତକ and the Holy Bible online.

Choose a Chapter

ଆଦି ପୁସ୍ତକ 33

ଅଧ୍ୟାୟ 33

1. ଅନନ୍ତର ଯାକୁବ ଏଲଷୗ ଆସୁଥିବାରସଦଖିଲଲ। ଏଲଷୗ ତାଙ୍କ ସହିତ ଚାରିଶହସଲାକଙ୍କୁ ଧରି ଆସୁଥିଲଲ। ଯାକୁବ ତା'ର ପରିବାରକୁ ଚାରି ଭାଗସର ବିଭକ୍ତ କଲା।ସଲୟା ଏବଂ ତା'ର ପିଲାମାଲନସଗାଟିଏ ଦଳସର ରହିଲଲ। ରାଲହଲ ଏବଂସଯାଲଷଫସଗାଟିଏ ଦଳସର ରହିଲଲ। ଦୁଇଦାସୀ ଏବଂ ତାଙ୍କର ପିଲାମାଲନ ଦୁଇସଗାଟି ଦଳସର ରହିଲଲ।

2. ଯାକୁବ, ଆଲଗ ଦୁଇ ଦାସୀ ଓସସମାନଙ୍କର ସନ୍ତାନଗଣଙ୍କୁ ତା' ପଲଛସଲୟା ଓ ତା'ର ସନ୍ତାନଗଣ, ସବା ଶଲଷସର ରାଲହଲ ଓସଯାଲଷଫକୁ ରଖିଲଲ।

3. ସସମାନଙ୍କୁ ଆଗସର ଯାକୁବ ଗଲା,ସସସଯଲତଲବଲଳ ଭାଇର ନିକଟବର୍ତ୍ତୀସହଲା। ଭକ୍ତିସଦଖାଇବା ପାଇଁ ଯାକୁବ ସାତଥର ଭୂମିଷ୍ଠ ପ୍ରଣାମ କଲା।

4. ସଯଲତଲବଲଳ ଏଲଷୗ ଯାକୁବକୁସଦଖିଲଲସସ ତାଙ୍କୁ ଭଲଟିବା ପାଇଁ ଦୌଡ଼ିଗଲଲ। ଏହାପଲରସସ ତା'ର ଗଳାଧରି ଆଲିଙ୍ଗନ ଓ ଚୁମ୍ବନ କଲଲ, ପୁଣି ଦୁସହଁ କାନ୍ଦିବାକୁ ଲାଗିଲଲ।

5. ଏଲଷୗ ସ୍ତ୍ରୀ ଓ ପିଲାମାନଙ୍କୁସଦଖିଲଲ,ସସ ପଚାରିଲଲ, "ତୁମ୍ଭ ସହିତ ଏହିସଲାକମାଲନ କିଏ?"

6. ଏହାପଲର ଦୁଇଦାସୀ ଓ ତାହାର ପିଲାମାଲନ ଏଲଷୗ ନିକଟକୁ ଗଲଲ।ସସମାଲନ ଏଲଷୗକୁ ଭୂମିଷ୍ଠ ପ୍ରଣାମ କଲଲ।

7. ଏହାପଲରସଲୟା ଏବଂ ତାଙ୍କର ସନ୍ତାନଗଣ ଏଲଷୗକୁ ପ୍ରଣାମ କଲଲ। ଏବଂ ଏହାପଲର ରାଲହଲ ଓସଯାଲଷଫ ଏଲଷୗ ନିକଟକୁ ୟାଇ ପ୍ରଣାମ କଲଲ।

8. ଏଲଷୗ କହିଲଲ, "ମୁଁ ଆସିବା ସମୟଲରସଯଉଁମାନଙ୍କୁସଦଖିଲିସସମାଲନ କିଏ?ସସ ପଶୁଗୁଡ଼ିକ କାହା ନିମନ୍ଲତ ନଲଉଛନ୍ତି।"

9. କନ୍ତୁ ଏଲଷୗ କହିଲଲ, "ତୁମ୍ଭରସମାଲତ କିଛି ଉପହାରସଦବା ଦରକାର ନାହିଁ, ଭାଇସମା ପାଇଁ ବହୁତ ଅଛି।"

10. ଯାକୁବ କହିଲଲ, "ନା ଭାଇ. ମୁଁ ତୁମ୍ଭକୁ ଅନୁଲରାଧ କରୁଛି। ଯଦି ତୁମ୍ଲଭସମାଲତ ବାସ୍ତବସର ଗ୍ରହଣ କରୁଛସତଲବସମାର ଉପହାରଗୁଡ଼ିକ ଗ୍ରହଣ କର, ଯାହା ମୁଁ ତୁମ୍ଭକୁସଦଇଅଛି। ମୁଁ ତୁମ୍ଭକୁ ପାଇ ବହୁତ ଖୁସି।ସମାଲତ ପରଲମଶ୍ବରଙ୍କର ଦର୍ଶନ ପରି ଲାଗୁଛି। ଆଗ୍ରହର ସହକାସର ତୁମ୍ଲଭସମାଲତ ଗ୍ରହଣ କରିଥିବାରୁ, ମୁଁ ଖୁସି।

11. ସତଣୁ ମୁଁ ବିନତୀ କରୁଛି ତୁମ୍ଲଭସମାର ଉପହାର ଗ୍ରହଣ କର। ପରଲମଶ୍ବରସମା ପ୍ରତି ସଦଯସହାଇଛନ୍ତି।ସମାର ଆବଶ୍ଯକତାଠାରୁ ଅଧିକ ପାଇଛି।" ଯାକୁବ ଏଲଷୗକୁ ଉପହାରଗୁଡ଼ିକ ଗ୍ରହଣ କରିବା ପାଇଁ ପ୍ରବର୍ତ୍ତାଇଲଲ।ସତଣୁସସସସଗୁଡ଼ିକୁ ଗ୍ରହଣ କଲଲ।

12. ଏହାପଲର ଏଲଷୗ କହିଲଲ, "ତୁମ୍ଲଭ ତୁମ୍ଭର ୟାତ୍ରା ଚାଲୁ ରଖ। ମୁଁ ମଧ୍ଯ ତୁମ୍ଭ ସହିତ ୟିବି।"

13. କିନ୍ତୁ ଯାକୁବ ତାଙ୍କୁ କହିଲଲ, "ତୁମ୍ଲଭ ଜାଣସମାର ସନ୍ତାନଗଣସଛାଟ ଏବଂ ମୁଁସମାର ପଶୁଗଣଙ୍କର ଓ ତାଙ୍କର ଛୁଆମାନଙ୍କ ପ୍ରତି ଯତ୍ନବାନ୍ସହବାକୁ ପଡ଼ିବ। ମୁଁ ଯଦି ତାଙ୍କୁ ବଳପୂର୍ବକସଗାଟିଏ ଦିନସର ବହୁତ ବାଟସନଇୟାଏସତଲବ ସମସ୍ତ ପଶୁ ମରିଯିଲବ।

14. ସତଣୁସମାର ପ୍ରଭୁ ତୁମ୍ଲଭ ଆମ୍ଭ ଆଗସର ଚାଲ, ମୁଁ ତୁମ୍ଭକୁ ଧିସର ଧିସର ଅନୁସରଣ କରିବି, ପଶୁମାନଙ୍କର ନିରାପଦ ପାଇଁ। ମୁଁ ଏଥିପାଇଁ ଧିସର ୟିବି କାରଣସମାରପିଲାମାଲନ କ୍ଲାନ୍ତସହାଇ ପଡ଼ିଲବ। ମୁଁ ତୁମ୍ଭକୁସସଯୀରସର ସାକ୍ଷାତ କରିବି।"

15. ସତଣୁ ଏଲଷୗ କହିଲଲ, "ତୁମ୍ଭର ସାହାୟ୍ଯ ପାଇଁ ମୁଁସମାରକିଛିସଲାକଙ୍କୁ ଛାଡ଼ି ଯାଉଛି।"

16. ସତଣୁସସହିଦିନ ଏଲଷୗସସଯୀରକୁସଫରିବା ୟାତ୍ରା ଆରମ୍ଭ କଲଲ।

17. କିନ୍ତୁ ଯାକୁବ ସୁକ୍କୋତକୁ ଗଲଲ।ସସହି ସ୍ଥାନସରସସ ଆପଣା ପାଇଁ ଏକ ଗୃହ ତିଆରି କଲଲ ଓ ପଶୁମାନଙ୍କ ପାଇଁ କୁଡ଼ିଆ ତିଆରି କଲଲ।ସତଣୁସସହି ସ୍ଥାନର ନାମ ସୁକ୍କୋତସହଲା।

18. ଏହି ପ୍ରକାସର ଯାକୁବ ପଦ୍ଦନ୍ ଅରାମଠାରୁ ବାହାରି କୁଶଳସର କିଣାନସଦଶସ୍ଥ ଶିଖିମର ଏକ ନଗରସର ଉପସ୍ଥିତସହାଇ ନଗରର ବାହାସର ତମ୍ବୁ ସ୍ଥାପନ କଲଲ।

19. ଏହାପଲର ଶିଖିମର ପିତା ହସମାରର ସନ୍ତାନମାନଙ୍କୁ ଏକଶ କସୀତା ନାମକସର ୗପ୍ୟ ମୁଦ୍ରାଲଦଇସସହି ତମ୍ବୁ ସ୍ଥାନଟିକୁ କିଣିଲଲ।

20. ପୁଣି ଯାକୁବସସଠାଲର ପରଲମଶ୍ବରଙ୍କର ଉପାସନା ପାଇଁ ଏକ ୟଜ୍ଞବଲଦୀ ସ୍ଥାପନ କଲଲ। ଯାକୁବସସହି ସ୍ଥାନର ନାମସଦଲଲ, "ଏଲ ଇଶ୍ରାଲୟଲର ପରଲମଶ୍ବର।"

About ଆଦି ପୁସ୍ତକ Chapter 33

Read ଆଦି ପୁସ୍ତକ Chapter 33 online from the Holy Bible. This chapter is part of the Book of ଆଦି ପୁସ୍ତକ in the Old Testament. Continue reading with the chapter navigation above or explore the complete book.

Book Information

Book: ଆଦି ପୁସ୍ତକ
Chapter: 33
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଆଦି ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଆଦି ପୁସ୍ତକ Chapter 33 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଆଦି ପୁସ୍ତକ Chapter 33?

ଆଦି ପୁସ୍ତକ Chapter 33 is part of the Book of ଆଦି ପୁସ୍ତକ in the Holy Bible.

Can I read this chapter online?

Yes. You can read the complete ଆଦି ପୁସ୍ତକ Chapter 33 online for free with easy chapter navigation.

More Chapters from ଆଦି ପୁସ୍ତକ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 14
  3. ଆଦି ପୁସ୍ତକ Chapter 10
  4. ଆଦି ପୁସ୍ତକ Chapter 1
  5. ଆଦି ପୁସ୍ତକ Chapter 26
  6. ଆଦି ପୁସ୍ତକ Chapter 38
  7. ଆଦି ପୁସ୍ତକ Chapter 7

Explore More from ପୁରାତନ ନିୟମ

  1. ଯିଶାଇୟ Chapter 26
  2. ଯିଶାଇୟ Chapter 43
  3. ଯିହୋଶୂୟ Chapter 15
  4. ହୋଶେୟ Chapter 2
  5. ଗୀତସଂହିତା Chapter 130
  6. ପ୍ରଥମ ବଂଶାବଳୀ Chapter 16
  7. ପ୍ରଥମ ରାଜାବଳୀ Chapter 17

Related Chapters & Readings

  1. ପ୍ରକାଶିତ ବାକ୍ୟ Chapter 7
  2. ଦାନିଏଲ Chapter 1
  3. ଗାଲାତୀୟ Chapter 4
  4. ଗୀତସଂହିତା Chapter 67
  5. ଗୀତସଂହିତା Chapter 140
  6. ଗୀତସଂହିତା Chapter 92
  7. ଆଦି ପୁସ୍ତକ Chapter 44
Share Your Love

Leave a Reply

Your email address will not be published. Required fields are marked *